Home Left

ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପକୁ ବିରୋଧ ପ୍ରସଙ୍ଗ: ତହସିଲ ସମ୍ମୁଖରେ ଧାରଣାକାରୀଙ୍କ ବିକ୍ଷୋଭ

ଏରସମା, ୧୫।୨ (ସ୍ବ.ପ୍ର.): ଏରସମା ଥାନା ଅଧୀନ ଜିରାଇଲୋ ପଞ୍ଚାୟତସ୍ଥିତ ଶରବା ଗ୍ରାମ ନିକଟରେ ପ୍ରସ୍ତାବିତ ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପକୁ ବିରୋଧ କରି ଗତ ଜାନୁୟାରୀ ୨୧ରୁ ଦିଆଯାଇଥିବା ଗଣଧାରଣା ଶୁକ୍ରବାର ୨୫ ଦିନରେ ପହଞ୍ଚିଛି। ଧାରଣା ଦିଆ ଯିବାର ୨୨…

ଶହୀଦ ପ୍ରସନ୍ନ ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ନାଉଗଁ।, ୧୫।୨ (ସ୍ବ.ପ୍ର.): ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ନାଉଗଁ। ବ୍ଲକର ପ୍ରସନ୍ନ ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶୁକ୍ରବାର ଶିଖର ପଞ୍ଚାୟତ ପାରିଶିଖର ଗ୍ରାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଦେବୀ ନଦୀ ପଠାରେ ନିର୍ମିତ ଶହୀଦ…

ଅସ୍ଥାୟୀ ଡମ୍ପିଂୟାର୍ଡ ହଟାଇବା ଦାବିରେ ଆନ୍ଦୋଳନ

ଜଗତ୍‌ସିଂହପୁର ଅଫିସ, ୧୫।୨: ସ୍ଥାନୀୟ କଲେଜ ଛକ ନିକଟ ଅସ୍ଥାୟୀ ଡମ୍ପିଂୟାର୍ଡ ଯୋଗୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ବିଶେଷକରି ଅଳିଆ ଗଦାରେ ନିଆଁ ଲଗାଇ ଦିଆଯାଉଥିବାରୁ ଏହି ଧୂଆଁ ସମଗ୍ର ଅଞ୍ଚଳକୁ ପ୍ରଦୂଷିତ କରିଦେଉଛି। ଲୋକେ ଘର ଭିତରେ କବାଟ…

ସିସିଟିଭି ନଜରରେ ରହିବ ଜଗତ୍‌ସିଂହପୁର ସହର

ଜଗତ୍‌ସିଂହପୁର ଅଫିସ, ୧୫।୨: ଜଗତ୍‌ସିଂହପୁର ସହରରେ ଦିନ ଦି ପ୍ରହରରେ ଲୁଟ୍‌ କିଛି ନୂଆ କଥା ନୁହେଁ। ଏଭଳି ଘଟଣା ଥରେ କି ଦୁଇଥର ନୁହେଁ, ଏକାଧିକ ବାର ଘଟିଥିଲେ ସୁଦ୍ଧା ପ୍ରତିକାର ନାହିଁ। କାରଣ ଅପରାଧୀମାନେ ଜାଣନ୍ତି ସହରରେ ସିସିଟିଭି…

ରକ୍ତଚାପ ନିୟନ୍ତ୍ରଣରେ ରଖେ ଗ୍ରୀନ୍‌ କଫି

ଗ୍ରୀନ୍‌ କଫିରେ ମିନେରାଲ୍ସ ଏବଂ ଭିଟାମିନ୍‌ରେ ଭରପୂର୍‌ ମାତ୍ରାରେ ଥାଏ। ଏହା ଶରୀରରେ ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିଥାଏ। ଏହାସହ ଓଜନ ନିୟନ୍ତ୍ରଣ କରିଥାଏ। ରକ୍ତରେ ଶର୍କରା ପରିମାଣ କମ୍‌ କରିବାକୁ ମଧ୍ୟ ଗ୍ରୀନ୍‌ କଫିର ସେବନ କରିପାରିବେ। ଗ୍ରୀନ୍‌…

ଇଣ୍ଡିଆନ ଓମେନ୍ସ ଲିଗ୍‌ ଫୁଟ୍‌ବଲ: ଗୋକୁଳମ କେରଳ ଚାମ୍ପିୟନ

ବେଙ୍ଗାଲୁରୁ, ୧୪ା୨ (ପି.ଟି.)- କାଙ୍ଗଚୁପ୍‌ ରୋଡ୍‌ ୟଙ୍ଗ ଫିଜିକାଲ ଆଣ୍ଡ୍‌ ସ୍ପୋଟର୍‌ସ ଆସୋସିଏଶନ (କ୍ରିଫ୍‌ସା) ଏଫ୍‌ସି କୁ ୩-୨ ଗୋଲରେ ପରାସ୍ତ କରି ଗୋକୁଳମ କେରଳ ହିରୋ ଇଣ୍ଡିଆନ ମହିଳା ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌) ଫୁଟ୍‌ବଲ ଟୁର୍ନାମେଣ୍ଟ ଚାମ୍ପିୟନ ହୋଇଛି। ମ୍ୟାଚ ପ୍ରାରମ୍ଭରେ…

ସେମିରେ ବୋପାନ୍ନା-ଶାପୋଭାଲୋଭ

ରୋଟରଡାମ, ୧୪।୨(ପି.ଟି.)- ଏଠାରେ ଚାଲିଥିବା ଏବିଏନ୍‌ ଆମ୍‌ରୋ ଓ୍ବାଲର୍‌ଡ ଟେନିସ୍‌ ଟୁର୍ନାମେଣ୍ଟରେ ଭାରତୀୟ ଅଭିଜ୍ଞ ଖେଳାଳି ରୋହନ ବୋପାନ୍ନା ଓ ତାଙ୍କ କାନାଡ଼ା ପାର୍ଟନର ଡେନିସ ଶାପୋଭାଲୋଭ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ଡବଲ୍ସ ଇଭେଣ୍ଟରେ ଗୁରୁବାର ଅନୁଷ୍ଠିତ କ୍ୱାର୍ଟର…

କେଜରିଓ୍ବାଲଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇ ନ ପାରନ୍ତି ମୋଦି

ନୂଆଦିଲ୍ଲୀ,୧୪।୨: ଆମା ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଅର୍ଥାତ୍‌ ୧୬ ତାରିଖରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ସକାଳ ୧୦ଟାରେ ରାମଲୀଳା ମଇଦାନରେ କେଜରିଓ୍ବାଲ ଓ ତାଙ୍କ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ଯୋଜନା ରହିଛି। ଏହି…

୨୩ ଜୁନ୍‌ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ନୂଆଦିଲ୍ଲୀ,୧୪।୨: କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଚଳିତ ବର୍ଷ ପ୍ରଥମ କରି ଆରମ୍ଭ ହେବ ଅମରନାଥ ଯାତ୍ରା। ଜୁନ୍‌ ୨୩ରୁ ଆରମ୍ଭ ହେଉଥିବା ଏହି ୪୨ ଦିନିଆ ଯାତ୍ରା ଅଗଷ୍ଟ ୩ରେ ଶେଷ ହେବ। ଶୁକ୍ରବାର ଶ୍ରୀ ଅମରନାଥଜୀ ଶ୍ରାଇନ…

ଟିମ୍‌ ‘ଗଲି ବୟ’ ପାଳନ କଲେ ଫିଲ୍ମର ପ୍ରଥମ ବାର୍ଷିକୀ

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ‘ଗଲି ବୟ’କୁ ଶୁକବ୍ରାର ବର୍ଷେ ପୁରିଛି। ଏହି ଅବସରରେ ଜେୟା ଅଖତର ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ଶେୟାର କରି ‘ହାପି ବାର୍ଥ ଡେ’ ବୋଲି ଲେଖିଛନ୍ତି। ଏଥିପାଇଁ ସେ ସମସ୍ତ…

ନିଜ ଗୁରୁଙ୍କ ଫଟୋ ଶେୟାର କରି ଭାବୁକ ହେଲେ ନଓ୍ବାଜୁଦ୍ଦିନ

ମୁମ୍ବାଇ: ବଲିଉଡ୍‌ରେ ନିଜର ଦମଦାର ଅଭିନୟ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନଓ୍ବାଜୁଦ୍ଦିନ ସିଦ୍ଦିକି। ହେଲେ ସେ କାହାଠାରୁ ଅଭିନୟ ଶିକ୍ଷା କରିଛନ୍ତି ଏକଥା ହୁଏତ କେହି ଜାଣି ନାହାନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏକ ଫଟୋ…

ଭାଲେଣ୍ଟାଇନ୍ସ ଡେ’ରେ ବିବାହ କଲେ ରାଣୀ-ରାଜା

ବେଙ୍ଗାଲୁରୁ,୧୪।୨: କର୍ନାଟକର କ୍ୟୁବାନ ପାର୍କରେ ଶୁକ୍ରବାର ଭାଲେଣ୍ଟାଇନ୍ସ ଡେ’ ଅବସରରେ ରାଣୀ ଓ ରାଜାଙ୍କର ବିବାହ ଅନୁଷ୍ଠିତ ହୋଇଛି। ସାଧାରଣ ବିବାହ ଭଳି ଉଭୟଙ୍କୁ ପାରମ୍ପରିକ ପୋଷାକରେ ସଜାଯିବା ସହ ବାଜା ବଜାଇ ଏହି ବିବାହ କରାଯାଇଛି। ତେବେ ରାଣୀ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri