ସୂର୍ଯ୍ୟଙ୍କ ଅଦ୍ଭୁତ ଫଟୋ ଶେୟାର କଲା ନାସା
ଓ୍ବାଶିଂଟନ୍: ମହାକାଶ ସମ୍ପର୍କରେ ଏବେ ବି ଅନେକ କଥା ଅଜଣା। ହେଲେ ଏ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ନିରନ୍ତର ଉଦ୍ୟମ ଚଳାଇଛନ୍ତି ବିଶ୍ୱର ବିଭିନ୍ନ ସ୍ପେଶ ଏଜେନ୍ସି। ଫଳରେ ବିଭିନ୍ନ ସମୟରେ ବୈଜ୍ଞାନିକମାନେ ଏଭଳି ତଥ୍ୟ…
ୟୁଟ୍ୟୁବରେ ୨ କୋଟି ସବ୍ସ୍କ୍ରାଇବର୍ ହେବାରୁ ଏମିତି ପଦକ୍ଷେପ ନେଲେ ଯୁବକ, ଜାଣି ହେବେ ଆଶ୍ଚର୍ଯ୍ୟ
ଆଜିକାଲି ଚାରିଆଡେ ୟୁଟ୍ୟୁବ୍ର କ୍ରେଜ୍। ଭିଡିଓ କରି ୟୁଟ୍ୟୁବ୍ରେ ଛାଡିବା ଯେମିତି ଏକ ନିଶା ପାଲଟିଗଲାଣି। ସାଧାରଣତଃ ଆମେ ୟୁଟ୍ୟୁବରେ ସବ୍ସ୍କ୍ରାଇବର ସଂଖ୍ୟା ବଢିଲେ ଆମେ ଖୁସି ହୋଇଥାଉ। କିନ୍ତୁ ଜିମି ଡୋନାଲ୍ଡସନ୍ ନାମକ ଜଣେ ବ୍ୟକ୍ତି ନିଜ ୟୁଟ୍ୟୁବ୍ରେ ୨…
କେବିସି ସେଟ୍ରେ ବିଶେଷ ଅତିଥି: ଫଟୋ ଶେୟାର କଲେ ଅମିତାଭ
ମୁମ୍ବାଇ: ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି’ ଏବେ ଘରେ ଘରେ ବେଶ୍ ପରିଚିତ। ଏଥର ଏହାର ସିଜିନ୍ ୧୧କୁ ପୂର୍ବଭଳି ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ ହୋଷ୍ଟ କରୁଛନ୍ତି। ନିକଟରେ…
ଶେଖ ହାସିନାଙ୍କୁ ହତ୍ୟା ଧମକ ଦେଇଥିବା ନେତା ଦୋଷୀ ସାବ୍ୟସ୍ତ
ବାଲାଂଦେଶ,୩୧।୧୦: ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ହତ୍ୟା ଧମକ ଦେଇଥିବା ବିରୋଧୀ ଦଳର ଜଣେ ନେତାଙ୍କୁ ଏବେ ୩ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ। ବୁଧବାର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଗତବର୍ଷ ଏକ…
ରଣବୀରଙ୍କ ନିଶ
ରଣବୀର ସିଂଙ୍କ ନିଶକୁ ନେଇ ଏବେ ବଲିଉଡ୍ରେ ଚର୍ଚ୍ଚା। ତାଙ୍କର ଗେଟ୍ଅପ ଏବଂ ନିଶ ଫଟୋକୁ ସୋସିଆଲ ମିଡିଆରେ ସେ ଶେୟାର କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି। କଥା କ’ଣ କି, ରଣବୀର ଏବେ କପିଲ ଦେବଙ୍କ ବାୟୋପିକ୍…
ଅଣ୍ଡା ଖାଇଲେ ଶିଶୁ ବଡ଼ ହୋଇ ହେବେ ନରଭକ୍ଷୀ: ବିବାଦୀୟ ମନ୍ତବ୍ୟ ଦେଲେ ଭାଜପା ନେତା
ଭୋପାଳ,୩୧।୧୦: ମଧ୍ୟପ୍ରଦେଶ ଭାଜପା ନେତା ଗୋପାଳ ଭାର୍ଗବଙ୍କ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ଅଧିକ ସଂଖ୍ୟକ ଶିଶୁ କୁପୋଷଣର ଶିକାର ହେଉଥିବାରୁ ମୁଖ୍ୟମନ୍ତ୍ରୀ କମଳନାଥ ସରକାର ପ୍ରତି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଅଣ୍ଡା ବଣ୍ଟନ ପାଇଁ ନିର୍ଦ୍ଦେଶ…
ପରିବେଶ ପୁରସ୍କାରକୁ ଗ୍ରେଟାଙ୍କ ନା
ଷ୍ଟକ୍ହୋମ୍ : ବିଶ୍ୱକୁ ଜଳବାୟୁ ପରିବର୍ତ୍ତନର ବିଷ ବଳୟ ମଧ୍ୟରୁ ମୁକାଳିବା ସହ ଏହାର ପ୍ରଭାବ ହ୍ରାସ ଲାଗି ବିଶ୍ୱ ସମୁଦାୟ ଉପରେ ଚାପ ପକାଇଥିବା ସ୍ବିଡେନ୍ର ପରିବେଶବିତ୍ ଗ୍ରେଟା ଥନ୍ବର୍ଗ ମଙ୍ଗଳବାର ପରିବେଶ ପୁରସ୍କାର ନେବାକୁ ମନା କରିଦେଇଛନ୍ତି। ପjରିବେଶ…
ଐଶ୍ୱର୍ଯ୍ୟାଙ୍କ ମ୍ୟାନେଜରଙ୍କୁ ନିଆଁରୁ ବଞ୍ଚାଇଥିବା ଶାହରୁଖଙ୍କ ପ୍ରଶଂସାରେ ଶତମୁଖ ସଲମାନ: କହିଲେ ‘ସେ ପ୍ରକୃତ ହିରୋ’
ବଲିଉଡ୍ ସିନେମା ଜଗତରେ ଖାନ୍ମାନଙ୍କ ରାଜୁତି ବହୁଦିନରୁ ରହିଆସିଛି। ହେଲେ ସେମାନଙ୍କ ମଧ୍ୟରୁ ଦୁଇଜଣ ଏପରି ଥିଲେ, ଯେଉଁମାନଙ୍କୁ ପରସ୍ପରର ଶତ୍ରୁ ବୋଲି କୁହାଯାଉଥିଲା। ଉଭୟ ଏକାଠି ସିନେମା କରିବା ତ ଦୂରର କଥା କୌଣସି ଉତ୍ସବ ଅଥବା ପାର୍ଟିରେ ଏକାଠି…
ପନିର ଲେଟ୍ମିକାଏ
ପନିର ଲେଟ୍ମିକାଏ ସ୍ନାକ୍ସ ଆଇଟମ୍ ଭେଜିଟେରିଆନଙ୍କର ଅଧିକ ପସନ୍ଦ। କ୍ରିସ୍ପି ଲାଗୁଥିବା ଏହି ପକୋଡାଟି ଚିଲି ଓ ଟମାଟୋ ଦୁଇଟି ଯାକ ସସ୍ରେ ଖାଇହେବ। ସଫ୍ଟ ଓ ହାର୍ଡ ଡ୍ରିଙ୍କ୍ସ ସହିତ ବି ଏହାକୁ ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି। ଭୁବନେଶ୍ୱରସ୍ଥିତ…
୨୨ ନଭେମ୍ବରରୁ ଟୁଇଟରରେ ରାଜନୈତିକ ବିଜ୍ଞାପନ ବନ୍ଦ
କାଲିଫର୍ନିଆ,୩୧।୧୦: ଟୁଇଟରରେ ଏଣିକି ରାଜନୈତିକ ବିଜ୍ଞାପନ ବନ୍ଦ କରାଯିବ। ଏନେଇ ଟୁଇଟର ସିଇଓ ଜ୍ୟାକ୍ ଡୋରସେ ସୂଚନା ଦେଇଛନ୍ତି। ନଭେମ୍ବର ୨୨ରୁ ସମସ୍ତ ରାଜନୈତିକ ବିଜ୍ଞାପନକୁ ଏହି ସୋସିଆଲ୍ ମିଡ଼ିଆ ସାଇଟ୍ରେ ନିଷେଧ କରାଯିବ। ରାଜନୈତିକ ବିଜ୍ଞାପନରେ ମିଥ୍ୟା ସୂଚନା ଦିଆଯିବା…
ଗାୟତ୍ରୀ ମନ୍ତ୍ର ଜପିଲେ କୁନି ଇନାୟା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ବଲିଉଡ୍ ଅଭିନେତ୍ରୀ ସୋହା ଅଲୀ ଖାନ୍ ଓ କୃଣାଲ ଖେମୁଙ୍କ ଝିଅ ଇନାୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଭାଇ ତୈମୁରଙ୍କ ଭଳି ସେ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ। ଭିଡିଓରେ ଇନାୟା ଗାୟତ୍ରୀ ମନ୍ତ୍ର ବୋଲୁଥିବାର…
ଛୁଟି ପାଇଁ ପୋଲିସ କରୁଛି ସତ୍ୟପାଠ
ସମସ୍ତିପୁର: ‘ମୁଁ ….. ଛଟ୍ ମା’ଙ୍କୁ ସାକ୍ଷୀ ରଖି ଶପଥ ନେଉଛି, ମୁଁ ଦୀର୍ଘ….ବର୍ଷ ହେଲା ଛଟ୍ ପୂଜା କରିଆସୁଛି। ଏହି ବର୍ଷ ମଧ୍ୟ ବ୍ରତ ରଖିଛି। ହେ ଛଟ୍ ମା’ ଯଦି ମୁଁ ମିଛ କହି ଛୁଟି ନେଉଥାଏ, ତା’…
Archives


