ଭତ୍ତା ବଣ୍ଟନରେ ଅନିୟମିତତା ଅଭିଯୋଗ: ଖଇରା ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ
ଖଇରା,୪।୧୦(ଡି.ଏନ୍.ଏ): ବାଲେଶ୍ବର ଜିଲା ଖଇରା ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଓ ଭତ୍ତା ବଣ୍ଟନରେ ଅନିୟମିୟତା ଅଭିଯୋଗରେ ଭିଜିଲାନ୍ସ ଡିଏସ୍ପି ଏସ୍. କେ. ସାମନ୍ତରାୟ ଓ ଇନ୍ସପେକ୍ଟର ଏସ୍ ହେମ୍ବ୍ରମଙ୍କ ନେତୃତ୍ୱରେ ତିନି…
ପାରିବାରିକ କଳହ: ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ଜୀବନ ହାରିଲେ ସ୍ବାମୀ
ଖୋର୍ଦ୍ଧା ଅଫିସ, ୪।୧୦: ଖୋର୍ଦ୍ଧା ଜିଲା ବାଣପୁର ଥାନା ନଇରି ପଞ୍ଚାୟତ ସାନ-ନଇରି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ସ୍ବାମୀ ବେକରେ ରଶି ଲଗାଇ ଜୀବନ ହାରିଛନ୍ତି। ମୃତକଦ୍ୱୟ ହେଲେ ସନା ସାହୁ ଓ…
ବାଲାକୋଟ ଏୟାର ଷ୍ଟ୍ରାଇକ୍ର ଭିଡିଓ ଜାରି କଲା ଭାରତୀୟ ବାୟୁସେନା
ନୂଆଦିଲ୍ଲୀ,୪।୧୦: ଭାରତୀୟ ବାୟୁସେନା ପକ୍ଷରୁ ଶୁକ୍ରବାର ବାଲାକୋଟ ଏୟାର ଷ୍ଟ୍ରାଇକ୍ର ଏକ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ର ପ୍ରସ୍ତୃତି ଓ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱସଂବିଧ୍ୱସ୍ତ କରାଯାଇଥିବା ଦେଖିବାକୁ ମିଳିଛି। ଗତ ଏକ ବର୍ଷରେ ଭାରତୀୟ ବାୟୁସେନା…
ଭାରତ ଉପରେ ରାଗି ପିଆଜ ଖାଇବା ଛାଡି ଦଲେ ଶେଖ୍ ହସିନା
ବାଂଲାଦେଶ,୪।୧୦: ପିଆଜର ଦର ବୃଦ୍ଧି ଏବେ ଭାରତର କେନ୍ଦ୍ର ସରକାରଙ୍କ ଆଗରେ ଯେ ସମସ୍ୟା ହୋଇ ଛିଡା ହୋଇଛି ତା’ ନୁହେଁ। ବରଂ ପଡୋଶୀ ଦେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି। ଏବେ ଭାରତରେ ପିଆଜ ଦର ଆକାଶ ଛୁଆ…
ରହସ୍ୟମୟ ସ୍ଥାନ : ଏଠାକୁ ଆସିଥା’ନ୍ତି ପ୍ରେତଲୋକ
ଆତ୍ମା ଏବଂ ପ୍ରେତାତ୍ମା ସହିତ ଜଡ଼ିତ କିଛି କାହାଣୀ ନିଶ୍ଚିତ ପରିବାରର ବଡ଼ ସଦସ୍ୟମାନଙ୍କଠାରୁ ଶୁଣିଥିବେ। ଏହି କଥାକୁ କିଛି ଲୋକ ବିଶ୍ୱାସ କରୁଥିବାବେଳେ ଆଉ କେହି ଅନ୍ଧବିଶ୍ୱାସ ବୋଲି କହିଥାନ୍ତି। ମଣିଷର ମୃତ୍ୟୁଘଟିଲେ ସେ ପରଲୋକ ଗମନ କରିଥାଏ ।…
ଜମି ଅନୁଧ୍ୟାନ କଲେ ରାଜସ୍ବ କମିଶନର: ୯.୬୦ ଏକରରେ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ
ସାକ୍ଷୀଗୋପାଳ, ୪।୧୦(ଡି.ଏନ୍.ଏ.): ଓଡ଼ିଆ ଭାଷା ସାହିତ୍ୟର ଉତ୍ତରୋତ୍ତର ଗବେଷଣା ଲକ୍ଷ୍ୟ ନେଇ ପୁରୀ ଜିଲା ସତ୍ୟବାଦୀର ଐତିହାସିକ ବକୁଳବନ ସଂଲଗ୍ନ ୯. ୬୦ ଏକର ଜମିରେ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବାକୁ ସ୍ଥିର ହୋଇଛି। ସାକ୍ଷୀଗୋପାଳ ଠାକୁରଙ୍କ ମାଲିକାନାରେ ରହିଥିବା ଏହି…
ଚଣ୍ଡିଗଡ଼ରେ ୨୧ ଫୁଟ ଉଚ୍ଚର ରାବଣ
ଚଣ୍ଡିଗଡ଼,୪।୧୦: ସମଗ୍ର ଦେଶରେ ଦୁର୍ଗାପୂଜା ପାଳନ କରାଯାଉଥିବା ବେଳେ ଶୁକ୍ରବାର ଷଷ୍ଠୀ ହୋଇଥିବାରୁ ବିଭିନ୍ନ ମଣ୍ଡପ ଗୁଡିକରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଚଳିତ ବର୍ଷ ଦଶହାର ଅକ୍ଟୋବର ୮ରେ ପାଳନ ହେବ। ଏଥିପାଇଁ ଆୟୋଜକମାନେ ବହୁ ଆଡ଼ମ୍ବରରେ ଆୟୋଜନ କରିଛନ୍ତି। ଚଳିତ…
କଂଗ୍ରେସର ବୁଦ୍ଧିଜୀବୀ ସମ୍ମିଳନୀ, ଭବିଷ୍ୟତ ପାଇଁ ଲୋଡ଼ାଗଲା ମତ
ଭୁବନେଶ୍ୱର,୪।୧୦(ବ୍ୟୁରୋ): ସ୍ଥାନୀୟ କଂଗ୍ରେସ ଭବନରେ ଶୁକ୍ରବାର ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହାବ୍ୟତିତ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ବରିଷ୍ଠ କଂଗ୍ରେସ…
ଡିନ୍ ଏଲଗାରଙ୍କ ଶତକ
ବିଶାଖାପାଟଣା,୪।୧୦: ଓ୍ବାଇ.ଏସ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭାରତ ବିପକ୍ଷରେ ଶତକ ହାସଲ କରିଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାର। ଛକା ମାରି ସେ ନିଜ କ୍ୟାରିୟର ୧୨ତମ ଶତକ ଅର୍ଜନ କରିଥିଲେ। ଦ୍ୱିତୀୟ ଦିନ…
ନିକ୍ ଶାଶୁଙ୍କ ପାଦ ଛୁଇଁ ମୁଣ୍ଡିଆ ମାରନ୍ତି କି ପ୍ରଶ୍ନରେ ଏପରି କହିଲେ ପ୍ରିୟଙ୍କା
ମୁମ୍ବାଇ: ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ’ ଜରିଆରେ ବହୁତ ଦିନ ପରେ ବଲିଉଡ୍ ପରଦାକୁ ଫେରୁଛନ୍ତି ପିସି ଓରଫ ପ୍ରିୟଙ୍କା ଚୋପ୍ରା। ଏବେ ସେ ଏହାର ପ୍ରମୋଶନରେ ବ୍ୟସ୍ତ। ଏହି ଅବସରରେ ସେ କମେଡି ନାଇଟ୍ସ ଉଇଥ୍ କପିଲ ଶୋ’ରେ…
ସର୍ପାଘାତରେ ଯୁବକ ମୃତ
ଖଇରା,୪।୧୦(ଡି.ଏନ୍.ଏ): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ଆଳଦା ଗ୍ରାମର ଜଣେ ବ୍ୟକ୍ତିଙ୍କର ସର୍ପାଘାତରେ ଶୁକ୍ରବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ବିଜୟ କୁମାର ମହାରଥା(୪୫)। ପ୍ରକାଶ ଯେ, ବିଜୟ ଗୁରୁବାର ରାତିରେ ଶୋଇଥିବା ବେଳେ ଏକ ସାପ ତାଙ୍କୁ…
ମେହେନ୍ଦିରେ ମିଶାଇ ଲଗାନ୍ତୁ ଏହି ଜିନିଷ: ଧଳା କେଶ ହେବ କଳା
ବର୍ତ୍ତମାନ ସମୟରେ କେଶ ପାଚିବା ଅଥବା ଧଳା ହେବା ଏକ ସାଧାରଣ କଥାରେ ପରିଗଣିତ ହେଲାଣି। ଏଥିରେ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ସମସ୍ୟା ଦେଖାଯାଉଛି। ଅନେକେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ମେହେନ୍ଦିର ବ୍ୟବହାର କରିଥାନ୍ତି। ମାତ୍ର ଏପରି…
Archives


