ବନ୍ଦ କାର୍ରେ ଶିଶୁକନ୍ୟାକୁ ଛାଡ଼ି ପଳାଇଲେ ମା’ବାପା, ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କଲେ ଲୋକେ
ଢେଙ୍କାନାଳ ଅଫିସ,୩।୧୨: ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନ ସମୟରେ ଏକ ଧଳା କାର୍ ଭିତରେ ଦେଢ଼ ବର୍ଷର ଶିଶୁକନ୍ୟା ଫସି ରହିଥିବା ଲୋକେ ଦେଖିବାକୁ ପାଇଥିଲେ। ପରେ ଗାଡ଼ିର କାଚ ଖୋଲି ଶିଶୁକନ୍ୟାକୁ…
ଦୁଇ ବର୍ଷରେ ଥରେ ବଢୁଛି ପିଆଜର ଦାମ୍
ନୂଆଦିଲ୍ଲୀ,୩।୧୨: ଏବେ ଦେଶର ଅଧିକାଂଶ ଭାଗରେ ପିଆଜର ଦର ଯେଉଁଭଳି ଭାବେ ବଢିଛି ତାହା ସମସ୍ତଙ୍କ ଆଖିରେ ଏକ ପ୍ରକାର ଲୁହ ଆଣି ଦେଇଛି ବୋଲି ଆଲୋଚନା ହେଉଛି। କାରଣ ପିଆଜର କିଲୋ ପିଛା ଦାମ୍ ଶହେ ଟଙ୍କାରେ ପହଞ୍ଚିଛି। ଏହାକୁ…
କାହିଁକି କୁନି ଝିଅର ଘରକୁ ଯାଇ ଭେଟିଲେ ଆବୁ ଧାବି କ୍ରାଉନ୍ ପ୍ରିନ୍ସ
ଆବୁ ଧାବି,୩।୧୨: ଆବୁ ଧାବିର କ୍ରାଉନ୍ ପ୍ରିନ୍ସ ତଥା ୟୁଏଇ ସେନାର ଡେପୁଟି ସୁପ୍ରିମ କମାଣ୍ଡର ଶେଖ ମହମ୍ମଦ ବିନ ଜାୟେଦ ସୋମବାର ଜଣେ ୟୁଏଇ ଝିଅଙ୍କ ଘରକୁ ଯାଇ ସାକ୍ଷାତ୍ କରିଛନ୍ତି। ସେହି ଝିଅଙ୍କ ସହ କ୍ରାଉନ୍ ପ୍ରିନ୍ସଙ୍କ ସାକ୍ଷାତ୍କାର…
ପାକିସ୍ତାନ ଓପନରଙ୍କ କ୍ୟାରିୟରରେ ଯେତିକି ରନ୍ କରି ନାହାନ୍ତି, ତାଠୁ ସିରିଜ୍ରେ ଅଧିକ ଓ୍ବାର୍ନର
ଆଡିଲେଡ୍,୩ା୧୨: ଏଠାରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଘରୋଇ ଅଷ୍ଟ୍ରେଲିଆ ଦଳ ଏକ ଇନିଂସ ଓ ୪୮ ରନ୍ରେ ଜିତି ନେଇଥିଲା। ଏହି ମ୍ୟାଚ୍ର ଉଭୟ ଇନିଂସରେ ସମ୍ପୂର୍ଣ୍ଣ ବିଫଳ ହାଇଥିଲେ ପାକିସ୍ତାନ ଓପନର ଇମାମ ଉଲ ହକ୍। ପ୍ରଥମ…
ବିବାହକୁ ଆସିଥିବା ବରଯାତ୍ରୀଙ୍କୁ ଉପହାରରେ ଦିଆଗଲା ହେଲମେଟ୍
ନୂଆଦିଲ୍ଲୀ, ୩।୧୨: ସାଧାରଣତଃ ବରଯାତ୍ରୀଙ୍କୁ କନ୍ୟାଘର ପକ୍ଷରୁ ବିଭିନ୍ନ ପ୍ରକାର ଖାଦ୍ୟରେ ଆପାୟିତ କରାଯାଏ। କିନ୍ତୁ ନୂଆଦିଲ୍ଲୀର ଲକ୍ଷ୍ମଣଗଡରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି। ଏହାରେ ପୁଅ ଘରୁ ଆସିଥିବା ବରଯାତ୍ରୀଙ୍କୁ କନ୍ୟା ଘର ପକ୍ଷରୁ ହେଲମେଟ୍ ଉପହାର ସ୍ବରୂପ…
ଏମିତି ଘଡ଼ି: ଏଥିରେ ନାହିଁ ୧୨ ସଂଖ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସୁଇଜରଲ୍ୟାଣ୍ଡ୍: ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ଘଡ଼ିରେ ୧୨ ସଂଖ୍ୟା ନାହିଁ କି ଲୋକେ ଘଡ଼ିରେ କେବେ ୧୨ଟା ବାଜୁ ବୋଲି ଚାହାନ୍ତି ନାହିଁ। ଏହା ପଛରେ ଥିବା କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଦେଶରେ ୧୨ସଂଖ୍ୟାକୁ…
ବ୍ରାଇଡାଲ୍ ଫୁଟ୍ଓ୍ବେର:
ବ୍ରାଇଡାଲ୍ ଲୁକ୍କୁ ପରଫେକ୍ଟ୍ କରିଥାଏ ଫୁଟ୍ଓ୍ବେର। ବ୍ରାଇଡାଲ୍ ଗେଟ୍ଅପ୍ ଓ ଫୁଟ୍ଓ୍ବେର ମ୍ୟାଚିଂ ଏବଂ ଟ୍ରେଣ୍ଡି ହେବା ବି ଦରକାର। ଏହାଦ୍ୱାରା ଲୁକ୍ ଭଲ ଲାଗିବା ସହ କନ୍ଫିଡେଣ୍ଟ୍ ଫିଲ୍ ହୋଇଥାଏ… ଗୋଲ୍ଡ ହିଲ୍ସ: ବ୍ରାଇଡାଲ୍ ପାଇଁ ଗୋଲ୍ଡ ହିଲ୍ସ ଏଭରଗ୍ରୀନ୍…
ଆର୍ଜେଡି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଲାଲୁ
ପାଟନା,୩।୧୨: ବିହାରରେ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ଅଧ୍ୟକ୍ଷ ଭାବେ ପୁଣିଥରେ ବିନା ପ୍ରତିଦ୍ୱନ୍ଦିରେ ନିର୍ବାଚିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ। ୧୧ ଥର ଲାଗି ଲାଲୁ ଆର୍ଜେଡି ଅଧ୍ୟକ୍ଷ ପଦରେ ବସିଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଡିସେମ୍ବର ୨୩,…
ପିଲାବେଳୁ ଶାସ୍ତ୍ରୀୟ ନୃତ୍ୟରେ ଥିଲେ ପାରଙ୍ଗମ, କ୍ରିକେଟରେ କ୍ୟାରିୟର ଗଢି ଭାଙ୍ଗିଲେ ଅନେକ ରେକର୍ଡ
ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ମିତାଲି ରାଜ୍ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଭାରତରେ ପୁରୁଷ କ୍ରିକେଟରେ ସଚିନ ତେନ୍ଦୁଲକରଙ୍କ ମହାନ ସେହିପରି ମହିଳା କ୍ରିକେଟରେ ମିତାଲିଙ୍କୁ ମଧ୍ୟ ଶ୍ରେଷ୍ଠ କ୍ରିକେଟର ଆଖ୍ୟା ଦିଆଯାଇଛି। ୨୦ ବର୍ଷ…
ମେସିଙ୍କୁ ରେକର୍ଡ ୬ଷ୍ଠ ବାଲୋନ ଡି’ ଅର
ପ୍ୟାରିସ,୩ା୧୨: ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ସୋମବାର ରେକର୍ଡ ୬ଷ୍ଠ ବାଲୋନ ଡି’ଅର ସମ୍ମାନ ପାଇଛନ୍ତି। ବାର୍ସିଲୋନାକୁ ଲା ଲିଗା ଚାମ୍ପିୟନ କରାଇବା ପରେ ତାଙ୍କ ପ୍ରତିନିଧିତ୍ୱରେ ଜାତୀୟ ଦଳ କୋପା ଆମେରିକା ଟୁର୍ନାମେଣ୍ଟର ୩ୟ ସ୍ଥାନ ଅଧିକାର କରିଥିଲା। ସେ…
ଯାତ୍ରୀଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ
ଆନନ୍ଦପୁର,୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍ଛକଠାରୁ ବସ୍ରୁ ଓହ୍ଲାଇଥିବା ଜଣେ ଯାତ୍ରୀଙ୍କ ଠାରୁ ମଙ୍ଗଳବାର ପୂର୍ବାହ୍ନରେ ଲକ୍ଷେ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଆନନ୍ଦପୁର ଥାନା ଅଡହୁରିଆ ଗ୍ରାମର ତପନ ଜେନା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବ୍ରାଞ୍ଚରୁ ଲକ୍ଷେ ଟଙ୍କା…
ଦ୍ୱିଶତକ ହାସଲ ପରେ କାହିଁକି ଚିକେନ୍ ବର୍ଗର ଖାଇଥିଲେ କୋହଲି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଯଦିଓ ଏବେ ଶାକାହାରୀ ହୋଇଯାଇଛନ୍ତି, କିନ୍ତୁ ଦେଢବର୍ଷ ପୂର୍ବରୁ ସେ ପ୍ରବଳ ମାଛମାଂସ ଖାଉଥିଲେ। ଏପରିକି ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଦ୍ୱିଶତକ ହାସଲ ପରେ ସେ ଚକୋଲେଟ୍ ସେକ୍ ସହ ଚିକେନ୍ ବର୍ଗର…
Archives


