Home Left

ବାଇକ୍‌ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାସୁଦେବପୁର,୨୦।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବୁର ନୀଳମଣି ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରୁ ଏକ ବାଇକ୍‌ ଡିକି ଭାଙ୍ଗି ଦୁର୍ବୃତ୍ତ ୧ଲକ୍ଷ ୯୯ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସାନ କୃଷ୍ଣପୁର ଗ୍ରାମର ତାପସ ଦାସ ମଧ୍ୟାହ୍ନରେ ବ୍ୟାଙ୍କରୁ ଟଙ୍କା…

ଜାତିଗତ ଜନଗଣନାକୁ ସ୍ବାଗତ: ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ତୈଳିକ ବୈଶ୍ୟ ସମାଜ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପକୁ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ସ୍ବାଗତ କରାଯାଇଛି। ପଛୁଆବର୍ଗର ବିକାଶ ପାଇଁ ସରକାର ଏଭଳି ଦୃଢ ପଦକ୍ଷେପ ନେଇଥିବାରୁ ସୋମବାର ଉକ୍ତ…

ମୁଜାଫରପୁର ଶେଲ୍‌ଟର ହୋମ୍‌ ମାମଲା: ବ୍ରଜେଶଙ୍କ ସମେତ ୧୯ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୨୦।୧: ବିହାରର ବହୁଚର୍ଚ୍ଚିତ ମୁଜାଫରପୁର ଶେଲ୍‌ଟର ହୋମ୍‌ ମାମଲାରେ ସୋମବାର ଦିଲ୍ଲୀର ଏକ କୋର୍ଟ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ଶେଲ୍‌ଟର ହୋମ୍‌ରେ ଝିଅମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ ସମେତ ୧୯ଜଣଙ୍କୁ କୋର୍ଟ ଦୋଷୀ…

ବିବାହ ବିଚ୍ଛେଦର ୧୪ବର୍ଷ ପରେ ପ୍ରଥମ ପତ୍ନୀଙ୍କ ପ୍ରେମରେ ପଡ଼ିଲେ ଏହି ସୁପରଷ୍ଟାର

ଫିଲ୍ମ ଇଣ୍ଡଷ୍ଟ୍ରିରେ ସମ୍ପର୍କ ଗଢ଼ିବା ଓ ଭାଙ୍ଗିବା ସାଧାରଣ କଥା। ବହୁଥର ଆମ ପସନ୍ଦର ପ୍ରତିଷ୍ଠିତ କଳାକାରଙ୍କ ସମ୍ପର୍କ ଗଢ଼ୁ ଗଢ଼ୁ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥାଏ। ହେଲେ ଏହି ସବୁ କଥା ଯେତେ ଲୁଚାଇଲେ ବି ବେଶୀ ଦିନ ଯାଏ ସମସ୍ତଙ୍କଠାରୁ…

୨୧ରେ ବରଗଡ ଆସିବେ ମୁଖ୍ୟମନ୍ତ୍ରୀ

ବରଗଡ ଅଫିସ,୨୦।୧: ଆସନ୍ତା ୨୧ ତାରିଖ ଅର୍ଥାତ୍‌ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଗସ୍ତ କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା(ଖେଦାପାଲି) ନିକଟରେ ନିର୍ମିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା…

ଶିକ୍ଷକ ଅଭାବ ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବାହାନଗା,୨୦।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପାଟିମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ସୋମବାର ଛାତ୍ରୀଛାତ୍ର ଓ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଖବର ପାଇ ପୋରାଡ଼ିଆ କ୍ଲଷ୍ଟରର ସିଆର୍‌ସିସି ପରମାନନ୍ଦ ପାତ୍ର ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା…

ଟାଟା ମୁମ୍ବାଇ ମାରାଥନରେ ଧାବକଙ୍କ ମୃତ୍ୟୁ

ମୁମ୍ବାଇ,୨୦।୧- ଟାଟା ମୁମ୍ବାଇ ମାରାଥନରେ ଘଟିଛି ଅଘଟଣ। ରବିବାର ଅନୁଷ୍ଠିତ ମାରାଥନବେଳେ ଜଣେ ୬୪ ବର୍ଷୀୟ ଧାବକ ହୃଦ୍‌ଘାତରେ ପ୍ରାଣ ହରାଇଥିବା ଅଫିସିସିଆଲ କହିଛନ୍ତି। ମୃତକଙ୍କ ନାମ ଗଜାନନ ମାଲଜାଲକର। ସେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ। ତାଙ୍କ ଘର ମହାରାଷ୍ଟ୍ର…

ମାଙ୍ଗାଲୁରୁ ବିମାନ ବନ୍ଦରରେ ଆଇଇଡି ବ୍ୟାଗ୍‌: ଲୋକେ ଆତଙ୍କିତ

ମାଙ୍ଗାଲୁରୁ,୨୦।୧: ସାଧାରଣତନ୍ତ୍ର ଦିବସରେ ଦେଶରେ ଆତଙ୍କବାଦୀମାନେ ଆକ୍ରମଣ ଷଡ଼ଯନ୍ତ୍ର କରିଥିବା ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୋମବାର ମାଙ୍ଗାଲୁରୁ ବିମାନ ବନ୍ଦରରେ ଏକ ଆଇଇଡି ବ୍ୟାଗ୍‌ ମିଳିଛି। ଏନେଇ ଖବର ପ୍ରଚାରିତ ହେବା ପରେ…

ଠିକ୍‌ ସମୟରେ ପହଞ୍ଚି ନ ପାରିବାରୁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିବେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୦।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ସୋମବାର ଦିଲ୍ଲୀ ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବାରଥିଲା। ଘରୁ ବାହାରି ବାଲ୍ମୀକି ମନ୍ଦିର ଦର୍ଶନ କରି ସେ ଏକ ରୋଡ ଶୋ’ରେ ବାହାରିଥିଲେ। ଏହାପରେ…

ଭୁବନେଶ୍ୱର, ବାଲେଶ୍ୱରରୁ ୫ ବ୍ରାଉନସୁଗାର ଡିଲର ଗିରଫ: ୩୨୪ ଗ୍ରାମ ବ୍ରାଉନସୁଗାର, ୩.୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ପୋଲିସ ଡିଜିଙ୍କ କଡା ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏସଟିଏଫ୍‌ ଟିମ୍‌ ନିଶା ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ରବିବାର ଏସଟିଏଫ୍‌ ଟିମ୍‌ ବାଲେଶ୍ୱର ଏବଂ ଭୁବନେଶ୍ୱରର ବିଭିନ୍ନ ଯାଗାରେ ଚଢାଉ କରି ୫ ବ୍ରାଉନସୁଗାର ଡିଲରଙ୍କୁ ଗିରଫ…

ସିଏଏ ବିରୋଧୀଙ୍କୁ ଭାଜପା ବିଧାୟକଙ୍କ ଧମକ: ହିଂସାକାଣ୍ଡ ଭିଆଇଲେ ଚମଡ଼ା ଉତାରି ଦିଆଯିବ

ଗାଜିଆବାଦ,୨୦।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଭାଜପା ନେତା ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। ଏହି ମର୍ମରେ ଉତ୍ତରପ୍ରଦେଶର ଭାଜପା ବିଧାୟକ ସିଏଏ ବିରୋଧୀଙ୍କୁ ଧମକ ଦେଇଛନ୍ତି। ଗାଜିଆବାଦ ଲୋନୀଠାରେ ଭାଜପା ପକ୍ଷରୁ ସିଏଏ ସମର୍ଥନ ସଭାର ଆୟୋଜନ କରାଯାଇଥିଲା।…

ସିଏଏ ସମର୍ଥନରେ ପ୍ରଦର୍ଶନ: ଭାଜପାକର୍ମୀଙ୍କୁ ଚାପୁଡ଼ା ମାରିଲେ ଜିଲାପାଳ

ଭୋପାଳ,୨୦।୧: ମଧ୍ୟପ୍ରଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମର୍ଥନରେ ପ୍ରଦର୍ଶନ ସମୟରେ ଜଣେ ଭାଜପାକର୍ମୀଙ୍କୁ ଜିଲାପାଳ ଚାପୁଡ଼ା ମାରିଛନ୍ତି। ଏବେ ଏହାର ୧ ମିନିଟ୍‌ ୧୧ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ରାଜଗଡ଼ରେ ସିଏଏ ସମର୍ଥନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?