ସୁସ୍ଥ ହେଲେ ଲତା
ମୁମ୍ବାଇ,୧୫।୧୧: ବଲଉଡ୍ ନାଇଟ୍ ଆଙ୍ଗଲ ତଥା ଭାରତ ରତ୍ନ ଲତା ମଙ୍ଗେସକର ଏବେ ସୁସ୍ଥ ଥିବା ଖବର ମିଳିଛି। ଲତାଙ୍କୁ ଦେଖାରଖା କରୁଥିବା ଟିମ୍ ପକ୍ଷରୁ ଏହି ଖବର ଦିଆଯାଇଛି। ପ୍ରଶଂସକଙ୍କ ଭଲପାଇବା ଓ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଲତା ଦିଦିଙ୍କୁ…
ଅଗ୍ରଓ୍ବାଲଙ୍କ ୩ୟ ଶତକ
ଇନ୍ଦୋର,୧୫।୧୧- ସ୍ଥାନୀୟ ହୋଲ୍କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟଷ୍ଟରେ ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଶତକ ଅର୍ଜନ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ତୃତୀୟ ଶତକ। ତାଙ୍କର ଏହି ଅପରାଜିତ ଇନିଂସରେ ୧୫ ଚୌକା ଓ ଗୋଟିଏ…
ତାଇଓ୍ବାନ ଏକାଡେମୀରେ ଯୋଗଦେଲେ ସିନ୍ଧୁଙ୍କ କୋଚ୍
ପୁଣେ,୧୫।୧୧- ପି. ଭି. ସିନ୍ଧୁ ବିଶ୍ୱ ଚାମ୍ପିୟନଶିପ ସ୍ବର୍ଣ୍ଣ ପଦକ ଜିତିବା ପରେ ଭାରତ ଛାଡ଼ିଥିବା କୋରିଆନ ବ୍ୟାଡ୍ମିଣ୍ଟନ କୋଚ୍ କିମ ଜି ହ୍ୟୁନ ପୁଣେ ଥରେ ଆକ୍ଶନକୁ ଫେରିଛନ୍ତି। ଏହି କୋଚ ନିଜ ସ୍ବାମୀଙ୍କ ସ୍ବାସ୍ଥ୍ୟବସ୍ଥା ପାଇଁ ପଦରୁ ଇସ୍ତଫା…
ବନ୍ଦ କୋଠରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର: ଶିଶୁପୁତ୍ରଙ୍କୁ ନେଇ ସ୍ବାମୀ ଫେରାର
ସମ୍ବଲପୁର, ୧୫।୧୧(ବ୍ୟୁରୋ)- ସମ୍ବଲପୁର ଜିଲା ମୁଦିପଡ଼ା ଘୁଷୁଣୀଯୋଡା ବନ୍ଧ ହିଡରେ ଥିବା ବସ୍ତିର ଏକ ଭଡ଼ାଘରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କର ପରିଚୟ ମିଳି ନ ଥିବା ବେଳେ ପ୍ରାୟ ୨୦ ଦିନ ପୂର୍ବେ ମହିଳାଙ୍କ ସ୍ବାମୀ…
ଗୋଗୋଇଙ୍କ କାର୍ଯ୍ୟକାଳର ଶେଷ ଦିନ: ମାତ୍ର ୩ ମିନିଟ୍ରେ ୧୦ଟି ମାମଲାରେ ନୋଟିସ ଜାରି
ନୂଆଦିଲ୍ଲୀ,୧୫।୧୧:ନିଜ କାର୍ଯ୍ୟକାଳର ଶେଷ ଦିନରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କିଛି ସମୟ ପାଇଁ ନିଜ କାର୍ଯ୍ୟାଳୟର ଦାୟିତ୍ୱ ଭାର ସମ୍ଭାଳିଛନ୍ତି। ପରମ୍ପରା ଅନୁସାରେ ସିଜେଆଇ ଗୋଗୋଇ ନିଜ ଉତ୍ତରାଧିକାରୀ ବିଚାରପତି ଏସ୍.ଏ. ବୋବଡେଙ୍କ ସହ କୋର୍ଟରେ ବସିଥିବା ଦେଖିବାକୁ ମିଳିଛି।…
ସମ୍ବର ନେଲା ୬ବର୍ଷ ଛାତ୍ରର ଜୀବନ
ହାଇଦ୍ରାବାଦ୍,୧୫।୧୧: ଆନ୍ଧ୍ର ପ୍ରଦେଶ କୁରନୁଲର ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଗରମ ସନ୍ମ୍ବରରେ ପଡି ଜଣେ ୬ ବର୍ଷ ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଡି ପୁରୁଷୋତ୍ତମ ରେଡ୍ଡି। ଶିଶୁଙ୍କ ପରିବାର ପକ୍ଷରୁ ସ୍କୁଲ ନାଁରେ…
ରାଜନଗରରେ କେନ୍ଦ୍ରୀୟ ଟିମ୍: ଅନୁଧ୍ୟାନ କଲେ ବୁଲ୍ବୁଲ୍ କ୍ଷୟକ୍ଷତି
ରାଜନଗର,୧୫।୧୧(ଡି.ଏନ୍.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବୁଲ୍ବୁଲ୍ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମ୍ ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ତାଳଚୁଆ ଗଙ୍ଗାମାତା ପଡ଼ିଆରେ ପହଞ୍ଚିଛନ୍ତି। କେନ୍ଦ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ସହେଲୀ…
ପ୍ରଥମ ଦେଖାରେ ମଡେଲଙ୍କୁ କିସ୍ କରିଥିଲେ ଲୋକପ୍ରିୟ ଭାରତୀୟ କ୍ରିକେଟର
ପ୍ରାୟତଃ ପ୍ରଥମ ଦେଖାରେ ଉଭୟ ଯୁବକ ଓ ଯୁବତୀ ଲାଜ କରନ୍ତି କଥା ହେବାକୁ। ଆଉ ଅନ୍ୟ ସବୁ ତ ଦୂର କଥା। କିନ୍ତୁ ଲୋକପ୍ରିୟ ଭାରତୀୟ କ୍ରିକେଟର ପ୍ରଥମ ଦେଖାରେ ମଡେଲଙ୍କୁ କିସ୍ କରିଥିଲେ। ଏହି ଘଟଣା ୭ ବର୍ଷ…
ଅବସର ନିଷ୍ପତ୍ତି
ଦୀର୍ଘ ୧୯ ବର୍ଷର କ୍ୟାରିୟରରେ ଡେଭିଡ ଭିଲା ସ୍ପେନ୍ ପାଇଁ ସବୁପ୍ରକାର ସଫଳତା ଅର୍ଜନ କରିଛନ୍ତି। ବିଶ୍ୱକପ୍, ୟୁରୋପିଆନ ଚାମ୍ପିୟନଶିପ୍ ଓ ଚାମ୍ପିୟନ୍ସ ଲିଗ୍ ଟାଇଟଲ ହାସଲ କରିବା ସହ ସେ ବାର୍ସିଲୋନା, ଆଟଲେଟିକୋ ମାଡ୍ରିଡ୍ ଓ ଭାଲେନିସିଆ ପ୍ରଭୃତି ହାଇପ୍ରୋଫାଇଲ…
ହ୍ୟାଟ୍ରିକ ମ୍ୟାନ୍
ଦୀପକ ଚହର ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ହିସାବରେ ଟି୨୦ ଫର୍ମାଟରେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ମହିଳା କ୍ରିକେଟର ଏକତା ବିସ୍ତ୍ ଅବଶ୍ୟ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଏଥିସହିତ ଭାରତୀୟ ବୋଲରମାନେ ସବୁ ୩ଟି ଯାକ ଫର୍ମାଟରେ ହ୍ୟାଟ୍ରିକ…
ଏହି ଫିଲ୍ମ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିବେ ମାନୁଷୀ ଛିଲ୍ଲର
୨୦୧୭ରେ ବିଶ୍ୱସୁନ୍ଦରୀ ମୁକୁଟ ଜିତିଥିବା ମାନୁଷୀ ଛିଲ୍ଲର ଖୁବ୍ଶୀଘ୍ର ବଲିଉଡ୍ରେ ପାଦ ଥାପିବାକୁ ଯାଉଛନ୍ତି। ୟଶରାଜ ପ୍ରଡକ୍ସନରେ ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଆଗାମୀ ଫିଲ୍ମ ‘ପୃଥୀରାଜ ଚୌହାନ’ରେ ଅଭିନୟ କରିବେ ମାନୁଷୀ। ଫିଲ୍ମରେ ପୃଥୀରାଜ ଚୌହାନଙ୍କ ଭୂମିକାରେ ଅକ୍ଷୟ କୁମାର ନଜର…
ଏଣିକି ଟ୍ରେନରେ ଖାଦ୍ୟ ହେବ ମହଙ୍ଗା
ମୁମାଇ,୧୫।୧୧: ଟ୍ରେନରେ ଯାତ୍ରା କରିବା ସମୟରେ ଏବେ ଚା’ ଜଳଖିଆ ଓ ଭୋଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ରେଲୱେ ବୋର୍ଡର ପର୍ଯ୍ୟଟନ ଓ ଖାଦ୍ୟପେୟ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଛି। ରାଜଧାନୀ, ଶତାବ୍ଦୀ…
Archives


