ଆରଏସ୍ଏସ୍ର ବରିଷ୍ଠ ପ୍ରଚାରକ ପି. ପରମେଶ୍ୱରନ୍ଙ୍କ ପରଲୋକ
କୋଚି,୯।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଆରଏସ୍)ର ବରିଷ୍ଠ ପ୍ରଚାରକ ପି ପରମେଶ୍ୱରନଙ୍କର ରବିବାର ପରଲୋକ ହୋଇଛି। କେରଳର ପାଲାକ୍କାଡ ଜିଲାର ଓଟ୍ଟାପ୍ପାଲମାରେ ତାଙ୍କର ଆର୍ୟୁବେଦିକ ଚିକିତ୍ସା ଚାଲିଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ପରମେଶ୍ୱରନ ପଣ୍ଡିତ…
କରୋନା ଆତଙ୍କ: ଚାଇନାକୁ ମୋଦିଙ୍କ ଆଶ୍ୱାସନା, ଭାରତ ସହଯୋଗ ପାଇଁ ପ୍ରସ୍ତୁତ
ନୂଆଦିଲ୍ଲୀ,୯।୨: ଚାଇନାରେ କରୋନା ଭାଇରସ୍ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୮୧୧ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୦୦କୁ ବୃଦ୍ଧି ପାଇଛି। ଏଭଳି ସଙ୍କଟଜନକ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ଜିନ୍ପିଙ୍ଗଙ୍କୁ ଚିଠି ଲେଖି…
‘ଦିଲ୍ଲୀରେ ଯଦି ଭାଜପା ହାରେ, ଜୀବନରେ କେବେ ନିର୍ବାଚନ ଲଢ଼ିବିନି’
ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତା ୧୧ରେ ପ୍ରକାଶ ପାଇବା ପୂର୍ବରୁ ଏକ୍ଜିଟ ପୋଲ ପ୍ରକାଶ ପାଇଛି। ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତା ଆସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବସିବେ ବୋଲି ବିଭିନ୍ନ ସଂସ୍ଥା ଦ୍ୱାରା ହୋଇଥିବା ଏକ୍ଜିଟ…
ସାରାଙ୍କ ଡ୍ରେସ୍ ଦାମ୍ରେ ହୋଇଯିବ ହିଲ୍ଷ୍ଟେଶନ ଟ୍ରିପ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଆଜିକାଲି ଇଣ୍ଡଷ୍ଟ୍ରିରେ ବେଶ୍ ଚର୍ଚ୍ଚାରେ ରହୁଛନ୍ତି। ସେ ଏବେ ଫିଲ୍ମ ‘ଲଭ୍ ଆଜକଲ୍’ ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ଭାଲେଣ୍ଟାଇନ୍ ଡେ’ରେ ଏହା ରିଲିଜ ହେବ। ସାରା ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ…
୧୯ ବର୍ଷରୁ କମ୍ ବିଶ୍ୱକପ୍ ପାଇଁ ବାଂଲାଦେଶକୁ ୧୭୮ ରନ୍ ଦରକାର
ପୋଚଫ୍ସଷ୍ଟ୍ରୁମ,୯।୨- ଚଳିତ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ମାତ୍ର ୧୭୭ ରନ୍ରେ ଅଲଆଉଟ୍ ହୋଇଯାଇଛି। ପ୍ରଥମ ଥର କୌଣସି ଆଇସିସି ଇଭେଣ୍ଟର ଫାଇନାଲ ଖେଳୁଥିବା ବାଂଲାଦେଶକୁ ଇତିହାସ ରଚିବା ପାଇଁ ୧୭୮ ରନ୍ ଦରକାର। ଆମନ୍ତ୍ରଣ…
ଜିମ୍ ଲୁକ୍କୁ ନେଇ ଚିନ୍ତାରେ ଜାହ୍ନବୀ!
ମୁମ୍ବାଇ: ବଳିଉଡ୍ ଷ୍ଟାର କିଡ୍ ଜାହ୍ନବୀ କପୁର ତାଙ୍କ ଅଭିନୟ ପାଇଁ ଯେତିକି ପପୁଲାର ତା’ଠାରୁ ଅଧିକ ପପୁଲାର ତାଙ୍କ ଜିମ୍ ଲୁକ୍କୁ ନେଇ। ଏପର୍ଯ୍ୟନ୍ତ ଜାହ୍ନବୀଙ୍କ ଅଭିନୀତ ମାତ୍ର ଗୋଟିଏ ଫିଲ୍ମ ରିଲିଜ୍ ହୋଇଥିବା ବେଳେ ଅନ୍ୟ ସବୁ ରିଲିଜ୍…
୩୦ ବର୍ଷ ପରେ କେମିତି ଦେଖାଯାଉଛନ୍ତି ‘ଆଶିକ’ ନାୟକ
ମୁମ୍ବାଇ: ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ମୁଭି ’ଆଶିକ’ର ନାୟକ ରାହୁଲ ରୟ ଆଉ ଲାଇମ ଲାଇଟରେ ନାହାନ୍ତି। ସେ ସମୟର ଏହି ହିଟ୍ ନାୟକଙ୍କୁ ଦେଖିଲେ ଆଜି ହୁଏତ ଅନେକ ଚିହ୍ନି ପାରିବେ ନାହିଁ। ଆଶିକ ପରେ ରାହୁଲଙ୍କ ପାଖରେ ଫିଲ୍ମର…
ଜେସିବି ଚାଳକଙ୍କୁ ପିଟିପିଟି ହତ୍ୟା: ଅଭିଯୋଗ ଆଣିଲେ ଘର ମାଲିକ
ବେଦବ୍ୟାସ,୯।୨(ଡି.ଏନ୍.ଏ.): ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସ ଦୁର୍ଗାମଣ୍ଡପ ଗଳିରେ ରହୁଥିବା ଜଣେ ଜେସିବି ଚାଳକଙ୍କୁ ଶନିବାର ବିଳମ୍ବିତ ରାତିରେ ପିଟିପିଟି ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ମୃତକ ହେଲେ ଗୋମେତ ଦଣ୍ଡ(୩୫)। ପୋଲିସ ସୂଚନାନୁଯାୟୀ, ଉକ୍ତ ଭଡ଼ା ଘରେ…
ଏହା କୌଣସି ରନ୍ନ ନୁହେଁ ବରଂ ମକା
ବିଶାଖାପାଟନମ,୯।୨: ହାଇଦ୍ରାବାଦର ଅଭିନବ ଗଙ୍ଗୁଲମଲ୍ଲା ଓ ରେଣୁ ରାଓଙ୍କ ମୁହଁରେ ହସ ଫୁଟାଇଛି ଦୀର୍ଘ ୭ ବର୍ଷର ପରିଶ୍ରମ। ଦୀର୍ଘ ଦିନର ପରିଶ୍ରମ ପରେ ତାଙ୍କ ମକା କିଆରିରେ ଫଳିଛି ରତ୍ନ ଭଳି ଚମକୁଥିବା ମକା। ଏହା ରତ୍ନର ଭ୍ରମ ସୃଷ୍ଟି…
ବିବାହ ପୂର୍ବରୁ ମା’ ହେଲେ ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ କଲକି କୋଚଲିନ୍ ମା’ ହୋଇଛନ୍ତି। ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବୟଫ୍ରେଣ୍ଡ୍ ଗାୟ ହର୍ଷବର୍ଗଙ୍କ ସହ ଲିଭ୍ ଇନ୍ ରିଲେସନଶିପ୍ରେ ରହୁଥିବା କଲକି ଗତ ଡିସେମ୍ବରରେ ମା’ ହେବାକୁ ଯାଉଥିବା ସୋସିଆଲ ମିଡିଆରେ ଘୋଷଣା କରିଥିଲେ।…
ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ନବରଙ୍ଗପୁର,୯।୨(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଚାରାଧୀନ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୋରାପୁଟ ଜିଲା ପାଡୁଆ ଥାନା ଅନ୍ତର୍ଗତ ଶୋଭାପୁଟ ଗ୍ରାମର ପୁରୋଶତୀ ଖୋଡ଼ା। ଗତବର୍ଷ ସେପ୍ଟେମ୍ବର ୨୩ରୁ ଗଞ୍ଜେଇ କାରବାରରେ ନବରଙ୍ଗପୁର ଉପକାରାଗାରରେ ବିଚାରାଧୀନ ବନ୍ଦୀ…
ବୁଶଫାୟାର ମ୍ୟାଚ୍ ଜିତିଲା ପଣ୍ଟିଂ ଏକାଦଶ
ମେଲବୋର୍ନ,୯।୨- କ୍ରିକେଟର ବହୁ କିମ୍ବଦନ୍ତୀ ପୂର୍ବତନ ଖେଳାଳି ଏକାଠି ହୋଇଥିଲେ। ରବିବାର ଜଙ୍କଶନ ଓଭାଲରେ ଅନୁଷ୍ଠିତ ବୁଶଫାୟାର ଚ୍ୟାରିଟି ମ୍ୟାଚ୍ରେ ପଣ୍ଟିଂ ଏକାଦଶ ୧ ରନ୍ରେ ଗିଲଖ୍ରିଷ୍ଟ ଏକାଦଶକୁ ହରାଇ ଦେଇଛି। କ୍ୟାରିୟରରେ ପ୍ରାୟତଃ ବୋଲିଂ କରି ନ ଥିବା ମାଥ୍ୟୁ…
Archives


