Home Left

ସୁଇଜରଲାଣ୍ଡରେ ଛୁଟି କାଟୁଛନ୍ତି ବିରୁଷ୍କା

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ପରିବାର ସହ ଏବେ ନୂଆବର୍ଷ ଛୁଟି କଟାଇବା ପାଇଁ ଯାଇଛନ୍ତି। ଏହି କ୍ରମରେ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସୁଇଜରଲାଣ୍ଡରେ ପହଞ୍ଚିଛନ୍ତି। ଇନଷ୍ଟାଗ୍ରାମରେ ଅନୁଷ୍କାଙ୍କ…

ବର୍ଷକୁ ସିଆର୍‌ପିଏଫ୍‌ ଯବାନଙ୍କୁ ମିଳିବ ଶହେ ଦିନ ଛୁଟି: ସରକାର ଗଠନ କରିଛନ୍ତି କମିଟି

ନୂଆଦିଲ୍ଲୀ,୨୯।୧୨: ଏଣିକି ସିଆର୍‌ପିଏଫ୍‌ ଯବାନମାନେ ବର୍ଷକୁ ଶହେ ଦିନ ଛୁଟି ପାଇପାରିବେ। ଏପ୍ରସ୍ତାବ ଉପରେ ବିଚାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ସେହିପରି ଏବେ ସିଆର୍‌ପିଏଫ୍‌ ଯବାନମାନଙ୍କ ସହିତ ସେମାନଙ୍କ ପରିବାର ସଦସ୍ୟଙ୍କର ମଧ୍ୟ…

ନୂଆବର୍ଷରେ ବଡ଼ ପରଦାକୁ ଫେରି ପାରନ୍ତି ଶାହାରୁଖ

ମୁମ୍ବାଇ: ବେଶ୍‌ କିଛି ଦିନ ବଡ ପରଦାରୁ ଦୂରେଇ ରହିଥିବା ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାଁ ଖୁବ୍‌ଶୀଘ୍ର ବଡ ପରଦାକୁ ଫେରି ପାରନ୍ତି ବୋଲି ଶୁଣିବାକୁ ମିଳିଛି। କିଛିଦିନ ହେବ ଶାହାରୁଖଙ୍କ ହାତରେ କୌଣସି ଅଫର୍‌ ନ ଥିବା ବେଳେ ଏବେ…

ଏହି ଦ୍ୱୀପରେ ରହିଛି ପଥର ଜଙ୍ଗଲ…

ପୃଥିବୀର ବିଭିନ୍ନ ଅଞ୍ଚଳରେ ରହିଛି ବହୁ ରହସ୍ୟ। ବେଳେବେଳେ ଏସବୁ ଆଧୁନିକ ମଣିଷ ମନକୁ ବେଶ୍‌ ଆନ୍ଦୋଳିତ କରିଥାଏ। ଚାଇନାରେ ଏଭଳି ଏକ ରହସ୍ୟମୟ ଦ୍ୱୀପ ରହିଛି। ଏହାକୁ ପଥର ଜଙ୍ଗଲର ଦ୍ୱୀପ ବୋଲି ଲୋକେ କହିଥାନ୍ତି। ଦ୍ୱୀପସାରା ବଡ଼ବଡ଼ ଲମ୍ବାକୃତି…

ଆଜିଠୁ ଭିତରକନିକାରେ ବଉଳା କୁମ୍ଭୀର ଗଣନା ଆରମ୍ଭ

ରାଜନଗର,୨୯।୧୨(ଡି.ଏନ୍‌.ଏ.): ସରୀସୃପଙ୍କ ନନ୍ଦନକାନନ କୁହାଯାଉଥିବା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ରବିବାରଠାରୁ ବଉଳା କୁମ୍ଭୀର ଗଣନା ଆରମ୍ଭ ହେଇଛି। ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ କେଉଁ ଅନାଦି କାଳରୁ ବସବାସ କରି ଆସୁଥିବା ବଉଳା କୁମ୍ଭୀରମାନଙ୍କ ଗଣନା ସହିତ…

ପୁଣି ମହିଳାଙ୍କୁ କଚାଡି ମାରିଲା ଦନ୍ତା

କଣିହାଁ,୨୯।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳୀ ଫରେଷ୍ଟ ସେକ୍ସନରେ ରବିବାର ସକାଳେ ପୁଣି ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତା ମହିଳା ଜଣକ ହେଲେ ବଜ୍ରକୋଟ ଗ୍ରାମ ଡମଯୋଡ଼ି ସାହିର ନୟନୀ ସାହୁ(୫୫)। ସେ ବସ୍‌ ଯୋଗେ…

ଜମିରେ ନାଗମଣି ଦେଖି ଲୋକଙ୍କ ପୂଜାର୍ଚ୍ଚନା

କର୍ନାଟକ: ଦୁନିଆରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଦେଖିବାକୁ ମିଳୁଛି। କିଛି ଘଟଣାକୁ ଲୋକେ ଚମତ୍କାର ଆଖ୍ୟା ଦେଇ ପୂଜାର୍ଚ୍ଚନା କରିଥାନ୍ତି। ଏମିତି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି କର୍ନାଟକରେ। କର୍ନାଟକର ଏକ ଗାଁର ଲୋକେ ଚାଷଜମିକୁ…

ହୋଟେଲ ବେଡ୍‌ରୁମ୍‌ରେ କଡ଼ ଲେଉଟାଇଲେ ହୁଏ ଏପରି…

ପୃଥିବୀର ବିଭିନ୍ନ ଦେଶ ଦେଶ ମଧ୍ୟରେ ସୀମାରେଖା ଟଣାଯିବା ସମୟରେ ବହୁ ରୋଚକ ଘଟଣାମାନ ଘଟିଛି। ସେପରି କିଛି ଘଟଣା ମଧ୍ୟରୁ ଏକ ନିଆରା ଉଦାହରଣ ପାଲଟିଛି ଫ୍ରାନ୍ସ୍‌ ଏବଂ ସ୍ବିଜରଲାଣ୍ଡ୍‌ ସୀମା ମଧ୍ୟରେ ଥିବା ଏକ ବିଳାସପୂର୍ଣ୍ଣ ତାରକା ହୋଟେଲ।…

ବାସ୍ତୁ ଅନୁସାରେ ସଜାନ୍ତୁ ଅଫିସ୍‌ ଡେସ୍କ

ଅନେକ ଏମିତି ଅଛନ୍ତି, ଯେଉଁମାନେ ନିଜର ଅଫିସ୍‌ ଡେସ୍କକୁ ସଜାଇ ରଖିବାକୁ ଖୁବ୍‌ ପସନ୍ଦ କରନ୍ତି। ସେଥିପାଇଁ ସେମାନେ ଡେସ୍କ ଉପରେ ଛୋଟ ଛୋଟ ଇନ୍‌ଡୋର୍‌ ପ୍ଲାଣ୍ଟ, ମୂର୍ତ୍ତି ତଥା ଫଟୋ ଆଦି ରଖିଥାନ୍ତି। ଏହା ଦେଖିବାକୁ ସିନା ଭଲ ଲାଗେ,…

ବିଦେଶ ମାଟିରୁ ଟାଣିଆଣିଛି ଗାଁର ମୋହ, ଏବେ ଉନ୍ନତି ପାଇଁ ସମର୍ପିତ କରିଛନ୍ତି ଜୀବନ

ଆଜିକାର ଯୁବପିଢିଙ୍କ ସ୍ବପ୍ନ ଭଲ ପାଠ ପଢି ବିଦେଶରେ ଚାକିରି କରିବେ। ଆଉ ବିଦେଶୀ ଟଙ୍କା ଉପାର୍ଜନ କରି ବିତାଇବେ ଏକ ସୌଖିନ ଓ ବିଳାସମୟ ଜୀବନ। ସେଇଥିପାଇଁ ତ ଗାଁ ଏବେ ଲାଗୁଛି ଖାଁ ଖାଁ। କେବଳ କିଛି ବୟୋଜ୍ୟେଷ୍ଠ…

ସିଡ୍‌ଲଙ୍କ ଅବସର

ମେଲବୋର୍ନ,୨୯।୧୨- ଭେଟେରାନ ଅଷ୍ଟ୍ରେଲିଆନ ପେସର ପିଟର ସିଡ୍‌ଲ ରବିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିସହ ଦୀର୍ଘ ୧୧ ବର୍ଷର କ୍ୟାରିୟରର ଶେଷ ହୋଇଛି। ସେ ୬୭ ଟେଷ୍ଟ ଖେଳି ୩୦.୬୬ ହାରରେ ୨୨୧ ଉଇକେଟ ହାତେଇଛନ୍ତି। ଅନ୍ତିମ ଥର…

ହୋଟେଲର ବାର୍‌ ସୁଇଜରଲ୍ୟାଣ୍ଡ୍‌ରେ, ବାଥ୍‌ରୁମ ଫ୍ରାନ୍ସରେ

ବିଶ୍ୱରେ ଏମିତି କିଛି ହୋଟେଲ ରହିଛି, ଯାହା ବିଳାସପୂର୍ଣ୍ଣ ଏବଂ ସୁନ୍ଦର ନିର୍ମାଣ ଶୈଳୀ ଯୋଗୁ ପ୍ରସିଦ୍ଧ। କିନ୍ତୁ ଗୋଟିଏ ହୋଟେଲର ରୁମ୍‌ ଭିତରେ ବାର୍‌ ରହିଛି ଗୋଟିଏ ଦେଶରେ ବାଥ୍‌ରୁମ୍‌ ରହିଛି ଆଉ ଗୋଟିଏ ଦେଶରେ। ଶୁଣିବାକୁ ଅଡୁଆ ଲାଗୁଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri