ରୁମ୍ରେ ଯେଉଁ ମଡେଲଙ୍କ ଲଗାଉଥିଲେ ପୋଷ୍ଟର, ତାଙ୍କୁ କଲେ ବିବାହ: ୨୧ବର୍ଷ ପରେ ହେଲା ବିଚ୍ଛେଦ
ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ମଙ୍ଗଳବାର ନିଜର ୪୭ତମ ଜନ୍ମଦିନ ପାଳନ କରିଛନ୍ତି। ୧୯୭୨ ନଭେମ୍ବର ୨୬ରେ ମଧ୍ୟପ୍ରଦେଶର ଜବଲପୁର ସହରରେ ସେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଜଣେ ମଡେଲ ଭାବେ ବଲିଉଡ୍ରେ କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମରେ ଆସିବା ପାଇଁ…
ଜଣେ ଭଗତ ସିଂ ଦେଶପାଇଁ ଜୀବନ ଦେଲେ ଅନ୍ୟ ଜଣେ ଗଣତନ୍ତ୍ରକୁ ହତ୍ୟା କଲେ: ସଞ୍ଜୟ
ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି। ହେଲେ ଏହାପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ ଏକ ଖବରଦାତା ସମ୍ମିଳନୀରେ ମହାରାଷ୍ଟ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଜଣେ ଭଗତ୍ ସିଂ ଦେଶପାଇଁ ଜୀବନ ଦେଇଥିବା ବେଳେ ଅନ୍ୟଜଣେ…
କେନ୍ଦ୍ର ସହ ଏନ୍ଆର୍ସି ଲଢ଼େଇ ପାଇଁ ପ୍ରସ୍ତୁତ ମମତା: ୧୯୭୧ରେ ଆସିଥିବା ୧୨ ହଜାର ଶରଣାର୍ଥୀଙ୍କୁ ଜମି ଦେବାକୁ ନିଷ୍ପତ୍ତି
କୋଲକାତା,୨୬।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନ୍ଆର୍ସି ନେଇ କେନ୍ଦ୍ର ସହିତ ଲଢ଼େଇ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୧୯୭୧ ମାର୍ଚ୍ଚ ପରେ ପଶ୍ଚିମବଙ୍ଗକୁ ଆସିଥିବା ୧୨ ହଜାର ଶରଣାର୍ଥୀଙ୍କୁ ମମତା ଜମି ଅଧିକାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ମମତା…
ଅଟୋ ଚାଳକଙ୍କୁ ମାଡ଼ମାରି ଅଡ଼ୁଆରେ ଡ୍ୟାନ୍ସିଂ ଟ୍ରାଫିକ୍ ପୋଲିସ: ଭିଡିଓ ଭାଇରାଲ
ଭୋପାଳ,୨୬।୧୧: ସୋସିଆଲ ମିଡିଆରେ ଡ୍ୟାନ୍ସିଂ ଟ୍ରାଫିକ୍ ପୋଲିସ ଭାବେ ମଧ୍ୟପ୍ରଦେଶ ଇନ୍ଦୋରର ରଣଜିତ୍ ସିଂହ ବେଶ୍ ଜଣାଶୁଣା। ଅଲଗା ଅଲଗା ଷ୍ଟାଇଲ୍ ହେଉ ବା ଆମେରିକାର ପପ୍ ଗାୟକ ମାଇକେଲ ଜ୍ୟାକ୍ସନ୍ଙ୍କ ଡ୍ୟାନ୍ସିଂ ଷ୍ଟାଇଲ୍ରେ ରଣଜିତ ଟ୍ରାଫିକ୍କୁ ନିୟନ୍ତ୍ରଣ କରିବାରେ ଓସ୍ତାଦ୍।…
ଝାଡଖଣ୍ଡ ବିଧାନସଭା ନିର୍ବାଚନ: ମଙ୍ଗଳବାର ୫ମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ
ରାଞ୍ଚି,୨୬।୧୧: ଝାଡଖଣ୍ଡ ବିଧାନସଭାର ୫ମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ମୋଟ ୮୧ ଆସନ ବିଶିଷ୍ଟ ବିଧାନସଭାର ୧୬ଟି ଆସନ ଲାଗି ଶେଷ ପର୍ଯ୍ୟାୟରେ ଡିସେମ୍ବର ୨୦ରେ ମତଦାନ କରାଯିବ। ମଙ୍ଗଳବାରଠାରୁ ପ୍ରତିଦିନ…
୧୨ ବର୍ଷ ବୟସରେ ଡାଟା ବୈଜ୍ଞାନିକ ହେଲେ ୭ମ ଶ୍ରେଣୀର ଛାତ୍ର
ହାଇଦ୍ରାବାଦ,୨୬।୧୧:ହାଇଦ୍ରାବାଦର ୧୨ ବର୍ଷୀୟ ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲାଇ ଏକ ନିଆରା କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏତେ କମ୍ ବୟସରୁ ସେ ଡାଟା ବୈଜ୍ଞାନିକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏକ ସଫ୍ଟଓ୍ବେୟର କମ୍ପାନୀ ତାଙ୍କୁ ଡାଟା ବୈଜ୍ଞାନିକ ଭାବେ ଚାକିରି ଦେଇଛି।…
ବିଟ୍ରୁଟ୍ ମୋଦକ
ବିଟ୍ରୁଟ୍ ମୋଦକ ଆବଶ୍ୟକ ସାମଗ୍ରୀ: ୨ କପ୍ ବେସନ, ୨ ଟେବଲ୍ ସ୍ପୁନ୍ ରାଓ୍ବା/ସୁଜି, ୨ଟି ସିଝା ବିଟ୍ରୁଟ ପେଷ୍ଟ କିମ୍ବା ୧/୪ ଟିସ୍ପୁନ୍ ବିଟ୍ରୁଟ୍ କଲର, ୧.୫ କପ୍ ପାଣି, ଛାଣିବା ଲାଗି ଆବଶ୍ୟକ ତେଲ। ସିରା ଲାଗି- ଏକ…
ଫିଟ୍ ରଖେ ଅଁଳା
ପ୍ରତିଦିନ ଅଁଳା ଖାଇବା ଏକ ଭଲ ଅଭ୍ୟାସ। କାରଣ ଏଥିରେ ଭରି ରହିଛି ଅନେକ ଔଷଧିୟ ଗୁଣ ଯାହାକି ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାଠୁ ଦୂରେଇ ରଖିବାରେ ବେଶ୍ ସହାୟକ… ଗ୍ୟାସ୍ କିମ୍ବା ଏସିଡିଟି ସମସ୍ୟା ଥିଲେ ଅଁଳା ଆପଣଙ୍କ ଲାଗି…
ଅତୁଟ ସମ୍ପର୍କ
ସ୍ବାମୀସ୍ତ୍ରୀଙ୍କ ଯୋଡ଼ି ଏକ ଅପୂର୍ବ ସମ୍ପର୍କ, ଯେଉଁ ସମ୍ପର୍କ ଭିତରେ ଭରିରହିଥାଏ ଗଭୀର ଭଲ ପାଇବା, ସ୍ନେହ, କର୍ତ୍ତବ୍ୟବୋଧ। ଆଉ କେବେ କେବେ ମତାନ୍ତର ପୁଣି ମନାନ୍ତର ବି। ତେବେ ଏ ସବୁ ଭିତରେ ଏହି ସମ୍ପର୍କକୁ ସାରା ଜୀବନ ଅତୁଟ…
‘ବଣ୍ଟି ଔର ବବଲି’ ସିକ୍ୱେଲରୁ ଅଭିଷେକ ଆଉଟ୍
୨୦୦୫ରେ ରିଲିଜ୍ ହୋଇଥିବା ରାନୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନଙ୍କ ଅଭିନୀତ ସୁପରହିଟ ଫିଲ୍ମ ‘ବଣ୍ଟି ଔର ବବଲି’ ସିକ୍ୱେଲର ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି। ଏହି ବ୍ଲକବ୍ଲଷ୍ଟର ଫିଲ୍ମ ପୁଣି ଥରେ ଦର୍ଶକଙ୍କ ମନ ଜିତିବାରେ ସଫଳ ହେବ ବୋଲି…
ହୋଟେଲରେ ଥିବା ବିଧାୟକଙ୍କ ପଛରେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା
ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ସରକାର ଗଠନକୁ ନେଇ ଚାଲିଥିବା ଅଙ୍କକଷା ଏବେବି ଲାଗି ରହିଛି। ଗୋଟିଏ ପଟେ ଭାଜପା ନେତୃତ୍ୱରେ ସରକାର ଗଠନ କରାଯାଇଥିଲେ ମଧ୍ୟ ଏବେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଚାଲିଛି କଡା କସରତ। ଘୋଡା ବେପାରକୁ ଦୃଷ୍ଟିରେ ରଖି…
ମା’ଙ୍କୁ ବଳାତ୍କାର, ନାବାଳକ ପୁଅ ସହ ଅପ୍ରାକୃତିକ ଯୌନ କ୍ରିୟା: ନୟାଗଡ଼ ଡିଇଓ କାର୍ଯ୍ୟାଳୟର ଷ୍ଟେନୋଙ୍କୁ ଜେଲ
ଖୋର୍ଦ୍ଧା ଅଫିସ,୨୬ା୧୧: ମା’କୁ ବଳାତ୍କାର, ନାବାଳକ ପୁଅକୁ ଅପ୍ରାକୃତିକ ଯୌନ କ୍ରିୟା କରି ନୟାଗଡ଼ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟର ଷ୍ଟେନୋ ସୁରେନ୍ଦ୍ର ବାରିକ (୫୮) ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଜାମିନ…
Archives


