ବାଇକ୍ ଚଲାଇ କରୁଥିଲେ ଫେସ୍ବୁକ୍ ଲାଇଭ୍, ଆଉ ତା’ପରେ..
ଏବେ ଏକପ୍ରକାର ନିଶା ପାଲଟିଛି ସ୍ମାର୍ଟଫୋନ। କେବଳ ଯୁବପିଢି ନୁହେଁ, ସମସ୍ତଙ୍କୁ ନିଜ ମାୟାରେ ବଶୀଭୂତ କରିଛି ସ୍ମାର୍ଟଯୁଗର ସ୍ମାର୍ଟଫୋନ। ସ୍ମାର୍ଟଫୋନ କେବଳ ଆଖି ଖରାପ କରୁଛି ତା ନୁହେଁ, ଏହା ଯୋଗୁ ଅନେକ ଦୁର୍ଘଟଣା ଘଟୁଛି। ପଶ୍ଚିମବଙ୍ଗରେ ଏମିତି ଏକ…
ମୁମ୍ବାଇର ଜିଏସ୍ଟି ଭବନରେ ଅଗ୍ନିକାଣ୍ଡ
ମୁମ୍ବାଇ,୧୭।୨: ମୁମ୍ବାଇର ଜିଏସ୍ଟି ଭବନରେ ଅଗ୍ନିକାଣ୍ଡ। ବାୟକୁଲାର ମଝଗାଓଁସ୍ଥିତ ଜିଏସ୍ଟି ଭବନର ୮ମହଲାରେ ସୋମବାର ଦ୍ୱିପ୍ରହରରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀର ୮ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସେଠାରେ ଫସିରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କାର୍ଯ୍ୟ…
କେନର୍ସ କପ୍ ଚେସ୍: ହମ୍ପି ଚାମ୍ପିୟନ: ୨ ନମ୍ବର ସ୍ଥାନକୁ ଉଠିଲେ
ସେଣ୍ଟ ଲୁଇସ୍, ୧୭।୨(ପି.ଟି.): ଓ୍ବାଲର୍ଡ ରାପିଡ୍ ଚେସ୍ ଚାମ୍ପିୟନ କୋନେରୁ ହମ୍ପି ଆଉ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛନ୍ତି। ଆମେରିକାର ସେଣ୍ଟ ଲୁଇସ୍ରେ ଅନୁଷ୍ଠିତ କେନର୍ସ କପ୍ ଚେସ୍ ଟୁର୍ନାମେଣ୍ଟରେ ସେ ଟାଇଟଲ ହାସଲ କରିଛନ୍ତି। ନିଜ ଦେଶର ଦ୍ରୋଣାଭାଲି…
ରାମମନ୍ଦିର ନିର୍ମାଣ ଚାନ୍ଦା ରଖିବ କିଏ: ନିଷ୍ପତ୍ତି ନେବ ନ୍ୟାସ
ନୂଆଦିଲ୍ଲୀ,୧୭।୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସଂଗ୍ରହ ହେବାକୁ ଥିବା ଚାନ୍ଦା କିଏ ରଖିବ ସେ ନେଇ ଶ୍ରୀ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ନିଷ୍ପତ୍ତି ନେବ। ଫେବୃୟାରୀ ୧୯ରେ ନ୍ୟାସର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଚାନ୍ଦା ନେଇ ଆଲୋଚନା…
ସାରା ଦେଶ ହେଉ ମଦମୁକ୍ତ: ନୀତୀଶ
ପାଟନା,୧୭।୨: ବିହାର ପରେ ଏବେ ସାରା ଦେଶକୁ ମଦ ମୁକ୍ତ କରିବାକୁ ଚାହୁଁଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଗୋଟିଏ ପଟେ ମଦମୁକ୍ତକୁ ବିରୋଧୀ ଅସଫଳ କହିବା ସହ ଜନମତ ସଂଗ୍ରହ କରୁଥିବା ବେଳେ ଅନ୍ୟପଟେ ନୀତୀଶ କିନ୍ତୁ ଏହାକୁ ବିହାରର…
ଚାଇନା ବ୍ୟାଙ୍କରେ ଜୀବାଣୁମୁକ୍ତ କରାଯାଉଛି ନୋଟ୍
ବେଜିଂ,୧୭।୨: କରୋନା ଭାଇରସ୍ କବଳରେ ଏବେ ଚାଇନା। ଏହାଦ୍ୱାରା ଚାଇନାର ଅର୍ଥନୀତିରେ ପ୍ରଭାବ ପଡିବା ଆଶଙ୍କା କରାଯାଉଛି। ଏହି ସମୟରେ କରୋନା ଭାଇରସକୁ ବ୍ୟାପିବାକୁ ନ ଦେବାକୁ ଚାଇନା ପ୍ରସ୍ତୁତି ଆରମ୍ଭ କରି ସାରିଛି। ତେବେ ଚାଇନା ବ୍ୟାଙ୍କକୁ ଆସୁଥିବା ନୋଟ୍…
ଚର୍ଚ୍ଚାରେ ବାରାଣସୀର ରିକ୍ସା ଚାଳକ ମଙ୍ଗଳା
ବାରାଣସୀ,୧୭।୨: ଗୋଟିଏ ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ବାରାଣସୀର ଜଣେ ରିକ୍ସା ଚାଳକ ମଙ୍ଗଳା କେଭଟଙ୍କ ଘରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ। ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ରିକ୍ସା ଚାଳକ ଜଣକ କିଏ…
ଜାମିଆ ଆହତ ଛାତ୍ରଙ୍କୁ ଦିଆଯାଉ ୨କୋଟି ଟଙ୍କାର କ୍ଷତିପୂରଣ: କେନ୍ଦ୍ର, ଦିଲ୍ଲୀ ସରକାର, ପୋଲିସଙ୍କୁ ନୋଟିସ୍
ନୂଆଦିଲ୍ଲୀ,୧୭।୨: ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ଜଣେ ଆହତ ଛାତ୍ର କରିଥିବା ଆବେଦନର ଶୁଣାଣି ସୋମବାର ଦିଲ୍ଲୀ ହାଇକୋର୍ଟ କରିଛନ୍ତି। ଏହି ଶୁଣାଣିରେ କୋର୍ଟ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଓ ପୋଲିସକୁ ନୋଟିସ ଜାରି କରିଛନ୍ତି। ଏଥିସହ ଆହତ ଛାତ୍ର…
୭ ବର୍ଷର ବାଳକଙ୍କ ଅଜବ କାରନାମା: ୬ ପ୍ୟାକ୍ ଆବ୍ସ ସାଙ୍ଗକୁ ଖେଳୁଛନ୍ତି ଫୁଟବଲ୍
ବୟସ ମାତ୍ର ୭ ବର୍ଷ। ନାଁ ଆରାତ୍ ହୋସେଇନି। ଇରାନର ଏହି ବାଳକ ଜଣଙ୍କ କଅଁଳ ବୟସରେ ନିଜ ଅଜବ କାରାନାମାରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ୬ ପ୍ୟାକ୍ ଆବ୍ସ ସାଙ୍ଗକୁ ଚମତ୍କାର ଫୁଟବଲ୍ ଖେଳୁଛନ୍ତି ଆରାତ୍। କେବଳ ଏତିକି ନୁହେଁ,…
ବ୍ୟାକ୍ଟେରିଆକୁ ରୋକିବ ଲାଳ
ସାଧାରଣତଃ ବ୍ୟାକ୍ଟେରିଆ ଯୋଗୁ ଆମେ କେତେକ ରୋଗର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ ପ୍ରତିହତ କରିବାରେ ଲାଳର ଭୂମିକା ରହିଛି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ବିଶେଷଭାବରେ ଆମେ ଖାଇବା ପରେ ଭଲ ଭାବରେ ପାଟି ସଫା ନ…
ସୁସ୍ଥ ହୋଇ ଘରକୁ ଫେରିଲେ ୧୦ ହଜାରରୁ ଊର୍ଦ୍ଧ୍ୱ କରୋନା ଭାଇରସ ସଂକ୍ରମିତ
ବେଜିଂ,୧୭।୨: କରୋନା ଭାଇରସ୍ ଏବେ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ଏବେ ଏହା ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଚାଇନାରେ ୧,୭୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦,୫୪୮ଜଣ ଆକ୍ରାନ୍ତ ହୋଇଛନ୍ତି। ସବୁଠାରୁ ଖୁସିର ଖବର…
ଅଣ୍ଡା ଖୋଳପାରେ ରାସ୍ତା ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ର
ଇନ୍ଦୋର: ବିଶ୍ୱରେ ପ୍ରତି ସେକେଣ୍ଡ୍ରେ ୪୫୦ ସଡ଼କ ଦୁର୍ଘଟଣା ଘଟୁଛି। ଏହାର କାରଣ ଲୋକେ ରାସ୍ତା ସୁରକ୍ଷା ନିୟମ ମାନୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଇନ୍ଦୋରର ଗଜେନ୍ଦ୍ର ଶର୍ମା ନାମକ ଜଣେ ଛାତ୍ର ଅଣ୍ଡା ଖୋଳପାରେ ପେଣ୍ଟିଂ ଜରିଆରେ ସଡ଼କ ସୁରକ୍ଷାର…
Archives


