Home Left

ପୁଅର ମୁଥ ମାଡରେ ଚାଲିଗଲା ମା’ର ଜୀବନ

ସୁନ୍ଦରଗଡ,୮।୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ବନ୍ଧପାଲି ଗ୍ରାମରେ ରବିବାର ସକାଳେ ଘରୋଇ କଳିକୁ କେନ୍ଦ୍ରକରି ପୁଅର ମୁଥ ମାଡରେ ମାଆର ମୃତ୍ୟୁ ଘଟିଛି। ମହିଳାଙ୍କ ନାମ ଶୈଳ ଧୁରୁଆ(୬୦)। ପୋଲିସ ସୂଚନା ଅନୁସାରେ କୌଣସି କାରଣକୁ…

ପଥରଖଣିରେ ଡ୍ରିଲିଂ ବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ

ଢେଙ୍କାନାଳ,୭ା୯(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲାପ୍ରସାଦ ଥାନା କାସିପୁର ଲହଡ଼ାସ୍ଥିତ ଏକ ପଥର ଖଣିରୁ ରବିବାର ସକାଳେ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶ୍ରମିକ ଜଣକ ହେଲେ ପାଣ୍ଡୁ ତିରିଆ (୨୦)। ତାଙ୍କ ଘର ନିକଟସ୍ଥ…

ବୃଦ୍ଧଙ୍କୁ ଚାପିଦେଲା କାର୍‌, କ୍ଷତିପୂରଣ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ପାଇକମାଳ,୭ା୯(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ଡୁଙ୍ଗୁରି ପାଳି ନିକଟରେ ରବିବାର ପୂର୍ବାହ୍ନରେ ଜଣେ ବୃଦ୍ଧଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ହେଲେ ଡୁଙ୍ଗୁରିପାଲିର ନାଥ ଅଜଗର।(୭୫)। ଗାଡ଼ିଚାଳକ ଜଣକ ପାଇକମାଳ ବ୍ଲକ…

ଆଗକୁ ପାର୍ବଣ: ଏବେଠୁ ବଢ଼ିଲାଣି କ୍ରାଇମ୍‌, ଦୁଇ ଦିନରେ ୨ ବାଇକ୍‌ ନେଇଗଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨ ଦିନ ବ୍ୟବଧାନରେ ୨ଟି ବାଇକ୍‌ ଚୋରି ହୋଇଛି। ପ୍ରକାଶ ଯେ, ଶୁକ୍ରବାର ଉକ୍ତ ଥାନା ସିମନବାଡ଼ି ଅଞ୍ଚଳର ତେଜରାତି ବ୍ୟବସାୟୀ ଏ. ବାଲାଜୀ ପାତ୍ର ନିଜ ବାଇକ୍‌ଟିକୁ ଘର ସମ୍ମୁଖରେ…

ମାଟିରେ ମିଶିଲା ଅନେକ ଦୋକାନ ଘର, ପୋଲିସ-ନେତା ଧସ୍ତାଧସ୍ତି

ବରଗଡ଼,୭ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ପ୍ରଶାସନ ପକ୍ଷରୁ ରବିବାରରୁ ପୁଣି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ଟାଉନ ଥାନା ଛକ, ଲେଙ୍ଗୁ ମିଶ୍ର ଛକରେ ଏହି ଅଭିଯାନ ଚାଲିଛି। ଉଚ୍ଛେଦରେ ଅନେକ ଦୋକାନ ଘର ଧୂଳିସାତ୍‌ ହୋଇଛି। ତେବେ…

ବଳାତ୍କାର ପରେ ନାବାଳିକାଙ୍କୁ ହତ୍ୟା କରି ଫିଙ୍ଗିଦେଲେ, ଦେହସାରା ରହିଛି ଏସବୁ ଚିହ୍ନ…

ଅନୁଗୋଳ,୭ା୯(ମାନସ ବିଶ୍ୱାଳ): ଶନିବାର ଅପରାହ୍ନରେ ଖେଳିବାକୁ ଯାଇ ଫେରି ନ ଥିଲେ ଝିଅ। ପରିବାର ଲୋକ ଦିନ ଓ ରାତି ସାରା ଖୋଜାଖୋଜି କରି ନିରାଶ ହୋଇ ପଡ଼ିଥିଲେ। ତେବେ ରବିବାର ସକାଳେ ପୁନର୍ବାର ଖୋଜିବାକୁ ଯାଇ ଭଉଣୀର କ୍ଷତବିକ୍ଷତ ମୃତଦେହ…

ଚାଷୀଙ୍କୁ ମିଳୁନି ଆବଶ୍ୟକତା ଅନୁସାରେ ସାର, ସୋସାଇଟିରେ ଲାଗିଛି ଲମ୍ବା ଲାଇନ୍‌, କଳବଜାର ଅଭିଯୋଗ ଆଣି…

ଛତ୍ରପୁର,୭ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବିଭିନ୍ନ ସ୍ଥାନରେ ସାରର ଅଭାବୀ ବିକ୍ରି ସହ କଳାବଜାର ହେଉଥିବା ନେଇ ଅଭିଯୋଗ କରୁଛନ୍ତି ଚାଷୀ। ଏବେ ବିଲରେ ରୁଆପୋତା ସମୟରେ ଆବଶ୍ୟକ ରହିଛି ସାର। ଏହାର ଭିତରେ ଚାଷୀକୁ ମିଳିପାରୁନାହିଁ ସାର। ସାର ପାଇଁ…

ଦେବଗଡ଼ରେ ୟୁରିଆ ସାର ଅଭାବ: ରାସ୍ତା ଅବରୋଧ କଲେ ଚାଷୀ

ଦେବଗଡ଼,୭ା୯(ଶଶାଙ୍କ ଶେଖର ଝାଙ୍କର): ୟୁରିଆ ସାର ଅଭାବ ନେଇ ଦେବଗଡ଼ରେ ଉତ୍ତେଜନା। ଦେବଗଡ଼-ରିଆମାଳ ରାସ୍ତା ଝାଡ଼େଶ୍ବର ମନ୍ଦିର ନିକଟରେ ରାସ୍ତା ଅବରୋଧ ହୋଇଛି। ସାର ଗଚ୍ଛିତ ସତ୍ତ୍ୱେ ଦେଉ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। କଳାବଜାର ଉଦ୍ଦେଶ୍ୟ ନେଇ…

ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ନିର୍ବାଚନ: ସଭାପତି-ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ଭବାନୀପାଟଣା,୭ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏମ୍‌ସିଏଚ୍‌ କୋଠାର ସଭାଗୃହରେ ରବିବାର ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ କଳାହାଣ୍ଡି ଜିଲା ଶାଖାର ଚଳିତ ୨୦୨୫-୨୭ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି…

ହଠାତ୍‌ ବଢ଼ିଲା ମହାନଦୀର ଜଳସ୍ତର, ଚରିବାକୁ ଯାଇ ଫସିଗଲେ ଊର୍ଦ୍ଧ୍ୱ ଗୋରୁ, ଉଦ୍ଧାର ପାଇଁ ଚାଲିଛି…

ବାଙ୍କୀ,୭ା୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ମହାନଦୀରେ ଅଚାନକ ଜଳସ୍ତର ବୃଦ୍ଧି ଯୋଗୁ ଖାଦ୍ୟ ଅନ୍ବେଷଣରେ ମହାନଦୀର ବାଲି ପଠାକୁ ଯାଇ ଫସି ରହିଛନ୍ତି ଗୋରୁପଲ। ଏ ଚିତ୍ର ବାଙ୍କୀ କୁଶୁପଙ୍ଗୀର ମହାନଦୀ ବାଲିପଠାର। ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁ ଗୋରୁପଲ ଆଉ…

 ପୋଲିସ ମାଓବାଦୀ  ମଧ୍ୟରେ ଗୁଳିବିନିମୟ: ଜଣେ ନିହତ  

ରାଉରକେଲା,୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ସଂଲଗ୍ନ ଝାଡ଼ଖଣ୍ଡର ଗୋଇଲକେରା ଥାନା ଅଞ୍ଚଳର ଆରାହାସା ପଞ୍ଚାୟତର ରେଲା ଗାଁରେ ଅବସ୍ଥିତ ବୁର୍ଜୁୱା ପାହାଡ଼ ନିକଟରେ ରବିବାର ସକାଳେ ପୋଲିସ ଏବଂ ସିପିଆଇ ମାଓବାଦୀ  ମଧ୍ୟରେ ଗୁଳିବିନିମୟ  ଜାରି ରହିଥିଛି। ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ …

ପର୍ଯ୍ୟଟନକ୍ଷେତ୍ର ଲଭର୍ସ ପଏଣ୍ଟକୁ ଯାଇ ଅଧାବାଟରୁ ଫେରୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ବର୍ଷା ଦିନରେ ମଧ୍ୟ ଦୈନିକ ଶହଶହ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ତେବେ କିଛି ପର୍ଯ୍ୟଟନକ୍ଷେତ୍ରକୁ ଯାତାୟାତ ରାସ୍ତାର ଦୁରବସ୍ଥା ଯୋଗୁ ପର୍ଯ୍ୟଟକ ନାନା ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି। ଏଭଳି ଏକ ପ୍ରମୁଖ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri