ଆଜିର ଦିନରେ ରାଜଧାନୀ ମାନ୍ୟତା ପାଇଥିଲା ଦିଲ୍ଲୀ
ନୂଆଦିଲ୍ଲୀ,୧୩।୨: ୧୯୩୧, ଫେବୃୟାରୀ ୧୩ ଅର୍ଥାତ୍ ୮୯ ବର୍ଷ ପୂର୍ବେ ଠିକ୍ ଆଜିର ଦିନରେ ଦିଲ୍ଲୀ ଦେଶର ରାଜଧାନୀ ଭାବେ ମାନ୍ୟତା ପାଇଥିଲା। ତେଣୁ ଏହି ଦିନଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଅଭୁଲା ଦିନ। ଯଦିଓ ୧୯୧୧, ଡିସେମ୍ବର ୧୧ରେ…
ମଣ୍ଟୁ ଯାହା ଚାହୁଁଥିଲେ…
ନାୟକ ମଣ୍ଟୁ ଓରଫ ମଣ୍ଟୁ ଦାସ। ପାଠ ପଢ଼ିବା ବେଳେ ଘାରିଲା ଅଭିନୟ ନିଶା। ଏହା ତାଙ୍କୁ ଏମିତି ଘାଇଲା କଲା ଯେ, ପାଠପଢ଼ାରେ ଅଧାରୁ ଡୋରି ବାନ୍ଧି ହୋଇଗଲା। ଏପରି କି ଚାକିରିଟିଏ ମିଳିଗଲା। ହେଲେ ତାହା ମଧ୍ୟ ତାଙ୍କୁ…
ଇର୍ଫାନ୍ଙ୍କ ଇମୋଶନାଲ୍ ପୋଷ୍ଟ
ମୁମ୍ବାଇ: ଅନେକ ଦିନ ହେଲାଣି ବଲିଉଡ୍ ଭର୍ସାଟାଇଲ୍ ଆକ୍ଟର ଇର୍ଫାନ ଖାନ୍ଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍’କୁ ନେଇ ଚର୍ଚ୍ଚା ଚାଲିଛି। ଫିଲ୍ମର ପ୍ରଥମ ଲୁକ୍ ରିଲିଜ୍ ହୋଇସାରିିଥିବା ବେଳେ ଗୁରୁବାର ଟ୍ରେଲର୍ ରିଲିଜ୍ ହେବ। ତେବେ ଏହା ପୂର୍ବରୁ ଇର୍ଫାନ୍ଙ୍କ ଏକ…
୩୨ଦିନ ମୃତ୍ୟୁ ସହ ଛକାପଞ୍ଝା
ଓ୍ବେଲିଂଟନ: ସମୁଦ୍ରର ଅଥଳ ଜଳରାଶି। ଦୀର୍ଘ ୩୨ଦିନ ମୃତ୍ୟୁ ସହ ଛକାପଞ୍ଝା। ଶେଷରେ ବଞ୍ଚିବାର ଇଚ୍ଛା ଆଗରେ ହାରିଯାଇଛି ମୃତ୍ୟୁ। ହଲିଉଡ୍ ଚଳଚ୍ଚିତ୍ରର କାହାଣୀ ପରି ଲାଗୁଥିବା ଏଭଳି ଏକ ଘଟଣା ଘଟିଛି ପ୍ରଶାନ୍ତ ମହାସାଗରରେ। ମୃତ୍ୟୁପଞ୍ଝାରୁ ବଞ୍ଚତ୍ୟାଇଥିବା ପାପୁଆ ନ୍ୟୁଗିନିର…
ରୋନାଲଡୋଙ୍କ ପେପର ଷ୍ଟାଚ୍ୟୁ, ଚାରି ମହଲା କୋଠା ସହ ସମାନ
କ୍ରିଷ୍ଟିୟାନୋ ରୋନାଲଡୋ ଫୁଟବଲ୍ ଜଗତର ଏକ ଏମିତି ନାଁ, ଯାହାଙ୍କ ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି। ନିକଟରେ ଇଟାଲୀରେ ଆୟୋଜିତ ଏକ କାର୍ନିଭାଲ ଅବସରରେ ରୋନାଲଡୋଙ୍କ ଏକ ପେପର ଷ୍ଟାଚ୍ୟୁ ନିର୍ମାଣ କରାଯାଇଛି। ଏହି ଷ୍ଟାଚ୍ୟୁ ୪ ମହଲା ବିଶିଷ୍ଟ କୋଠା…
‘ସରକାରଙ୍କ ତ୍ରୁଟି ଯୋଗୁ ୨୩ ଗାଁର ଜମି ଜଗନ୍ନାଥଙ୍କ ନାମରେ’
ଭୁବନେଶ୍ୱର,୧୩ା୨(ବ୍ୟୁରୋ): ସେଟଲ୍ମେଣ୍ଟ ଅଫିସରଙ୍କ ତ୍ରୁଟି ଯୋଗୁ ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୩ଟି ଗଁ।ର ସାଧାରଣ ଲୋକଙ୍କ ସ୍ଥିତିବାନ ସମ୍ପତ୍ତି ଏବେ ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଯାଇଛି। ଫଳରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିବା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ…
୪.୭୭ ଲକ୍ଷ ଟଙ୍କା ଜବତ, ୬ ଗିରଫ
ଯାଜପୁର ଅଫିସ/କଳିଙ୍ଗନଗର, (ଡି.ଏନ୍.ଏ.) ୧୩ା୨: ଯାଜପୁରରୋଡ଼ ଥାନା ଅନ୍ତର୍ଗତ ଦାନଗଦୀ ହାଟ ନିକଟରୁ ଜାଲ୍ ନୋଟ କାରବାର ଚଳାଇଥିବା ଏକ ଆନ୍ତଃ ରାଜ୍ୟ ର଼୍ୟାକେଟକୁ ଜିଲା ପୋଲିସ ଠାବ କରିଛି। ଏଥିରେ ୪ଲକ୍ଷ ୭୭ ହଜାର ଟଙ୍କାର ଜାଲନୋଟ ଜବତ ହୋଇଥିବାବେଳେ…
ମଣ୍ଡିରୁ ଉଠୁନି ଧାନ
ସୁବର୍ଣ୍ଣପୁର ଜିଲାରେ ଚାଷୀ ସବୁବେଳେ ଅଭାବୀ ବିକ୍ରି ଓ ଦଲାଲଙ୍କ ଦ୍ୱାରା ଶୋଷିତ ହୋଇଆସୁଛି। ଧାନ ହେଉ ଅବା ପରିବା କିମ୍ବା ଧଳା ସୁନା କୁହାଯାଉଥିବା କପାଚାଷ କରି କ୍ଷତି ସହୁଛି। ଚଳିତବର୍ଷ ଭଲ ବର୍ଷା ଓ ଅନୁକୂଳ ପାଗ ଯୋଗୁ…
ଶୀତ ନେଇ ୪ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୧୩ା୨(ବ୍ୟୁରୋ): ରାଜ୍ୟରେ ପୁଣି ଶୀତର ପ୍ରକୋପ ବଢ଼ିଛି। ବର୍ଷା ଛାଡ଼ିବା ପରେ ତାପମାତ୍ରା ଧୀରେ ଧୀରେ ଖସିବାରେ ଲାଗିଛି। ବୁଧବାର ୬ ସ୍ଥାନରେ ପାରଦ ୧୦ଡିଗ୍ରୀ ତଳେ ରହିଥିଲା। ସୋନପୁରରେ ସର୍ବନିମ୍ନ ୭.୪ ଡିଗ୍ରୀ ତାପମାତ୍ରା ଥିବାବେଳେ ଅନୁଗୋଳ ୮,…
ରିୟଲ ଲାଇଫ୍ ସ୍ପାଇଡର ମ୍ୟାନ
ଇଣ୍ଡୋନେସିଆରେ ଏବେ ଚର୍ଚ୍ଚାରେ ରହିଛନ୍ତି ରିୟଲ ଲାଇଫ୍ ସ୍ପାଇଡର ମ୍ୟାନ। ତାଙ୍କ ନାଁ ହେଉଛି ରୁଡି ହାର୍ଟୋନୋ। ଏହି ବ୍ୟକ୍ତି ଜଣକ ସଡ଼କ ଓ ସମୁଦ୍ର କୂଳରେ ଜମା ହୋଇଥିବା ଆବର୍ଜନା ସଫା କରିବା କାମରେ ଲାଗି ପଡିଛନ୍ତି। ଏହାର କାରଣ…
ଭାଙ୍ଗି ପଡିଲା ଫୁଟ୍ ଓଭର ବ୍ରିଜ୍
ଭୋପାଳ,୧୩।୨: ମଧ୍ୟପ୍ରଦେଶ ଭୋପାଳ ରେଲଓ୍ବେ ଷ୍ଟେଶନର ଫୁଟ୍ ଓଭର ବ୍ରିଜ୍ ଗୁରୁବାର ସକାଳେ ଭୂଷୁଡି ପଡିଥିବା ସୂଚନା ମିଳିଛି। ଏଥିରେ ୬ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ଲାଟ ଫର୍ମ ନମ୍ବର ୩ରେ…
ଆସିକା ଏନ୍ଏସିରେ ଜବରଦଖଲ ଉଚ୍ଛେଦ
ଆସିକା, ୧୩।୨ (ଡି.ଏନ.ଏ.): ଗଞ୍ଜାମ ଜିଲା ଆସିକା ଏନଏସିର ବସ୍ଷ୍ଟାଣ୍ଡକୁ ଲାଗିଥିବା ରାସ୍ତା ବିନାୟକ ବଜାର, ଲକ୍ଷ୍ମୀ ବଜାର ଅଞ୍ଚଳରେ ଗୁରୁବାର ସକାଳୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଜନଗହଳି ପୂର୍ଣ୍ଣ ଏହି ବଜାର ଅଞ୍ଚଳରେ ସର୍ବଦା ଲାଗି ରହିଥିବା ଟ୍ରାଫିକ୍ ସମସ୍ୟାର…
Archives


