ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କଲେ ସଫ୍ଟଓ୍ବେୟାର ଇଞ୍ଜିନିୟର
ହାଇଦ୍ରାବାଦ୍,୧୧।୧୧: ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର। ସନ୍ଦୀପ ନାମକ ଏହି ଯୁବକ ଜଣଙ୍କ ନିଜ ବିବାହ ମଣ୍ଡପରେ ରଶି ଲଗାଇ ଜୀବନ ହାରିଛନ୍ତି। ବିବାହ ପାଇଁ ଉଭୟ ବର…
ଗୋଟିଏ ପୋଷ୍ଟରରେ ନଜର ଆସିଲେ ଇମ୍ରାନ-ସିଦ୍ଧୁ
ଜିରକପୁର,୧୧।୧୧: କଂଗ୍ରେସର କେତେଜଣ ସମର୍ଥକ ଶ୍ରୀ ଗୁରୁ ନାନକ ଦେବଙ୍କ ୫୫୦ତମ ପ୍ରକାଶ ପର୍ବ ଅବସରରେ ଜିରକପୁରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କର ପୋଷ୍ଟର ଲଗାଇଛନ୍ତି। ଏଥିରେ ଲେଖାଯାଇଛି କରତାରପୁର କରିଡର ପରିଯୋଜନା…
ଅଜିତ ପାଓ୍ବାରଙ୍କ ସହ ଯୋଗାଯୋଗରେ ଭାଜପାର ୭ ବିଧାୟକ: ଇସ୍ତଫା ଦେବା ନେଇ ଚର୍ଚ୍ଚା
ନୂଆଦିଲ୍ଲୀ, ୧୧।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ହାଇ ଭୋଲଟେଜ୍ ଡ୍ରାମା ଲାଗିରହିଛି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ୭ ବିଧାୟକ ଏନ୍ସିପି ଯୋଗାଯୋଗରେ ରହିଥିବା କୁହାଯାଉଛି। ଆଉ ଏହି ସମସ୍ତ ବିଧାୟକ ଦଳରୁ ଇସ୍ତାଫା ଦେବେ…
ଏହି ଗାଁର ଅଧାରୁ ଅଧିକ ଲୋକଙ୍କ ପାଖରେ ରହିଛି ହେଲିକପ୍ଟର…
ଚାଇନାରେ ରହିଛି ଏପରି ଗାଁ ଯେଉଁଠି ସମସ୍ତେ କୋଟିପତି। ଏହାକୁ ‘ସୁପର ଭିଲେଜ’ କୁହାଯାଇଥାଏ। ଗାଁରେ ସବୁ ଲୋକଙ୍କ ପାଖରେ ଭଲ ଘର ଏବଂ ଗାଡି ଅଛି। ଗାଁର ଅଧାରୁ ଅଧିକ ଲୋକଙ୍କ ପାଖରେ ହେଲିକପ୍ଟର ରହିଛି। ଏହି ଗାଁ ଆଗରୁ…
ହାତୀ ଆକ୍ରମଣରେ ବୃଦ୍ଧ ମୃତ, ମହିଳା ଗୁରୁତର
ଦେବଗଡ଼,୧୧।୧୧(ଡି.ଏନ୍.ଏ.): ଦେବଗଡ଼ ବନଖଣ୍ଡ ଅଞ୍ଚଳରେ ହାତୀ ଆକ୍ରମଣରେ ସୋମବାର ସକାଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଲୁଲଙ୍ଗ ପଞ୍ଚାୟତର ବଡ଼କୁଦ ବାସିନ୍ଦା ଶନିଆ କୁଦର(୬୫)। ଆଜି ସକାଳେ ସେ ବିଲକୁ ଯାଉଥିବା…
୨୧ ଦିନରେ ତେଜସ୍ର ଲାଭ ୭୦ ଲକ୍ଷ
ନୂଆଦିଲ୍ଲୀ,୧୧।୧୧: ଦେଶର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ୨୧ ଦିନରେ ୭୦ ଲକ୍ଷ ଟଙ୍କାର ଲାଭ କରି ପାରିଛି। ଅକ୍ଟୋବର ୫ରୁ ଏହାର ଯାତ୍ରା ଆରମ୍ଭ କରିଥିଲା। ଅକ୍ଟୋବର ୨୮ ସୁଦ୍ଧା ଏହା ୩,୭୦ କୋଟି ଟଙ୍କାର ଟିକେଟ ବିକ୍ରି କରିଥିଲା।…
୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ: ଏଥର ରହିଛି ୩୦ଟି କାର୍ଯ୍ୟଦିବସ
ଭୁବନେଶ୍ୱର, ୧୧।୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନରେ ୨୦୧୯-୨୦ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ ହେବାର ରହିଛି। ଡିସେମ୍ବର ୧୯ ଯାଏ ଏହି ଅଧିବେଶନ ଚାଲିବ। ଏଥର ଶୀତଅଧିବେଶନରେ ମୋଟ ୩୦ଟି…
ଭୁବନେଶ୍ୱର ଚାଲାଣ ବେଳେ ମଦ ଜବତ: ଡ୍ରାଇଭର, ବେପାରୀ ଅଟକ
ବନ୍ତଳା,୧୧।୧୧(ଡି.ଏନ୍.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ଶଙ୍ଖପୁର-ବନ୍ଦଣପଶି ରାସ୍ତାରେ ସୋମବାର ପୋଲିସ ଚଢ଼ାଉ କରି ୩୦୦ ଲିଟର ମଦ ଜବତ କରିଛି। ବେଆଇନ ମଦ ଚାଲାଣ କାରବାରରେ ସମ୍ପୃକ୍ତ ଏକ ସ୍କର୍ପିଓ ଗାଡ଼ି (ଓଆର୍ ୦୨ ଏଏ୦୫୮୬)କୁ ଜବତ କରାଯାଇଛି।…
କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ
ନୂଆଦିଲ୍ଲୀ,୧୧।୧୧: ଶିବସେନା ନେତା ତଥା ମୋଦି ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଅରବିନ୍ଦ ସାଓ୍ବନ୍ତ ସୋମବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ରାଜନୀତିକୁ ଦେଖି ସେ ଏହି ଇସ୍ତଫା ଦେଇଥିବା କହିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ମହାରାଷ୍ଟ୍ର…
ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ମାମଲାରେ ୭୭ ଗିରଫ
ଲକ୍ଷ୍ନୌ,୧୧।୧୧: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ସାମ୍ପ୍ରଦାୟିକ ହିଂସାକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ହେଲେ କିଛି ବ୍ୟକ୍ତି ରାଜ୍ୟରେ ଶାନ୍ତି ଭଙ୍ଗ କରିବାକୁ ଯାଇ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିଲେ। ଏହି ମାମଲାରେ…
ଆଇତିପୁରରେ ଅଗ୍ନିକାଣ୍ଡ : ଜଳିଗଲା ୨ ବଖରା
ମହାକାଳପଡ଼ା,୧୧।୧୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବଡ଼କୂଳ ପଞ୍ଚାୟତ ଆଇତିପୁର ଗ୍ରାମର କାଙ୍ଗାଳି ପ୍ରଧାନଙ୍କ ଘରେ ସୋମବାର ପୂର୍ବାହ୍ନରେ ନିଆଁ ଲାଗି ଦୁଇ ବଖରା ଜଳିଯାଇଛି। ଘରେ ଥିବା ସମସ୍ତ ଆସବାବପତ୍ର ସହିତ ଧାନଚାଉଳ ପୋଡ଼ି ପାଉଁଶ ହୋଇଯାଇଛି। ରୋଷେଇ…
ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜେଏନୟୁରେ ତେଜିଲେ ଛାତ୍ରୀଛାତ୍ର
ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) କ୍ୟାମ୍ପସ ବାହାରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀମାନେ ଏହି ବିରୋଧ ପ୍ରଦର୍ଶନ କରିଛନ୍ତି। ସୋମବାର ଜେଏନୟୁର ସମାବର୍ତ୍ତନ ଉତ୍ସବ ଚାଲିଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗ…
Archives


