Home Left

ଏହି ଅଭିନେତାଙ୍କ ପାଇଁ ଜେଲ୍‌ ଆଗରେ ଗୋଲାପ ଫୁଲ ବିଛାଇଥିଲେ ପ୍ରଶଂସକ

ବଲିଉଡର୍‌ ଭାଇଜାନ ସଲମନ୍‌ ଖାନ୍‌ ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ସୋସିଆଲ ମିଡିଆରେ ସଲମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ବଲିଉଡ୍‌ରେ ବହୁ ହିଟ୍‌ ଫିଲ୍ମ ଅଭିନୟ କରିଥିବା ସଲ୍ଲୁଙ୍କ ଜଲଓ୍ବା ଏବେ ବି କାଏମ୍‌ ରହିଛି। କ୍ରିସ୍‌ମାସ ଅବସରରେ ତାଙ୍କ…

୩୦ରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ମୁମ୍ବାଇ,୨୭-୧୨: ଆଗାମୀ ଡିସେମ୍ବର ୩୦ରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯିବ। ସେହିଦିନ ମୋଟ ୩୬ ମନ୍ତ୍ରୀ ଶପଥଗ୍ରହଣ କରିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମନ୍ତ୍ରିମଣ୍ଡଳରେ ୬ ଜଣ ମନ୍ତ୍ରୀ ଅଛନ୍ତି। ପ୍ରଦେଶ କଂଗ୍ରେସ ମୁଖ୍ୟ…

ଫିଲିପାଇନ୍ସରେ ବାତ୍ୟା: ୨୦ ମୃତ

ମାନିଲା, ୨୭-୧୨:କେନ୍ଦ୍ରୀୟ ଫିଲିପାଇନ୍ସରେ ଭୟଙ୍କର ଝଡ଼ବାତ୍ୟା ‘ଫନ୍‌ଫୋନ’ ତାଣ୍ଡବ ରଚିଛି। ଏଥିରେ ୨୦ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଝଡ଼ବାତ୍ୟା ଯୋଗୁ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଦେଖାଦେଇଛି। ଭୂସ୍ଖଳନ ଓ ଜଳବନ୍ଦୀ ଯୋଗୁ ଲୋକମାନଙ୍କୁ…

‘ଲୋକଙ୍କୁ ବିଭ୍ରାନ୍ତ କରୁଛି କଂଗ୍ରେସ’

ନୂଆଦିଲ୍ଲୀ,୨୭-୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ନେଇ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ଦ୍ୱନ୍ଦ୍ୱ ସୃଷ୍ଟିକରିବା ସହ ଲୋକଙ୍କୁ ବିଭ୍ରାନ୍ତ କରି ରାଜଧାନୀର ବାତାବରଣକୁ ନଷ୍ଟ କରୁଛନ୍ତି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଅଭିଯୋଗ କରିଛନ୍ତି। ଗୁରୁବାର ଦିଲ୍ଲୀ ଉନ୍ନୟନ…

ମୋଦିଙ୍କୁ ‘ମିଛର ସର୍ଦ୍ଦାର’କହିଥିବା ରାହୁଲଙ୍କୁ ଭାଜପାର ସମାଲୋଚନା:ଉପା ଅମଳରେ ଗଢ଼ାହୋଇଥିଲା ଅଟକ କେନ୍ଦ୍ର

ନୂଆଦିଲ୍ଲୀ,୨୭-୧୨(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ମିଛର ସର୍ଦ୍ଦାର’ କହିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭାଜପା ସମାଲୋଚନା କରିଛି। ଅଟକ କେନ୍ଦ୍ର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି ବୋଲି ରାହୁଲ ଟୁଇଟ୍‌ କରିଥିଲେ। ରାହୁଲଙ୍କୁ ସମାଲୋଚନା କରି ଭାଜପା ମୁଖପାତ୍ର ସମ୍ବିତ୍‌ ପାତ୍ର…

ହିଂସାରେ ମୃତ ମୁସଲମାନ ଯୁବକଙ୍କ ପରିବାରକୁ ଭେଟିଲେନି ମନ୍ତ୍ରୀ

ବିଜ୍‌ନୋର,୨୭-୧୨(ପି.ଟି.):ଉତ୍ତରପ୍ରଦେଶର ଧନ୍ଦାମୂଳକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ କପିଲଦେବ ଅଗ୍ରଓ୍ବାଲ ଗୁରୁବାର ହିଂସା ପ୍ରଭାବିତ ବିଜ୍‌ନୋର ଜିଲା ଗସ୍ତରେ ଯାଇଥିଲେ। ଗତ ଶୁକ୍ରବାର ସିଏଏ ବିରୋଧୀ ବିକ୍ଷୋଭ ବେଳେ ହିଂସାରେ ପ୍ରାଣ ହରାଇଥିବା ୨ ମୁସଲମାନ ଯୁବକଙ୍କ ପରିବାର ସଦସ୍ୟଙ୍କୁ…

ଗୁଜରାଟରେ ପାକ୍‌ ପଙ୍ଗପାଳ ଆତଙ୍କ

ବଡୋଦରା, ୨୬ା୧୨: ପାକିସ୍ତାନରୁ ଦଳ ଦଳ ପଙ୍ଗପାଳ ଗୁଜରାଟର ବିଭିନ୍ନ ଜିଲାରେ ପ୍ରବେଶ କରିବା ଫଳରେ ଚାଷୀଙ୍କ ନିଦ ହଜାଇ ଦେଲେଣି। ଏମାନେ ବ୍ୟାପକ ଫସଲ ଖାଇ ନଷ୍ଟ କରିଦେଉଥିବାରୁ ତା’ର ପ୍ରତିକାର ପାଇଁ କେନ୍ଦ୍ର ସରକାର ସେଠାକୁ ୧୧ଟି ଟିମ୍‌…

ବାୟାବନ୍ଧନ ଯୋଜନା ଲାଗି ଆଧାର ଅନିବାର୍ଯ୍ୟ

ନୂଆଦିଲ୍ଲୀ,୨୭-୧୨: ବରିଷ୍ଠ ନାଗରିକଙ୍କ ପେନସନ ସ୍କିମ ପ୍ରଧାନମନ୍ତ୍ରୀ ବାୟାବନ୍ଧନ ଯୋଜନା ଲାଗି ସରକାର ଆଧାରକୁ ଅନିବାର୍ଯ୍ୟ କରିଛନ୍ତି। ଏହି ଯୋଜନାରେ ୮% ନିଶ୍ଚିତ ସୁଧହାର ପ୍ରଦାନ ବ୍ୟବସ୍ଥା ରହିଛି। ଏହାକୁ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ର…

ସେନାଧ୍ୟକ୍ଷଙ୍କ ସିଏଏ ମନ୍ତବ୍ୟକୁ ନେଇ ବିବାଦ:ଅବସର ବେଳେ ଅଡ଼ୁଆ

ନୂଆଦିଲ୍ଲୀ,୨୭-୧୨(ପି.ଟି.):ସିଏଏକୁ ବିରୋଧ କରିବା ଲାଗି ଯୁବବର୍ଗଙ୍କୁ ଭୁଲ୍‌ ରାସ୍ତା ଦେଖାଉଥିବା ଲୋକ ନେତା ନୁହେଁ ବୋଲି ସେନାଧ୍ୟକ୍ଷ ଜେନେରାଲ୍‌ ବିପିନ୍‌ ରାଓ୍ବତ୍‌ ଗୁରୁବାର କହିଛନ୍ତି। ଉଗ୍ର ହିଂସାକାଣ୍ଡ, ପୋଡ଼ାଜଳା କରିବା ଲାଗି ଯୁବ, ଛାତ୍ରଙ୍କୁ ଏକାଠି କରି ବାଟବଣା କରିବା ଅନୁଚିତ…

ହାଲୁକା ବର୍ଷାରୁ କୋହଲା ପାଗ: ବଢ଼ିବ ଶୀତ: ୮ ଜିଲାରେ ପ୍ରବଳ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୨୭-୧୨(ବ୍ୟୁରୋ): ଆକାଶରେ ମାଳ ମାଳ ବାଦଲ। ଏହା ସାଙ୍ଗକୁ ହାଲୁକା ବର୍ଷା। ପରିବେଶକୁ ଶୀତୁଆ କରିଦେଇଛି। ଗୁରୁବାର ରାଜ୍ୟରେ ଏଭଳି ଅବସ୍ଥା ଦିନ ତମାମ୍‌ ଲାଗି ରହିଥିଲା। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ରହିବା…

ବିଜେଡି ଦଳ ନୁହେଁ, ଆନ୍ଦୋଳନ: ନବୀନ

ଭୁବନେଶ୍ୱର,୨୭-୧୨(ବ୍ୟୁରୋ):ବିଜେଡି ଏକ ରାଜନୈତିକ ଦଳ ନୁହେଁ, ବରଂ ଏକ ଆନ୍ଦୋଳନ। ରାଜଧାନୀରେ ଥିବା ଦଳୀୟ ମୁଖ୍ୟାଳୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସରେ ବକ୍ତବ୍ୟ ରଖି ଗୁରୁବାର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ବିଜେଡି ତିଷ୍ଠିବା ଏବଂ…

ଓଡ଼ିଶାରେ ଦେଖାଗଲା ଆଂଶିକ ସୂର୍ଯ୍ୟୋପରାଗ

ଭୁବନେଶ୍ୱର, ୨୭-୧୨(ବ୍ୟୁରୋ):ଚଳିତବର୍ଷର ତୃତୀୟ ତଥା ବିରଳ ସୂର୍ଯ୍ୟୋପରାଗ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିଲା। ହେଲେ କୋହଲା ପାଗକୁ ମେଘାଚ୍ଛନ୍ନ ଆକାଶରେ ଲୁଚି ଯାଇଥିଲେ ସୂର୍ଯ୍ୟ। ଗୁରୁବାର ସକାଳ ୮ଟା ୧୯ରୁ ପରାଗ ସ୍ପର୍ଶ ଆରମ୍ଭ ହୋଇ ୩ଘଣ୍ଟାରୁ ଊର୍ଦ୍ଧ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?