ହତ୍ୟା କରିଥିବା ସ୍ବୀକାର କଲେ ଅନୁପ ସାଏ: ଜାଣନ୍ତୁ କାହିଁକି ତାଙ୍କ ଉପରେ ସନ୍ଦେହ କଲା ପୋଲିସ
ଝାରସୁଗୁଡ଼ା ଅଫିସ,୧୪।୨- ଝାରସୁଗଡ଼ା ଜିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ପୋଲିସ ବୁଧବାର ରାତିରେ ଏଠାରୁ ଟେକି ନେଇଥିଲା। ଏକ ଡବଲ୍ ମର୍ଡରରେ ତାଙ୍କ ସମ୍ପୃୃକ୍ତି ନେଇ ତାଙ୍କୁ ପୋଲିସ…
କେଜରିଓ୍ବାଲଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଗୀତିକାର ଜାଭେଦ
ନୂଆଦିଲ୍ଲୀ,୧୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ଆମ ଆଦମୀ ପାର୍ଟି(ଏଏପି) ବିଜୟ ଲାଭ କରିଛି। ଏଥିପାଇଁ ଏଏପିକୁ ଦିଲ୍ଲୀବାସୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ଓ ସେଲିବ୍ରିଟିଙ୍କ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି। ଇତିମଧ୍ୟରେ ବଲିଉଡ୍ ଗୀତିକାର ଜାଭେଦ ଅଖତର…
ଗଦଡ଼ି ନିକଟରେ କାର୍ ଦୁର୍ଘଟଣା: ୪ ଗୁରୁତର, କାର୍ରୁ ମିଳିଲା ମୟୂର ମୃତଦେହ
ଦାରିଙ୍ଗବାଡ଼ି,୧୪।୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଗଦଡ଼ି ନିକଟରେ ଶୁକ୍ରବାର ଏକ କାର୍ ଦୁର୍ଘଟଣା ଘଟିଛି । ଏଥିରେ ୪ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିପାରି ନାହିଁ। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାରକରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି…
ତାରାତାରିଣୀ ମନ୍ଦିର ପ୍ରଶାସନ, ସେବାୟତଙ୍କ ଖବରଦାତା ସମ୍ମିଳନୀ: ଦକ୍ଷିଣା ଲାଗି ଖଣ୍ଡାରେ ହାଣିବା ଅଭିଯୋଗ ମିଥ୍ୟା
ପୁରୁଷୋତ୍ତମପୁର,୧୪।୨(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦକ୍ଷିଣା ଲାଗି ଭକ୍ତଙ୍କୁ ସେବାୟତ ଖଣ୍ଡାରେ ହାଣି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଶୁକ୍ରବାର ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ପକ୍ଷରୁ ମନ୍ଦିର କାର୍ଯ୍ୟାଳୟ ପରିସରରେ ଏକ…
ଭାରତରେ ବୋଲ୍ଟଙ୍କ ଠାରୁ ଦ୍ରୁତତମ ଧାବକ
ବାଙ୍ଗାଲୋର,୧୪।୨- ବିଶ୍ୱର ସବୁଠୁ ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବୋଧ ହୁଏ ପ୍ରତିଦ୍ୱନ୍ଦ୍ୱୀ ମିଳିଯାଇଛି। କର୍ନାଟକର ଏକ ଗ୍ରାମରେ ଅନୁଷ୍ଠିତ ପାରମ୍ପରିକ କମ୍ବାଲ ଜକି ଦୌଡ଼ରେ ଶ୍ରୀନିବାସ ରାତାରାତି ସେନସେଶନ ପାଲଟି ଯାଇଛନ୍ତି। ସେ ପାରମ୍ପରିକ…
ଶାହୀନ ବାଗ ଆସିବାକୁ ଭିନ୍ନ ଢଙ୍ଗରେ ମୋଦିଙ୍କୁ ନିମନ୍ତ୍ରଣ କଲେ ପ୍ରଦର୍ଶନକାରୀ
ନୂଆଦିଲ୍ଲୀ,୧୪।୨: ରାଜଧାନୀର ଶାହୀନ ବାଗରେ ଗତ ପ୍ରାୟ ୨ ମାସେ ହେବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି। ଏହି ବିରୋଧ ପ୍ରଦର୍ଶନକୁ ନେଇ ଦିଲ୍ଲୀ ବିଧାନସଭା ନିର୍ବାଚନରେ ମଧ୍ୟ ରାଜନୀତି କରାଯାଇଥିଲା। ହେଲେ ଶୁକ୍ରବାର ସେଠାରେ ଏକ…
ଖବରଦାତାଙ୍କ ବେଶରେ ଯୋଗୀଙ୍କ ଉପରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ: ଗୁଇନ୍ଦା ବିଭାଗ
ଲକ୍ଷ୍ନୌ,୧୪।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଭୟ ରହିଛି। ଖବରଦାତା ବେଶରେ ଆତଙ୍କବାଦୀ ଗୋରଖପୁରର ଗୋରଖନାଥଙ୍କ ମନ୍ଦିର ବା ଭିଆଇପି ଗତିବିଧି ସମୟରେ ଯୋଗୀଙ୍କ ଉପରେ ଆକ୍ରମଣ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା…
ଅନୁଷ୍କାଙ୍କ ସହ ନ୍ୟୁଜିଲାଣ୍ଡରେ ଭାଲେଣ୍ଟାଇନ୍ସ ଡେ’ ପାଳିଲେ କୋହଲି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଭାଲେଣ୍ଟାଇନ୍ସ ଡେ’ ପାଳନ କରିଛନ୍ତି। ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ଟି୨୦ ସିରିଜକୁ ୫-୦ରେ କ୍ଲିନ୍ସୁଇପ୍ କରିବା ପରେ ୩-୦ରେ ଦିନିକିଆ ସିରିଜ…
କରୀନାଙ୍କୁ ଭାଲେଣ୍ଟାଇନ୍ସ ଡେ’ ଓ୍ବିଶ୍ କଲେ ଅମୀର
ମୁମ୍ବାଇ : ଆଜି ସମଗ୍ର ବିଶ୍ୱରେ ପ୍ରେମୀଯୁଗଳ ପାଳନ କରୁଛନ୍ତି ଭାଲେଣ୍ଟାଇନ୍ସ ଡେ। ବଲିଉଡ୍ କଳାକାରମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। କିଏ ବିଦେଶରେ ପାର୍ଟନରଙ୍କ ସହ ଛୁଟି ମନାଉଛନ୍ତି ତ ଆଉ କିଏ ନିଜର କାମ ପାଇଁ ଯୋଜନା କରୁଛନ୍ତି। ଏହି…
ନିର୍ଭୟା ମାମଲା: ବିନୟଙ୍କୁ ଝଟ୍କା, ସୁପ୍ରିମକୋର୍ଟରେ ଖାରଜ ହେଲା ଆବେଦନ
ନୂଆଦିଲ୍ଲୀ,୧୪।୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ବିନୟ ଶର୍ମାଙ୍କ ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ରାଷ୍ଟ୍ରପତି ବିନୟଙ୍କ କ୍ଷମା ଆବେଦନକୁ ଖାରଜ କରିବା ପରେ ସେ ଏହାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ, ଯାହା ଏବେ ଖାରଜ ହୋଇଯାଇଛି। ଏହି…
ଦୀପିକାଙ୍କୁ ଗାଳି ଦିଅନ୍ତି ଶଶୁର, ଜାଣନ୍ତୁ କାହିଁକି
ବଲିଉଡ୍ର ଆଗଧାଡିର ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଏକ ଖୁଲାସା କରିଛନ୍ତି। ବିବାହ ପରେ ଆସିଥିବା ପରିବର୍ତ୍ତନକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ‘ବିବାହ ପରେ ପର୍ସନଲ ଓ ପ୍ରୋଫେସନାଲ ଲାଇଫରେ କିଛି ବି…
ଛାତ୍ରୀଙ୍କୁ ଆଡ୍ମିଟ୍ କାର୍ଡ ମିଳି ନ ଥିବା ପ୍ରସଙ୍ଗ: ଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ବାପା
ଗଞ୍ଜାମ,୧୪।୨(ଡି.ଏନ୍.ଏ.): ମାଟ୍ରିକ୍ ପରୀକ୍ଷା ଆଉ ମାତ୍ର ୫ ଦିନ ଥିବା ବେଳେ ଗଞ୍ଜାମ ବ୍ଲକ ହୁମାଠାରେ ଥିବା ବୀରଭଦ୍ର ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ରୀ ଡି. ଲିଲି ରେଡିଙ୍କ ଆଡ୍ମିଟ୍ କାର୍ଡ ଏଯାବତ୍ ଆସିନାହିଁ। ଏହି ଘଟଣାରେ ଲିଲିଙ୍କ ବାପା ବାପା…
Archives


