Home Left

ଏହି କ୍ରିକେଟରଙ୍କ ପ୍ରେମରେ ପଡିଥିଲେ ବାହୁବଳୀ ଫେମ୍‌ ଅନୁଷ୍କା ସେଟ୍ଟୀ

ବଲିଉଡ ଏବଂ କ୍ରିକେଟ ମଧ୍ୟରେ ସମ୍ପର୍କ ବହୁ ପୁରୁଣା। ଅନେକ ସମୟରେ ବଲିଉଡ ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ପ୍ରେମ ସମ୍ପର୍କ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥାଏ। ବଲିଉଡରେ ଅଭିନେତ୍ରୀଙ୍କୁ ନିଜ ପ୍ରିୟ କ୍ରିକେଟରଙ୍କ ବିଷୟରେ ପଚାରିଲେ ଅଧିକାଂଶ ବିରାଟ କୋହଲି, ରୋହିତ…

ନିୟମଗିରି ପାହାଡ଼ରେ ଲାଗିଛି ୫ ମାଓବାଦୀ ବିରୋଧୀ ପୋଷ୍ଟର

ରାୟଗଡ଼ା ଅଫିସ,୩।୨: ରାୟଗଡ଼ା ଜିଲା ନିୟମଗିରି ପାହାଡ଼ରେ ସୋମବାର ସକାଳୁ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। କଲ୍ୟାଣସିଂହପୁର ପାର୍ସାଲିର ୨ଟି ସ୍ଥାନରେ ଲଗାଯାଇଥିବା ସମୁଦାୟ ୫ଟି ମାଓବାଦୀ ବିରୋଧୀ ପୋଷ୍ଟରରୁ ଜଣାପଡ଼ୁଛି ଏହା ଡଙ୍ଗରିଆ କନ୍ଧ ବିକାଶ ପକ୍ଷରୁ ମରାଯାଇଛି।…

ନିର୍ଭୟା ମାମଲା: ଫାଶୀ ତାରିଖ ଘୁଞ୍ଚିବାରୁ କିନ୍ନରଙ୍କ ବିରୋଧ ପ୍ରଦର୍ଶନ

ବଲିୟା,୩।୨: ନିର୍ଭୟା ଗଣବଳାତ୍କାର ମାମଲରେ ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ କେତେକ ନ୍ୟାୟିକ କାରଣ ଯୋଗୁ ଏବେ ଏହା ଘୁଞ୍ଚିଯାଇଛି। ଏହାକୁ ଦେଖି ଏବେ ଉତ୍ତରପ୍ରଦେଶର କିନ୍ନର ଅନୁଷ୍କା ତାଙ୍କ ସହଯୋଗୀଙ୍କ ସହ ମିଶି…

କପି ରୋକିବାକୁ ବିହାରରେ ଜୋତା, ମୋଜା ଉପରେ ଲାଗିଲା କଟକଣା

ପାଟନା,୩।୨: ରାଜ୍ୟରେ ଫେବୃୟାରୀ ୩ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ସୋମବାରଠାରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଚଳିତ ଥର ୧୨.୦୫ଲକ୍ଷ ଛାତ୍ରୀଛାତ୍ର ପରୀକ୍ଷା ଦେଉଥିବା ଜଣାପଡ଼ିଛି। ଏହି ପରୀକ୍ଷାରେ କୌଣସି ପ୍ରକାର ତ୍ରୁଟି ଏବଂ ଭ୍ରଷ୍ଟାଚାରକୁ ରୋକିବା…

ଷ୍ଟେଶନ ରୋଡ୍‌ରୁ ୪ ଲକ୍ଷ ଟଙ୍କାର ମଦ ଜବତ: ଖସିଗଲେ ମା’ ପୁଅ

କଟକ ରୋଡ,୩।୨: ରାଜଧାନୀରେ ଚୋରା ବ୍ୟବସାୟ ବେଧଡକ ଚାଲିଛି। ବିଭିନ୍ନ ଜାଗାରେ ବ୍ରାଉନସୁଗାର, ଗଞ୍ଜେଇ ସାଙ୍ଗକୁ ବିଦେଶୀ ଓ ଦେଶୀ ମଦ କାୟା ମେଲାଇଛି। ଦୀର୍ଘଦିନ ଧରି ଲକ୍ଷ୍ମୀସାଗର ଥାନା ଅଧୀନ ୬ନଂ ପ୍ଲାଟଫର୍ମ ଷ୍ଟୋନ ରୋଡରେ ଲକ୍ଷ୍ମୀସାଗର ଏବଂ କମିଶନରେଟ…

ପାକିସ୍ତାନରେ ଦାହ ସଂସ୍କାର ହେଲା ମହଙ୍ଗା!

ଇସ୍‌ଲାମାବାଦ,୩।୨: ପାକିସ୍ତାନରେ ଥିବା ହିନ୍ଦୁଙ୍କର ଦାହ ସଂସ୍କାର କରିବା ଏବେ ମହଙ୍ଗା ହୋଇଛି। ଶୁଣିବାକୁ ମିଳିଛି କି ଏବେ ଏଠାରେ ଅଧିକାଂଶ ହିନ୍ଦୁ ମୃତଦେହ ଦାହ ନ କରିପାରି ପୋତି ଦେଉଛନ୍ତି। ଆଉ କେତେଜଣ ଅସ୍ଥି ବିସର୍ଜନ ପାଇଁ ଅପେକ୍ଷା ରଖୁଛନ୍ତି।…

କଲ୍ୟାଣମଣ୍ଡପ ସିଲ୍‌ ଅଭିଯାନ ଆରମ୍ଭ

ଭୁବନେଶ୍ବର,୩।୨(ବ୍ୟୁରୋ): ବିନା ବିଲ୍ଡିଂ ପ୍ଲାନ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ ଥିବା କଲ୍ୟାଣମଣ୍ଡପକୁ ବିଏମସି କାରଣ ଦର୍ଶାଅ ନୋଟିସ କରିଥିଲା। ଜାନୁୟାରୀ ୩୧ ଏହାର ସମୟସୀମା…

ଆଇସିସି, ଫିଫା ବିଶ୍ୱକପ୍‌ରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିବା ଖେଳାଳି

ଜଣେ କ୍ରୀଡ଼ାବିତଙ୍କ ପାଇଁ ବିଶ୍ୱକପ୍‌ ଖେଳିବା ସବୁଠୁ ବଡ଼ କଥା। କିନ୍ତୁ ଏମିତି ଜଣେ କ୍ରୀଡ଼ାବିତ୍‌ ରହିଛନ୍ତି, ଯେକି ଦୁଇଟି କ୍ରୀଡ଼ାରେ ବିଶ୍ୱକପ ଖେଳିସାରିଛନ୍ତି। ଅଷ୍ଟ୍ରେଲିଆନ ମହିଳା କ୍ରିକେଟର ଏଲିସେ ପେରି। ଏହି ଅଲରାଉଣ୍ଡର ୨୦୦୭ରେ ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ…

୪୮ ବର୍ଷ ପୁରୁଣା ଟେନିସ ବହି ନିଜ ପାଖରେ ରଖନ୍ତି ଅଜିଙ୍କେ ରାହାଣେ: ଜାଣନ୍ତୁ କାହିଁକି

ବିରାଟ କୋହଲିଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡରେ ଗସ୍ତରେ ଯାଇଛି। ପାଞ୍ଚଟିକିଆ ଟି୨୦ ସିରିଜ୍‌ ହାତେଇବା ପରେ ଏବେ ୩ଟିକିଆ ଏକଦିବସୀୟ ଏବଂ ଦୁଇଟି ଟେଷ୍ଟ କବ୍ଜା କରିବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ। ଭାରତୀୟ ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ…

କେରଳରେ ଚିହ୍ନଟ ହେଲେ ତୃତୀୟ କରୋନାଭାଇରସ ପଜିଟିଭ

ଥିରୁଭାନନ୍ଥପୁରମ,୩।୨: ଡରାଇଲାଣି କରୋନାଭଇରସ। କେରଳରେ କରୋନାଭାଇରସରେ ଆକ୍ରାନ୍ତ ଥିବା ତୃତୀୟ ବ୍ୟକ୍ତିଙ୍କର ଚିହ୍ନଟ କରାଯାଇଛି। ଏହାପୂର୍ବରୁ ୨ଜଣଙ୍କ ନିକଟରେ କରୋନାଭାଇରସ ପଜିଟିଭ ମିଳିବା ପରେ ଏମାନଙ୍କର ଏବେ ଆଇସୋଲେଶନ ଓ୍ବାର୍ଡରେ ଚିକିତ୍ସା ଚାଲିଛି। ତୃତୀୟ ବ୍ୟକ୍ତି ଜଣଙ୍କ କାସରାଗଡ ଅଞ୍ଚଳର ହୋଇଥିବା…

ଆବର୍ଜନା ପରିଚାଳନା ପ୍ରକଳ୍ପ ନିର୍ମାଣକୁ ବିରୋଧ: ଘଟଣାସ୍ଥଳରେ ଉତ୍ତେଜନା

କେନ୍ଦୁଝର,୩।୨(ସ୍ବ.ପ୍ର.) : କେନ୍ଦୁଝର ପୋରାଞ୍ଚଳ ଅଧିନସ୍ଥ କୃଷକ ବଜାର ନିକଟରେ ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପ ନିିର୍ମାଣ ନେଇ ବିରୋଧ ଜୋରଦାର ହୋଇଛି। ସୋମବାର ପ୍ରକଳ୍ପ ନିିର୍ମାଣ ପାଇଁ ଜାଗା ଚିହ୍ନଟ କରିବାକୁ ଆସିଥିବା ପୌରପାଳିକା ଅଧିକାରୀ ଓ କର୍ମଚାରୀଙ୍କୁ ଶତାଧିକ…

୨ସନ୍ତାନଙ୍କ ସହ ଅର୍ପିତାଙ୍କ ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଖାଁଙ୍କ ଭଉଣୀ ଅର୍ପିତା ଖାଁ ଶର୍ମା ନିକଟରେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାଇ ସଲମାନଙ୍କ ଜନ୍ମଦିନ ଅବସରରେ ଅର୍ଥାତ୍‌ ଡିସେମ୍ବର ୨୭ରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମ ପରଠାରୁ ହିଁ ଅର୍ପିତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri