Home Left

ଥରିଲା ପିଓକେ

ଇସ୍‌ଲାମାବାଦ,୬।୧୦: ପିଓକେ ବା ପାକ୍‌ ଅଧିକୃତ କଶ୍ମୀରରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଥିଲା। ଯଦିଓ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା ତେବେବି ଏଥିରେ ଏକ ଘର ଭୁଷୁଡି ଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଆହତ…

ଢୋଲ ବଜାଇ ଦୁର୍ଗାପୂଜା ପାଳନ କଲେ ନୁଶରତ

ଅଭିନେତ୍ରୀ ତଥା ଏମ୍‌ପି ନୁଶରତ୍‌ ଜହାଁ ଢୋଲ ଭିନ୍ନ ଢଙ୍ଗରେ ଦୁର୍ଗାପୂଜା ପାଳନ କରିଛନ୍ତି। ପବିତ୍ର ମହାଷ୍ଟମୀ ଅବସରରେ ସେ ସ୍ବାମୀ ନିଖିଲ ଜୈନଙ୍କ ସହ ପୂଜା ପେଣ୍ଡାଲରେ ପହଞ୍ଚିଥିଲେ। ପାରମ୍ପରିକ ବଙ୍ଗାଳୀ ଶାଢି ଏବଂ ସିନ୍ଦୁର ପିନ୍ଧି ନୁଶରତଙ୍କୁ ଢୋଲ…

ଭାଇରାଲ ହେଉଛି ବିଗ୍‌ ବିଙ୍କ ଫନି ଟିକ୍‌ଟକ୍‌ ଭିଡିଓ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ନିକଟରେ ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଏମିତି ଏକ ଭିଡିଓ ଅପଲୋଡ କରିଛନ୍ତି ଯାହାକୁ ଦେଖିଲେ ନ ହସିବା ଲୋକେ ବି ହସି ପକାଇବେ। ଉକ୍ତ ଭିଡିଓରେ ଜଣେ…

ଫେରୁଛି ‘ରୋଜା’

ମୁମ୍ବାଇ: ମଣିରତ୍ନମଙ୍କ ନିର୍ଦ୍ଦେଶିତ ଫିଲ୍ମ ୧୯୯୨ରେ ପରଦାରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିବା ବେଳେ ଏବେବି ଏହା ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି। ଏଥିରେ ଅରବିନ୍ଦ ସ୍ବାମୀ ଓ ମଧୁଙ୍କ ଯୋଡିଙ୍କୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏବେ ଏହି ଯୋଡି…

ମହାଷ୍ଟମୀରେ ଦେଶବାସୀଙ୍କୁ ଉପହାର: ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍‌ରେ ପରାସ୍ତ କଲା ଭାରତ

ବିଶାଖାପାଟଣା,୬।୧୦: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍‌ରେ ପରାସ୍ତ କରିଛି। ଦୁଇଟି ଇନିଂଶରେ ରୋହିତ ଶର୍ମାଙ୍କ ଶତକ ଏବଂ ଆର. ଅଶ୍ୱିନ୍‌, ମହମ୍ମଦ ସାମି, ରବିନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ…

ମା’ ଦୁର୍ଗାଙ୍କୁ କେଉଁ ଦେବତା କେଉଁ ଅସ୍ତ୍ର ପ୍ରଦାନ କରିଥିଲେ ଜାଣନ୍ତୁ…

ମା’ ଦୁର୍ଗାଙ୍କ ଆବାହନରେ ପୁରପଲ୍ଲୀ ହୋଇଉଠିଛି ଚଳଚଞ୍ଚଳ। ଆଶ୍ୱୀନ ମାସ ଶୁକ୍ଳପକ୍ଷ ୬ଷ୍ଠୀ ତିଥିରୁ ଆରମ୍ଭ ହୋଇଛି ମା’ଙ୍କର ଏହି ପୂଜାର୍ଚ୍ଚନା। ଆଜି ଅର୍ଥାତ ରବିବାର ଅଷ୍ଟମୀ ପୂଜା। ଦଶମୀ ତିଥିରେ ମା’ଙ୍କ ପୂଜା ସମାପନ ହେବ। ଦେବୀ ଦୁର୍ଗାଙ୍କୁ ନେଇ…

ପ୍ରଥମ ବିଶ୍ୱଯୁଦ୍ଧରେ ଶହୀଦ ଭାରତୀୟ ଯବାନଙ୍କୁ ଫ୍ରାନ୍ସରେ ଦିଆଗଲା ଶ୍ରଦ୍ଧାଞ୍ଜଳି

ପ୍ୟାରିସ,୬।୧୦: ଭାରତ ଓ ଫ୍ରାନ୍ସ ରବିବାର ସେହି ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଯେଉଁମାନେ ପ୍ରଥମ ବିଶ୍ୱଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ବୀର ଯବାନମାନଙ୍କୁ ଭିଲର୍ସ ଗୁଇସଲେନ ଇଣ୍ଡିଆନ…

ସୋନିଆ-ମନମୋହନଙ୍କୁ ଭେଟିଲେ ହସିନା

ନୂଆଦିଲ୍ଲୀ,୬।୧୦: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ରବିବାର ଭେଟିଛନ୍ତି। ଏହା ସହିତ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଧ୍ୟ ସାକ୍ଷାତ୍‌ କରିଛନ୍ତି। ଦୁଇ ନେତାଙ୍କ ସହିତ ହସିନା ଭାରତ-ବାଂଲାଦେଶ ସମ୍ପର୍କ ବିଷୟରେ ବିସ୍ତୃତ ଆଲୋଚନା…

ବନ୍ୟା ପରେ ଏବେ ଚିନ୍ତାରେ ପକାଇଛି ଡେଙ୍ଗୁ

ପାଟନା,୬।୧୦: ବିହାରରେ ଚଳିତ ବର୍ଷ ବନ୍ୟାରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବା ସହ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ବନ୍ୟାରେ ଏପର୍ଯ୍ୟନ୍ତ ପାଖାପାଖି ୧୬୦ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। କିନ୍ତୁ ଏହାପରେ ଏବେ…

ଏଥର ପର୍ଯ୍ୟଟନରେ ବାରାଣସୀ ଦୁର୍ଗା ମନ୍ଦିର: ଜାଣନ୍ତୁ କେବେ, କେମିତି ଯିବେ

ଉତ୍ତରପ୍ରଦେଶର ବାରାଣସୀଠାରେ ମା’ ଦୁର୍ଗାଙ୍କୁ ସମର୍ପିତ ଏକ ମନ୍ଦିର ରହିଛି, ଯାହାକୁ କେହି କେହି ଦୁର୍ଗା ମନ୍ଦିର ତ ଆଉ କେହି ଦୁର୍ଗା କୁଣ୍ଡ ମନ୍ଦିର ବୋଲି କହିଥାନ୍ତି। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ରାଣୀ ଭବାନୀ ନାମ୍ନୀ ଜଣେ…

କୁଶୁନୁପୁରରେ ଅଗ୍ନିକାଣ୍ଡ: ୯ ପରିବାର କ୍ଷତିଗ୍ରସ୍ତ

କଣ୍ଟାପଡା,୬।୧୦(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡ଼ା ତହସିଲ ଅନ୍ତର୍ଗତ ଡିମିରି ପଞ୍ଚାୟତର କୁଶୁନୁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୯ଟି ପରିବାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶନିବାର ରାତିରେ ଶୁକଦେବ ରାଉତଙ୍କ ଘରେ ଶର୍ଟ୍‌ଶର୍କିଟରୁ ନିଆଁ ଲାଗିଯାଇଥିଲା। ପରେ ପ୍ରହଲ୍ଲାଦ ରାଉତ,…

ନଜରବନ୍ଦୀ ପରେ ପ୍ରଥମ ଥର ଫାରୁକଙ୍କ ସହ ସାକ୍ଷାତ୍‌ କଲେ ୧୫ ଏନ୍‌ସି ନେତା

ଜମ୍ମୁ,୬।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ପରେ ପ୍ରଥମଥର ଲାଗି ନ୍ୟାଶନାଲ କନଫରେନ୍ସ(ଏନ୍‌ସି)ର ୧୫ ଜଣ ନେତା ନଜରବନ୍ଦୀ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ତାଙ୍କ ପତ୍ନୀ ମୌଲି ଅବଦୁଲ୍ଲାଙ୍କୁ ସାକ୍ଷାତ୍‌ କରିଛନ୍ତି। ରବିବାର ଶ୍ରୀନଗରସ୍ଥିତ ଫାରୁକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri