ଛାଡପତ୍ର ପରେ ଏହି ଅଭିନେତାଙ୍କୁ ମିଳିଛି ପ୍ରକୃତ ଜୀବନସାଥୀ
ବମ୍ବେ: ପ୍ରଥମ ବିବାହର ବିଫଳତା ପରେ ଜୀବନସାଥୀଟିଏ ମିଳିବା ସହଜ କଥା ନୁହେଁ। କିନ୍ତୁ କିଛି ବଲିଉଡ୍ କଳାକାରଙ୍କ କ୍ଷେତ୍ରରେ ଉକ୍ତିଟି ଭୂଲ ସାବ୍ୟସ୍ତ ହୋଇଛି। ସେଭଳି ଜଣେ ଅଭିନେତା ହେଲେ ଅର୍ଜୁନ ରାମପାଲ। ନିକଟରେ ଅର୍ଜୁନ ପ୍ରଥମ ସ୍ତ୍ରୀ ମେହର…
ତେଜରାତି ଦୋକାନରେ ଅଗ୍ନିକାଣ୍ଡ: ଜଳିଗଲା ସମସ୍ତ ସାମଗ୍ରୀ
ବ୍ରହ୍ମପୁର ଅଫିସ,୨୨।୧୧: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଦାବରୀଶନଗର ତୃତୀୟ ଲାଇନରେ ଥିବା ଏକ ତେଜରାତି ଦୋକାନରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଦୋକାନର ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଏହାର ମୂଲ୍ୟ ୫୦ ହଜାର ହେବ…
ରେଳ ଧାରଣାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର
ବ୍ରହ୍ମପୁର ଅଫିସ,୨୨।୧୧: ଗଞ୍ଜାମ ଜିଲା ଆଙ୍କୁଲି ରେଳ ଫାଟକ ନିକଟ ରେଳଧାରଣା ପାର୍ଶ୍ୱରୁ ଜିଆର୍ପି ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ସେ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ସିଦ୍ଧାନ୍ତ କୁମାର କୋଠିଆ (୧୮)। ସେ ଜଣେ…
ଦେଶର ବିଭିନ୍ନ ସମସ୍ୟା ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
କେନ୍ଦୁଝର,୨୨।୧୧( ସ୍ବ.ପ୍ର.): ଦେଶରେ ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଅର୍ଥନୀତି ମାନ୍ଦାବସ୍ଥା ଓ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ବେରୋଜଗରୀ ସମସ୍ୟା ଆଦି ପ୍ରତିବାଦରେ କେନ୍ଦୁଝର ଜିଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଛି। ଜିଲା…
ଡିଭିଜନାଲ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
ଯାଜପୁର ରୋଡ୍,୨୨।୧୧(ନି.ପ୍ର.): ଯାଜପୁର ଜିଲା ଅଣସଂଘଟଠିତ ଶ୍ରମିକ ସଂଗଠନ ସମନ୍ବୟ କମିଟି ପକ୍ଷରୁ ଶୁକ୍ରବାର ୧୩ଦଫା ଦାବିରେ ସ୍ଥାନୀୟ ଡିଭିଜନାଲ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଧାରଣା ଦିଆଯାଇଛି। ଶ୍ରମିକମାନେ ଚୋରଦାଛକଠାରୁ ଏକ ଶୋଭାଯାତ୍ରାରେ ୫-ଟି ଲାଗୁ,…
ଡିସେମ୍ବର ସୁଦ୍ଧା ଗଠନ ହେବ ନୂଆ ପିସିସି କମିଟି: ନିରଞ୍ଜନ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଆସନ୍ତା ଡିସେମ୍ବର ସୁଦ୍ଧା ଗଠନ ହେବ ନୂଆ ପିସିସି କମିଟି। ଏନେଇ ଶୁକ୍ରବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ପର୍ଯ୍ୟବେକ୍ଷକମାନେ ଜିଲା ଗସ୍ତ କରି ଚଳିତ ମାସରେ ରିପୋର୍ଟ ଦେବେ। ଇତିମଧ୍ୟରେ ୨/୩ଜଣ ପର୍ଯ୍ୟବେକ୍ଷକଙ୍କୁ ଛାଡ଼ି ଦେଲେ…
ଏଣିକି କେବଳ ପ୍ରଧାନମନ୍ତ୍ରୀଙ୍କୁ ମିଳିପାରେ ଏସ୍ପିଜି ସୁରକ୍ଷା
ନୂଆଦିଲ୍ଲୀ,୨୨।୧୧: ଏବେ ଆଉ ପୂର୍ବତନ ପ୍ରଧାନମନ୍ତ୍ରୀ ଅବା ତାଙ୍କ ପରିବାର ସଦସ୍ୟଙ୍କୁ ଏସ୍ପିଜି ସୁବିଧା ମିଳିବ ନାହିଁ। ଆଗକୁ କେବଳ ପ୍ରଧାନମନ୍ତ୍ରୀଙ୍କୁ ଏହି ସୁରକ୍ଷା ମିଳିବ ବୋଲି ଜଣାପଡିଛି। କେନ୍ଦ୍ର ମନ୍ତ୍ରିମଣ୍ଡଳ ଏସ୍ପିଜି ଅଧିନିୟମ (SPG Amendment Bill)ରେ ଯେଉଁ ସଂଶୋଧନକୁ…
୧୦୬ ରନ୍ରେ ଅଲଆଉଟ୍ ବାଂଲାଦେଶ
କୋଲକାତା,୨୨।୧୧- ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତୀୟ ପେସର ବାଂଲାଦେଶ ବ୍ୟାଟିଂ ଲାଇନ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି। ସ୍ଥାନୀୟ ଇଡେନ ଗାର୍ଡେନଠାରେ ଅନୁଷ୍ଠିତ ଐତିହାସିକ ପିଙ୍କ୍ ବଲ ଦିବାରାତ୍ର ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା…
ଦୁଇ କିଡନୀ ହରାଇଛନ୍ତି ସାମ୍ବାଦିକ: ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୨ ଲକ୍ଷ ଟଙ୍କାର ସହାୟତା
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ପାଇଁ ସ୍ବତନ୍ତ୍ର ସହାୟତା ପ୍ରଦାନ କରାଯାଉଛି। ଏହି କ୍ରମରେ ଶୁକ୍ରବାର ଢେଙ୍କାନାଳ ଜିଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡନୀ ପ୍ରତିରୋପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରାରମ୍ଭିକ ସହାୟତା ଭାବେ ୨ ଲକ୍ଷ ଟଙ୍କା…
ଦୁର୍ଘଟଣାରୁ ବର୍ତ୍ତିଲା ଦୁରନ୍ତ ଏକ୍ସପ୍ରେସ
ରୂପସା,୨୨।୧୧(ଡି.ଏନ୍.ଏ.): ଦକ୍ଷିଣ-ପୂର୍ବ ରେଳପଥର ଖଡଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପ୍ସା ରେଳଜଙ୍କଶନରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି। ଅପ୍ଲାଇନ୍ରେ ଯାଉଥିବା ହାଓ୍ବଡା-ଯଶବନ୍ତପୁର ଦୂରନ୍ତ ଏକ୍ସପ୍ରେସ ଟ୍ରେନ୍ ରୂପ୍ସା ପ୍ଲାଟ୍ଫର୍ମ(୧ନଂ) ଅତିକ୍ରମ କରୁଥିବା ବେଳେ ରେଳଲାଇନ୍ରେ ଥିବା ସିଲପଟ ସହ ଧକ୍କା…
ସଂସଦରେ ପ୍ରଦୂଷଣକୁ ନେଇ ଚର୍ଚ୍ଚା: ବୁଝିପାରିଲେନି ସାଧାରଣ କୃଷକ
ନୂଆଦିଲ୍ଲୀ,୨୨।୧୧: ରାଜଧାନୀ ଦିଲ୍ଲୀର ପ୍ରଦୂଷଣକୁ ନେଇ ଏଥର ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧି। ତେବେ ହରିୟାଣା, ପଞ୍ଜାବ ଓ ଏହାର ଆଖପାଖରେ କୃଷକମାନେ ନଡା ଜାଳୁଥିବାରୁ ଏହାଦ୍ୱାରା ଦିଲ୍ଲୀର ପ୍ରଦୂଷଣ ବଢୁଛି ବୋଲି କୁହାଯାଉଥିଲା। ଏହାକୁ ନେଇ ଏଥର ସଂସଦର ଶୀତ…
ଓ୍ବାର୍ନରଙ୍କ ୧୫୧*, ଅଷ୍ଟ୍ରେଲିଆର ଅଗ୍ରଣୀ
ବ୍ରିସ୍ବେନ,୨୨।୧୧- ପୂରା ଫର୍ମରେ ଥିବା ଓପନର ଡେଭିଡ୍ ଓ୍ବାନରଙ୍କ ୧୫୧ ରନ୍ର ଅପରାଜିତ ଇନିଂସ ବଳରେ ଏଠାରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଇନିଂସ ଅଗ୍ରଣୀ ହାସଲ କରିଛି। ମ୍ୟାଚ୍ର ପ୍ରଥମ ଦିନ ଭ୍ରମଣକାରୀ ପାକିସ୍ତାନ…
Archives


