Home Left

ବେଆଇନ କ୍ରସରରେ ତହସିଲଦାର-ପୋଲିସର ମିଳିତ ଚଢ଼ାଉ, ଜବତ ହେଲା କ୍ରସର ମେଶିନ

ବଲାଙ୍ଗୀର/ସଇଁତଳା,୩ା୯(ସୁନିଲ ମହାନ୍ତି, ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲାରେ ବେଆଇନ କ୍ରସର୍‌ ଚାଲିଥିବା ନେଇ ଦୀର୍ଘଦିନରୁ ଅଭିଯୋଗ ହେଇଆସୁଥିଲା। ସଇଁତଳା ତହସିଲଦାର କୌଣସି ଏକ ସୂତ୍ରରୁ ଖବର ପାଇ ପୋଲିସ ସହାୟତାରେ ସଇଁତଳା ବ୍ଲକ କଅଁସର ପଞ୍ଚାୟତ କେଛୋମୁହାଣ କ୍ରସର ଉପରେ…

ଫାଣ୍ଡିରେ ପଶି ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ମାମଲା ରୁଜୁ

ସଇଁତଳା,୩।୯: ବଲାଙ୍ଗୀର ଜିଲା ବଡ଼ମାଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୨ଜଣ ଦୁର୍ବୃତ୍ତ ଫାଣ୍ଡି ଭିତରକୁ ଧସେଇ ପଶି ଫାଣ୍ଡି ଅଧିକାରୀଙ୍କୁ ଅତର୍କିତ ଆକ୍ରମଣ କରିବା ସହ ତାଙ୍କୁ ଧମକଚମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ,…

ରାଜ୍ୟରେ ପ୍ରଥମଥର ପାଇଁ ଆସିଲା ଏମିତି ଏକ ମେଶିନ, ଅଧିକ ଅମଳ ସହ ବଢ଼ିବ ଚାଷୀଙ୍କ ରୋଜଗାର

ଭଞ୍ଜନଗର,୩ା୯(ବାବୁଲା ପ୍ରଧାନ): ରାଜ୍ୟରେ ରାଶିର ଯେତିକି ଆବଶ୍ୟକତା ଅଛି ତା’ଠାରୁ କମ ଉତ୍ପାଦନ ହେଉଛି। ଚାଷୀମାନେ ଯେଉଁ ପାରମ୍ପରିକ ପଦ୍ଧତିରେ ରାଶି ଚାଷ କରୁଛନ୍ତି। ସେଥିରେ ଖର୍ଚ୍ଚ ଅଧିକ ହେଉଛି। ଲାଭ ବିଶେଷ ନାହିଁ। ତେଣୁ ରାଶି ଚାଷ ପ୍ରତି ଚାଷୀମାନଙ୍କ…

ପ୍ରଧାନଶିକ୍ଷକଙ୍କ ଟୋପି ଖୋଲିଦେଲେ, କନଷ୍ଟେବଳଙ୍କ ଭୂମିକାକୁ ନେଇ ଉଠିଲା ପ୍ରଶ୍ନବାଚୀ: ଦେଖନ୍ତୁ VIDEO

ଭବାନୀପାଟଣା,୩।୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍ଥାନୀୟ କିଛି ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ନେଇ ଅଭିଯୋଗ ହେବାପରେ ମଙ୍ଗଳବାର ଅପରାହ୍ନରେ ସେଠାରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଏପରିକି ସ୍ଥାନୀୟ ଗ୍ରାମବାସୀଙ୍କ…

ଜିଲା ପାଇଁ ଗୌରବ ଆଣିଲେ ଦିଗପହଣ୍ଡିର ଦୁଇ ଝିଅ

ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମଠାରେ ମଙ୍ଗଳବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ସ୍କୁଲସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଦିଗପହଣ୍ଡି ବଡ଼ବ୍ରାହ୍ମଣ ସାହିରେ ରହୁଥିବା ପଦ୍ମନାଭପୁର ଗ୍ରାମର ସ୍ବର୍ଗତ ସୁରେନ୍ଦ୍ର ପାଣିଗ୍ରାହୀଙ୍କ କନ୍ୟା ତଥା ଓଡ଼ିଶା ଆଦର୍ଶ…

ସୀମାନ୍ତରୁ ଗିରଫ ହେଲେ ୧୬ ମାଓବାଦୀ

ମାଲକାନଗିରି,୩ା୯(ଦୁର୍ଯ୍ୟୋଧନ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ସିଆର୍‌ପିଏଫ୍‌, କୋବ୍ରା ବାହିନୀ ମିଳିତ ଭାବେ ମାଓବାଦୀ ଦମନ କାର୍ଯ୍ୟକ୍ରମରେ ସର୍ଚ୍ଚ ଅପରେଶନରେ ବାହାରିଥିବାବେଳେ ବାସାଗୁଡ଼ା ଥାନା ଅଞ୍ଚଳରୁ ଦୁଇଜଣ, ଗଙ୍ଗାଲୁର ଥାନା ଅଞ୍ଚଳରୁ ୬ ଜଣ, ଜଙ୍ଗଲା ଥାନା ଅଞ୍ଚଳରୁ…

ଏହି ଦିନ କଥା ମନେପକାଇ ଇମୋଶନାଲ ହେଲେ ବିରାଟ କୋହଲି

ନୂଆଦିଲ୍ଲୀ,୩।୯: ଜୁନ ୩ରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB) ୧୭ ବର୍ଷ ପରେ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ (IPL) ଟାଇଟଲ ଜିତିଥିଲା। ଏହା ପରେ, RCB ଖେଳାଳିମାନେ ବହୁତ ଖୁସି ଥିଲେ, କିନ୍ତୁ ବିଜୟ ପରେଡ ସମୟରେ ବେଙ୍ଗାଲୁରୁରେ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୭ ତାରିଖ ଯାଏ ସ୍କୁଲ ଛୁଟି

ଚଣ୍ଡିଗଡ଼,୩।୯: ସମଗ୍ର ଉତ୍ତର ଭାରତରେ ବର୍ଷା ବିତ୍ପାତ ଲାଗି ରହିଥିବା ବେଳେ ଜମ୍ମୁ-କଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ବନ୍ୟା ଆସି ବ୍ୟାପକ ଧନଜୀବନ କ୍ଷତି ହୋଇଛି। ଏଭଳିସ୍ଥିତିରେ ପଞ୍ଜାବରେ ଭୟଙ୍କର ବନ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ଲୋକେ…

ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତକୁ ନେଇ ଜୋର୍‌ଦାର ଚର୍ଚ୍ଚା, ଏସବୁ ଉପରେ ହୋଇପାରେ ବଡ଼ ଆଲୋଚନା

ଭୁବନେଶ୍ୱର,୩ା୯: ବୁଧବାର ଦିଲ୍ଲୀ ଗସ୍ତରେ ଯାଇଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। କିଛି କେନ୍ଦ୍ରୀୟ ନେତାଙ୍କୁ ଭେଟିବା ନେଇ କାର୍ଯ୍ୟକ୍ରମ ରହିଥିବା ସୂଚନାରୁ ଜଣାପଡ଼ିଛି। ତେବେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବା ବେଳେ ସଭାପତିଙ୍କ ଏହି ଗସ୍ତକୁ ନେଇ ରାଜନୈତିକ…

ଗ୍ରାଜୁଏଶନ ପାସ୍‌ କରିଥିଲେ ସୁବର୍ଣ୍ଣ ସୁଯୋଗ, LICରେ ଆସିଲା ବମ୍ପର ନିଯୁକ୍ତି, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୩।୯: ଦେଶର ସର୍ବବୃହତ ସରକାରୀ ବୀମା କମ୍ପାନୀ, ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ହାଉସିଂ ଫାଇନାନ୍ସ ଲିମିଟେଡରେ ୧୯୨ଟି ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ବାହାରିଛି। ଏହି ପଦବୀଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ୨ ସେପ୍ଟେମ୍ବର ୨୦୨୫ ରୁ ଆରମ୍ଭ…

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଆସିଥିବା ଲୋକ…

ନୂଆଦିଲ୍ଲୀ,୩।୯: କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଡିସେମ୍ବର ୩୧, ୨୦୨୪ ପର୍ଯ୍ୟନ୍ତ ଧାର୍ମିକ ନିର୍ଯାତନାରୁ ରକ୍ଷା ପାଇବା ପାଇଁ ଭାରତ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସଦସ୍ୟମାନଙ୍କୁ…

ଜୋର୍‌ ଧରିଲା ଏନ୍‌ଏସି ଘୋଷଣା ଦାବି, ଦାରିଙ୍ଗବାଡ଼ିର ବିକାଶ ପାଇଁ…

ଦାରିଙ୍ଗବାଡ଼ି,୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତର ବିକାଶ ପାଇଁ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଛନ୍ତି। ବୁଧବାର ଦାରିଙ୍ଗବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଛି। ଦାରିଙ୍ଗବାଡ଼ିକୁ ବିଜ୍ଞାପିତ ପରିଷଦ(ଏନ୍‌ଏସି) ଅଞ୍ଚଳ ମାନ୍ୟତା ଦାବିରେ ରାଜ୍ୟ ସରକାରଙ୍କୁ ଜଣାଇବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri