Home Left

ବ୍ରାଡମ୍ୟାନଙ୍କୁ ପଛରେ ପକାଇଲେ ଅଗ୍ରଓ୍ବାଲ

ଇନ୍ଦୋର,୧୫।୧୧- ଖୁବ କମ୍‌ ଇନିଂସ ଖେଳି ଦ୍ୱିତୀୟ ଦ୍ୱିଶତକ ଅର୍ଜନ କରିବା ଧାରରେ ଫାଦର ଅଫ୍‌ କ୍ରିକେଟ ଭାବେ ଜଣାଶୁଣା ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କୁ ପଛରେ ପକାଇ ଦେଇଛନ୍ତି ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ। ବ୍ରାଡମ୍ୟାନ ୧୩ତମ ଇନିଂସରେ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଉପରେ ନିର୍ବାଚନ କମିଶନରଙ୍କୁ ନୋଟିସ ପଠାଇଲେ ସୁପ୍ରିମକୋର୍ଟ

ରାଞ୍ଚି,୧୫।୧୧: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣି କରିଛନ୍ତି। ଏହି ଶୁଣାଣି ସମୟରେ କୋର୍ଟ ଭାରତର ନିର୍ବାଚନ କମିଶନଙ୍କୁ ଏକ ନୋଟିସ ଜାରି କରିଛନ୍ତି। ସୂଚନାଯୋଗ୍ୟ, ୨୦୧୭ରେ ନିର୍ବାଚନ କମିଶନଙ୍କ ଅଯୋଗ୍ୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ…

ଛକା ମାରି ଦ୍ୱିଶତକ ପୂରଣ କଲେ ମୟଙ୍କ

ଇନ୍ଦୋର,୧୫।୧୧- ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଛକା ଲଗାଇ ଦ୍ୱିତୀୟ ଦ୍ୱିଶତକ ପୂରଣ କରିଛନ୍ତି। ସେ ୨୦୪ ବଲର ସମ୍ମୁଖୀନ ହୋଇ ୨୦୨ ରନ୍‌ କରିଛନ୍ତି। ତାଙ୍କର ଏହି ଦ୍ୱିଶତକୀୟ ଇନିଂସରେ ୨୫ ଚୌକା ଓ ୫ ଛକା ସାମିଲ ଥିଲା।…

ପାକିସ୍ତାନ କ୍ରିକେଟରଙ୍କୁ ବିବାହ ପୂର୍ବରୁ ଏହିସବୁ ସେଲିବ୍ରିଟିଙ୍କ ସହ ଥିଲା ସାନିଆ ମିର୍ଜାଙ୍କ ଆଫେୟାର୍‌

ଭାରତୀୟ ଟେନିସ୍‌ କୁଇନ୍‌ ସାନିଆ ମିର୍ଜା ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୬ ମସିହା ନଭେମ୍ବର ୧୫ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସାନିଆ ଖେଳ ପାଇଁ ଖେଳ ପାଇଁ ଯେତିକି ଲୋକପ୍ରିୟ, ବ୍ୟକ୍ତିଗତ ଜୀବନରେ ସେ ସେତିକି ଚର୍ଚ୍ଚିତ…

ପ୍ରଦୂଷଣର ସମାଧାନ ନୁହେଁ ଅଡ୍‌-ଇଭିନ ନମ୍ବର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୧୧: ଦିଲ୍ଲୀ-ଏନ୍‌ସିଆର୍‌ରେ ବଢି ଚାଲିଥିବା ବାୟୁ ପ୍ରଦୂଷଣକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା। ଏଥିରେ କୋର୍ଟ ଦିଲ୍ଲୀରେ ଶାସନ ଭାର ସମ୍ଭାଳିଥିବା ଆମ ଆଦମୀ ପାର୍ଟି(ଏଏପି) ସରକାରଙ୍କୁ କହିଛନ୍ତି ପ୍ରଦୂଷଣର ସମାଧାନ ନୁହେଁ ଅଡ୍‌-ଇଭିନ୍‌ ନମ୍ବର। ଏହାକୁ…

ଯୁବନେତାଙ୍କୁ ନୂଆ ଦାୟିତ୍ୱ: ପ୍ରଣବଙ୍କୁ ସଂଗଠନ, ସଞ୍ଜୟଙ୍କୁ ମୁଖ୍ୟାଳୟ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦଳର ଯୁବନେତାଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସମ୍ପାଦକ(ସଂଗଠନ) ଏବଂ ପୂର୍ବତନ ମନ୍ତ୍ରୀ ସଞ୍ଜୟ…

ଇନ୍ଦୋରରେ ଜିଲାପିର ମଜା ନେଲେ ଖେଳାଳି

ଇନ୍ଦୋର,୧୫।୧୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଇନ୍ଦୋରରେ ପ୍ରଥମ ଟେଷ୍ଟ ଖେଳାଯାଉଛି। ଇନ୍ଦୋର ପୋହା ଏବଂ ଜିଲାପି ପାଇଁ ସାରା ବିଶ୍ୱରେ ଖ୍ୟାତ। ଏହାର ମଜା ଉଠାଇଛନ୍ତିି ଖେଳାଳି। କେବଳ ଖେଳାଳିମାନେ ନୁହେଁ, କମେଣ୍ଟେଟର୍ସମାନେ ମଧ୍ୟ ପୋହା ଏବଂ ଜିଲାପିର ମଜା…

ଦାବି ମାନିଲେନି ବାଚସ୍ପତି: ମୁହଁରେ କଳା କପଡ଼ା ଗୁଡ଼ାଇ ପ୍ରତିବାଦ କଲା ଭାଜପା

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ନାରୀ ନିର୍ଯାତନା ମୋସନକୁ ବାଚସ୍ପତି ଗ୍ରହଣ ନ କରିବାରୁ ଗତ ଦୁଇ ଦିନ ଧରି ଭାଜପାର ସଦସ୍ୟମାନେ ବିଧାନସଭାରେ ହଟ୍ଟଗୋଳ କରିବା ସହ ଗୃହକାର୍ଯ୍ୟରେ ସାମିଲ ହୋଇନାହାନ୍ତି। ଗତ ବୁଧବାର ଓ ଗୁରୁବାର ଦୁଇଦିନ ଦାବି ନେଇ ବିଧାନସଭାରେ ଭାଜପା…

ପଦୂଷଣ ଉପରେ ରଚନା ଲେଖିଲେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ, ୧୫।୧୧: ଦିଲ୍ଲୀ-ଏନ୍‌ସିଆରରେ ଦିନକୁ ଦିନ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏଥିଯୋଗୁ ସହରବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ପ୍ରଦୂଷଣ ଯୋଗୁ ସ୍ଥାନୀୟ ସ୍କୁଲଗୁଡ଼ିକ ଲଗାତାର ଭାବେ ବନ୍ଦ ରହିଥିବାରୁ ଏନେଇ ସ୍କୁଲର ଛାତ୍ରୀଛାତ୍ରମାନେ ରଚନା ଲେଖିଛନ୍ତି। ଏହି ରଚନା ଏବେ ସୋସିଆଲ ମିଡିଆରେ…

ବଜ୍ରପାତରେ ୨୦ ମୃତ ୩୦ ଆହତ

ଇସ୍‌ଲାମାବାଦ,୧୫।୧୧: ପାକିସ୍ତାନର ସିନ୍ଧ ଅଞ୍ଚଳରେ କିଛିଦିନ ହେବ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଥିଲା। ହଠାତ୍‌ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ଶୁକ୍ରବାର ସୁଦ୍ଧା ସେଠାରେ ଅତିକମ୍‌ରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ୩୦ ଆହତ ହୋଇଥିବା ସୂଚନା ମିଳିଛି। କେବଳ ସେତିକି…

ପଡ଼ିଲା ରାହାନେଙ୍କ ଉଇକେଟ

ଇନ୍ଦୋର,୧୫।୧୧- ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଶତକରୁ ବଞ୍ଚତ୍ତ ହୋଇଛନ୍ତି। ଆଉଟ୍‌ ହେବା ପୂର୍ବରୁ ସେ ୮୬ ରନ୍‌ କରିଥିଲେ। ଏହା ତାଙ୍କ କ୍ୟାରିୟରର ୨୧ ତମ ଅର୍ଦ୍ଧଶତକ। ୧୭୨ ବଲର…

ସାଟେଲାଇଟ୍‌ରୁ ଇଣ୍ଟରନେଟ୍‌ ସେବା ଦେବାକୁ କହି ଟ୍ରୋଲ୍‌ ହେଲେ ପାକ୍‌ ମନ୍ତ୍ରୀ

ଇସ୍‌ଲାମାବାଦ,୧୫।୧୧: ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଫୟାଦ୍‌ ଚୌଧୁରୀ ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। ଏବେ ସେ ପୁଣି ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ଘଟଣା ହେଉଛି ସେ ଟୁଇଟରରେ ଏମିତି ଏକ ପୋଷ୍ଟ କରିଛନ୍ତି ଯେଉଁଥି ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri