ସିଏଏ ହିଂସା: ଉତ୍ତରପ୍ରଦେଶ-ମଧ୍ୟପ୍ରଦେଶ ପୋଲିସ ମୁହାଁମୁହିଁ
ନୂଆଦିଲ୍ଲୀ,୨୬।୧୨: ଦେଶରେ ସିଏଏକୁ ନେଇ ହିଂସା ଜାରି ରହିଛି। ଏହାକୁ ନେଇ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପୋଲିସ ମୁହାଁମୁହିଁ ହୋଇଛନ୍ତି। ମଧ୍ୟପ୍ରଦେଶ ଜବଲପୁରରେ ପୋଲିସ ହିଂସା ସମୟରେ ଏକ ଗାଡ଼ିର ଭଙ୍ଗାରୁଜା କରୁଥିବା ଘଟଣାର ଭିଡ଼ିଓ ଉତ୍ତରପ୍ରଦେଶ ପୋଲିସର ଫ୍ୟାକ୍ଟଚେକ୍ ବିଭାଗ…
ବିଷ ପିଇ ଯୁବକଙ୍କ ମୃତ୍ୟୁ ଘଟଣା: ସ୍ବାସ୍ଥ୍ୟକେନ୍ଦ୍ରରେ ଭଙ୍ଗାରୁଜା, କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କଲେ ସ୍ବାସ୍ଥ୍ୟକର୍ମୀ
ପାତ୍ରପୁର,୨୬।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ପାଞ୍ଚଆମ୍ବ ଗ୍ରାମର ଅଶ୍ୱିନୀ ବେହେରା(୩୦) ବୁଧବାର ସନ୍ଧ୍ୟାରେ ବିଷ ପିଇ ଗୁରୁତର ଅବସ୍ଥାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।…
ଦୁବାଇରେ ୨ ଭାରତୀୟ ଛାତ୍ର ମୃତ
ଦୁବାଇ,୨୬।୧୨: ଦୁବାଇରେ ଛୁଟି କାଟିବାକୁ ଯାଇଥିବା ୨ ଭାରତୀୟ ମୂଳ ବାସିନ୍ଦା ଛାତ୍ରଙ୍କର କାର୍ ଦୁର୍ଘଟଣାରେ ଖ୍ରୀଷ୍ଟମାସ ଅର୍ଥାତ୍ ବୁଧବାର ମୃତ୍ୟୁ ହୋଇଛି। କେରଳର ମୂଳ ବାସିନ୍ଦା ଶରତ କୁମାର ଓ ରୋହିତ କିଷ୍ଣାକୁମାର ଛୁଟି କାଟିବାକୁ ଦୁବାଇ ଆସିଥିଲେ। ଖ୍ରୀଷ୍ଟମାସ…
ହାତୀ ଶାବକର ମୃତଦେହ ଉଦ୍ଧାର
ଦେବଗଡ଼,୨୬।୧୨(ଡି.ଏନ୍.ଏ.): ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ଅଧୀନ ବରଡ଼ାନାଳି ଗ୍ରାମରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀ ଶାବକର ଆନୁମାନିକ ବୟସ ପ୍ରାୟ ୩ ବର୍ଷ ହେବ। ଶାବକଟିର ମୃତ୍ୟୁ କିପରି ଘଟିଛି ତାହା ସ୍ପଷ୍ଟ…
ନୋ କିସ୍ ପ୍ଲିଜ୍…
୨୭ ଡିସେମ୍ବର ଅର୍ଥାତ୍ ଶୁକ୍ରବାର ଅଭିନେତା ସଲମାନ ଖାଁଙ୍କ ଜନ୍ମଦିନ। ଏହି ଖାସ୍ ଦିନରେ ତାଙ୍କ ସହିତ ଜଡ଼ିତ କିଛି ସିକ୍ରେଟ୍ ବିଷୟରେ ଜାଣନ୍ତୁ… ସଲମାନ୍ ଅନେକ ରୋମାଣ୍ଟିକ୍ ଫିଲ୍ମରେ ଅଭିନୟ କରିଛନ୍ତି ସତ, ମାତ୍ର କୌଣସି ଫିଲ୍ମରେ ଅଭିନେତ୍ରୀଙ୍କୁ ଆଜିପର୍ଯ୍ୟନ୍ତ…
ଦୁନିଆର ଭୟଙ୍କର ଗୁମ୍ଫା: ବୁଲିବା ପାଇଁ ପର୍ଯ୍ୟଟକଙ୍କୁ କିଣିବାକୁ ପଡ଼େ ୨ ଲକ୍ଷ ଟଙ୍କାର ଟିକଟ
ଦୁନିଆର ଭୟଙ୍କର ଗୁମ୍ଫା ବୁଲିବା ପାଇଁ ପର୍ଯ୍ୟଟକଙ୍କୁ ୨ ଲକ୍ଷ ଟଙ୍କାର ଟିକଟ କିଣିବାକୁ ପଡ଼େ। ଏହା ଶୁଣିଲେ ହୁଏତ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏହା ସତ। ଭିଏତ୍ନାମ୍ରେ ରହିଛି ଏପରି ଏକ ଗୁମ୍ଫା। ଏହାର ଲମ୍ବ…
୨ ଶହ ବର୍ଷ ଧରି ଭ୍ରମଣକାରୀ ପକ୍ଷୀଙ୍କ ସୁରକ୍ଷା କରୁଛନ୍ତି ଏହି ଗାଁର ଲୋକେ…
ଶୀତଦିନେ ସାଇବେରିଆ ଅଞ୍ଚଳରୁ ପ୍ରବଳ ଥଣ୍ଡା ଏବଂ ଖାଦ୍ୟ ଅଭାବରୁ ରକ୍ଷା ପାଇବା ପାଇଁ ବହୁ ପକ୍ଷୀ ଭାରତର ବିଭିନ୍ନ ଅଞ୍ଚଳକୁ ଭ୍ରମଣରେ ଆସିଥାନ୍ତି। ଶୀତଦିନ ବିତାଇ ପୁଣି ସେମାନେ ନିଜ ନିଜ ଦେଶକୁ ବାହୁଡ଼ି ଯାଇଥାନ୍ତି। ବେଙ୍ଗାଲୁରୁର ମାଣ୍ଡଓ୍ବା ଜିଲାର…
ଏସବୁ ସୁନ୍ଦରୀ କ୍ରିକେଟର: ପଡ଼ିଆରେ ମାରନ୍ତି ଚଉକା ଛକା
ଓ୍ବାଶିଂଟନ,୨୬।୧୨: ଦୁନିଆର ମହିଳା କ୍ରିକେଟ ଦଳରେ ଥିବା କେତେକ ସୁନ୍ଦରୀ କ୍ରିକେଟର ଦେଖିବାକୁ ଯେମିତି ଖେଳ ପଡ଼ିଆରେ ତାଙ୍କର ଯାଦୁ ମଧ୍ୟ ସେମିତି। ସେମାନେ ପଡ଼ିଆକୁ ହାତରେ ବ୍ୟାଟ୍ ଧରି ଓହ୍ଲାଇଲେ ଦର୍ଶକମାନେ ତାଳି ମାରି ସ୍ବାଗତ କରିଥାନ୍ତି। ବୋଲରଙ୍କ ବଲ୍କୁ…
ମୋଦିଙ୍କ ମନ୍ଦିର ତିଆରି କଲେ କୃଷକ
ତିରୁଚିରାପଲ୍ଲୀ,୨୬।୧୨: ତାମିଲନାଡୁ ତିରୁଚିରାପଲ୍ଲୀର ଜଣେ କୃଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କର ଏକ ମନ୍ଦିର ତିଆରି କରିଛନ୍ତି। ପି. ଶଙ୍କର(୫୦ ବର୍ଷ) ନାମକ ଉକ୍ତ କୃଷକ ଜଣଙ୍କ କୁହନ୍ତି ସେ ମୋଦିଙ୍କର ‘କିଷାନ ସମ୍ମାନନିଧି’ ସମେତ କୃଷକଙ୍କ ହିତ ଉଦ୍ଦେଶ୍ୟରେ ଯେତେ ଯୋଜନା…
କିଡ୍ନୀ ଖରାପ ହେଲେ ଦେଖାଦେଇଥାଏ ଏସବୁ ଲକ୍ଷଣ
କିଡ୍ନୀ ସୁସ୍ଥ ରଖିବାକୁ ହେଲେ ସାବଧାନ ହେବା ନିହାତି ଜରୁରୀ। ପ୍ରାରମ୍ଭିକ ସ୍ତରରେ କିଡ୍ନୀ ଖରାପ ହେଲେ ଜଣାପଡ଼ି ନ ଥାଏ। ମାତ୍ର ଯେତେବେଳେ ଜଣାପଡ଼େ ସେତେବେଳକୁ ସବୁ ସରି ଯାଇଥାଏ। କିନ୍ତୁ ଏହା ପୂର୍ବରୁ କିଛି ଲକ୍ଷଣ ଦେଖାଦେଇଥାଏ। ଏହାକୁ…
ରବିନା, ଭାରତି, ଫରହାଙ୍କ ନାଁରେ ଆସିଲା ଅଭିଯୋଗ
ମୁମ୍ବାଇ,୨୬।୧୨: ବଲିଉଡ୍ ନାୟିକା ରବିନା ଟଣ୍ଡନ, ଫିଲ୍ମ ମେକର ଫରହା ଖାଁ ଓ କମେଡିଆନ୍ ଭାରତି ସିଂଙ୍କ ନାଁରେ ଆସିଛି ଅଭିଯୋଗ। ଅଜନାଲା(ଅମୃତସର) ଡିଏସ୍ପି ସୋହନ ସିଂ ଏମାନଙ୍କ ବିରୋଧରେ ଏକ ଅଭିଯୋଗ ପାଇଥିବା କହିଛନ୍ତି। ଏକ ଟେଲିଭିଜନ ଶୋ’ ମାଧ୍ୟମରେ…
ଶୁକ୍ରବାର ନମାଜ ପାଠ ପୂର୍ବରୁ ଆଗ୍ରା, ମଥୁରା, ଫିରୋଜାବାଦରେ ଇଣ୍ଟରନେଟ ସେବା ବନ୍ଦ
ଆଗ୍ରା,୨୬।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଲାଗିରହିଥିବା ହିଂସା ଥମିବାର ନା ନେଉନି। ଏନେଇ ପଶ୍ଚିମ ଉତ୍ତରପ୍ରଦେଶର ୩ଟି ଜିଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଶୁକ୍ରବାର ନମାଜ ପାଠ ପୂର୍ବରୁ ଆଗ୍ରା, ମଥୁରା ଓ ଫିରୋଜାବାଦରେ ଏହି ସେବା…
Archives


