Home Left

କୋଟା ହସ୍ପିଟାଲ ପରିଦର୍ଶନ କଲେ ଓମ୍‌ ବିର୍ଲା

ଜୟପୁର,୨୯।୧୨: ରାଜସ୍ଥାନ କୋଟାର ଏକ ହସ୍ପିଟାଲରେ କିଛିଦିନ ତଳେ ନବଜାତକଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ହସ୍ପିଟାଲ ପକ୍ଷରୁ ଏହାକୁ ଯେତିକି ଗୁରୁତ୍ୱ ଦିଆଯାଇ ନାହିଁ ସରକାର କିନ୍ତୁ ଏହାକୁ ଗୁରୁତର ସହ ନେଇଛନ୍ତି। ରବିବାର ଲୋକ ସଭା ସ୍ପିକର…

ପ୍ରଥମ ନଜରରେ ହରଭଜନ ସିଂଙ୍କ ପ୍ରେମରେ ପଡିଥିଲେ ଏହି ଖେଳାଳି

ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅଧିନାୟକ କ୍ୟାରିୟର ବେଳର ଏକ ରୋଚକ କଥା ଉନ୍ମୋଚନ କରିଛନ୍ତି। ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ମିଳିଥିବା ଟେଷ୍ଟ ବିଜୟ ସବୁଠାରୁ ଜୀବନରେ ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି…

ଗାୟକ ହେବେ ତାରା: ‘ଛି ଛି’ ଗୀତରେ ସରକାରଙ୍କୁ କରିବେ ଟାର୍ଗେଟ

ଜୟପୁର,୨୯।୧୨(ଡି.ଏନ୍‌.ଏ.): ଜୟପୁରରୁ ନେଇ ଭୁବନେଶ୍ୱର, ସବୁଠି ରହିଛି ତାରାପ୍ରସାଦ ବାହିନୀପତିଙ୍କ ଦବ୍‌ଦବା। ପୋଲିସରୁ ନେତା ସାଜିଥିବା ତାରା ନିଜର ଅଜବ ଓ ଖିଆଲି ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ଅନେକ ସମୟରେ ଡିଜେର ତାଳେ ତାଳେ ସେ ମଞ୍ଚ…

ଟଏଲେଟ୍‌ ସଫା କଲେ ସଲମାନ ଖାନ୍‌

‘ବିଗ ବସ-୧୩’ ଏବେ ଦେଖିବାକୁ ଜବରଦସ୍ତ ହଙ୍ଗାମା। ଚଳିତ ସପ୍ତାହର ସବୁଠୁ ହାଇଭୋଲଟେଜ୍‌ ପାର୍ଟ ଥିଲା ରଶ୍ମି ଦେଶାଇ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ବିଗ ଫାଇଟ। ଏହା ବ୍ୟତୀତ ଆହୁରି ଅନେକ କିଛି ଡ୍ରାମା ଦେଖିବାକୁ ମିଳିଥିଲା। ଘର ଏବଂ ଟଏଲେଟ…

ତାଲିବାନ ଆତଙ୍କବାଦୀ ଆକ୍ରମଣ: ୧୭ ମୃତ

ତଖର,୨୯।୧୨: ଆଫଗାନିସ୍ତାନର ଉତ୍ତରପୂର୍ବରେ ଥିବା ତଖର ଅଞ୍ଚଳରେ ତାଲିବାନ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ୧୭ ଜଣ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସ୍ଥାନୀୟ ଟେଳିଭିଜନ ଚ୍ୟାନେଲର ସୂଚନା ଅନୁଯାୟୀ ଏଥିରେ ଆହତ ୪ ଜଣଙ୍କୁ ଚିକିତ୍ସା ପାଇଁ ତୁରନ୍ତ…

ମିରଟ ଏସ୍‌ପିଙ୍କୁ ସମର୍ଥନ କଲେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୯।୧୨: ସିଏଏ ହିଂସା ସମୟର ଭାଇରାଲ ହୋଇଥିବା ମିରଟ ସିଟି ଏସ୍‌ପି ଅଖିଳେଶ ନାରାୟଣଙ୍କ ଏକ ଭିଡ଼ିଓକୁ ନେଇ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମୁହଁ ଖୋଲିଛନ୍ତି। ମୌର୍ଯ୍ୟ କହିଛନ୍ତି ପ୍ରଦର୍ଶନକାରୀଙ୍କୁ କୁହାଯାଇଥିବା କଥା କିଛି ଭୁଲ୍‌ ନୁହେଁ। ହିଂସାକାଣ୍ଡରେ…

ପୂଜାରାଙ୍କ ମଜାକ ଉଡାଇଲେ ଧାଓ୍ବନ

ରାଜକୋଟ,୨୯।୧୨- ଏଠାରେ ଉତ୍ତର ପ୍ରଦେଶ ଓ ସୌରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଏଭଳି ଏକ ଘଟଣା ଘଟିଥିଲା, ଯାହା ପ୍ରାୟତଃ ଦେଖିବାକୁ ମିଳେ ନାହିଁ। ମ୍ୟାଚ୍‌ରେ ସୌରାଷ୍ଟ୍ର ପାଇଁ ଖେଳୁଥିବା ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ବୋଲିଂ କରି ଉଇକେଟ ହାସଲ…

ଆତଙ୍କବାଦୀ ତାଲିମ୍‌ ନେଉଥିବା ମଦ୍ରାସା ସହିତ ଘନିଷ୍ଠତା ବଢ଼ାଇଲା ପାକିସ୍ତାନ

ଇସଲାମାବାଦ୍‌,୨୯।୧୨: ପାକିସ୍ତାନ ସୈନ୍ୟ ବାହିନୀର ଅଧିକାରୀମାନେ ଗତ କିଛିଦିନ ଧରି ଦେଶର କେତେକ ପ୍ରତିବନ୍ଧିତ ମଦ୍ରାସାର ମୁଖ୍ୟଙ୍କ ସହିତ ସାକ୍ଷାତ୍‌ ଜାରି ରଖିଛନ୍ତି। ସୈନ୍ୟବାହିନୀ ମୁଖ୍ୟ ଜେନେରାଲ ଆସିଫ୍‌ ଗଫୁର ଏହି ମର୍ମରେ କେତେକ ମଦ୍ରାସାର ମୌଲାନାଙ୍କ ସହିତ ସାକ୍ଷାତ୍‌ ମଧ୍ୟ…

ନିର୍ମାଣ ସମୟରେ ଭାଙ୍ଗିଲା ରେଲ୍‌ଓ୍ବେ ଓଭରବ୍ରିଜ୍‌

ବାଲେଶ୍ୱର ଅଫିସ,୨୯।୧୨: ବାଲେଶ୍ୱର ସହର ସଭାରାମପୁର ରେଲ୍‌ଓ୍ବେ ଗେଟ୍‌ ପାଇଁ ନବନିର୍ମିତ ଓଭରବ୍ରିଜ୍‌ ସଂଲଗ୍ନ ୫ଟି ବିମ୍‌ ରବିବାର ସକାଳେ ତଳକୁ ଖସି ପଡ଼ିଛି। ମାତ୍ର ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। କାର୍ଯ୍ୟ ସମୟରେ ବିଭାଗ ପକ୍ଷରୁ ରେଳ ଚଳାଚଳ ବନ୍ଦ…

ଟୁଇଟରରେ ରୋନାଲ୍ଡୋଙ୍କ ଫଲୋଅର୍ସ ସବୁଠୁ ଅଧିକ, ତାଲିକାରେ ଅଛନ୍ତି କୋହଲି

ନୂଆଦିଲ୍ଲୀ,୨୯।୧୨- ପର୍ତ୍ତୁଗାଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ, ବ୍ରାଜିଲର ନେମାର କ୍ରିକେଟରଙ୍କ ମଧ୍ୟରେ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ଭଳି କ୍ରୀଡ଼ାବିତଙ୍କ ଟୁଇଟରରେ ଫଲୋଅର୍ସ ସଂଖ୍ୟା ସବୁଠୁ ଅଧିକ। ରୋନାଲ୍ଡୋଙ୍କ ୮୧.୭ ନିୟୁତ ପ୍ରଶଂସକ ସହ ଶୀର୍ଷରେ ରହିଛନ୍ତି। ଏହା କେବଳ…

ପ୍ରଥମ ରୋଜଗାରରେ ସାଙ୍ଗମାନଙ୍କ ସହ ଖୁବ୍‌ ଖାଇଥିଲି: ପ୍ରଫେସର୍‌ ଡ.ମୃଣାଳ ଚାଟାର୍ଜୀ

ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲା ଅନ୍ତର୍ଗତ କାଟୋଆରେ ମୋର ଜନ୍ମ ହୋଇଥିଲେ ହେଁ ପାଠପଢ଼ା ଭଦ୍ରକରେ ହୋଇଥିଲା। ଚରମ୍ପା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ଓ ଭଦ୍ରକ କଲେଜରୁ ଆଇ.ଏ, ବି.ଏ. ପଢ଼ା ସାରି କଟକ ରେଭେନ୍ସା କଲେଜରେ ଇଂଲିଶ୍‌ ପି.ଜି ପଢୁଥାଏ। ତା’ସହିତ ଏଲ୍‌ଏଲ୍‌ବି…

ଟୁଇଟର୍‌ରେ ରହିଛନ୍ତି ଓବାମାଙ୍କର ସର୍ବାଧିକ ଫଲୋୟର୍ସ

ଓ୍ବାଶିଂଟନ,୨୯।୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଟୁଇଟର୍‌ରେ ସର୍ବାଧିକ ଫଲୋୟର୍ସ ରହିଥିବା ଜଣାପଡିଛି। ଓବାମାଙ୍କର ରହିଛନ୍ତି ପ୍ରାୟ ୧୧୧ ମିଲିୟନ୍‌ ଫଲୋୟର୍ସ। ଏହି ତାଲିକାରେ ଓବାମା ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri