ଗୋଟିଏ ପରିବାର ସମସ୍ତ ସଦସ୍ୟଙ୍କ ଆତ୍ମହତ୍ୟା: କାନ୍ଥରେ ଲେଖାଅଛି ସୁଇସାଇଡ୍ ନୋଟ୍
ଗାଜିଆବାଦ,୩।୧୨: ଉତ୍ତର ପ୍ରଦେଶର ଗାଜିଆବାଦରେ ମଙ୍ଗଳବାର ସକାଳୁ ଗୋଟିଏ ପରିବାରର ଜଣେ ପୁରୁଷ, ଜଣେ ମହିଳା ଓ ୨ ପିଲାଙ୍କ ମୃତ ଦେହ ମିଳିବା ପରେ ଏବେ ଏହା ଚର୍ଚ୍ଚାର ପରିସରକୁ ଆସିଯାଇଛି। ଏଥିରେ ଅନ୍ୟଜଣେ ମହିଳା ଗୁରୁତର ଆହତ ହୋଇଥିବାରୁ…
୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ
ପାଟଣା,୩।୧୨(ସ୍ବ.ପ୍ର.): ଓଡ଼ିଶାରେ ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ କେନ୍ଦୁଝର ଜିଲା ପାଟଣାବ୍ଲକ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାଜନଗରଠାରେ ପିଆଜ କିଲୋ ପ୍ରତି ୪୦ ଟଙ୍କା ଦରରେ ଖାଉଟିମାନଙ୍କୁ ଯୋଗାଇ ଦିଆଯାଇଛି। ଗ୍ରାହକଙ୍କୁ ମୁଣ୍ଡ ପିଛା ମାତ୍ର ୨୫୦ ଗ୍ରାମ ଲେଖା…
ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କଲା ମହିଳା ସମିତି
ବରଗଡ଼ ଅଫିସ,୩।୧୨: ହାଇଦ୍ରାବାଦ ବଳାତ୍କାର, ହତ୍ୟା ଘଟଣାକୁ ନେଇ ମଙ୍ଗଳବାର ବରଗଡ଼ ମହିଳା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛି । ସମିତିର କାର୍ଯ୍ୟକାରୀ ସଭାପତି ଗୀତା ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରଗଡ଼ ଜିଲାପାଳ…
ଅଜବ ଆକୃତିର କଫିନ୍, ଦେଖିଲେ ପଡ଼ିବେ ଦ୍ୱନ୍ଦ୍ୱରେ
ସାଧାରଣତଃ ମୃତଦେହ ନେବା ପାଇଁ କଫିନ୍ଗୁଡ଼ିକ କାଠ କିମ୍ବା କୌଣସି ଧାତୁରେ ତିଆରି ହୋଇଥାଏ। ଯାହା ଦେଖିବାକୁ ଏକ ବାକ୍ସ ସଦୃଶ। ମାତ୍ର ବିଶ୍ୱରେ ଏମିତି ଦେଶ ଅଛି, ଯେଉଁଠି କଫିନ୍ଗୁଡ଼ିକ ବିଭିନ୍ନ ଆକୃତିର ହୋଇଥାଏ। ଉଡ଼ାଜାହାଜ, ମାଛ, ସାପ, ଜୋତା,…
ଚାଷୀଙ୍କୁ ଦିଆଯିବ ୬୫୦୦ କୋଟି ଟଙ୍କାର ଫସଲ ଋଣ
ଭୁବନେଶ୍ୱର,୩।୧୨: (ବ୍ୟୁରୋ): ଚଳିତ ରବିଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ୬୫୦୦ କୋଟି ଟଙ୍କାର ଫସଲ ଋଣ ଦେବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ରବିଋତୁରେ ଚାଷୀମାନଙ୍କୁ ସ୍ବଳ୍ପମିଆଦୀ ଫସଲ ଋଣ ପ୍ରଦାନକୁ ଦ୍ୱରାନ୍ବିତ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।…
ନନ୍ଦନକାନନ, ନୀଳାଚଳ ଏକ୍ସପ୍ରେସର ସମୟ ପରିବର୍ତ୍ତନ
ଭୁବନେଶ୍ୱର,୩।୧୨:(ବ୍ୟୁରୋ): ପୁରୀ-ନୂଆଦିଲ୍ଲୀ ଆନନ୍ଦବିହାର ଟର୍ମିନାଲ ନନ୍ଦନକାନନ ଓ ପୁରୀ-ନୂଆଦିଲ୍ଲୀ ଆନନ୍ଦବିହାର ଟର୍ମିନାଲ ନୀଳାଚଳ ଏକ୍ସପ୍ରେସର ଗୟା ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍ଶନ ମଧ୍ୟରେ ଚଳାଚଳ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଆସନ୍ତା ୧୫ ତାରିଖଠାରୁ ନନ୍ଦନକାନନ ଏକ୍ସପ୍ରେସ୍ ପୁରୀରୁ ଦିଲ୍ଲୀ…
ବଳାତ୍କାରୀଙ୍କୁ ସବୁଦିନ ପାଇଁ ଜେଲ୍ରେ ରଖାଯାଉ: ହେମା
ନୂଆଦିଲ୍ଲୀ,୩।୧୨: ଦେଶରେ ବଢି ଚାଲିଥିବା ବଳାତ୍କାର ମାମଲାକୁ ନେଇ ଉତ୍ତର ପ୍ରଦେଶ ମଥୁରାର ଭାରତୀୟ ଜନତା ପାର୍ଟି (ଭାଜପା)ଏମ୍ପି ତଥା ବଲିଉଡ୍ ଅଭିନେତ୍ରୀ ହେମା ମାଳିନୀ ମତ ରଖିଛନ୍ତି। ସେ କହିଛନ୍ତି ତେଲେଙ୍ଗାନାରେ ଯେଉଁଭଳି ଭାବେ ଜଣେ ଭେଟେରିନାରି ମହିଳା ଡାକ୍ତରାଣଙ୍କୁ…
ନିଶା କାରବାର ଅଭିଯୋଗ: ସିଲ୍ ହେଲା ପଞ୍ଜାବୀ ମଠ
ପୁରୀ ଅଫିସ,୩।୧୨: ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ପଞ୍ଜାବୀ ମଠକୁ ସୋମବାର ପୋଲିସ ସିଲ୍ କରିଦେଇଛି। ମଠ ଭିତରେ ନିଶା କାରବାର ହେଉଥିବା ଅଭିଯୋଗ ପାଇବା ପରେ ପୋଲିସ ଏଭଳି ପଦକ୍ଷେପ ନେଇଛି। ଅନ୍ୟପକ୍ଷରେ ସିଲ୍ ହେବା ପରେ ଏଠାରେ…
ଭାଜପା ସଂସଦୀୟ ଦଳ ବୈଠକ: ସଦସ୍ୟଙ୍କ ଉପସ୍ଥାନ ଏବଂ ଭାଷା ସଞ୍ଜମତା ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ,୩।୧୨: ଭାଜପା ସଂସଦୀୟ ଦଳ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ଭାଜପା ସଦସ୍ୟଙ୍କ ଉପସ୍ଥାପନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୁଷ୍ଟ ନ ଥିବା ସୂଚନା ଦେଇଛନ୍ତି। ତେଣୁ ଭାଜପା ସଦସ୍ୟଙ୍କ…
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ମାମଲା: ସରକାରଙ୍କ ନୂତନ କମିଟିକୁ ରଦ୍ଦ ପାଇଁ ଆବେଦନ
କଟକ ଅଫିସ,୩।୧୨:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ୫ବର୍ଷ ତଳେ ଏକ କମିଶନ ଗଠନ କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ସି.ଆର୍. ପାଲ୍ଙ୍କ ଅଧ୍ୟକ୍ଷତାରେ ଏହି କମିଶନ ଗଠନ କରାଯାଇଥିଲା। ମାତ୍ର ସରକାର ଗତ…
୩ ମାସରେ ୮୫୮୩ ମଦ୍ୟପ ଡ୍ରାଇଭର ଗିରଫ
ଭୁବନେଶ୍ୱର, ୩।୧୨:(ବ୍ୟୁରୋ): ନୂଆ ମୋଟରଯାନ ଆଇନ ଲାଗୁହେବା ପରଠୁ ରାଜ୍ୟ ପୋଲିସ ପକ୍ଷରୁ ଧରପଗଡ ଜୋରଦାର କରାଯାଉଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ମଦ୍ୟପ ଡ୍ରାଇଭରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଶେଷ ୩ ମାସରେ…
କଂଗ୍ରେସକୁ ଆୟକର ବିଭାଗର ନୋଟିସ: ହଓ୍ବାଲା ଦ୍ୱାରା ୧୭୦କୋଟି ପାଣ୍ଠି ସଂଗ୍ରହ ଅଭିଯୋଗ
ନୂଆଦିଲ୍ଲୀ,୩।୧୨: ଦେଶର ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜାତୀୟ କଂଗ୍ରେସ(ଆଇଏନ୍ସି)କୁ ଆୟକର ବିଭାଗ ପକ୍ଷରୁ ନୋଟିସ କରାଯାଇଛି। ରାଜନୈତିକ ଚାନ୍ଦାକୁ ନେଇ କଂଗ୍ରେସକୁ ଡିସେମ୍ବର ୨ରେ ଏହି ନୋଟିସ କରାଯାଇଛି। ହାଇଦ୍ରାବାଦର ଇମ୍ଫ୍ରାଷ୍ଟକ୍ଚର କମ୍ପାନୀ ସହ ସଂପୃକ୍ତ ଥିବା ନେଣଦେଣକୁ ନେଇ…
Archives


