Home Left

ମନୁ ଜୋଶେଫଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ନିର୍ସିଂ ଅଫିସର ମନୁ ଜୋଶେଫଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଠିଲେଖି ଧଦ୍ୟବାଦ ଦେଇଛନ୍ତି। ଏହାସହ ତାଙ୍କର ସମସ୍ତ ଟିମ୍‌ ମେମ୍ବରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ମନୁ ଜୋଶେଫ ଓ ତାଙ୍କ ଟିମ୍‌ ଚାଇନାର ଉହାନ…

କାର୍ଯ୍ୟବ୍ୟସ୍ତତା ଯୋଗୁଁ କାର୍ଯ୍ୟାଳୟରେ ଆଇଏଏସ୍‌ ଅଫିସର ବିବାହ କଲେ ଆଇପିଏସ୍‌ଙ୍କୁ

କୋଲକାତା,୧୭।୨: ବିବାହକୁ ସ୍ମୃତି କରିବା ପାଇଁ ଯୁବକ ଯୁବତୀ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଏହାକୁ ଗ୍ରାଣ୍ଡଓ୍ବେରେ ସେଲିବ୍ରେଟ କରିବା ପାଇଁ ବହୁ ଦିନରୁ ଆୟୋଜନ କରାଯାଇଥାଏ। ହେଲେ ନିକଟରେ ଜଣେ ଦମ୍ପତ୍ତି କାର୍ଯ୍ୟବ୍ୟସ୍ତତା ଓ ସମୟ ଅଭାବରୁ ନିଜ କାର୍ଯ୍ୟାଳୟରେ…

ର଼୍ୟାମ୍ପ ଶୋ’ରେ ଓପ୍‌ସର ଶିକାର ହେଲେ ଅଭିନେତ୍ରୀ, ଜଣାପଡ଼ିବା ପରେ କ୍ୟାମେରା ସାମ୍ନାରୁ ଦୌଡ଼ି ପଳାଇଲେ

ମୁମ୍ବାଇ: ‘ଲାକ୍‌ମୀ’ ଫେଶନ ସପ୍ତାହ ୨୦୨୦ରେ ମଡେଲଙ୍କ ସହିତ ବଲିଉଡ୍‌ର କିଛି ଅଭିନେତ୍ରୀ ଭାଗ ନେଇଥିଲେ। ଅଭିନେତ୍ରୀ ତଥା ନିର୍ମାତା ଦିବ୍ୟା ଖୋସ୍‌ଲା ମଧ୍ୟ ଏଥିରେ ଭାଗ ନେଇଥିଲେ। ଏହି ସମୟରେ ସେ ଓପ୍‌ସ ମୋମେଣ୍ଟର ଶିକାର ହୋଇଥିଲେ। ଦିବ୍ୟା ଏକ…

ଭାଜପାର କବର ଖୋଜା ଅଭିଯାନ: ୭ ଜଣିଆ କମିଟି ୩ ମାସରେ ଖୋଜିବେ ଦାରାଶିକୋହଙ୍କ କବର

ନୂଆଦିଲ୍ଲୀ,୧୭।୨: ଭାଜପା ପକ୍ଷରୁ ଏବେ କବର ଖୋଜା ଅଭିଯାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିର୍ଦ୍ଦେଶରେ ଶାହାଜାହାନଙ୍କ ବଡ଼ ପୁଅ ଦାରାଶିକୋହଙ୍କ କବର ଖୋଜିବା ପାଇଁ ଏକ ୭ ଜଣିଆ କମିଟି ଗଠନ କରାଯାଇଛି । ୩ ମାସ…

ହାଇଦ୍ରାବାଦ ଭେଟେରିନାରି ଡାକ୍ତରଙ୍କ ବଳାତ୍କାର, ହତ୍ୟା ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବେ ରାମ ଗୋପାଳ ବର୍ମା

ହାଇଦ୍ରାବାଦ,୧୭।୨: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଭେଟେରିନାରି ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ ଏହି ଚର୍ଚ୍ଚିତ ଘଟଣାକୁ ନେଇ ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଫିଲ୍ମ ନିର୍ମାଣ…

ଯୁଦ୍ଧ ବିମାନ ଉଡାଇବେ କଙ୍ଗନା!

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରନାଓ୍ବତ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନମୋହିଥାନ୍ତି। ଏବେ ପୁଣି ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। କଙ୍ଗନାଙ୍କ ଅପ୍‌ କମିଂ ଫିଲ୍ମ ‘ତେଜସ୍‌’ରେ ସେ ଏୟାରଫୋର୍ସ ପାଇଲଟ୍‌ ଚରିତ୍ରରେ ନଜର…

କେଜରିଓ୍ବାଲଙ୍କ ଲୋକପ୍ରିୟତା: ବିବାହ ନିମନ୍ତ୍ରଣ କାର୍ଡରେ ବି ଛପାଗଲା ନାମ

ଯୋଧପୁର,୧୭।୨: ତୃତୀୟଥର ପାଇଁ ଦିଲ୍ଲୀରେ କ୍ଷମତା ଦଖଲ କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଲୋକପ୍ରିୟତା ଏବେ ବଢ଼ିବାରେ ଲାଗିଛି। ରାଜସ୍ଥାନ ଯୋଧପୁରର ବାଲେସର ଅଞ୍ଚଳର କେତୁ ରାମନଗରରେ ବାସ କରୁଥିବା ଦୁର୍ଗାରାମ ଖାମ୍ବୁ ତାଙ୍କ ପୁଅ ନୀଳେଶର ବିବାହ ନିମନ୍ତ୍ରଣ…

କୁକୁର ପିଠିରେ ମାଙ୍କଡ଼ ଛୁଆ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୭।୨: ମଣିଷ ମଣିଷ ମଧ୍ୟରେ ବିଭିନ୍ନ କାରଣରୁ ଗଣ୍ଡଗୋଳ ସୃଷ୍ଟି ହୋଇଥାଏ। ତେବେ ଦୁଇଟି ଭିନ୍ନ ପ୍ରାଣୀଙ୍କ ମଧ୍ୟରେ ବେଳେବେଳେ ଦେଖିବାକୁ ମିଳୁଥିବା ବନ୍ଧୁତା ମଣିଷକୁ ସମ୍ପର୍କ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଥାଏ। ଏଭଳି ଏକ ଘଟଣା ନେଇ ଏବେ…

ମିଷ୍ଟର ଇଣ୍ଡିଆ-୨ରେ ରଣବୀର ସିଂ

ବଲିଉଡ୍‌ର ଲୋକପ୍ରିୟ ଚଳଚ୍ଚିତ୍ର ‘ମିଷ୍ଟର ଇଣ୍ଡିଆ’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ‘ଟାଇଗର ଜିନ୍ଦା ହୈ’ ଭଳି ଫିଲ୍ମ ନିର୍ମାଣ କରିଥିବା ଅଲ୍ଲୀ ଅବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିିର୍ମାଣ ହେବାକୁ ଥିବା ଏହି ଫିଲ୍ମରେ ରଣବୀର ସିଂ ଲିଡ୍‌ ରୋଲ୍‌ରେ ନଜରକୁ…

ଜାଣନ୍ତି କାହିଁକି ରବିବାରକୁ ଛୁଟିଦିନ ଭାବରେ କରାଯାଇଛି ଘୋଷଣା

ସପ୍ତାହର ଶେଷବାର ରବିବାର। ଏହି ଦିନଟିକୁ ଛୁଟିଦିନ ଭାବରେ ମନାଯାଇଥାଏ। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ସମସ୍ତ ସରକାରୀ/ବେସରକାରୀ କାର୍ଯ୍ୟାଳୟ ମଧ୍ୟ ଏହି ଦିନରେ ବନ୍ଦ ରହିଥାଏ। ଖାଲି ଏତିକି ନୁହେଁ, ବିଭିନ୍ନ ସାମାଜିକ ଏବଂ ଧାର୍ମିକ କାର୍ଯ୍ୟ ବି ରବିବାରରେ କରାଯାଇଥାଏ।…

କେସିଆର୍‌ଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୭।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ୬୬ତମ ଜନ୍ମଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ମୋଦି କେସିଆର୍‌ଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ଏହି ଅବସରରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି(ଟିଆର୍‌ଏସ୍‌)ର…

ଗ୍ୟାସରୁ ନିଆଁ ଲାଗି ମହିଳାଙ୍କ ସମେତ ୬ ବଖରା ଜଳିଗଲା

ଚାନ୍ଦବାଲି,୧୭।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଚଡ଼ଦିଆ ଗ୍ରାମରେ ଏକ ରନ୍ଧନ ଗ୍ୟାସ୍‌ ଟାଙ୍କି ଲିକ୍‌ ହୋଇ ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ ପଡ଼ୋଶୀଙ୍କ ଘର ସମେତ ୬ ବଖରା ଜଳିଯାଇଛି। ଖବର ପାଇ ଚାନ୍ଦବାଲି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri