ଉପକାରୀ କ୍ୟାପ୍ସିକମ୍: ଦୂର ହୁଏ ଏସବୁ ରୋଗ
ସାଧାରଣତଃ ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ରୋଷେଇରେ କ୍ୟାପ୍ସିକମ୍ ବ୍ୟବହାର କରାଯାଇଥାଏ। ବିଶେଷକରି ମ୍ୟାଗି, ଚାଓମିନ୍, ପାସ୍ତା, ପନିର, ନୁଡୁଲ୍ସ ଆଦିରେ କ୍ୟାପ୍ସିକମ୍ ବ୍ୟବହୃତ ହୁଏ। ଏହା ଖାଲି ଖାଦ୍ୟକୁ ସ୍ବାଦିଷ୍ଟ କରେ ନାହିଁ, ଏହାର ଅନେକ ଉପକାରୀ ଗୁଣ ମଧ୍ୟ…
ରାହୁଲ-ଆଥିଆଙ୍କ ସମ୍ପର୍କକୁ ନେଇ କ’ଣ କହିଲେ ସୁନୀଲ ସେଟ୍ଟୀ
ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ…
ଆଇଟିବିପି କ୍ୟାମ୍ପରେ ଥିବା ୪୦୬ ଜଣଙ୍କ ରକ୍ତ ନୁମନା ନେଗେଟିଭ
ନୂଆଦିଲ୍ଲୀ,୯।୨: ଚାଇନାରୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତ ଆସିଥିବା ଲୋକଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ସେମାନଙ୍କୁ ଆଇଟିବିପି ଯବାନଙ୍କ ଦ୍ୱାରା ପ୍ରସ୍ତୁତ କ୍ୟାମ୍ପରେ ରଖାଯାଇଥିଲା। ଏମାନଙ୍କ ମଧ୍ୟରୁ ୪୦୬ ଜଣଙ୍କ ରକ୍ତ ନମୁନା କରୋନାଭଇରସରେ ସଂକ୍ରମିତ କି ନା ଯାଞ୍ଚ…
ହିନ୍ଦୁ-ମୁସଲମାନ୍ ନୁହେଁ ବିକାଶକୁ ଦୃଷ୍ଟିରେ ରଖି ଭୋଟର ଦେଇଛନ୍ତି ଭୋଟ: ଅଖିଳେଶ
ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭାର ୭୦ ଆସନ ଲାଗି ମତଦାନ ଶେଷ ହୋଇଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପୁଣି କ୍ଷମତା ଦଖଲ କରିବେ ବୋଲି ଆକଳନ କରାଯାଇଛି। ଏହି ମର୍ମରେ ରବିବାର ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ…
ଜାପାନରୁ ଓଡ଼ିଶା ଫେରିଲା ଦୁଇ ଓଡ଼ିଆଙ୍କ ମୃତଦେହ
ଭୋଗରାଇ, ୯।୨(ଡି.ଏନ.ଏ):ଜାପାନ ରାଜଧାନୀ ଟୋକିଓ ନିକଟସ୍ଥ ଏକ ସହରରେ ରୋଷେୟା ଭାବେ କାର୍ଯ୍ୟରତ ଦୁଇ ଓଡ଼ିଆଙ୍କ ମୃତଦେହ ରବିବାର ଗାଁକୁ ଅଣାଯାଇଛି। ପ୍ରଥମେ ମୃତଦେହ ଦିଲ୍ଲୀରୁ ଏକ ବିମାନ ଯୋଗେ କୋଲକାତା ବିମାନବନ୍ଦର ଅଣାଯାଇଥିଲା। ମୃତଶରୀରକୁ ଓଡ଼ିଶା ଆଣିବା ପାଇଁ ବିମାନବନ୍ଦରରେ…
କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍
ନୂଆଦିଲ୍ଲୀ,୯।୨: ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଦ୍ୱାରା ରବିବାର ଫାଷ୍ଟ ଲୁକ୍ର ପୋଷ୍ଟର ରିଲିଜ୍ କରାଯାଇଛି। କଲାମଙ୍କ ଜୀବନିକୁ ନେଇ ନିର୍ମାଣ କରାଯାଇଥିବା ଏହି ଫିଲ୍ମରେ ଜଣେ ଉତ୍ସର୍ଗୀକୃତ…
ରବିଦାସଙ୍କ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରିୟଙ୍କା
ବାରାଣସୀ,୯।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ବାରାଣସୀ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚି ସେ ସିର ଗୋବର୍ଦ୍ଧନପୁରରେ ଥିବା ସନ୍ଥ ରବିଦାସଙ୍କ ମନ୍ଦିରରେ ଦର୍ଶନ କରିଛନ୍ତି। ଏହି ଅବସରରେ ସେଠାରେ ସନ୍ଥ ରବିଦାସଙ୍କ ଜୟନ୍ତୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ।…
ଅଦିନିଆ ଇସ୍କନ ରଥଯାତ୍ରାକୁ ବ୍ରହ୍ମକ୍ଷେତ୍ରରେ ପ୍ରତିବାଦ
ନିଶ୍ଚିନ୍ତକୋଇଲି, ୯।୨ (ସ୍ବ.ପ୍ର.): ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାକୁ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ବଳଦେବଜୀଉ ପୀଠରେ ରବିବାର ପ୍ରତିବାଦ କରାଯାଇଛି। ବଳଦେବଜୀଉ ଟ୍ରଷ୍ଟି ଓ ଜଗନ୍ନାଥ ସଂସ୍କୃତି ପ୍ରେମୀ ଏହି ପ୍ରତିବାଦ କରିଛନ୍ତି। ମ୍ୟାନେଜିଂ ଟ୍ରଷ୍ଟି ଧୀରେନ୍ଦ୍ର…
କରୋନା ସନ୍ଦିଗ୍ଧଙ୍କୁ ଚାଇନା ସରକାରଙ୍କ ନିର୍ଯାତନା: ଘରୁ ନେଉଛନ୍ତି ଘୋଷାଡ଼ିି-ଘୋଷାଡ଼ିି
ବେଜିଂ,୯।୨: ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଦେଶର ୩୦ଟି ସହରର ଲୋକଙ୍କଠାରେ ଏହା ଚିହ୍ନଟ ହୋଇଛି। ତେବେ କରୋନା ସନ୍ଦିଗ୍ଧଙ୍କୁ ଚାଇନା ସରକାର ନିର୍ଯାତନା ଦେଉଥିବାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।…
ମହିଳାଙ୍କ ଆକାଉଣ୍ଟ୍ରେ ଥିଲା ମାତ୍ର ୬୦ ଟଙ୍କା, ଅଚାନକ ଆସିଗଲା ୩୦ କୋଟି
ବେଙ୍ଗାଲୁରୁ: କିଏ ବା ନ ଚାହେଁ ଧନୀ ହେବାକୁ। ଅନେକ ଲୋକେ ଭାବିଥାନ୍ତି ରାତାରାତି କେଉଁଠୁ ଟଙ୍କା ଆସିଯାନ୍ତା କି ସେ କୋଟିପତି ହୋଇଯାଆନ୍ତେ। ଅନେକଙ୍କ ଏହି ଅବାସ୍ତବ ସ୍ବପ୍ନ ସ୍ବପ୍ନରେ ରହିଯାଉଥିବା ବେଳେ ଆଉ କିଛି ଲୋକଙ୍କ କ୍ଷେତ୍ରରେ ସତରେ…
ଗୋଟିଏ ମଣ୍ଡପରେ ମା’-ଝିଅ କଲେ ବିବାହ
ରାଞ୍ଚି,୯।୨: ଝାଡ଼ଖଣ୍ଡରେ ଗୋଟିଏ ବିବାହ ମଣ୍ଡପରେ ମା’ ଏବଂ ଝିଅଙ୍କର ବିବାହ ସମ୍ପନ୍ନ ହୋଇଛି। ଏହି ବିବାହକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା। ରାଞ୍ଚିରେ ରବିବାର ୧୫୦ ଯୋଡ଼ାଙ୍କର ସାମୁହିକ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା। ଏଠାରେ ବାସକରୁଥିବା…
ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ସିରିଜ: ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ
ମେଲବୋର୍ନ,୯।୨- ଚଳିତ ତ୍ରିରାଷ୍ଟ୍ରୀୟ ସିରିଜ୍ର ଅନ୍ତିମ ଲିଗ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୧୬ ରନ୍ରେ ଇଂଲଣ୍ଡକୁ ହରାଇ ଦେଇଛି। ଫଳରେ ଭାରତ ଫାଇନାଲରେ ପ୍ରବେଶ କରିଛି। ଟିମ୍ ଇଣ୍ଡିଆ ୪ ମ୍ୟାଚ୍ରୁ ୨ ଜିତିଥିବାବେଳେ ସମାନ ସଂଖ୍ୟକ ମ୍ୟାଚ୍ରେ ପରାସ୍ତ ହୋଇଥିଲା। ସିରିଜର…
Archives


