Home Left

ଫିଟ୍‌ନେସ୍‌ ଟେଷ୍ଟବେଳେ ଅକମଲଙ୍କ ଅସଦାଚରଣ

କରାଚୀ,୩।୨- ଦୀର୍ଘଦିନ ହେଲା ପାକିସ୍ତାନ ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ଉମର ଅକମଲ ଶୃଙ୍ଖଳାଗତ ଦଣ୍ଡାଦେଶର ସମ୍ମୁଖୀନ ହୋଇପାରନ୍ତି। ସେ ଫିଟ୍‌ନେସ ଟେଷ୍ଟବେଳେ ଟ୍ରେନରଙ୍କୁ ଅପମାନିତ କରିଥିବା ରିପୋର୍ଟ ହୋଇଛି। ଫିଟ୍‌ନେସ ଟେଷ୍ଟବେଳେ ଟ୍ରେନରଙ୍କୁ ‘ଚର୍ବି କୋଉଠି ଅଛି’ ବୋଲି ପ୍ରଶ୍ନ…

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ପାଇଲଟ ସୁରକ୍ଷିତ

ଜମ୍ମୁ,୩।୨: ଜମ୍ମୁ-କଶ୍ମୀରରେ ସୋମବାର ସକାଳ ପ୍ରାୟ ୧୧ଟା ୧୫ରେ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୨ ପାଇଲଟ ସୁରକ୍ଷିତ ବାହାରି ଆସିଥିବା ସୂଚନା ମିଳିଛି। ଏହା ଜମ୍ମୁ-କଶ୍ମୀରର ରିଆସି ଜିଲାରେ ହୋଇଥିବା ସୂଚନା ମିଳିଛି। ହେଲେ…

୫ମାସ ପରେ ଭାଜପା ନେତା ଚିନ୍ମୟାନନ୍ଦଙ୍କୁ ମିଳିଲା ଜାମିନ

ପ୍ରୟାଗରାଜ,୩।୨: ଉତ୍ତରପ୍ରଦେଶ ଶାହଜହାଁପୁରର ଲ’ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଜାମିନ ମିଳିଛି। ସୋମବାର ଆହ୍ଲାବାଦ ହାଇକୋର୍ଟ ତାଙ୍କର ଜାମିନ ଆବେଦନର ଶୁଣାଣି କରିଥିଲେ। ଏହି ଶୁଣାଣିରେ କୋର୍ଟ…

ସିଆଚେନ୍‌ ଗ୍ଲାସିୟରକୁ ନେଇ ନିର୍ମାଣ ହେବ ଫିଲ୍ମ ‘ସିଆଚେନ ଓ୍ବାରିୟର୍ସ’

ମୁମ୍ବାଇ: ବଲିଉଡ୍‌ରେ ପୁଣିଥରେ ଦେଖିବାକୁ ମିଳିବ ଦେଶଭକ୍ତିର କାହାଣୀ। ତେବେ ଭାରତୀୟ ସେନାଙ୍କ କାହାଣୀକୁ ନେଇ ବଲିଉଡ୍‌ରେ ନିର୍ମାଣ କରାଯାଉଥିବା ଫିଲ୍ମ ଭଲ ବ୍ୟବସାୟ କରୁଥିବା ବେଳେ ଦର୍ଶକେ ଏହାର ଅପେକ୍ଷା ରହୁଥିବା ଦେଖାଯାଇଛି। ‘ଉରି-ଦ ସର୍ଜିକାଲ ଷ୍ଟ୍ରାଇକ୍‌’ ଏହାର ଏକ…

୬୫ତମ ଫିଲ୍ମ ଫେୟାର ଆଓ୍ବାର୍ଡ: ଓ୍ବାର, ଉରି ସମେତ ଏହି ଫିଲ୍ମ ମାରିଲେ ବାଜି

ମୁମ୍ବାଇ: ୬୫ତମ ଆମାଜନ ଫିଲ୍ମଫେୟାର ଆଓ୍ବାର୍ଡ ୨୦୨୦ ଚଳିତ ଥର ଆସାମରେ ଫେବୃୟାରୀ ୧୫ରେ ଅନୁଷ୍ଠିତ ହେବ। ତେବେ ଏହି ଆଓ୍ବାର୍ଡ ସେରିମନି ପୂର୍ବରୁ ନୋମିନେଶନ୍‌ ଲିଷ୍ଟ ଜାରି କରାଯାଇଛି। ଚଳିତ ଥର ମୁଖ୍ୟ ଆଓ୍ବାର୍ଡ ନୋମିନେଶନରେ ୧୯ କାଟାଗୋରିକୁ ସାମିଲ…

ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ସହିତ ସମ୍ପର୍କ: ପୂର୍ବତନ ବିଧାୟକଙ୍କୁ ଜେରା କରିବ ଏନ୍‌ଆଇଏ

ଶ୍ରୀନଗର,୩।୨: ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ସହିତ ସମ୍ପର୍କ ଅଭିଯୋଗରେ ଜମ୍ମୁ-କଶ୍ମୀରର ପୂର୍ବତନ ବିଧାୟକ ଶେଖ୍‌ ଅବଦୁଲ୍‌ ରଶିଦ୍‌ଙ୍କୁ ଏନ୍‌ଆଇଏ ଜେରା କରିବ। ହିଜ୍‌ବୁଲ୍‌ କମାଣ୍ଡର ସୟଦ୍‌ ନଓ୍ବିଦ୍‌ ମୁସ୍ତାକ୍‌ ଅହମ୍ମଦ୍‌ ଓରଫ୍‌ ବାବୁଙ୍କ ସହିତ ତାଙ୍କର ସମ୍ପର୍କ ଥିବା ଅଭିଯୋଗ…

ଅଦିନିଆ ରଥଯାତ୍ରାକୁ ନେଇ ଥାନାରେ ଏତଲା

ପୁରୀ ଅଫିସ,୩।୨: ବମ୍ବେରେ ଇସ୍କନ ପକ୍ଷରୁ ଅନୁଷ୍ଠିତ ଅଦିନିଆ ରଥଯାତ୍ରାକୁ ନେଇ ପ୍ରତିବାଦ ତେଜିବାରେ ଲାଗିଛି। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁଙ୍କ ପ୍ରତି ଘୋର ଅପମାନ। ବାରମ୍ବାର ଇସ୍କନ ଏଭଳି ଆଚରଣ ଦେଖାଇ ବିଧି ପରମ୍ପରାକୁ ବେଖାତିର କରୁଥିବାରୁ ଶ୍ରୀମନ୍ଦିର…

ପାଣିରେ ଲାଗିଲା ନିଆଁ

ଗୁଆହାଟି,୩।୨: ଆସାମ ଦିବ୍ରୁଗଡରେ ଏକ ତେଲ ପାଇପ ଲାଇନ୍‌ ଫାଟିଯିବା ଫଳରେ ନିଆଁ ଲାଗିଯାଇଛି। ଏହାର ଧୂଆଁରେ ଆଖପାଖ ଅଞ୍ଚଳର ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ପାଇପ ଲାଇନରେ ବିସ୍ଫୋରଣ ହେବା ଫଳରେ ଏହା ନିକଟରେ ଥିବା ଏକ ନଦୀ ମଧ୍ୟକୁ ବ୍ୟାପିଯାଇଥିଲା।…

ପ୍ରଜନନ ଋତୁରେ ଗ୍ରେ ସିଲ୍‌ ଲାଞ୍ଜ ଦ୍ୱାରା ନିଜ ନିଜ ମଧ୍ୟରେ ଯୋଗାଯୋଗ କରନ୍ତି

ଓ୍ବାଶିଂଟନ,୩।୨: ପ୍ରଜନନ ଋତୁରେ ଗ୍ରେ ସିଲ୍‌ ଲାଞ୍ଜ ଦ୍ୱାରା ନିଜ ନିଜ ମଧ୍ୟରେ ଯୋଗାଯୋଗ କରିଥାନ୍ତି। ଆମେରିକା ମୋନାଶ୍‌ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ବାୟୋଲୋଜିକାଲ ସାଇନ୍ସ୍‌ ଗବେଷକଙ୍କ ଦ୍ୱାରା ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଗ୍ରେ ସିଲ୍‌ ଶବ୍ଦ…

ଗ୍ରାଉଣ୍ଡରେ ଖେଳାଳି ପ୍ରଶଂସକଙ୍କ ମାରପିଟ

ସାଓ ପାଉଲୋ,୩।୨- ବ୍ରାଜିଲର ଏକ ଫୁଟବଲ କ୍ଲବ ମ୍ୟାଚ୍‌ ପ୍ରଶଂସକଙ୍କ ଯୋଗୁ ବାଧାପ୍ରାପ୍ତ ହୋଇଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ ପ୍ରଥମେ ପ୍ରଶଂସକମାନେ ଗ୍ରାଉଣ୍ଡ ମଧ୍ୟକୁ ପ୍ରବେଶ କରିବା ପରେ ଭ୍ରମଣକାରୀ ଦଳର ଖେଳାଳିଙ୍କ ସହ ମାରପିଟ କରିଥିଲେ। ଫିଗୁରେନ୍‌ସ ବିପକ୍ଷ ମ୍ୟାଚ୍‌ରେ…

ତାମିମଙ୍କ ତ୍ରିଶତକ, ଭାଙ୍ଗିଲେ ବାଂଲାଦେଶ ପ୍ରଥମ ଶ୍ରେଣୀ ରେକର୍ଡ

ଢାକା,୩।୨- ବାଂଲାଦେଶ ଓପନର ତାମିମ ଇକବାଲ ଦେଶର ପ୍ରଥମ ଶ୍ରେଣୀ କ୍ରିକେଟରେ ୩୩୪ ରନ୍‌ର ଅପରାଜିତ ଇନିଂସ ଖେଳିଛନ୍ତି। ଏହା ପ୍ରଥମ ଶ୍ରେଣୀ କ୍ରିକେଟରେ ବାଂଲାଦେଶୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ପୂର୍ବାଞ୍ଚଳ ପାଇଁ ଖେଳୁଥିବା ତାମିମ ମଧ୍ୟାଞ୍ଚଳ ବିପକ୍ଷରେ…

କ୍ଷଣକ ମଧ୍ୟରେ ହାର୍ଟରୋଗୀଙ୍କୁ ସୁସ୍ଥ କରେ ଶୁଖିଲା ଲଙ୍କା

ଶୁଖିଲା ଲଙ୍କା ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଥାଏ। ଏହା ଖାଲି ମସଲା ଭାବେ ବ୍ୟବହାର କରାଯାଏ ତା’ ନୁହେଁ। ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଜଣାଶୁଣା ଆୟୁର୍ବେଦିକ୍‌ କ୍ରିଷ୍ଟୋଫର୍‌ କୁହନ୍ତି, ଶୁଖିଲା ଲଙ୍କା ହୃଦ୍‌ରୋଗୀଙ୍କ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri