ଗୋଲାପୀ ବଲ୍ର ଉତ୍କଣ୍ଠା
କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମ ଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ। ଆସନ୍ତା ୨୨ ତାରିଖରୁ ଖେଳାଯିବାକୁ ଥିବା ଏହି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପିଙ୍କ୍ ବା ଗୋଲାପୀ ବଲ୍ରେ ଖେଳାଯିବ। ବିଭିନ୍ନ ଦୃଷ୍ଟିକୋଣରୁ…
ଖାତା ଖୋଲିପାରିଲେ ନାହିଁ କୋହଲି; ଶତକ ମୁହାଁ ଅଗ୍ରଓ୍ବାଲ
ଇନ୍ଦୋର,୧୫ା୧- ସ୍ଥାନୀୟ ହୋଲ୍କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟଷ୍ଟରେ ଭାରତୀୟ ଦଳ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି। ବାଂଲାଦେଶ ୧୫୦ ରନ୍ କରିଥିବାବେଳେ ଭାରତୀୟ ଦଳ ଶୁକ୍ରବାର ରିପୋର୍ଟ ଲେଖା ହେବା ସୁଦ୍ଧା ୩ ଉଇକେଟ ହରାଇ…
ବୁଲ୍ବୁଲ୍ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍ ଆଜି ସନ୍ଧ୍ୟାରେ ରାଜ୍ୟ ଅଧିକାରୀଙ୍କ ସହ ବୈଠକ
ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ବାତ୍ୟା ବୁଲ୍ବୁଲ୍ ପ୍ରଭାବରେ ରାଜ୍ୟର ୬ଟି ଜିଲାରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି। ବାତ୍ୟାରେ ରାଜ୍ୟରେ କ୍ଷୟକ୍ଷତି ଆକଳନ ସକାଶେ କେନ୍ଦ୍ର ସରକାରଙ୍କ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଓଡିଶା ଗସ୍ତରେ ଆସିଛନ୍ତି। ବାତ୍ୟାର ସପ୍ତାହେ ପରେ କେନ୍ଦ୍ରରୁ ଆସିଥିବା ୭ଜଣିଆ ଟିମ୍…
‘ମୋ ସ୍କୁଲ ମୋବାଇଲ ଆପ୍’ ଉନ୍ମୋଚିତ
ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ‘ମୋ ସ୍କୁଲ’ ଅଭିଯାନକୁ ଦୁଇବର୍ଷ ପୂରିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ମୋ ସ୍କୁଲ ମୋବାଇଲ ଆପ୍’ ସହ ‘କଫିଟେବୁଲ’ ପୁସ୍ତକ…
୧୨୫ ଫୁଟ ପାଣି ଟାଙ୍କି ଉପରକୁ ଚଢିଗଲା ଷଣ୍ଢ
ରେବାଡି,୧୫।୧୧: ହରିୟାଣାର ରେବାଡିରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଷଣ୍ଢ ୧୨୫ ଫୁଟ ଉଚ୍ଚ ପାଣିଟାଙ୍କି ଉପରକୁ ଚଢିଯାଇଛି। ପାଣିଟାଙ୍କି ଉପରେ ଷଣ୍ଢକୁ ଦେଖି ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିଲେ। ପରେ ପ୍ରଶାସନ ଦମକଳ ବାହିନୀ…
ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଲେ ଦୀପବୀର
ତିରୁପତି ଦର୍ଶକ ପରେ ବଲିଉଡ୍ର ଚର୍ଚ୍ଚିତ ଦମ୍ପତି ରଣବୀର କପୁର ଓ ଦୀପିକା ପାଦ୍ୟୁକୋନ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚତ୍ଛନ୍ତି। ସେଠାରେ ସେ ମଥା ଟେକିଛନ୍ତି। ପାରମ୍ପରିକ ଲୁକ୍ରେ ଉଭୟ ନଜର ଆସିଛନ୍ତି। ଦୀପିକା ମୁଣ୍ଡରେ ସିନ୍ଦୁର ଲଗାଇ ଓଢଣୀ ଦେଇ…
ଆଖଣ୍ଡଳମଣିଙ୍କ ଭଣ୍ଡାରଗୃହରେ ଅଗ୍ନିକାଣ୍ଡ: ଜଳିଗଲା ବାବାଙ୍କ ବେଶ ପାଇଁ ଲାଗୁଥିବା ଲୁଗାପଟା ଓ ଅନ୍ୟାନ୍ୟ ସାମଗ୍ରୀ
ଆରଡ଼ି,୧୫।୧୧(ଡି.ଏନ୍.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ଭଣ୍ଡାରଗୃହରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ବାବାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଭସ୍ମୀଭୂତ ହୋଇଯାଇଛି । ଦୈନଦିନ ହେଉଥିବା ବାବାଙ୍କ ବଡ଼ସିଂହାର ବେଶ ଓ ଅନ୍ୟାନ୍ୟ…
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼, ଜଣେ ଗୁରୁତର
ଖୋର୍ଦ୍ଧା ଅଫିସ,୧୫।୧୧ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁରୀ ଜିଲା କଣାସ ଥାନା ଅନ୍ତର୍ଗତ ଛୋଟିଯୋଡ଼ି ଗ୍ରାମରେ ବୋମାମାଡ଼ ଓ ଫାଙ୍କା ଗୁଳିଚାଳନା ହୋଇଛି। ଏଥିରେ ଜଣେ ଗୁରୁତର ହୋଇ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର…
ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ସରକାର ୬ ମାସରୁ ଅଧିକ ଦିନ ତିଷ୍ଠି ପାରିବନି:ଫଡନବୀଶ
ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲେ ମଧ୍ୟ ସରକାର ଗଠନ ନେଇ ଆଲୋଚନା ଜାରି ରହିଛି। ଯଦି ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ଭାବରେ ସରକାର ଗଠନ କରନ୍ତି ତେବେ ୬ ମାସରୁ ଅଧିକ ଦିନ ସରକାର ଚଳାଇ…
ଭୋପାଳ ଗ୍ୟାସ୍ ପୀଡିତଙ୍କ ପାଇଁ ଲଢିଥିବା ଅବଦୁଲ ଜବାରଙ୍କ ପରଲୋକ
ଭୋପାଳ,୧୫।୧୦: ଭୋପାଳ ଗ୍ୟାସ୍ ଦୁର୍ଘଟଣାରେ ପୀଡିତ ଲୋକଙ୍କୁ ନ୍ୟାୟ ଦେବା ପାଇଁ ସର୍ବଦା ଚେଷ୍ଟିତ ଥିବା ଅବଦୁଲ ଜବାରଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅବଦୁଲ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ମୃତ୍ୟୁ ଗୋଟିଏ ଦିନ ପୂର୍ବରୁ ମଧ୍ୟ ପ୍ରଦେଶ…
ଅସୁରକ୍ଷିତ ହୋଇପଡୁଛି ରାଜଧାନୀ: ବାର୍ରେ ପଶି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ
ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାତିର ରାଜଧାନୀ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। ନିକଟରେ କେତେଜଣ ଦୁର୍ବୃତ୍ତ ବାର୍ରେ ପଶି ଆତଙ୍କ ଖେଳାଇବା ସହ ରାସ୍ତାରେ ବାର୍ ଡ୍ୟାନ୍ସରଙ୍କୁ ଅଟକାଇ ଲୁଟ୍ପାଟ କରିଥିଲେ। ବୁଧବାର ବିଳମ୍ବିତ ରାତିରେ ଆଉଏକ ଘଟଣା ଘଟିଛି। ୫ଜଣ ଦୁର୍ବୃତ୍ତ…
ଜେଏନୟୁରେ ଛାତ୍ରୀଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଜାରି, ସ୍ବାମୀ ବିବେକାନନ୍ଦଙ୍କ ମୂର୍ତ୍ତି ଭଙ୍ଗା ଘଟଣାର ଯାଞ୍ଚ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୧୫।୧୧: ଫି’ ବୃଦ୍ଧି ସହ ଅନ୍ୟାନ୍ୟ ଦାବି ନେଇ ସୋମବାର ଦିନ ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନୟୁ) କ୍ୟାମ୍ପସ୍ ବାହାରେ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଜେଏନୟୁରେ ଲାଗି ରହିଥିବା ଫି’ ବିବାଦ ତୁଟିବାର ନାଁ ନେଉ ନ…
Archives


