ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ୍
ବାଲେଶ୍ୱର ଅଫିସ,୧୭।୨-ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ଜିଲା ଅତିରିକ୍ତ ଦୌରାଜଜ୍ କମ୍ ପୋକ୍ସୋ ଅଦାଲତର ବିଚାରପତି ଗିରିଜା ପ୍ରସାଦ ମହାପାତ୍ର ସୋମବାର ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡ ସହ ୩୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।…
ମାଟ୍ରିକ ପରୀକ୍ଷା ଲାଗି ବିଦ୍ୟୁତ୍ କାଟ ବନ୍ଦ ଦାବି
ଭଦ୍ରକ ଅଫିସ, ୧୭ା୨-ମାଟ୍ରିକ ପରୀକ୍ଷା ଆଉ ଗୋଟିଏ ଦିନ ଥିବାରୁ ନେସ୍କୋ ପକ୍ଷରୁ କରାଯାଉଥିବା ବିଦ୍ୟୁତ୍ କାଟ ବନ୍ଦ କରାଯିବାକୁ ଦାବି ହୋଇଛି। ଏପରିକି ବକେୟା ବିଦ୍ୟୁତ୍ ଦେୟ ସଂଗ୍ରହ ନାଁରେ ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ୍ କାଟ ବନ୍ଦ କରାଯାଉ ବୋଲି…
ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା: ଅଭିଯୁକ୍ତ ଅଟକ
ମାଲକାନଗିରି,୧୭।୨(ଡି.ଏନ୍.ଏ): ମାଲକାନଗିରି ଜିଲା ଆଦର୍ଶ ଥାନା ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମରେ ଜଣେ ବୃଦ୍ଧଙ୍କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଉକ୍ତ ଗ୍ରାମର ଗଙ୍ଗା କବାସୀ(୭୫)ଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଜିଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି…
ପୋଲିସ-ମାଓବାଦୀ ଗୁଳିବିନିମୟ ଘଟଣା: ବହୁ ସାମଗ୍ରୀ ଜବତ
ମାଲକାନଗିରି,୧୭।୨(ଡି.ଏନ୍.ଏ): ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ଅନ୍ତର୍ଗତ ବଣ୍ଡାପଡ଼ା ଓ ସମ୍ବଲପୁର ଗ୍ରାମ ଜଙ୍ଗଲରେ ରବିବାର ପୂର୍ବାହ୍ନରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ବହୁ ମାଓସାମଗ୍ରୀ ଜବତ ହୋଇଛି । ପ୍ରାୟ ୨୦ରୁ ୩୦ ଜଣ…
ଟ୍ରକ୍ ପଛରୁ ଧକ୍କାଦେଲା ଟ୍ରକ୍: ଡ୍ରାଇଭର ମୃତ
କେନ୍ଦୁଝର,୧୭।୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଶିରିଷପାଳ ୨୦ନଂ. ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍କୁ ପଛରୁ ଅନ୍ୟ ଏକ ଟ୍ରକ୍ ଧକ୍କା ଦେବାରୁ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲା ଭଞ୍ଜନଗର ଆଲିଆସାହି ବେଲାଗୁଣ୍ଠର ବୁଲୁ…
ସଚିିବାଳୟ କର୍ମଚାରୀ ମହାସଂଘ ପକ୍ଷରୁ ୫% ମହଙ୍ଗା ଭତ୍ତା ଦାବି
ଭୁବନେଶ୍ୱର,୧୭।୨(ବ୍ୟୁରୋ): ଗତ ଶନିବାର ନିଷ୍ପତ୍ତି ଅନୁଯାୟୀ ସଚିବାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର କର୍ମଚାରୀଙ୍କୁ ନେଇ ଏକ ”ସଚିିବାଳୟ କର୍ମଚାରୀ ମହାସଂଘ“ ଗଠନ କରାଯାଛି। ମିଳିତ ଭାବେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯାଇ ପିଛିଲା ଭାବେ ଜୁଲାଇ ୨୦୧୯ ଠାରୁ…
ଚଙ୍କି ପାଣ୍ଡେ କରିପାରି ନ ଥିବା କାମ କରି ଦେଖାଇଲେ ଝିଅ ଅନନ୍ୟା
ଅଭିନୟ କ୍ୟାରିୟରରେ ବଲିଉଡ୍ ଅଭିନେତା ଚଙ୍କି ପାଣ୍ଡେ ଯେଉଁ କାମ କରିପାରି ନାହାନ୍ତି ତାହା ତାଙ୍କ ଝିଅ ଅନନ୍ୟା କରି ଦେଖାଇଛନ୍ତି। ଏ କଥା ନିଜେ ଚଙ୍କି କହିଛନ୍ତି। ପ୍ରକୃତ କଥାଟା ହେଲା ଏହି ନିକଟରେ ଫିଲ୍ମ ଫେୟାର ଆଓ୍ବାର୍ଡ ସମାରୋହ…
୮ଘଣ୍ଟାରେ ୧୮ କିଲୋମିଟର କାନ୍ଧରେ ବୋହି ପ୍ରସୂତିଙ୍କୁ ହସ୍ପିଟାଲ ନେଲେ ପରିବାରଲୋକେ
କୁଲୁ,୧୭।୨: ସବୁ ରାଜ୍ୟରେ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ପ୍ରାୟ ସମୟରେ ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି। ବହୁଥର ପ୍ରସୂତିଙ୍କୁ କାନ୍ଧରେ କିମ୍ବା ଭାରରେ ବୋହି ହସ୍ପିଟାଲକୁ ନିଆଯାଉଥିବା ଖବର ସାମ୍ନାକୁ ଆସୁଛି…
ଅତ୍ୟଧିକ ଖୁସି ନୁହେଁ ଆଶା ଦେବୀ
ନୂଆଦିଲ୍ଲୀ,୧୭।୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ନୂଆ ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଛି। ଏହାକୁ ନେଇ ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି ସେ ଖୁସି ଅଛନ୍ତି ସତ ହେଲେ ଏହାକୁ ନେଇ ଅତ୍ୟନ୍ତ ଖୁସି…
ସ୍ବୟଂ ସହାୟକ ଗୋଷ୍ଠୀର ଚଢ଼ାଉ ପରେ ଚୋରାମଦ ବେପାରୀ ଗିରଫ
ପଦ୍ମପୁର,୧୭।୨(ଡି.ଏନ୍.ଏ.): ଭଦ୍ରକ ବ୍ଲକ ଅଧୀନ ସାହାଡ଼ା ଗ୍ରାମ ପଞ୍ଚାୟତ ସନନ୍ଦପୁର ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ସୋମବାର ଚୋରାମଦ ବିକ୍ରେତାଙ୍କ ଘରେ ଚଢ଼ାଉ କରିଛନ୍ତି। ଗ୍ରାମରେ ଦୀର୍ଘ ଦିନ ଧରି ଦେଶୀ ଓ ବିଦେଶୀ ମଦ ବିକ୍ରିହେବା ସହ…
ବ୍ୟାଙ୍କ ନିକଟରୁ ଡିକି ଭାଙ୍ଗି ୧ଲକ୍ଷ ୬୦ ହଜାର ଲୁଟିନେଲେ ଦୁର୍ବୃତ୍ତ
ରସୁଲପୁର,୧୭।୨(ଡି.ଏନ୍.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ କୁଆଖିଆ ବଜାରରେ ଥିବା କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିକଟରୁ ସୋମବାର ଅପରାହ୍ନରେ ଲୁଟ୍ ହୋଇଛି। ପ୍ରଥମାଖଣ୍ଡ ପ୍ରାଥମିକ କୃଷି ସେବା ସମବାୟ ସମିତିର ସମ୍ପାଦକ ପ୍ରଶାନ୍ତ କୁମାର ସାହାଣୀ ଟଙ୍କା ଜମା…
କଲେଜରେ ‘ଗଦ୍ଦର’ ଗୀତରେ ନାଚିଲେ ସନ୍ନି: ଭିଡିଓ ଭାଇରାଲ
ମୁମ୍ବାଇ: ବଲିଉଡ୍ ନାୟକ ସନ୍ନି ଦେଓଲ ଏବେ ରାଜନୀତିରେ ପାଦ ଦେଇଛନ୍ତି। ରାଜନେତା ହେବା ପରେ ନିକଟରେ ସେ ପଞ୍ଜାବର ଏକ କଲେଜରେ ପହଞ୍ଚିଥିଲେ। ସେଠାରେ ସେ ପିଲାମାନଙ୍କ ସହ ମିଶି ତାଙ୍କ ଅଭିନୀତ ଫିଲ୍ମ ‘ଗଦ୍ଦର’ର ଏକ ଗୀତରେ ଡ୍ୟାନ୍ସ…
Archives


