Home Left

ସ୍ମାର୍ଟ ଓ୍ବାଚ୍‌ ରଖିବ କର୍ମଚାରୀଙ୍କ କାମ ଉପରେ ନଜର

ନୋଏଡ଼ା,୩।୧୦: କର୍ମଚାରୀଙ୍କ କାମ ଉପରେ ନଜର ରଖିବା ପାଇଁ ନୋଏଡ଼ାରେ ଏବେ ସ୍ମାର୍ଟଓ୍ବାଚ୍‌ ଦିଆଯିବ। ଏହା କର୍ମଚାରୀଙ୍କ ସ୍ଥିତି ସମ୍ପର୍କରେ ଅଧିକାରୀଙ୍କୁ ସହଜରେ ସୂଚନା ଦେଇପାରିବ। ଫଳରେ କର୍ମଚାରୀ ଘରେ ଅଛନ୍ତି ଅବା ଫିଲ୍ଡ୍‌ରେ କାମ କରୁଛନ୍ତି ସେ ନେଇ ସହଜରେ…

ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ ଭକ୍ତ ଦାସ

ଭବାନୀପାଟଣା,୩ା୧୦(ଡି.ଏନ.ଏ.): ଆଉ ମୁଁ ଲୋକ ସଭା ନିର୍ବାଚନ ଲଢିବି ନାହିଁ। ବିଧାନସଭା ନିର୍ବାଚନ ଲଢିବା ପାଇଁ ଆଶାବାଦୀ ଅଛି। ଲୋକଙ୍କ ସମସ୍ୟା ସମାଧାନ ପାଇଁ ମୁଁ ସଂଗ୍ରାମ କରିବି ବୋଲି ପୂର୍ବତନ ଏମ୍‌ପି ଭକ୍ତଚରଣ ଦାସ କହିଛନ୍ତି। ମଙ୍ଗଳବାର ସ୍ଥାନୀୟ ଏକ…

ଖଦି ବୋର୍ଡ ପକ୍ଷରୁ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

ଭୁବନେଶ୍ୱର, ୩ା୧୦(ବ୍ୟୁରୋ): ଖଦି ଆନ୍ଦୋଳନର ମୂଳଦୁଆ ଓଡ଼ିଶାରୁ ପଡ଼ିଥିଲା। ଆନ୍ଦୋଳନକୁ ବ୍ୟାପକ କରିବାରେ ଓଡ଼ିଶାର ପ୍ରମୁଖ ଭୂମିକା ରହିଥିଲା। ଓଡ଼ିଶା ମୋତେ ଖଦି ଶିକ୍ଷା ଦେଇଥିବା ମହାତ୍ମା ଗାନ୍ଧୀ ନିଜେ ମୁକ୍ତକଣ୍ଠରେ ସ୍ବୀକାର କରିଥିଲେ। ଓଡ଼ିଶାର ଘୋର ଦାରିଦ୍ର୍ୟ ତାଙ୍କୁ ଛୋଟ…

ପୂଜା ଛୁଟିରେ ୨ ଦିନ ଖୋଲିବ ଆର୍‌ଟିଓ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ଚଳିତ ମାସ ୫ରୁ ୮ ତାରିଖ ଯାଏ ସରକାରୀ ଛୁଟି ଦିବସ ରହିଛି। ତେଣୁ ଏହି ସମୟରେ ନୂଆ ଗାଡ଼ି ପଞ୍ଜୀକରଣ କାର୍ଯ୍ୟ ବାଧା ପାଇବ। ତେଣୁ ଦୁଇ ଦିନ ଅର୍ଥାତ ୫ ଏବଂ ୭ ତାରିଖରେ ଅପରାହ୍ନ ୩ଟାରୁ…

ରେଳ ଷ୍ଟେଶନ ସ୍ବଚ୍ଛତା ସର୍ଭେ: ୯ରୁ ୮୭କୁ ଖସିଲା ଭୁବନେଶ୍ୱର

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ରାଜସ୍ଥାନର ଜୟପୁର, ଯୋଧପୁର ଓ ଦୁର୍ଗାପୁରା ହେଉଛି ଦେଶର ସବୁଠାରୁ ସ୍ବଚ୍ଛ ରେଳ ଷ୍ଟେଶନ। ପ୍ରଥମ, ଦ୍ୱିତୀୟ ଓ ତୃତୀୟରେ ଯଥାକ୍ରମେ ଏହି ଷ୍ଟେଶନଗୁଡିକ ରହିଛି। ବୁଧବାର ଦେଶର ୭୨୦ ଷ୍ଟେଶନକୁ ନେଇ କରାଯାଇଥିବା ଏହି ସ୍ବଚ୍ଛତା ସର୍ଭେର ଫଳାଫଳ…

ବରଦାନ ସାବ୍ୟସ୍ତ ହେବ ପ୍ଲାଷ୍ଟିକ ନିଷେଧ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ସାରା ରାଜ୍ୟରେ ବୁଧବାରଠାରୁ ପ୍ଲାଷ୍ଟିକ ବ୍ୟବହାରକୁ ନିଷେଧ କରାଯାଇଛି। ଏଥିପାଇଁ ରାଜ୍ୟ ପ୍ରଶାସନର ସମସ୍ତ ବିଭାଗ ତତ୍ପରତା ପ୍ରକାଶ କରିଛନ୍ତି। ହେଲେ ଏହା କେତେ ଫଳପ୍ରଦ ହେବ, ତାହା ଭବିଷ୍ୟତରେ ଜଣାପଡ଼ିବ। ଅପରପକ୍ଷରେ ପ୍ଲାଷ୍ଟିକ ନିଷେଧ ଫଳରେ ରାଜ୍ୟରେ କେନ୍ଦୁ…

‘ମୁଁ ସଫେଇବାଲା’ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୩ା୧୦(ବ୍ୟୁରୋ): ପରିଚ୍ଛନ୍ନତା ଏକ ମାନସିକତା। ଆସନ୍ତୁ ଶପଥ ନେବା, ନିଜ ପରିବେଶ ଓ ସହରକୁ ସଫାସୁତୁରା ରଖିବା। ସ୍ବଚ୍ଛତାରେ ସାମୂହିକ ପରିବର୍ତ୍ତନ ଆଣିବା ଲାଗି ଏମିତି ସ୍ଲୋଗାନ ସହ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆରମ୍ଭ କରିଛ ‘ମୁଁ ସଫେଇବାଲା’…

୧୫୪ ଜିଲାରେ ନିଅଣ୍ଟ ବର୍ଷା

ନୂଆଦିଲ୍ଲୀ,୩ା୧୦: ଚଳିତ ମୌସୁମୀରେ ସର୍ବାଧିକ ବୃଷ୍ଟିପାତ ହୋଇଛି। ୨୫ ବର୍ଷ ମଧ୍ୟରେ ଏହା ସବୁଠୁ ଅଧିକ ବର୍ଷଣ ମୌସୁମୀ ବୋଲି କୁହାଯାଉଛି। ଏହା ସତ୍ତ୍ୱେ ଦେଶର ନିଅଣ୍ଟ ବର୍ଷା ଅନୁଭୂତ ହୋଇଛି। ଅର୍ଥାତ୍‌ ପ୍ରତି ୫ ଜିଲାରୁ ଗୋଟିଏ ଜିଲା ବା…

ଆମେରିକା କଟକଣାକୁ ଅଣଦେଖା: ରୁଷିଆରୁ ଆସିବ ଏସ୍‌-୪୦୦ କ୍ଷେପଣାସ୍ତ୍ର

ଓ୍ବାଶିଂଟନ, ୩ା୧୦: ଭାରତ ରୁଷିଆନିର୍ମିତ ଭୂପୃଷ୍ଠରୁ ଆକାଶମାର୍ଗକୁ ଭେଦ କରିପାରୁଥିବା ଏସ୍‌-୪୦୦ ଟ୍ରୁମ୍ଫ କ୍ଷେପଣାସ୍ତ୍ର କ୍ରୟ କରିବ। ଏହା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ବେଶ୍‌ ସହାୟକ। ଏନେଇ ଆମେରିକାର ଟ୍ରମ୍ପ ପ୍ରଶାସନକୁ ଅବଗତ କରାଯାଇଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ପ୍ରକାଶ…

ଭାଜପାର ଗାନ୍ଧୀ ସଂକଳ୍ପ ପଦଯାତ୍ରା

ଫୁଲନଖରା,୩ା୧୦(ଡି.ଏନ୍‌.ଏ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ରାଜ୍ୟ ଭାଜପା ପକ୍ଷରୁ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇଛି। ଏହାକୁ କଟକ ଜିଲା ତେଲଙ୍ଗାପେଣ୍ଠ ଗାନ୍ଧୀ ସ୍ମୃତିପୀଠରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ତେଲଙ୍ଗାପେଣ୍ଠ, କୋଠସାହି, ବଢେଇ ସାହି,…

ମହାରାଷ୍ଟ୍ର, ହରିୟାଣା ପାଇଁ ଭାଜପାର ୨ୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୩ା୧୦(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପା ବୁଧବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହରିୟାଣା ପାଇଁ ଏହି ପର୍ଯ୍ୟାୟରେ ୧୪ ଜଣଙ୍କ ନାଁ ଘୋଷଣା ହୋଇଥିବାବେଳେ ମହାରାଷ୍ଟ୍ର ପାଇଁ ୧୨ ପ୍ରାର୍ଥୀଙ୍କ ନାଁ ପ୍ରକାଶ…

ଓପନିଂ କରିବା ମୋତେ ସୁହାଉଛି: ରୋହିତ

ବିଶାଖାପାଟଣା,୩।୧୦(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଅପରାଜିତ ଶତକ ହାସଲ କରିବା ପରେ ଭାରତୀୟ ଓପନର ରୋହିତ ଶର୍ମା ବେଶ୍‌ ଆସ୍ବସ୍ତି ଲାଭ କରିଥିବେ। ଟେଷ୍ଟରେ ଇନିଂସ ଓପନ୍‌ କରିବା ମୋତେ ବେଶ୍‌ ସୁହାଉଛି। ଏଥିପାଇଁ ଅବଶ୍ୟ ମାନସିକ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri