ସୌନ୍ଦର୍ଯ୍ୟ ଅଛି, ବିକାଶ ନାହିଁ
କପ୍ତିପଦା,୩୦।୧୨(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ୍ ପୋଡ଼ାଡିହା ବନଖଣ୍ଡ ଅଧୀନ ମାଛକାନ୍ଦଣା ଓ ଚିଙ୍ଗୁଡିଆ ଜଳପ୍ରପାତର ମନୋରମ ସୌନ୍ଦର୍ଯ୍ୟ ସଭିଙ୍କୁ ଆନମନା କରିଥାଏ। ଶିମିଳିପାଳର ଜୈବବିବିଧତା, ସବୁଜିିମାପୂର୍ଣ୍ଣ ପରିବେଶ ଓ ଜଳପ୍ରପାତର ନିଆରା ଆକର୍ଷଣ ସବୁ ସମୟରେ ପର୍ଯ୍ୟଟକ, କବି, ଦାର୍ଶନିକ…
ନିଷେଧାସତ୍ତ୍ୱେ ଚାଲିଛି ବାଲି ଚୋରା ଚାଲାଣ
ଜଳେଶ୍ୱର, ୩୦।୧୨(ସ୍ବ.ପ୍ର.)-ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ନିଷେଧାଦେଶ ପରେ ସୁବର୍ଣ୍ଣରେଖା ନଦୀପଠାରୁ ବାଲି ଖନନ ବନ୍ଦ ରହିଛି। ଫଳରେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ବାଲି ସମସ୍ୟା ଉତ୍କଟ ରୂପ ଧାରଣ କରି ସମସ୍ତ ସରକାରୀ, ବେସରକାରୀ ନିର୍ମାଣ କାର୍ଯ୍ୟ ଠପ୍ ହୋଇଯାଇଛି।…
ଚଳନ୍ତା ଟ୍ରେନ୍ରେ ପ୍ରସବ କରାଇ ଚର୍ଚ୍ଚାରେ ଦୁଇ ସେନା ଡାକ୍ତର
ଚଣ୍ଡିଗଡ଼, ୨୯।୧୨: ଭାରତୀୟ ସେନାର ଦୁଇ ଡାକ୍ତର ଏବେ ବେଶ୍ ଚର୍ଚ୍ଚାରେ। କ୍ୟାପ୍ଟେନ ଲଲିତା ହଂସ ଓ ଅମନଦୀପ କୌର ଏହି କାର୍ଯ୍ୟ ପାଇଁ ସାରା ଦେଶରେ ପ୍ରଶଂସିତ ହୋଇଛନ୍ତି। ଆର୍ମିର ୧୭୨ ମିଲିଟାରୀ ହସ୍ପିଟାଲରେ କାର୍ଯ୍ୟରତ ଏହି ଦୁଇ ସେନା…
ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା: ୨ ଗିରଫ
ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ଏସ୍ପ୍ଲାନାଡେ ଶପିଂ ମଲ୍ରେ ସାମ୍ବାଦିକାଙ୍କୁ ଆକ୍ରମଣ ସହ ଅସଦାଚରଣ ଘଟଣାକୁ ନେଇ ରାଜ୍ୟ ସମେତ ରାଜଧାନୀରେ ପ୍ରବଳ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ସାମାଜିକ କର୍ମୀ, ମାନବାଧିକାର କର୍ମୀ, ରାଜନୈତିକ ଦଳର ନେତା ଓ ଛାତ୍ରୀମାନେ ସାମ୍ବାଦିକାଙ୍କ ଉପରେ ହୋଇଥିବା…
ବକ୍ସିଂ ଡେ ଟେଷ୍ଟ: ନ୍ୟୁଜିଲାଣ୍ଡ ୨୪୭ ରନରେ ପରାସ୍ତ, ସିରିଜ କବ୍ଜା କଲା ଅଷ୍ଟ୍ରେଲିଆ
ମେଲବୋର୍ନ, ୨୯।୧୨ (ଏଏଫ୍ପି)- ନାଥନ ଲିୟନ ଓ ଜେମ୍ସ ପାଟିନସନଙ୍କ ମିଳିତ ବୋଲିଂ ସଫଳତା ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ୨ୟ ଟେଷ୍ଟ ମ୍ୟାଚ୍ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ୨୪୭ ରନର ବୃହତ୍ ରନ୍ ବ୍ୟବଧାନରେ ପରାସ୍ତ କରିଛି। ଘରୋଇ ଅଷ୍ଟ୍ରେଲିଆ ପକ୍ଷରୁ…
ହମ୍ପି ଓ୍ବାଲର୍ଡ ରାପିଡ୍ ଚାମ୍ପିୟନ
ମସ୍କୋ, ୨୯ା୧୨ (ପି.ଟି.)-ଭାରତୀୟ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ମହିଳା ଓ୍ବାଲର୍ଡ ରାପିଡ୍ ଚେସ୍ ଚାମ୍ପିୟନଶିପ୍ ଟାଇଟଲ ଜିତିଛନ୍ତି। ଏଠାରେ ଚାଇନାର ଲି’ ଟିଙ୍ଗ୍ଜି ବିପକ୍ଷ ଆର୍ମାଗେଡନ ଗେମ୍ ଡ୍ର ରଖିବା ପରେ ସେ ଏହି ସଫଳତା ହାସଲ କରିଛନ୍ତି। ଭାରତର ଏହି…
ପକେଟ୍ମାର କରି ମାସକୁ ୧୯ ଲକ୍ଷ ଟଙ୍କା କମାନ୍ତି ଏହି ମହିଳା, କିନ୍ତୁ ପାଖରେ ନାହିଁ ଗୋଟିଏ ଟଙ୍କା
ଲଣ୍ଡନ,୨୯।୧୨: ଆଜି ଆମେ ଏକ ଅଜବ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯେ କି ମାସକୁ ପକେଟମାର୍ କରି ଲକ୍ଷ ଲକ୍ଷ ଟଙ୍କା କମାନ୍ତି, କିନ୍ତୁ ତାଙ୍କ ପାଖରେ ଟଙ୍କାଟିଏ ବି ନାହିଁ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ୨୩…
ନୂଆବର୍ଷରେ ଭିଜିବ ଓଡ଼ିଶା
ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ନୂଆବର୍ଷରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ୧ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ୧ରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ହେବ। ୧ ତାରିଖରେ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା,…
ସିଏଏକୁ ସମର୍ଥନ ଦେବା ମହଙ୍ଗା ପଡ଼ିଲା: ଦଳରୁ ନିଲମ୍ବିତ ହେଲେ ବିଧାୟିକା
ଭୋପାଳ, ୨୯।୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍ଆରସି)କୁ ବହୁଜନ ସମାଜ ପାର୍ଟି (ବିଏସ୍ପି) ଦୃଢ଼ ବିରୋଧ କରୁଛି। କିନ୍ତୁ ମଧ୍ୟପ୍ରଦେଶର ଜଣେ ବିଏସ୍ପି ବିଧାୟିକା ଏହି ଆଇନକୁ ସମର୍ଥନ କରିବାରୁ ତାଙ୍କୁ ଦଳରୁ ନିଲମ୍ବନ…
ପ୍ରିୟଙ୍କା ଗାନ୍ଧୀଙ୍କ କଟିଲା ଚାଲାଣ
ଲକ୍ଷ୍ନୌ, ୨୯।୧୨: ବିନା ହେଲମେଟରେ ସ୍କୁଟିରେ ବସି ଯାତ୍ରା କରୁଥିବା କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଉତ୍ତରପ୍ରଦେଶ ପୋଲିସ। ସିଏଏ ବିରୋଧୀ ବିକ୍ଷୋଭବେଳେ ଏକ ସ୍କୁଟିରେ ବସି ବୁଲୁଥିବାବେଳେ ଟ୍ରାଫିକ୍ ପୋଲିସ ତାଙ୍କ ଚାଲାଣ କାଟିଛି।…
ଖାଇବା ସଙ୍ଗେ ସଙ୍ଗେ ପାଣି ପିଉଛନ୍ତି କି? ହୋଇପାରେ ଏହି ରୋଗ
ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ଅଧିକାଂଶ ଲୋକଙ୍କ ପାଣି ପିଇବାର ଅଭ୍ୟାସ ରହିଥାଏ। ଆୟୁର୍ବେଦ ଡାକ୍ତରଙ୍କ ଅନୁସାରେ, ଖାଦ୍ୟ ଖାଇବା ପରେ ପାଣି ପିଇବା ଉଚିତ୍ ନୁହେଁ। କାରଣ ଭୋକ ପୂର୍ବରୁ ପେଟ ଖାଲିଥାଏ। କିଛି ଖାଦ୍ୟ ଖାଇ ସଙ୍ଗେ ସଙ୍ଗେ…
ନୂଆବର୍ଷ ଛୁଟି ମନାଇବାକୁ ବାହାରିଲେ ଆଲିଆ-ରଣବୀର, ଏୟାରପୋର୍ଟରେ ସ୍ପଟ୍
ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ରିଲେସନଶିପ୍କୁ ନେଇ ବେଶ୍ କିଛିଦିନ ଧରି ବଲିଉଡ୍ରେ ଚର୍ଚ୍ଚା ହୋଇଆସୁଛି। ଆଉ ଏ କଥା ବି ଶୁଣିବାକୁ ମିଳିଛି ୨୦୨୦ରେ ଏହି ଯୋଡ଼ି କୁଆଡ଼େ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।…
Archives


