Home Left

ନଦୀକୁ ବିପଦ ବର୍ଜ୍ୟପାଣି

ଭୁବନେଶ୍ୱର,୩।୧୨: (ବ୍ୟୁରୋ): ଓଡ଼ିଶାରେ ବଡ଼ ନଦୀ ସମେତ ଉପନଦୀକୁ ମିଶାଇ ପ୍ରାୟ ୩୩ଟି ନଦୀ ବିଭିନ୍ନ ଜିଲା ଦେଇ ପ୍ରବାହିତ ହେଉଛି। ଜଳବାୟୁ ପରିବର୍ତ୍ତନ ସହ ଅନ୍ୟାନ୍ୟ କାରଣରୁ ଏହି ନଦୀଗୁଡ଼ିକ ମଧ୍ୟରୁ ଅଧିକାଂଶରେ ଜଳ ପ୍ରବାହ ହ୍ରାସ ପାଇଗଲାଣି। ଏପରିକି…

ନିରଞ୍ଜନଙ୍କ ବିରୋଧରେ ଦିଲ୍ଲୀ ଗଲେ ୬ ନେତ୍ରୀ

ଭୁବନେଶ୍ୱର, ୩।୧୨:(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଦବୀରୁ ହଟାଇବା ପାଇଁ ଦଳର କେତେଗୁଡ଼ିଏ ଗୋଷ୍ଠୀ ସମ୍ପୂର୍ଣ୍ଣ ସକ୍ରିୟ ହୋଇପଡ଼ିଛନ୍ତି। ନିକଟରେ ଗୋଟିଏ ଗୋଷ୍ଠୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ନିରଞ୍ଜନଙ୍କୁ ନ ହଟାଇଲେ ଦଳ ଆଗକୁ…

ଶୋଇଥିଲାବେଳେ ଜଳିଗଲେ ବ୍ୟକ୍ତି

ବାଲେଶ୍ୱର ଅଫିସ୍‌, ୩।୧୨: ବାଲେଶ୍ୱର ଜିଲା ସଦର ଥାନା ଅଧୀନସ୍ଥ ସୁନ୍ଧୁରି ଛକରେ ଥିବା ଏକ କୋଠା ଘରେ ସୋମବାର ବିଳମ୍ବିତ ରାତିରେ ହଠାତ୍‌ ନିଆଁ ଲାଗିଯାଇଛି। ଫଳରେ ଘର ମାଲିକ କୁଶ ଭାରତୀ(୫୧)ଙ୍କ ଶୋଇଥିବା ଅବସ୍ଥାରେ ନିଆଁରେ ପୋଡିହୋଇ ମୃତ୍ୟୁ…

ଅଯୋଧ୍ୟା: ଟ୍ରଷ୍ଟ ଗଠନ ପୂର୍ବରୁ ମନ୍ଦିର ପୂଜାରୀ ନେଇ ଟଣାଓଟରା

ଅଯୋଧ୍ୟା,୩।୧୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ କରିବାକୁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଏକ ମାସ ବିତି ଯାଇଛି। ଟ୍ରଷ୍ଟ ଗଠନ ପୂର୍ବରୁ ମନ୍ଦିର ପୂଜାରୀ ହେବାକୁ ନେଇ ଟଣାଓଟରା ଆରମ୍ଭ…

ଆଜି ଗଣଶିକ୍ଷା ବିଭାଗ ଆଣିବ ମଧୁ ଆପ୍‌

ଭୁବନେଶ୍ୱର,୩।୧୨(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମଧୁ ଆପ୍‌କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟନ କରାଯିବ। ଉତ୍କଳମଣି ମଧୁସୂଦନ ଦାସଙ୍କ ନାମରେ ଏହି ଆପ୍‌ଟିକୁ ନାମିତ କରାଯାଇଛି। ଏହି ଆପ୍‌ ପ୍ରଥମେ ଗଞ୍ଜାମ ଜିଲା…

କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲା:ଏସ୍‌ଆଇଟିର ତଦନ୍ତ ଆରମ୍ଭ; ନ୍ୟାୟ ନ ମିଳିଲେ ଝିଅ ଭଳି ମରିଯିବି: ପୀଡ଼ିତାଙ୍କ ମା’

କୋରାପୁଟ,୩।୧୨(ସ୍ବ.ପ୍ର.): କୁନ୍ଦୁଲି ଗଣବଳାତ୍କାର ଓ ପୀଡ଼ିତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌)ର ୩ ଜଣିଆ ଦଳ ସୋମବାର ପ୍ରଥମଥର କୋରାପୁଟରେ ପହଞ୍ଚତ୍ ଖୋଳତାଡ଼ ଆରମ୍ଭ କରିଛନ୍ତି। ୩ ଜଣ ବରିଷ୍ଠ ଆଇପିଏସ୍‌ଙ୍କୁ…

ମାର୍ଚ୍ଚ ୩୧ ସୁଦ୍ଧା ନିଲାମ ହେବ ୨୦ ଖଣି

ଭୁବନେଶ୍ୱର/ଯୋଡ଼ା,୩।୧୨(ବ୍ୟୁରୋ/ଡି.ଏନ୍‌.ଏ. ): ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍‌ ଅବଧି ଶେଷ ହେଉଥିବା ୨୦ ଖଣିର ପୁନଃ ଟେଣ୍ଡର କରାଯିବ। ଏ ନେଇ ଖଣି ଓ ଇସ୍ପାତ ବିଭାଗ ଯୁଗ୍ମ ସଚିବ ମଞ୍ଜୁଲତା ସ୍ବାଇଁ ସୋମବାର ଖଣି ନିର୍ଦ୍ଦେଶକଙ୍କୁ ଚିଠି (ସଂଖ୍ୟା-…

ଖୁବ୍‌ଶୀଘ୍ର ବଡ଼ ପରଦାକୁ ଫେରିବେ ବଲିଉଡ୍‌ ବାଦଶାହ

ମୁମ୍ବାଇ:ଗତ କିଛି ଦିନରୁ ବଲିଉଡ୍‌ ବାଦଶାହ ଶାହରୁଖ ଖାଁଙ୍କ ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିପାରିନାହିଁ। ୨୦୧୮ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜିରୋ’ ମଧ୍ୟ ତାଙ୍କୁ କିଛି ଖାସ୍‌ ସଫଳତା ଦେଇ ନ ଥିଲା। ଏବେ ପଯର୍ର୍‌ୟନ୍ତ ଶାହରୁଖ ଗୋଟିଏ…

ବିଛିନ୍ନାଞ୍ଚଳରେ ପ୍ରଜାମେଳି: ବିଏସଏଫ କ୍ୟାମ୍ପ ନିର୍ମାଣକୁ ବିରୋଧ କରି ଏକାଠି ହେଲେ ଶହ ଶହ ଆଦିବାସୀ

କୋରୁକୋଣ୍ଡା/ଚିତ୍ରକୋଣ୍ଡା,୩।୧୨(ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ପୁଣି ଥରେ ପ୍ରଜାମେଳି ହେବା ଦେଖାଦେଇଛି। ଏହି ପ୍ରଜାମେଳି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ଯୋଡ଼ାଆମ୍ବ ପଞ୍ଚାୟତର ହନ୍ତାଳଗୁଡାଠାରେ ହୋଇଥିଲା। ଏହି ପ୍ରଜାମେଳିରେ ବିଛିନ୍ନାଞ୍ଚଳବାସୀ କେବଳ ନୂତନ କରି ହେଉଥିବା ରାସ୍ତା ନିର୍ମାଣ ଏବଂ ସେଠାରେ ଆଗକୁ…

ତଲାରିବନ୍ଧ ରାଜସ୍ବ ଗାଁ ମାନ୍ୟତା ପାଇବା ନେଇ ବିବାଦ ଡମସାହି ଗାଁ ଲୋକଙ୍କ ରାସ୍ତାରୋକୋ

ରଣପୁର,୩।୧୨(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବ୍ଲକର ତଲାରିବନ୍ଧ ରାଜସ୍ବ ଗଁାର ମାନ୍ୟତା ପାଇବା ଜଣାପଡିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ଡମସାହିଠାରେ ନୂଆ ଜଗନ୍ନାଥ ସଡକକୁ ସୋମବାର ପୂର୍ବାହ୍ନ ୭ଟାରୁ ଅପରାହ୍ନ ୪ଟା ଯାଏ ଅବରୋଧ କରାଯାଇଥିଲା।…

ନୀଳମାଧବଜୀଉଙ୍କ ଓଢ଼ଣ ଲାଗି ବେଶ

ଖଣ୍ଡପଡା,୩।୧୨(ସ୍ବ.ପ୍ର.)-ସୋମବାର ଓଢଣ ଷଷ୍ଠୀ ତିଥି ଅବସରରେ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ଓଢଣ ଲାଗି ବେଶ ଆରମ୍ଭ ହୋଇଛି । ମନୁଷ୍ୟ ଶୀତ ଦାଉରୁ ରକ୍ଷାପାଇବା ପାଇଁ ଶୀତବସ୍ତ୍ର ବ୍ୟବହାର କରୁଥିବାବେଳେ ଦେବତାମାନଙ୍କୁ ମଧ୍ୟ ଓଢଣ ଷଷ୍ଠୀଠାରୁ ଶୀତ ଲାଗିଥାଏ। ତେଣୁ ଶ୍ରୀଜୀଉମାନେ…

ମଦୁରାଇରେ ମଲ୍ଲୀ ଫୁଲର ଦାମ୍‌ ୩ହଜାର ଟଙ୍କା

ମଦୁରାଇ,୩।୧୨: ତାମିଲନାଡୁର ମଦୁରାଇରେ ଏବେ ମଲ୍ଲୀ ଫୁଲର କିଲୋ ପିଛା ଦାମ୍‌ ୩ ହଜାର ଟଙ୍କା ଛୁଇଁଛି। ଅଦିନିଆ ବର୍ଷା ଯୋଗୁ ମଲ୍ଲୀ ଫୁଲର ଦରବୃଦ୍ଧି ହୋଇଥିବା ବ୍ୟବସାୟୀମାନେ କହିଛନ୍ତି। ଶ୍ରବଣ କୁମାର ନାମକ ଜଣେ ବ୍ୟବସାୟୀ କହିଛନ୍ତି ଗତ ୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri