ଇସ୍ରୋ ବୈଜ୍ଞାନିକଙ୍କ ହତ୍ୟାକାରୀ ଗିରଫ: ସମଲିଙ୍ଗୀ ସମ୍ପର୍କ କାଳ ହେଲା
ହାଇଦ୍ରାବାଦ, ୬ା୧୦ : ଇସ୍ରୋ ବୈଜ୍ଞାନିକ ଏସ୍. ସୁରେଶ କୁମାରଙ୍କ ହତ୍ୟାକାରୀ ଶ୍ରୀନିବାସଙ୍କୁ ପୋଲିସ ଗିରଫ କରିଛି। ଦୁହିଙ୍କ ମଧ୍ୟରେ ଗଢ଼ି ଉଠିଥିବା ସମଲିଙ୍ଗୀ ସମ୍ପର୍କ ଓ ଅର୍ଥ କାରବାର ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। କେରଳର ସୁରେଶ ଇସ୍ରୋର…
ଇରାକରେ ସରକାର ବିରୋଧୀ ବିକ୍ଷୋଭ: ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲା
ବାଗଦାଦ,୬ା୧୦(ପି.ଟି.): ଇରାକରେ ସରକାର ବିରୋଧୀ ବିକ୍ଷୋଭ ଶନିବାର ପଞ୍ଚମ ଦିନରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲାଣି। ଏଥିସହିତ ୪୦୦୦ ଲୋକ ଆହତ ହୋଇଛନ୍ତି। ଦକ୍ଷିଣ ଇରାକର ବିଭିନ୍ନ ସହରକୁ ମଧ୍ୟ ବିକ୍ଷୋଭ ବ୍ୟାପିଲାଣି। ପ୍ରଧାନମନ୍ତ୍ରୀ ଆଦେଲ୍ ଅବ୍ଦେଲ ମହଦିଙ୍କ ଇସ୍ତଫା ଦାବି…
କାର୍ଯ୍ୟକାରୀ ହେଲାନି ଓଡ଼ିଆରେ ନାମଫଳକ: ବର୍ଷେ ପୂର୍ବରୁ ହୋଇଥିଲା ଗାଇଡ୍ଲାଇନ
ନୟାଗଡ଼ ଅଫିସ,୬ା୧୦: ସରକାରୀ, ବେସରକାରୀ ଅନୁଷ୍ଠାନ ହେଉ କି ବ୍ୟବସାୟିକ ପ୍ରତିଷ୍ଠାନ ସମସ୍ତେ ଓଡ଼ିଆରେ ନାମଫଳକ ଲେଖିବାକୁ ସରକାରଙ୍କ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଥିଲା। ନୟାଗଡ଼ ଜିଲାରେ ମଧ୍ୟ ଏ ପ୍ରକାର ନିର୍ଦ୍ଦେଶ ଜାରି ହୋଇଥିଲା। ହେଲେ ଇତିମଧ୍ୟରେ ବର୍ଷେ ବିତିବାକୁ…
ବିପଦସଙ୍କୁଳ ଅବସ୍ଥାରେ ଅଙ୍ଗନଓ୍ବାଡି କେନ୍ଦ୍ର: ସହାୟିକାଙ୍କ ବାରଣ୍ଡାରେ ଶିକ୍ଷାଦାନ
ବଇଣ୍ଡା,୬।୧୦(ଡି.ଏନ.ଏ.) – କୁନି ଶିଶୁଙ୍କୁ ଶିକ୍ଷା ସହ ଜଡ଼ିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଖୋଲାଯାଇଛି ଅଙ୍ଗନଓ୍ବାଡି କେନ୍ଦ୍ର। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ସହ ଅଙ୍ଗନଓ୍ବାଡି କର୍ମୀ, ସହାୟିକା ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ସରକାର କରିଛନ୍ତି। ହେଲେ ଅନେକ ସ୍ଥାନରେ…
ଫାଇନାନ୍ସ କମ୍ପାନୀରୁ ୧୫ ଲକ୍ଷ ହଡ଼ପ
ଅନୁଗୋଳ ଅଫିସ, ୬।୧୦ – ଅନୁଗୋଳର ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ଟଙ୍କା ହଡ଼ପ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି। ସେ ହେଲେ ଉକ୍ତ ସଂସ୍ଥାରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା…
କୃଷ୍ଣପୁର-କରମଙ୍ଗୀ ରାସ୍ତା ଶୋଚନୀୟ
ତେଲକୋଇ, ୬।୧୦(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ପଡାଙ୍ଗ ପଞ୍ଚାୟତର କୃଷ୍ଣପୁର ଦେଇ କରମଙ୍ଗୀ ପଞ୍ଚାୟତ ମୁଖ୍ୟାଳୟର ରାସ୍ତା ଶୋଚନୀୟ ହୋଇପଡିଛି । କୃଷ୍ଣପୁର ଗ୍ରାମଠାରୁ କରମଙ୍ଗୀ ପର୍ଯ୍ୟନ୍ତ ରହିଛି ୩କି.ମି. ରାସ୍ତା। ଏହା ଗ୍ରାମ୍ୟ ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ଥିବା…
ଜୁଆଆଡ୍ଡାରେ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ : ଏସ୍ଆଇଙ୍କ ହାତକୁ କାମୁଡ଼ି ଦେଲେ, ୧୦ କୋର୍ଟଚାଲାଣ
କୁକୁଡ଼ାଖଣ୍ଡି,୬ା୧୦(ଡି.ଏନ.ଏ.)- ଜୁଆ ଖେଳ ଚାଲିଥିବାବେଳେ ଆଡ୍ଡାରେ ପୋଲିସ ଚଢାଉ କରିଥିଲା। ଅନ୍ଧାରର ସୁଯୋଗ ନେଇ ପୋଲିସ ଉପରକୁ ପାଲଟା ଆକ୍ରମଣ କଲେ ଜୁଆଡି। ଏଭଳି ଘଟଣା ଘଟିଛି ବ୍ରହ୍ମପୁର ପୋଲିସ ଜିଲା ସଦର ଥାନା ଅଞ୍ଚଳରେ। ନଂ.୨୬୧/୨୦୧୯ରେ ମାମଲା ରୁଜୁ କରି…
ଦାୟିତ୍ୱବାନ ବାଣିଜ୍ୟ ନେଇ ରାଷ୍ଟ୍ରପତିଙ୍କ ଆହ୍ବାନ
ମୁମ୍ବାଇ,୬-୧୦: ଘରୋଇ ବଜାରରେ ଦାୟିତ୍ୱବାନ ବାଣିଜ୍ୟ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଆହ୍ବାନ ଜଣାଇଛନ୍ତି। ଭାରତକୁ ନିବେଶର ଏକ ଗନ୍ତବ୍ୟସ୍ଥଳ ଭାବେ ଗଢି ତୋଳିବା ଲାଗି କମ୍ପାନୀ ଆଇନର କାର୍ଯ୍ୟାନ୍ବୟନ ଜରୁରୀ ବୋଲି ସେ କହିଛନ୍ତି। ଏହି ଦିଗକୁ କିଭଳି…
ଏନ୍ବିଏ ପଦାର୍ପଣ: ଭାରତ- ଆମେରିକା ସମ୍ପର୍କର ନୂଆ ଅଧ୍ୟାୟ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୬।୧୦ (ପି.ଟି.)- ଆମେରିକାର ହାଇପ୍ରୋଫାଇଲ ବାସ୍କେଟ ବଲ୍ ଲିଗ୍ ଏନ୍ବିଏ (ନ୍ୟାଶନାଲ ବାସ୍କେଟବଲ ଆସୋସିଏଶନ) ଭାରତରେ ପଦାର୍ପଣ କରିଛି। ଏହି ଲିଗ୍ର ପ୍ରଥମ ମ୍ୟାଚ୍ ଶୁକ୍ରବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ଏନ୍ବିଏର ଏହି ପଦାର୍ପଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି।…
ଓଡ଼ିଶା ରାଜ୍ୟ ଫିଡେ ରେଟିଂ ଚେସ୍: ରାଜେଶ ଚାମ୍ପିୟନ
ବିଶାଖାପାଟଣା,୬।୧୦(ସ୍ପୋଟ୍ସ ବ୍ୟୁରୋ)- ବାଲେଶ୍ୱର ଜିଲା ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ବିନୟ ପରାଡାଇଜ୍ରେ ଚାଲିଥିବା ୬୦ତମ ଓଡ଼ିଶା ରାଜ୍ୟ ଫିଡେ ରେଟିଂ (ଓପନ୍) ଚେସ୍ ପ୍ରତିଯୋଗିତାରେ ପୁରୀର ରାଜେଶ ନାୟକ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଶନିବାର ଅନ୍ତିମ ରାଉଣ୍ଡ ଶେଷ…
ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବୁ : ବୀରେନ୍ଦ୍ର
ଭୁବନେଶ୍ୱର, ୬।୧୦(ସ୍ପୋଟର୍ସ ବ୍ୟୁରୋ)- ଓଡ଼ିଆ ହକି ତାରକା ତଥା ଅଭିଜ୍ଞ ଭାରତୀୟ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ୟୁରୋପ ଗସ୍ତ ସାରି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶନିବାର ସକାଳେ ସେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେ ଆଗକୁ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ…
ଚନ୍ଦାପଣ ଠୁଁ ଦୂରେଇ ରହିବାକୁ ଚାହୁଁଛନ୍ତି; ଆପଣାନ୍ତୁ ଏହି ଉପାୟ …
ପରିବର୍ତ୍ତିତ ଜୀବନ ଶୈଳୀରେ ଅତ୍ୟଧିକ ମାନସିକ ଚାପ ଯୋଗୁ କେତେକଙ୍କଠାରେ ଚନ୍ଦାପଣ ଦେଖିବାକୁ ମିଳିଥାଏ। ଚନ୍ଦାପଣ ଯୋଗୁ ଯୁବପିଢ଼ିଙ୍କ ମଧ୍ୟରେ ଏକ ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ଉପାୟ ଉଲ୍ଲେଖ…
Archives


