Home Left

ଏସ୍‌ସିଏସ୍‌ କଲେଜରେ ଉତ୍ତେଜନା

ପୁରୀ ଅଫିସ,୨୦।୧: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ସମସ୍ତ ବିଷୟରେ ୩୩ ପ୍ରତିଶତ ପାସ୍‌ହାର ନିଷ୍ପତ୍ତିକୁ ଏସ୍‌ଇଏସ୍‌ କଲେଜ(ଏ) ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଛାତ୍ର ତୀବ୍ର ବିରୋଧ କରିଛନ୍ତି। ଏନେଇ କଲେଜରେ…

ସୂର୍ଯ୍ୟକିରଣ ଓ ଅସ୍ଥି

ଅସ୍ଥି ମଜଭୁତ ରହିବା ପାଇଁ ଭିଟାମିନ୍‌ ‘ଡି’ର ପ୍ରମୁଖ ଭୂମିକା ରହିଛି। ତେଣୁ ଏପରି ଭିଟାମିନ୍‌ଯୁକ୍ତ ଖାଦ୍ୟକୁ ଆମେ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ଦରକାର। ସୂର୍ଯ୍ୟକିରଣ ଏହାର ଅନ୍ୟତମ ଉତ୍ସ ଭାବରେ ପରିଗଣିତ। ତେବେ ଅନ୍ୟଦିନ ଅପେକ୍ଷା ଶୀତଦିନର…

ବରଫରେ ସ୍ପୋର୍ଟସ କାର୍‌ ନିର୍ମାଣ କଲେ ଯୁବକ

ଶ୍ରୀନଗର, ୨୦।୧: ଜମ୍ମୁ-କଶ୍ମୀରରେ ପ୍ରବଳ ଥଣ୍ଡା ସାଙ୍ଗକୁ ବରଫପାତ ହେଉଛି। ଜୁବୈର ଅହମ୍ମଦ ନାମକ ଜଣେ ଯୁବକ ଏହି ବରଫରେ ଏକ ଅଦ୍ଭୁତ କଳା ପ୍ରଦର୍ଶନ କରିଛନ୍ତି। ସେ ବରଫରେ ଏକ ସ୍ପୋର୍ଟସ କାର୍‌ ନିର୍ମାଣ କରିଛନ୍ତି। ବଡଗାମର ରାସ୍ତା କଡରେ…

ବିବାହରେ ଅତିଥିମାନଙ୍କ ପାଇଁ ପ୍ରବେଶ ଫି ରଖିଲେ ଯୁବତୀ: ସୋସିଆଲ୍‌ ମିଡ଼ିଆରେ ହେଲେ ଟ୍ରୋଲ୍‌

ନ୍ୟୁୟର୍କ,୨୦।୧: ବିବାହରେ ନବ ବିବାହିତ ଯୋଡ଼ାଙ୍କୁ ଆଶୀର୍ବାଦ ଦେବା ପାଇଁ ଅତିଥିମାନେ ଆସିଥାନ୍ତି। ଏଥି ଲାଗି କୌଣସି ପ୍ରବେଶ ଫି ନ ଥାଏ। ତେବେ ଆମେରିକାର ଜଣେ ୨୬ ବର୍ଷ ବୟସ୍କା ଯୁବତୀ ତାଙ୍କ ବିବାହରେ ଅତିଥିମାନଙ୍କ ପାଇଁ ୫୦ ଡଲାରର…

ଗିରଫ ହେଲେ ଆଇଏସ୍‌ଆଇ ଏଜେଣ୍ଟ

ବାରାଣସୀ,୨୦।୧: ଉତ୍ତରପ୍ରଦେଶର ଆଣ୍ଟି ଟେରର ସ୍କ୍ବାଡ(ଏଟିଏସ୍‌)ସେନା ଇଣ୍ଟଲିଜେନ୍ସର ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ଆସନ ବାରାଣସୀରୁ ଜଣେ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ସୋମବାର ଗିରଫ କରିଛି। ରଶିଦ ଅହମ୍ମଦ ନାମକ ୨୩ ବର୍ଷୀୟ ଯୁବକ ଛିତୁପୁରରେ ରହୁଥିବା ବେଳେ ଜଣଙ୍କ ସେନା…

ଗାଡିରେ ବସି ଜଳନ୍ତା ସିଗାରେଟ୍‌ ବାହାରକୁ ଫିଙ୍ଗିଲେ ୫ ଲକ୍ଷ ଟଙ୍କା ଜରିମାନା

ସିଡନୀ,୨୦।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଲାଣି। ହଜାର ହଜାର ଲୋକ ବାସହରା ହୋଇପଡିଛନ୍ତି। ଏବେ ସେଠାକାର ସରକାର ଗାଡି ଡ୍ରାଇଭର ଏବଂ ଯାତ୍ରୀଙ୍କ ପାଇଁ ଏକ ନୂଆ ନିୟମ ଲାଗୁ…

ଆତ୍ମହତ୍ୟା ଉଦ୍ୟମ କରିଥିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୧- ଭାରତୀୟ ଦଳର ପୂର୍ବତନ ପେସର ପ୍ରବୀଣ କୁମାର ନିଜର ଲୋକପ୍ରିୟତା ଓ ଡିପ୍ରେଶନ ଉପରେ ଏକ ଖୋଲା ଆଲୋଚନା କରିଛନ୍ତି। ଏକ ଇଂଲିଶ ଖବର କାଗଜକୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି, ଏକଦା ମୁଁ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି।…

ଚାଷୀ ବେଶରେ ପଲାନୀସ୍ବାମୀ: ସୋସିଆଲ୍‌ ମିଡ଼ିଆରେ ଶେୟାର କଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଚେନ୍ନାଇ, ୨୦।୧: ଏବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଦ୍ୱାରା ଶେୟାର ହୋଇଥିବା ଫଟୋ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଫଟୋରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନୀସ୍ବାମୀ ଚାଷୀ ବେଶରେ ରହିଛନ୍ତି। ତାଙ୍କର ଗୋଟିଏ ହାତରେ ଦା ଏବଂ ଅନ୍ୟ…

ସୁକନ୍ୟା ଯୋଜନାରେ ଜମାରାଶି ଆତ୍ମସାତ ଅଭିଯୋଗ, ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ଦେଲେ ଉପଭୋକ୍ତା

ବରଗଡ ଅଫିସ, ୨୦।୧- ବରଗଡ ବ୍ଳକ ଅନ୍ତର୍ଗତ ବରାହଗୋଡାସ୍ଥିତ ଡାକଘରରେ ସୁକନ୍ୟା ଯୋଜନାରେ ଜମା ହୋଇଥିବା ଜମାରାଶିକୁ କିଛି ଡାକ କର୍ମଚାରୀ ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରି ଉକ୍ତ ଗ୍ରାମର ଗ୍ରାମବାସୀମାନେ ନିଜ ପିଲାଛୁଆଙ୍କୁ ଧରି ସୋମବାର…

ବାଂଲାଦେଶରେ ପଢୁଥିବା ଦାବିନ୍ଦର ଝିଅଙ୍କ ପଢାଖର୍ଚ୍ଚ ବହନ କରୁଛି ଆଇଏସ୍‌ଆଇ!

ନୂଆଦିଲ୍ଲୀ,୨୦।୧: ଜମ୍ମୁ-କଶ୍ମୀରରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ଧରାପଡିଥିବା ଡିଏସ୍‌ପି ଦାବିନ୍ଦର ସିଂଙ୍କ ଉପରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) କଡା ନଜର ରଖିଛି। ଏନ୍‌ଆଇଏ ଏବେ ଅନୁମାନ କରିଛି କି ବହିସ୍କୃତ ହୋଇଥିବା ଡିଏସ୍‌ପିଙ୍କର ପାକିସ୍ତାନର ଆଇଏସ୍‌ଆଇ (Inter-Services Intelligence) ସହ…

ଦୃଷ୍ଟିଶକ୍ତିକୁ ଦୃଢ଼ କରେ ଚକୋଲେଟ୍‌

ଚକୋଲେଟ୍‌ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ଦୃଢ଼ କରିଥାଏ ବୋଲି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଚକୋଲେଟ୍‌ର ସ୍ବାସ୍ଥ୍ୟୋପକାରୀ ଗୁଣ ବିଷୟରେ ତର୍ଜମା କରିବା ସମୟରେ ସେମାନେ ଏହା ବ୍ୟତୀତ ଆଉ କେତେକ କଥା ମଧ୍ୟ ଜାଣିବାକୁ ପାଇଥିିଲେ।…

ପାଣିରେ ଚାଲିବ ଟ୍ରାକ୍ଟର

ଲୁଧିଆନା,୨୦।୧: ଆଗାମୀ ଦିନରେ ଡିଜେଲ୍‌ ବଦଳରେ ଟ୍ରାକ୍ଟର ପାଣିରେ ଚାଲିବ। ପଞ୍ଜାବ ଲୁଧିଆନାର ଜିମ୍ପପେକ୍ସ୍‌ ବାୟୋ ଟେକ୍ନୋଲୋଜିର ମିହିର ଜୟ ସିଂ ଏପରି ଏକ କିଟ୍‌ ପ୍ରସ୍ତୁତ କରିଛନ୍ତି। ଏହି କିଟ୍‌କୁ ୩୫ ହର୍ଷ ପାଓ୍ବାରରୁ ୯୦ ହର୍ଷ ପାଓ୍ବାର ଟ୍ରାକ୍ଟରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?