ସମାଜସେବାରୁ ମିଳୁଛି ଆତ୍ମତୃପ୍ତି
‘ଗୋଟିଏ ପଟେ ସମାଜସେବା ଅନ୍ୟପଟରେ ସାରସ୍ବତ ସାଧନା-ଏ ଦୁଇଟିକୁ ବେଶ୍ ସମାନ୍ତରାଳ ଭାବରେ ଆଗେଇନେବାରେ ସକ୍ଷମ ହୋଇଛନ୍ତି ଏହି ମହିଳା। ନିଜର କାମ ପାଇଁ ପ୍ରଶଂସା ସାଉଁଟି ଚାଲିଛନ୍ତି ଜଗତ୍ସିଂହପୁରରେ ଜନ୍ମିତା ସରସ୍ବତୀ ବେହେରା… ସମାଜରେ ଘଟୁଥିବା ଅନ୍ଧବିଶ୍ୱାସ, କୁସଂସ୍କାର, ଅଶିକ୍ଷା…
ଦିଲ୍ଲୀ ନିର୍ବାଚନ ଫଳାଫଳକୁ ଦେଖି ପଞ୍ଜାବରେ ଉତ୍ସବର ମାହୋଲ
ଅମୃତସର,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳୁ ଆରମ୍ଭ ହୋଇଛି। ଏବେ ଏହାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ସକାଳ ୧୧ଟା ସୁଦ୍ଧା ଆମ ଆଦମୀ ପାର୍ଟି(ଏଏପି) ପ୍ରାୟ ୫୦ ଆସନରେ ଆଗରେ ଥିବା ବେଳେ ଭାରତୀୟ…
ନ୍ୟୁଜିଲାଣ୍ଡ ଆଗରେ ୨୯୭ ରନ୍ର ବିଜୟଲକ୍ଷ୍ୟ
ମାଉଣ୍ଟ ମଙ୍ଗୁନୁଇ,୧୧।୨- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୨୯୭ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ…
ପରୀକ୍ଷା ପ୍ରସ୍ତୁତି : ପିଲାଙ୍କୁ ରଖନ୍ତୁ ଷ୍ଟ୍ରେସ୍ ଫ୍ରି
ଏବେ ଆରମ୍ଭ ହୋଇଯାଇଛି ପରୀକ୍ଷା ଋତୁ। ଏହି ସମୟରେ କେବଳ ପିଲା ନୁହନ୍ତି, ପରୀକ୍ଷାକୁ ନେଇ ଶଙ୍କା ଆଶଙ୍କା ମଧ୍ୟରେ ମା’ ବାପା ବି ରହିଥାଆନ୍ତି। ତେବେ ଏହାକୁ ଏକ ବୋଝ ବୋଲି ନ ଭାବି ପିଲାମାନେ କିପରି ଚାପମୁକ୍ତ (ଷ୍ଟ୍ରେସ୍…
ଭାଜପାର ବିଜୟ ଅବା ପରାଜୟ ପାଇଁ ମୁଁ ଦାୟୀ ରହିବି: ମନୋଜ
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଉପରେ ଏବେ ସାରା ଦେଶର ନଜର। ମଙ୍ଗଳବାର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଏବେ ପ୍ରାୟ ସବୁଦଳ ବିଜୟ ଲାଭ କରିବାକୁ ଆଶା ବାନ୍ଧି ବସିଛନ୍ତି। ଆମ ଆଦମୀ ପାର୍ଟି(ଏଏପି) ଓ ଭାରତୀୟ…
ଇରାନ ଆକ୍ରମଣରେ ଶହେ ଆମେରିକା ସେନାଙ୍କ ମସ୍ତିଷ୍କରେ ଲାଗିଛି ଆଘାତ
ଓ୍ବାଶିଂଟନ,୧୧।୨: ଇରାକରେ ଥିବା ଆମେରିକାର ବାୟୁସେନା ଶିବିର ଉପରେ ଇରାନ ପକ୍ଷରୁ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ଆମେରିକା ସେନାଙ୍କ ଉପରେ ପଡିଥିବା ପ୍ରଭାବ ଏବେ ସାମ୍ମାକୁ ଆସୁଛି। ଆକ୍ରମଣକୁ କିଛି ମାସ ବିତିଯାଇଥିବା ବେଳେ ଏବେ ଆମେରିକା କହିଛି ଇରାନର କ୍ଷେପଣାସ୍ତ୍ର…
ରାହୁଲଙ୍କ ଶତକ
ମାଉଣ୍ଟ ମଙ୍ଗୁନୁଇ,୧୧।୨- ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି। ସେ ୧୦୩ ବଲର ସମ୍ମୁଖୀନ ହୋଇ ୯ ଚୌକା ଓ ଗୋଟିଏ ଛକା ସହାୟତାରେ…
ପଞ୍ଚମ ସ୍ଥାନରେ ରାହୁଲ ସବୁଠୁ ସଫଳ
ମାଉଣ୍ଟ ମଙ୍ଗୁନୁଇ,୧୧।୨- ଭାରତୀୟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ବ୍ୟାଟିଂ କ୍ରମର ଯେକୌଣସି ସ୍ଥାନରେ ଭଲ ପ୍ରଦର୍ଶନ କରୁଛନ୍ତି। ଏପରି କି ଟିମ୍ ଇଣ୍ଡିଆରେ ତାଙ୍କୁ ବ୍ୟାକ ଅଫ୍ ଓପନର ଭାବେ ବ୍ୟବହାର କରାଯାଏ। କିନ୍ତୁ ସେ ବର୍ତ୍ତମାନ ଖେଳୁଥିବା…
ନିର୍ବାଚନ ଫଳାଫଳ ପୂର୍ବରୁ ଚର୍ଚ୍ଚାକୁ ଆସିଲା ଭାଜପା କାର୍ଯ୍ୟାଳୟରେ ଲାଗିଥିବା ପୋଷ୍ଟର
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ଆରମ୍ଭ ହୋଇଛି। କାହା ମୁଣ୍ଡରେ ହାତୀ ସୁନା କଳସ ଢ଼ାଳିବ ଏବଂ କିଏ ଶାସନ କ୍ଷମତା ହାତେଇବ ସେନେଇ ଏବେ କଳ୍ପନାଜଳ୍ପନା ଲାଗି ରହିଛି। ଇତିମଧ୍ୟରେ ଭାଜପାର ଦିଲ୍ଲୀ ପ୍ରଦେଶ କାର୍ଯ୍ୟାଳୟରେ…
ବନ୍ଧୁକ ବେପାରରେ ଝାଡ଼ଖଣ୍ଡ ଛାତ୍ର, କୋଟିପତିଙ୍କ ପୁଅ
ଭୁବନେଶ୍ୱର, ୧୧ା୨(ବ୍ୟୁରେ): କମିଶନରେଟ ପୋଲିସ ଇଲାକାରେ ଖୁଲମ୍ଖୁଲା ଚାଲିଛି ଚୋରା ବନ୍ଧୁକ କାରବାର। ଚେର ଲମ୍ବିଛି ବିହାରରୁ ଭୁବନେଶ୍ୱର। ଛାତ୍ର ଓ କୋଟିପତି ଘରର ପିଲା କରୁଛନ୍ତି ଏହି ବେଆଇନ ବେପାର। ପାଠପଢ଼ା ବୟସରେ ହାତରେ ଧରୁଛନ୍ତି ବନ୍ଧୁକ, ଆଉ ଗୁଳି।…
୧୫ ମିଟର ମାଟି ତଳେ ଶହୀଦ ସ୍ମାରକ
ରାଞ୍ଚି,୧୧।୨: ଝାଡ଼ଖଣ୍ଡ ରାଞ୍ଚିର ସର୍କୁଲାର ରୋଡ଼ଠାରେ ଏକ ଶହୀଦ ସ୍ମାରକ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବିର୍ସା ମୁଣ୍ଡା ପାର୍କଠାରେ ୧୫ ମାଟି ତଳେ ନିର୍ମାଣ ହେଉଥିବା ଏହି ଶହୀଦ ସ୍ମାରକରେ ଲାଇଟ୍ ଏବଂ ସାଉଣ୍ଡ୍ ଇଫେକ୍ଟ ସଂଯୋଗ କରାଯିବ। ପର୍ଯ୍ୟଟକ…
ଆରମ୍ଭ ହେଲା ଗୋଲ୍ଡେନ୍ ଟ୍ରାଇଙ୍ଗଲ୍ ଫିଲ୍ମ ଫେଷ୍ଟିଭାଲ
ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଗୋଲ୍ଡେନ୍ ଟ୍ରାଇଙ୍ଗଲ୍ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଗୋଲ୍ଡେନ୍ ଟ୍ରାଇଙ୍ଗଲ୍ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲର ପଞ୍ଚମ ସଂସ୍କରଣ ସୋମବାର ସୂଚନା ଭବନଠାରେ ଉଦ୍ଘାଟିତ ହୋଇଯାଇଛି। ୩ଦିନ ଧରି ଚାଲିବାକୁ ଥିବା ଏହି ଚଳଚ୍ଚିତ୍ର ଉତ୍ସବରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର…
Archives


