ଇରାନ ଇସ୍ରାଏଲ ଯୁଦ୍ଧରେ ଏଣ୍ଟ୍ରି ମାରିବ ପାକିସ୍ତାନ? ଜଣାପଡିଲା…
ନୂଆଦିଲ୍ଲୀ,୨୦।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଇଛି। ନୂଆଦିଲ୍ଲୀରେ ଥିବା ଇରାନ ଦୂତାବାସର ଡେପୁଟି ମିଶନ ମୁଖ୍ୟ ଜାଭେଦ ହୁସେନି ଶୁକ୍ରବାର କହିଛନ୍ତି ଯେ ଯଦି କୌଣସି ତୃତୀୟ ପକ୍ଷ ଏହି…
ଆସନ୍ତା ୨୭ ଯାଏ ରାଜ୍ୟରେ ବଜ୍ରପାତ ସହ ପବନ ବର୍ଷା, ଏହି ୨୦ ଜିଲାକୁ ଓ୍ବାର୍ନିଂ ଜାରି କଲା…
ଭୁବନେଶ୍ୱର,୧୯ା୬(ଅନୁରାଧା ମହାରଣା) – ରାଜ୍ୟର ଅଧିକାଂଶ ସ୍ଥାନରେ ଗତ କିଛିଦିନ ଧରି ବର୍ଷା ଜାରି ରହିଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବିିଭିନ୍ନ ଜିଲାକୁ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଶନିବାର…
କେମିତି ହୋଇଥିଲା ଏୟାର ଇଣ୍ଡିଆ ପ୍ଲେନ କ୍ରାଶ୍, ଜଣାପଡିଲା ସବୁଠୁ ବଡ଼ କାରଣ!
ଅହମଦାବାଦ, ୨୦।୬: ଗୁଜରାଟର ଅହମଦାବାଦ ଆନ୍ତର୍ଜାତିକ ବିମାନବନ୍ଦରରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ (ଫ୍ଲାଇଟ AI-171) ଗତ ୧୨ ଜୁନ ୨୦୨୫ରେ ଟେକଅଫ ପରେ ମାତ୍ର ୩୦ ସେକେଣ୍ଡରେ ମେଘାନୀନଗର ଅଞ୍ଚଳରେ ଥିବା ବି.ଜେ.…
ବିଞ୍ଜିଗିରିକୁ ସ୍ମାରକୀ ଗ୍ରାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଭଞ୍ଜନଗର,୨୦ା୬(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ଜନତା ମୈଦାନରୁ ଆଭାସୀ ମାଧ୍ୟମରେ ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମସ୍ଥାନ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଗ୍ରାମକୁ ସ୍ମାରକୀ ଗ୍ରାମ ଭାବେ ଘୋଷଣା କରିଛନ୍ତି। ଏହାକୁ ନେଇ…
ଅଟା ମିଲ୍ରୁ କେମିତି କୋଟିପତି ହେଲେ ସୋନମଙ୍କ ବାପା? ଝିଅର ପ୍ରେମିକଙ୍କ ସହ ରହିଛି ଲିଙ୍କ୍…
ନୂଆଦିଲ୍ଲୀ,୨୦।୬: ଏକ ସାଧାରଣ ଅଟା ମିଲରେ ବ୍ୟବସାୟ ଆରମ୍ଭ କରିଥିବା ପରିବାର ଆଜି ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହେଉଛି। ଏହା ଦେବୀ ସିଂହ ରଘୁବଂଶୀଙ୍କ କାହାଣୀ, ଯାହାଙ୍କ ଝିଅ ସୋନମ ରଘୁବଂଶୀ ବର୍ତ୍ତମାନ ସିଲଂ ପୋଲିସର ହେପାଜତରେ ଅଛନ୍ତି ଏବଂ ଯାହାଙ୍କ…
ଡିଭିଲିୟର୍ସଙ୍କ ଉପରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ନିଜ ଦଳର ଖେଳାଳି, ଦେଲେ ବଡ଼ ବୟାନ…
ନୂଆଦିଲ୍ଲୀ,୨୦।୬: ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ଖେଳାଳି ଏବି ଡିଭିଲିୟର୍ସଙ୍କ ଉପରେ ଏକ ବଡ଼ ଅଭିଯୋଗ ଆସିଛି। ତାଙ୍କ ସାଥୀ ଖେଳାଳି ଥାମି ସୋଲେକିଲେ ତାଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି। ଏବି ଡିଭିଲିୟର୍ସଙ୍କ ବିଷୟରେ କହିବାକୁ ଗଲେ, ତାଙ୍କୁ ବିଶ୍ୱର ଜଣେ…
ହଠାତ୍ ଛିଡିଲା ୧୦ ବିଦ୍ୟୁତ୍ ପୋଲର ତାର : ଅଟକି ରହିଛି…
ନନ୍ଦପୁର,୨୦।୬ (ତୁଷାର କାନ୍ତ ମହାନ୍ତି ): ବିଦ୍ୟୁତ୍ ଚାଳିତ କୋତାବାଲସା-କିରାଣ୍ଡୁଳ ସଞ୍ଜୋଗୀ କେକେ ରେଳପଥରେ ଶୁକ୍ରବାର ବିଶାଖାପାଟଣା-କିରାଣ୍ଡୁଳ ପାସେଞ୍ଜର ଟ୍ରେନ (୫୮୫୩୮) ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଭେଜା ଷ୍ଟେଶନରୁ ବାହାରି ମାତ୍ର ୨ କିମି ଦୂର ଥୁବା…
PM Awas Yojna: ଜାରି ହେଲା ପିଏମ୍ ଆବାସ ଯୋଜନାର ପ୍ରଥମ କିସ୍ତି; ଜାଣନ୍ତୁ ଯୋଗ୍ୟତା, ଆବେଦନ ପ୍ରକ୍ରିୟା, ଲାଭ…
ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୦ ତାରିଖରେ ବିହାରର ସିୱାନରୁ ୫୩,୬୦୦ ରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (PMAY-U) ଅଧୀନରେ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ, ସେ କହିଥିଲେ ଯେ ସରକାରଙ୍କ ଲକ୍ଷ୍ୟ ହେଉଛି…
ସମ୍ପୂର୍ଣ୍ଣ ନୂଆ ମୋଡ଼ ନେଲା ସୋନମ-ରାଜା ହତ୍ୟା ମାମଲା! ଏଣ୍ଟ୍ରି ମାରିଲେଣି ମିଷ୍ଟ୍ରି ଗର୍ଲ ଅଳକା
ଇନ୍ଦୋର,୨୦।୬: ମେଘାଳୟରେ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ଏକ ନଆ ମୋଡ଼ ଆସିଛି। ଏହି ଚାଞ୍ଚଲ୍ୟକର ମାମଲାରେ ଜଣେ ରହସ୍ୟମୟ ଯୁବତୀ ପ୍ରବେଶ କରିଛନ୍ତି, ଯାହାଙ୍କ ନାମ ‘ଅଳକା’ ବୋଲି କୁହାଯାଉଛି। ଅଳକା ମୁଖ୍ୟ ଅଭିଯୁକ୍ତ ସୋନମର ଜଣେ ଘନିଷ୍ଠ ବନ୍ଧୁ…
ଦେବାଳିଆ ସ୍ଥିତିକୁ ଯାଉଛିକି ଏୟାର ଇଣ୍ଡିଆ? ଅହମଦାବାଦ ବିମାନ ଦୁର୍ଘଟଣା ପରେ ରଦ୍ଦ ହେଉଛି ଅନେକ ଉଡାଣ
ନୂଆଦିଲ୍ଲୀ,୨୦।୬: ଶୁକ୍ରବାର (୨୦ ଜୁନ) ଏୟାର ଇଣ୍ଡିଆ ଏହାର ୮ ଟି ଉଡ଼ାଣ ବାତିଲ କରିଛି। ଏଥିରେ ୪ ଟି ଆନ୍ତର୍ଜାତୀୟ ଏବଂ ୪ ଟି ଘରୋଇ ଉଡ଼ାଣ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ, ଅହମଦାବାଦରେ ବିମାନ ଦୁର୍ଘଟଣା ହେବା ପରଠାରୁ, ପ୍ରତିଦିନ ଏୟାର…
India vs England Leeds Test: ହାତରେ କଳାପଟ୍ଟି ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଖେଳାଳି: ଜାଣନ୍ତୁ କାହିଁକି
ଲିଡ୍ସ,୨୦।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଲିଡ୍ସରେ ଆରମ୍ଭ ହୋଇଛି। ଏହି ଟେଷ୍ଟରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଏହି ମ୍ୟାଚ୍ରେ ଖେଳାଳିମାନେ ହାତରେ କଳା…
ଭାରତ ପାକିସ୍ତାନ ଯୁଦ୍ଧବିରତିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ପାକ୍, ବିଶ୍ୱରେ ଚହଳ
ଇସଲାମାବାଦ,୨୦।୬: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇଶାକ ଡାର୍ ଏକ ଟିଭି ସାକ୍ଷାତକାରରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଭାରତର ‘ଅପରେଶନ ସିନ୍ଦୂର’ ଅଧୀନରେ ପାକିସ୍ତାନର ଦୁଇଟି ପ୍ରମୁଖ ବାୟୁସେନା ଘାଟି ନୁର ଖାନ (ରାୱଲପିଣ୍ଡି) ଓ ଶୋରକୋଟ (ପଞ୍ଜାବ) ଉପରେ…
Archives


