ବାୟୁ ଦ୍ୱାରା ବ୍ୟାପୁଛି କରୋନାଭାଇରସ
ବେଜିଂ,୯।୨: କରୋନାଭାଇରସ ଏବେ ସାରା ବିଶ୍ୱର ନିଦ ହଜାଇ ଦେଇଛି କହିଲେ ଚଳେ। ଚାଇନାରେ ଏବେ ଏହି କରୋନାଭାଇରସ କବଳରେ ପଡି ୮ଶହ ଲେକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସାଂଘାଇର…
ଘର ପାଇଁ ଅଶୁଭ
* ବାସ୍ତୁଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ କଦାପି କ୍ଷୀରକୁ ଖୋଲା ରଖନ୍ତୁ ନାହିଁ। ଏହା ଦ୍ୱାରା ଘରେ ସର୍ବଦା ଆର୍ଥିକ ସମସ୍ୟା ଲାଗି ରହିଥାଏ। ତେଣୁ କ୍ଷୀରକୁ ସବୁ ବେଳେ ଘୋଡେଇ ରଖନ୍ତୁ। * ଘରେ କଦାପି କ୍ୟାକ୍ଟସ୍ ବା କଣ୍ଟା…
ନେପାଳ ବ୍ୟାଟ୍ସମ୍ୟାନଙ୍କ ବିଶ୍ୱ ରେକର୍ଡ
କାଠମାଣ୍ଡୁ,୯।୨- ନେପାଳର ଯୁବ ବ୍ୟାଟ୍ସମ୍ୟାନ କୁଶାଳ ମଲ୍ଲା ସ୍ବତନ୍ତ୍ର ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍ ଲିଗ୍ର ଦ୍ୱିତୀୟ ପର୍ଯ୍ୟାୟରେ ଶନିବାର ଆମେରିକା ବିପକ୍ଷରେ ଖେଳାଯାଇଥିବା…
ହାତୀ ମାରିବାକୁ ଆଦେଶ ଦେଲେ ବୋଟସଓ୍ବାନା ସରକାର
ଗାବୋରୋନେ,୯।୨: କେଉଁଠି କେଉଁଠି ହାତୀଙ୍କ ସଂଖ୍ୟା କମିଯିବା ଶୁଣାଯାଉଥିବା ବେଳେ ଏମାନେ ଖାଦ୍ୟାଭାବରୁ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଥିବା ମଧ୍ୟ ଦେଖାଯାଇଛି। ବେଳେ ବେଳେ ହାତୀ ମଣିଷର ଲଢେଇରେ ଅନେକ ଲୋକଙ୍କ ଜୀବନ ଯିବା ଖବର ମଧ୍ୟ ଆସିଛି। ହେଲେ…
ଟେଡି ଡେ’: ସାଥୀଙ୍କୁ କେଉଁ ରଙ୍ଗର ଟେଡି ଦେଲେ କ’ଣ ହୋଇଥାଏ ଜାଣନ୍ତୁ
କପଲ୍ଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ୍ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି ପ୍ରପୋଜ୍ ଡେ’ ବା ପ୍ରେମ ନିବେଦନ ଦିବସ। ସେହିପରି ତୃତୀୟ ଦିବସରେ ଚକୋଲେଟ୍ ଦେଇ…
କରୋନା ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବି କଲେ ଡାକ୍ତର
ଲାସା,୯।୨: କରୋନା ଭୁତାଣୁ ଚାଇନାରେ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଏହା ପୃଥିବୀର ୨୭ରୁ ଅଧିକ ଦେଶରେ ସଂକ୍ରମିତ ହୋଇଛି। ଏହାର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ତିବ୍ବତର ଜଣେ ଡାକ୍ତର ଦାବି କରିଛନ୍ତି। ଏହି ଔଷଧକୁ ବେକରେ କଳା…
ଦ୍ବିତୀୟ ଦିନରେ ପଥରଖୋଲରୁ ବାହୁରୁନି ଡିଜେଲ; ଟାଙ୍କିକୁ ବଦନାମ କରିବାକୁ ଉଦ୍ୟମ: ମାଲିକ
ଦାରିଙ୍ଗବାଡ଼ି,୯।୨(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ଲଦପାଙ୍ଗା ଅଞ୍ଚଳରେ ଏକ ପଥରଖୋଲ ଭିତରୁ ଶନିବାର ଡିଜେଲ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ମାତ୍ର ଏହି ଘଟଣାର ଦ୍ବିତୀୟ ଦିନ ଅର୍ଥାତ୍ ରବିବାର ଉକ୍ତ ସ୍ଥାନରୁ ଆଉ ଡିଜେଲ ବାହାରୁନଥିବା ନେଇ ପୁଣି…
ମାଧପୁରରେ ହାତୀ ଉପଦ୍ରବ: ଘଉଡ଼ାଇବାକୁ ଦାବି
ମାଧପୁର,୯।୨: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ରବିବାର ଭୋର ପର୍ଯ୍ୟନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ କରୁଥିବା ଦେଖିବାକୁ ମିଳିଛି। ଏ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ସୂଚନାନୁଯାୟୀ, ଶନିବାର…
ଶିମଲା ଆକାଶରେ ଦେଖାଯାଉଛି ସ୍ପେସ୍ ଷ୍ଟେଶନ: ମଙ୍ଗଳବାର ପର୍ଯ୍ୟନ୍ତ ଉଡ଼ିବୁଲିବ
ଶିମଲା,୯।୨: ଶିମଲା ଆକାଶରେ ପୃଥିବୀ ପୃଷ୍ଠରୁ ୪୦୦ କିମି ଉଚ୍ଚରେ ଥିବା ସ୍ପେସ୍ ଷ୍ଟେଶନ ଦେଖାଯାଉଛି। ଏହା ଏକ ଉଜ୍ଜଳ ତାରା ସଦୃଶ ଦେଖିବାକୁ ମିଳୁଛି। ଏହାକୁ ଦେଖିବା ପାଇଁ ଶିମଲାରେ ଲୋକ ତଥା ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଇଛି।…
ଷ୍ଟ୍ରଙ୍ଗ ରୁମ୍ ବାହାରେ କଡା ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ,୯।୨: ସରିଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବେ ଅପେକ୍ଷା ଫଳାଫଳକୁ। ଆସନ୍ତା ୧୧ ତାରିଖରେ ଭୋଟ ଗଣତି ହେବାକୁ ଥିବା ବେଳେ ଏବେ ସମସ୍ତ ଇଭିଏମ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ଗୋଲ ମାର୍କେଟ ନିକଟରେ ଥିବା ‘ଅଟଳ ଆଦର୍ଶ…
ଟ୍ରେନ୍ ଆଗକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ମେସ୍ ମାଲିକ ଗିରଫ
ଭଦ୍ରକ ଅଫିସ,୯।୨: ଗତ କିଛିଦିନ ତଳେ ବାସୁଦେବପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀ ଭଦ୍ରକ ଷ୍ଟେଶନରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ବାସୁଦେବପୁର ପୋଲିସ ମେସ୍ ମାଲିକ ପ୍ରତାପ ଡାଙ୍ଗୁଆଙ୍କୁ ରବିବାର ଗିରଫ କରିଛି। ସୂଚନାଯୋଗ୍ୟ, ଛାତ୍ରୀଙ୍କ…
ଭାଲେଣ୍ଟାଇନ୍ସ ଡେ’ରେ ଟ୍ରାଏ କରନ୍ତୁ କପଲ୍ ଟି-ଶାର୍ଟ
ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ। ଏହାକୁ ଖାସ୍ କରିବାକୁ ଚାହାନ୍ତି ସବୁ କପଲ୍ । କିଏ ଗୋଲାପ ତ କିଏ ପ୍ରେମଭରା କାର୍ଡ ଓ ଦାମୀ ଉପହାର ଦେଇ ଏହାକୁ ସ୍ମରଣୀୟ କରନ୍ତି। ତେବେ ଆଜିକାଲି ବଜାରରେ ଉପଲବ୍ଧ ହେଉଥିବା…
Archives


