ଖୁବ୍ଶୀଘ୍ର ପରଦାକୁ ଆସିବ ସୌରଭଙ୍କ ବାୟୋପିକ୍
ଗତ କିଛିବର୍ଷ ହେବ ବଲିଉଡ୍ରେ ଖେଳାଳିଙ୍କ ବାୟୋପିକ୍ ନିର୍ମାଣ ହେବାର ଟ୍ରେଣ୍ଡ ଚାଲିଛି। ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ଏମ୍.ଏସ୍. ଧୋନୀଙ୍କ ବାୟୋପିକ୍କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ଏହାଛଡ଼ା ଦଙ୍ଗଲ, ମୈରୀ କମ୍, ଭାଗ୍ ମିଲ୍ଖା ଭାଗ, ସୁରମା,…
ହାପିନେସ୍ କ୍ଲାସରେ ମେଲାନିଆ
ନୂଆଦିଲ୍ଲୀ,୨୫।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଙ୍ଗଳବାର ରାଜଘାଟରୁ ଫେରି ଦିଲ୍ଲୀର ନାନକପୁରାରେ ଥିବା ସର୍ବୋଦୟ କୋ-ଏଡ ସିନିଅର ସେକେଣ୍ଡାରୀ ସ୍କୁଲ ଯାଇଛନ୍ତି। ସେଠାରେ ଆୟୋଜିତ ହାପିନେସ୍ କ୍ଲାସରେ ଯୋଗ ଦେଇଛନ୍ତି ମେଲାନିଆ। ପ୍ରଥମେ ତାଙ୍କୁ ତିଲକ ଲଗାଇ ଆଳତି…
ସୁପ୍ରିମ୍କୋର୍ଟର ୬ ବିଚାରପତିଙ୍କୁ ସ୍ବାଇନ୍ ଫ୍ଲୁ: ମାସ୍କ୍ ପିନ୍ଧି ଶୁଣାଣି
ନୂଆଦିଲ୍ଲୀ,୨୫।୨: ସୁପ୍ରିମ୍କୋର୍ଟର ୬ ଜଣ ବିଚାରପତି ସ୍ବାଇନ୍ ଫ୍ଲୁ(ଏଚ୍-୧ଏନ୍-୧)ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ପାଇଁ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ଏକ ବୈଠକ ଡକାଇଥିଲେ। କିଭଳି ବିଚାରପତିଙ୍କ ଚିକିତ୍ସା ଠିକ ଭାବେ କରାଯିବ ସେ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏନେଇ ସେ…
ମେଲାନିଆଙ୍କ ପସନ୍ଦର ଖାଦ୍ୟ
ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସହଧର୍ମିଣୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ କୁଶନରଙ୍କ ସହ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆମେରିକାର ଫାଷ୍ଟ ଫ୍ୟାମିଲିଙ୍କ ଖାଦ୍ୟ ରୁଚି କଥା କହିଲେ ଟ୍ରମ୍ପଙ୍କୁ ନନ୍…
ଘର ସଜାଉଥିଲେ
ଘର ସଜାଇବାର ସଉକ ଥିଲେ ଦାମୀ ଫର୍ନିଚର କିମ୍ବା ଡେକୋରେଟିଭ୍ ସାମଗ୍ରୀ ରଖିବା ଯେ ନିହାତି ଆବଶ୍ୟକ ତା’ ନୁହେଁ ବରଂ କମ୍ ବଜେଟରେ ଓ୍ବାଲ୍ ଡେକୋରେଶନ ବି ଆପଣଙ୍କ ଘରକୁ ଦେଇପାରିବ ଆକର୍ଷଣୀୟ ଲୁକ୍… – ଘରର କାନ୍ଥ ସଜାଇବା…
ଅଏଲ୍ ଫ୍ରି ଚିକେନ୍ କରି
ଆବଶ୍ୟକ ସାମଗ୍ରୀ: କଟା ହୋଇଥିବା ଚିକେନ୍- ୧ କିଗ୍ରା, ୨୫୦ ମିଲିଗ୍ରାମ୍ ଦହି, ୧ ଚାମଚ ଲଙ୍କା ଗୁଣ୍ଡ, ୨ ଚାମଚ ଜିରା, ୧ ଚାମଚ ଧନିଆ ପାଉଡର, ଅଧା ଚାମଚ ଗରମ ମସଲା, ଗୋଟିଏ ଲେମ୍ବୁର ରସ, ଛୋଟ ଛୋଟ…
ଗର୍ଭାବସ୍ଥାରେ ବାନ୍ତି ହେଉଥିଲେ
ହର୍ମୋନ ପରିବର୍ତ୍ତନ ଯୋଗୁ ଗର୍ଭାବସ୍ଥାରେ ଅନେକ ମହିଳାଙ୍କର ବାନ୍ତି ହେବା ଏକ ପ୍ରାକୃତିକ ପ୍ରକ୍ରିୟା। ହେଲେ ବାରମ୍ବାର ବାନ୍ତି ହେବା ବା ଆବଶ୍ୟକରୁ ଅଧିକ ବାନ୍ତି ହେବା ଦ୍ୱାରା ଶରୀର ଡିହାଇଡ୍ରେଟ୍ ହେବା ସହ ଦୁର୍ବଳ ହୋଇଯାଏ। ତେଣୁ କେତେକ ଘରୋଇ…
ପିଲା ଓ ଇ -ଗ୍ୟାଜେଟ୍
ଇଲେକ୍ଟ୍ରୋନିକ ଗ୍ୟାଜେଟ୍ ବର୍ତ୍ତମାନ ଅଧିକାଂଶ ପିଲାଙ୍କ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି। ଅଭିଭାବକମାନେ ମଧ୍ୟ ପିଲାଙ୍କୁ ଦୁନିଆ ସହ ଅପ୍ଡେଟ୍ ରଖିବା ଆଳରେ ବେଶ୍ ଦାମୀ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଯୋଗାଇଦେବାକୁ ପଛାଉନାହାନ୍ତି। ହେଲେ ଏସବୁ ଯେ, ଅପରପକ୍ଷେ ସେମାନଙ୍କଠାରେ…
ବେସନ ଆଣେ ତ୍ୱଚାର ଚମକ
ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବର୍ତ୍ତମାନ ଅଧିକାଂଶ ବିଭିନ୍ନ ପ୍ରକାର କସ୍ମେଟିକ୍ସ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ, ଅନେକେ ବ୍ୟୁଟି ପାର୍ଲର ଯିବାକୁ ମଧ୍ୟ ପଛାଉନାହାନ୍ତି। ହେଲେ ତ୍ୱଚାରେ ଗ୍ଲୋ ଆଣିବା ଲାଗି ଆପଣ ଚାହିଁଲେ…
ବିଧାନସଭାରେ ପୁଣି ଧାନ ତାତି, ଗୃହ ମୁଲତବୀ, ବିରୋଧୀଙ୍କ ହଟ୍ଟଗୋଳ
ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଚାଷୀଙ୍କଠାରୁ ଧାନ ସଂଗ୍ରହକୁ ନେଇ ବିଧାନସଭାରେ ପୁଣି ହଙ୍ଗାମା ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ସୋମବାର ଗୃହକୁ ଅଚଳ କରିଥିବା ବେଳେ ମଙ୍ଗଳବାର ମଧ୍ୟ ହେ-ହଲ୍ଲା କରିଛନ୍ତି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଦଳ ସଦସ୍ୟ…
ତାଜମହଲର ମାଲିକ ଥିଲେ ଟ୍ରମ୍ପ୍: ୨୦୧୬ରେ ହୋଇଥିଲା ନିଲାମ
ଓ୍ବାଶିଂଟନ, ୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟମ୍ପ୍ ଦିନେ ତାଜମହଲର ମାଲିକ ଥିଲେ। ସେ ତାଙ୍କର କାସିନୋର ନାମ ତାଜମହଲ ରଖିଥିଲେ। ଭାରତୀୟ ସଂସ୍କୃତିକୁ ଭଲ ପାଉଥିବା ଟ୍ରମ୍ପ୍ ନିଜ କାସିନୋରେ କର୍ମଚାରୀଙ୍କୁ ଭାରତୀୟ ଏବଂ ଆରବ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ…
ଧଳା ରଙ୍ଗର ପୋଷାକରେ ଉଭୟ ମେଲାନିଆ, ଇଭାଙ୍କା
ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଟ୍ରମ୍ପଙ୍କ ସହ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଓ ଝିଅ ଇଭାଙ୍କା ମଙ୍ଗଳବାର ପ୍ରଥମେ ରାଷ୍ଟ୍ରପତି ଭବନ ଗସ୍ତ କରିଛନ୍ତି। ଏହି ସମୟରେ…

