ସଙ୍ଗୀତ ମାୟାରେ ଆରୋହୀ-ସ୍ବପ୍ନାରାଣୀ
ପ୍ରଗାଢ଼ ନିଷ୍ଠା ବଳରେ ଜଣେ ମହିଳା କିପରି ନିଜର ଲକ୍ଷ୍ୟ ହାସଲ କରିପାରେ ତାହାର ଅନେକ ନଜିର ରହିଛି। ତେବେ ଏହି ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି ଦୁଇ ଭଉଣୀ। କେବଳ ସେତିକି ନୁହେଁ, ନିଜର ଉଦ୍ୟମ ବଳରେ ସଙ୍ଗୀତ…
ବିନା ଔଷଧରେ ପିଠି ଯନ୍ତ୍ରଣାରୁ ମୁକ୍ତି ପାଇଁ କରନ୍ତୁ ଏପରି …
ନୂଆଦିଲ୍ଲୀ: ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଶୋଇବାରେ ଅସାବଧାନତା ଯୋଗୁ କେତେକଙ୍କଠାରେ ପିଠି ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ। ଏଥିରୁ ମୁକ୍ତି ପାଇବା ଲାଗି କେହିକେହି ନାନା ପ୍ରକାର ପେନ୍ କିଲର୍ ବ୍ୟବହାର କରିଥାନ୍ତି। ମାତ୍ର ବିନା ଔଷଧରେ କେତେକ ଘରୋଇ…
ମିତାଲି ରାଜଙ୍କ ବାୟୋପିକ୍ରେ ନଜର ଆସିବେ ତାପସି
ମୁମ୍ବାଇ: ଖେଳ ଦୁନିଆର କେତେଜଣ ବ୍ୟକ୍ତିତ୍ୱଙ୍କୁ ନେଇ ତିଆରି ହେଉଛି ଗୋଟିଏ ପରେ ଗୋଟିଏ ବାୟୋପିକ୍। ଏବେ ଭାରତୀୟ ମହିଳା କ୍ରିକେଟର କ୍ୟାପଟେନ୍ ମିତାଲି ରାଜଙ୍କ ବାୟୋପିକ୍ ନିର୍ମାଣ ହେବାକୁ ଯାଉଛି। ଆଉ ଏଥିରେ ନଜର ଆସିବେ ବଲିଉଡ୍ ବିୟୁଟି ତାପସି…
ଗର୍ଭରେ ପିଲାଙ୍କୁ ସଂସ୍କାରି କରିବା ପାଇଁ ଏହି ରାଜ୍ୟ ସରକାର ଆପଣାଇଲେ ନିଆରା ପଦକ୍ଷେପ
ଲକ୍ଷ୍ନୌ,୩।୧୨: ମହିଳାଙ୍କ ଗର୍ଭରେ ବଢ଼ୁଥିବା ପିଲାଙ୍କ ଭିତରେ ସଂସ୍କାର ଆଣିବା ପାଇଁ ଉତ୍ତରପ୍ରଦେଶ ସରକାର ଏକ ନିଆରା ପଦକ୍ଷେପ ଆପଣାଇଛନ୍ତି। କାନପୁରର ଛତ୍ରପତି ସାହୁଜି ମହାରାଜ ବିଶ୍ୱବିଦ୍ୟାଳୟ (ସିଏମ୍ଜେଏମ୍ୟୁ) ପକ୍ଷରୁ ଏନେଇ ଏକ ଅଭିଯାନ ଆରମ୍ଭ କରାଯାଇଛି। ଗର୍ଭାବସ୍ଥାରେ ଶିଶୁଙ୍କୁ ସଂସ୍କାରି…
ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ନାୟିକା ନାୟକଙ୍କ ପ୍ରେମ କାହାଣୀ ସବୁବେଳେ ଥାଏ ଚର୍ଚ୍ଚାରେ। ପୁଣି ବ୍ରେକ୍ଅପ୍ ବି କିଛି କମ୍ ଚର୍ଚ୍ଚିତ ବିଷୟ ବସ୍ତୁ ନୁହେଁ ବଲିଉଡ୍୍ ପାଇଁ। ଆହୁରି କେତେଜଣ କଳାକାର ଅଛନ୍ତି ଯେଉଁମାନଙ୍କର ପର୍ସନାଲ ଲାଇଫକୁ ନେଇ ମଧ୍ୟ ଚର୍ଚ୍ଚା…
ସଙ୍କଟରେ ଦେଶର ଅର୍ଥବ୍ୟବସ୍ଥା; ଭାଜପା ପାଇଁ ଭଗବାନ ଭରସା: ସୁବ୍ରମଣ୍ୟମ୍ ସ୍ବାମୀ
ନୂଆଦିଲ୍ଲୀ,୩।୧୨: ଦେଶର ଅର୍ଥବ୍ୟବସ୍ଥା ସଙ୍କଟରେ ରହିଛି। ଏନେଇ ଭାଜପା ନେତା ସୁବ୍ରମଣ୍ୟମ୍ ସ୍ବାମୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସରକାର ଏଭଳି ସ୍ଥିତିରେ ସୁଧାର ଆଣି ନ ପାରିଲେ ଭାଜପାକୁ ଭଗବାନଙ୍କ ଭରସାରେ ଛାଡ଼ିଦେବା ଆବଶ୍ୟକ ବୋଲି ସ୍ବାମୀ କହିଛନ୍ତି।…
ପୁରୀ ଗଣବଳାତ୍କାର ମାମଲା: ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ, ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି
ଭୁବନେଶ୍ୱର, ୩।୧୨(ବ୍ୟୁରୋ): ପୁରୀ ଗଣବଳାତ୍କାର ମାମଲାକୁ ନେଇ ରାଜନୀତି ଜୋର ଧରିଛି। ପୁରୀର ବିଭିନ୍ନ ସ୍ଥାନରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିବାବେଳେ ରାଜଧାନୀରେ ମଧ୍ୟ ଏହାର ତାତି ଦେଖିବାକୁ ମିଳିଛି। ଛାତ୍ର କଂଗ୍ରେସ ପକ୍ଷରୁ ଶିଶୁ ଭବନ ଛକରେ ବିକ୍ଷୋଭ…
ଆପଲ୍ ଆଣ୍ଡ ମେୟୋନିଜ୍ ସାଣ୍ଡ୍ଓ୍ବିଚ୍
ଆବଶ୍ୟକ ସାମଗ୍ରୀ:ଏକ କପ୍ ଗ୍ରୀନ୍ ଆପଲ୍, ବ୍ରେଡ୍ ସ୍ଲାଇସ୍ – ୬ ଟି, ୨ ବଡ଼ ଚାମଚ ବଟର, ୧ ଚାମଚ ମେୟୋନିଜ୍, ୧ ଚାମଚ ଲେମ୍ବୁରସ, ସ୍ବାଦ ଅନୁସାରେ ଲୁଣ, ଆବଶ୍ୟକତା ଅନୁଯାୟୀ ମଖନ୍। ପ୍ରସ୍ତୁତି : ପ୍ରଥମେ ସେଓକୁ…
ଆମରଣ ଅନଶନରେ ସ୍ବାତୀ ମାଲିଓ୍ବାଲ
ନୂଆଦିଲ୍ଲୀ,୩।୧୨: ହାଇଦ୍ରାବାଦରେ ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବିରୋଧରେ ପୂରା ଦେଶ ସ୍ବର ଉତ୍ତୋଳନ କରିଛି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଦିଲ୍ଲୀର ମହିଳା କମିଶନ ଅଧ୍ୟକ୍ଷା…
ପିଆଜ ମାଳ ପିନ୍ଧି ସଂସଦରେ ପହଞ୍ଚିଲେ ୨ ଏଏପି ଏମ୍ପି
ନୂଆଦିଲ୍ଲୀ,୩।୧୨: ପିଆଜ ଦାମ ବଢ଼ିଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ଅସଫଳ ରହିଥିବା ପ୍ରତିବାଦ କରି ୨ ଜଣ ଏଏପି ଏମ୍ପି ସଂସଦରେ ପିଆଜ ମାଳ ପିନ୍ଧି ପହଞ୍ଚିଛନ୍ତି। ଏଏପି ଏମ୍ପି ସଞ୍ଜୟ ସିଂ ଏବଂ ସୁଶୀଲ ଗୁପ୍ତା ମଙ୍ଗଳବାର…
ଅଦରକାରୀ, ପୁରୁଣା ସାମଗ୍ରୀରେ ବାଇକ୍ ତିଆରି କଲେ ନବମ ଶ୍ରେଣୀ ଛାତ୍ର
ଆନନ୍ଦପୁର : ଜଣେ ନବମ ଶ୍ରେଣୀ ଛାତ୍ର ନିଜସ୍ବ ଜ୍ଞାନକୌଶଳ ବଳରେ ତିଆରି କରିଛନ୍ତି ଏକ ବାଇକ୍। ଏହି ବାଇକ୍କୁ ନେଇ ସମଗ୍ର କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ସୌର, ବାୟୁ ଓ ପାଣିଶକ୍ତିକୁ ନେଇ ବାଇକ୍ଟି ଗତିଶୀଳ…
ଅନଶନ ପାଇଁ ଅଡି ବସିଲେ ସ୍ବାତୀ: ମୋଦିଙ୍କୁ ଲେଖିଲେ ଚିଠି
ନୂଆଦିଲ୍ଲୀ,୩।୧୨: ହାଇଦ୍ରାବାଦରେ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଭେଟେରିନାରି ମହିଳା ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଅଣ୍ଟା ଭିଡିଛନ୍ତି। ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଅନଶନରେ ବସିବେ ବୋଲି ସେ ନିଷ୍ପତ୍ତି ନେଇଛନ୍ତି। ଜନ୍ତରମନ୍ତରରେ…
Archives


