କଶ୍ମୀର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିସ୍ଫୋରଣ
ଶ୍ରୀନଗର,୨୬।୧୧: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଥିବା କଶ୍ମୀର ବିଶ୍ୱବିଦ୍ୟାଳୟ ନିକଟରେ ମଙ୍ଗଳବାର ଏକ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ୨ଜଣ ଆହତ ହୋଇଛନ୍ତି। ଏହା ଏକ ଗ୍ରେନେଡ ଆକ୍ରମଣ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ବାହାରେ ଥିବା ସର ସୈଦ ଗେଟ୍…
ବାଜଓ୍ବାଙ୍କୁ ଝଟ୍କା: କାର୍ଯ୍ୟକାଳ ବୃଦ୍ଧିରେ ବାଧା ଦେଲେ ପାକିସ୍ତାନ ସୁପ୍ରିମ୍କୋର୍ଟ
ଇସଲାମାବାଦ୍,୨୬।୧୧: ପାକିସ୍ତାନ ସୈନ୍ୟ ବିଭାଗ ମୁଖ୍ୟ ଜେନେରାଲ କମର ଜାବେଦ୍ ବାଜଓ୍ବାଙ୍କୁ ମଙ୍ଗଳବାର ପାକିସ୍ତାନ ସୁପ୍ରିମ୍କୋର୍ଟ ରାୟ ନେଇ ବଡ଼ ଝଟ୍କା ଲାଗିଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ତେବେ କୋର୍ଟ ଏହାର ବିଚାର କରି…
ରଣବୀର କପୁରଙ୍କ ବିବାହକୁ ନେଇ ସ୍ପଷ୍ଟ କଲେ ଦୀପିକା: ରିଆକ୍ସନ ଦେଲେ ଆଲିଆ
ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନ ନିକଟରେ ଏକ୍ ଚାଟ୍ ଶୋ’ରେ ରଣବୀର କପୁରଙ୍କ ବିବାହକୁ ନେଇ କିଛିଟା କଥା ସ୍ପଷ୍ଟ କରିଛନ୍ତି। ହେଲେ ଏହା ଆଦୌ ଆଲିଆ ଭଟ୍ଟଙ୍କୁ ପସନ୍ଦ ଆସିନାହିଁ। ତେବେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ…
ବ୍ରହ୍ମାସ୍ତ୍ରର ଶୁଟିଂ ପାଇଁ ମନାଲି ପହଞ୍ଚିଲେ ଆଲିଆ-ରଣବୀର
ମୁମ୍ବାଇ: ବି-ଟାଉନର ଚର୍ଚ୍ଚିତ ଯୋଡି ଆଲିଆ ଭଟ୍ଟ ଓ ରଣବୀର କପୁର ଏବେ ନିଜର ଅପ୍ କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି। କିଛି ଦିନରୁ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଉକ୍ତ ଫିଲ୍ମରୁ ଆଲିଆ…
ପୁନର୍ବିଚାର ଆବେଦନ କରିବ ନାହିଁ ସୁନ୍ନୀ ଓ୍ବାକଫ୍ ବୋର୍ଡ: ମସଜିଦ୍ ଜମି ନେଇ ଏବେ ହେବନି ଚର୍ଚ୍ଚା
ନୂଆଦିଲ୍ଲୀ,୨୬।୧୧: ଅଯୋଧ୍ୟା ମାମଲାରେ ସୁନ୍ନୀ ଓ୍ବାକଫ୍ ବୋର୍ଡ ପକ୍ଷରୁ ପୁନର୍ବିଚାର ଆବେଦନ କରାଯିବ ନାହିଁ। ସେହିପରି ଏବେ ମସଜିଦ୍ ଜମି ନେଇ କୌଣସି ଚର୍ଚ୍ଚା କରାଯିବ ନାହିଁ। ମଙ୍ଗଳବାର ବୋର୍ଡ ପକ୍ଷରୁ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଉପସ୍ଥିତ ୭…
ଜିଲାଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
ଜୟପୁର,୨୬।୧୧(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁର ଉପଖଣ୍ଡ ୫ ବ୍ଲକର ଶତାଧିକ ଚାଷୀ ମଙ୍ଗଳବାର ଜିଲାଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଟୋକନ ଏବଂ ଜଳସେଚିତ, ଅଣ ଜଳସେଚିତ ଜମିରୁ ଉତ୍ପାଦିତ ଧାନ ଫସଲ ସମାନ ପରିମାଣରେ କ୍ରୟ କରାଯିବା ଦାବି ନେଇ…
ମୋତେ ଦୁନିଆ ବୋଝ ଭାବୁଛି, ସମ୍ମାନ ମିଳୁନି..ଏତିକି କହି ବିଦାୟ ନେଲେ ଏହି ଖେଳାଳିି
ନୂଆଦିଲ୍ଲୀ,୨୬।୧୧: ଗତ କିଛିଦିନ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍। ଦକ୍ଷିଣ ଆଫିକାରେ ଖେଲାଯାଉଥିବା ମଞ୍ଜାସୀ ଟି-୨୦ ଲିଗ୍ରୁ ବିଦାୟ ନେଇଛନ୍ତି। ଏହି ଲିଗ୍ରେ ଜୋଜି ଷ୍ଟାର୍ସ ପକ୍ଷରୁ ଖେଳୁଥିବା ଗେଲ୍ ଗତ ୬ଟି…
ଜୁଆ ଆଡ୍ଡାରେ ଚଢ଼ାଉ: ୮ ଜୁଆଡି ଗିରଫ
ଜୟପୁର,୨୬।୧୧(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁର ସଦର ଥାନା ପୋଲିସ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ବୈରାଗୀମଠ ଗ୍ରାମଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି। ଏଥିରେ ପୋଲିସ ୮ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ନଗଦ…
ହଂସୁଆ ପୋଲରୁ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ରାଜନଗର,୨୬।୧୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ହଂସୁଆ ପୋଲରୁ ନଦୀକୁ ଡେଇଁ ମଙ୍ଗଳବାର ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ କାବୁ କରାଯାଇ ପୋଲିସ ଜିମା ଦିଆଯାଇଛି। ଉକ୍ତ ଯୁବକ ଜଣକ ଓସ୍ତିଆ ଗ୍ରାମର ଜ୍ଞାନ ବେହେରା ବୋଲି ଜଣାପଡ଼ିଛି। ସକାଳୁ…
ପୁଅର ମୁକ୍ତି ପାଇଁ କାନ୍ଦୁଥିଲେ ମା’, କୋଳେଇ ନେଲେ ପୋଲିସ କନ୍ଷ୍ଟେବଳ
ଜଳନ୍ଧର, ୨୬।୧୧: ପଞ୍ଜାବରେ ଜଣେ ପୋଲିସ କନ୍ଷ୍ଟେବଳଙ୍କ ନିଆରା କାର୍ଯ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ମହିଳାଙ୍କ ପୁଅ ମାଲେସିଆ ଜେଲରେ ବନ୍ଦୀ ଥିବାବେଳେ ତାଙ୍କୁ ଫେରାଇ ଆଣିବାକୁ କହି ଭୋ ଭୋ ହୋଇ କାନ୍ଦୁଥିଲେ। ଏହି ସମୟରେ ଉକ୍ତ…
ବନ୍ୟା ପାଣିରେ ସେଲ୍ଫି ନେବା ମହଙ୍ଗା ପଡିଲା: ଭିଡିଓ ଭାଇରାଲ
ବୋନିସ,୨୬।୧୧: ଇଟାଲିର ବୋନିସ ସହରରେ ବନ୍ୟା ଜଳରେ ପଶି ଜଣେ ଯୁବକ ସେଲଫି ନେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ହାତରେ ସେଲଫି ଷ୍ଟିକ୍ ନେଇ ଦୁଇ ଚାରି ପାଦ ଆଗକୁ ଯାଉଥିବା ବେଳେ…
କଂଗ୍ରେସ ବିଧାୟକ ଦଳର ନେତା ହେଲେ ବାଲାସାହେବ
ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର କଂଗ୍ରେସ ବିଧାୟକ ଦଳର ନେତାଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ବାଲାସାହେବ ଥୋରାଟ। ମଙ୍ଗଳବାର ମୁମ୍ବାଇର ଏକ ହୋଟେଲରେ ଅନୁଷ୍ଠିତ ବୈଠକରେ ବାଲାସାହେବଙ୍କୁ ବିଧାୟକ ଦଳର ନେତାଭାବେ ନିର୍ବାଚିତ କରାଯାଇଛି। ଅନ୍ୟପଟେ ପ୍ରୋଟେମ ସ୍ପିକର ବା ଅସ୍ଥାୟୀ…
Archives


