ଅନୁଗୋଳ ଜିଲାର ୮୫ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଦେଲେ ୧୭,୫୧୩ ଛାତ୍ରୀଛାତ୍ର
ଅନୁଗୋଳ ଅଫିସ, ୧୯।୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ଅନୁଗୋଳ ଜିଲାର ୮୫ଟି ପରୀକ୍ଷା କେନ୍ଦ୍ରରେ ୨୬୨ଟି ଉଚ୍ଚ ବିଦ୍ୟାଳୟର ମୋଟ ୧୭ ହଜାର ୫୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା…
ମାଟ୍ରିକ ପରୀକ୍ଷା ଆରମ୍ଭ; ପାଟଣା ବ୍ଲକର ୧୧ କେନ୍ଦ୍ରରେ ୧୭୫୨ ପରୀକ୍ଷାର୍ଥୀ: ସିସିଟିଭି କ୍ୟାମେରା ଲାଗିବାକୁ ନେଇ ଅଭିଭାବକ ଅସନ୍ତାଷ
ପାଟଣା,୧୯।୨(ସ୍ବ.ପ୍ର.): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଚାଲିଛି। ସମସ୍ତ ବିଷୟ…
ପୋଲିସ ଷ୍ଟେଶନ ସାମ୍ନାରେ ଗୋମାଂସ ତରକାରି ବାଣ୍ଟିଲେ କଂଗ୍ରେସ କାର୍ଯ୍ୟକର୍ତ୍ତା
ଥିରୁଭାନନ୍ଥପୁରମ୍,୧୯।୨: କେରଳରେ ପୁଣି ଗୋମାଂସକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ପୋଲିସ ପ୍ରଶିକ୍ଷଣ ନେଉଥିବା ପିଲାଙ୍କ ମେନ୍ୟୁରୁ ଗୋମାଂସ ହଟାଯିବା ପରେ କଂଗ୍ରେସ କାର୍ଯ୍ୟକର୍ତ୍ତା କୋଝିକୋଡ ଜିଲାର ମୁକ୍କାମ ପୋଲିସ ଷ୍ଟେଶନ ଆଗରେ ଗୋମାଂସ ତରକାରି ସହ ରୁଟି ବାଣ୍ଟିଛନ୍ତି। କେରଳ…
୧୫ ସରକାରୀ ଦସ୍ତାବିଜ୍ ବି ପ୍ରମାଣ କରିପାରିଲାନି ମହିଳାଙ୍କ ଭାରତୀୟ ନାଗରିକତ୍ୱ
ଗୁଆହାଟି,୧୯।୨: ଆସାମର ଜଣେ ୫୦ ବର୍ଷ ବୟସ୍କା ମହିଳା ୧୫ଟି ସରକାରୀ ଦସ୍ତାବିଜ୍ ଦାଖଲ କରିବା ପରେ ମଧ୍ୟ ନିଜର ଭାରତୀୟ ନାଗରିକତ୍ୱ ପ୍ରମାଣ କରି ପାରି ନାହାଁନ୍ତି। ଆସାମ ଫରେନ୍ ଟ୍ରିବ୍ୟୁନାଲ ଏବେ ତାଙ୍କୁ ବିଦେଶୀ ବୋଲି ଘୋଷଣା କରିଛନ୍ତି।…
ଶ୍ରୀଲୋକନାଥଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରୁଛନ୍ତି ଭକ୍ତ
ପୁରୀ ଅଫିସ,୧୯।୨: ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ବୁଧବାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମହାପ୍ରଭୁ ଶ୍ରୀଲୋକନାଥଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରୁଛନ୍ତି ଭକ୍ତ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୮ଟାରେ…
ନିଲାମ ହେବ ଆଇନ୍ଷ୍ଟାଇନଙ୍କ ପିଲାଦିନର ଖେଳନା
ନ୍ୟୁୟର୍କ: ଆର୍ଲବଟ ଆଇନ୍ଷ୍ଟାଇନଙ୍କ ପିଲାଦିନର ପ୍ରିୟ ଖେଳନା ମୋଜାଇକ୍ ପର୍ଲ ଗେମ୍ ଆସନ୍ତା ମାସରେ ନିଲାମ ହେବ। ଏହା ୬୦ ହଜାର ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୪୨.୯୨ ଲକ୍ଷ ଟଙ୍କାରେ ନିଲାମ ହେବ। ଏହି ଖେଳନାରେ ୫୨୦ଟି ରଙ୍ଗୀନ ମୋତି…
୩୦ ମିନିଟ୍ରେ ୬୦୦ ମିଟର ନଦୀ ପାର ହେଲେ ଦିବ୍ୟାଙ୍ଗ ଛାତ୍ର
କୋଚି: ଆଖି ବନ୍ଦ ସମୟରେ ସ୍ବପ୍ନ ତ ନିଶ୍ଚିତ ଆସେ। କିନ୍ତୁ ଏହି ସ୍ବପ୍ନକୁ ପୂରା କରିବା ପାଇଁ ଆଖିର ଆବଶ୍ୟକତା ଢେର୍ ଅଧିକ। ଆଖି ନ ଥାଇ ସ୍ବପ୍ନକୁ ସାକାର କରିଛନ୍ତି ଜଣେ ଦିବ୍ୟାଙ୍ଗ ବାଳକ। ତାଙ୍କର ଚକ୍ଷୁ ନ…
ଝିଟିିପିଟିର ଜୀବନ ବଞ୍ଚାଇ ରାତାରାତି ଷ୍ଟାର ପାଲଟିଲେ ଏହି ବ୍ୟକ୍ତି
ଏକ ଝିଟିପିଟିର ଜୀବନ ବଞ୍ଚାଇ ସୋସିଆଲ ମିଡିଆରେ ରାତାରାତି ଷ୍ଟାର ପାଲଟିଛନ୍ତି ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି। ତାଙ୍କୁ ଏବେ ଚାରିଆଡୁ ବାଃ ବାଃ ମିଳିଛି। ଏହି ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଏକ ବାର୍ରେ ବସି ମଦ୍ୟପାନ କରୁଥିବାବେଳେ ହଠାତ୍ ତାଙ୍କ ଗ୍ଲାସରେ…
ଭାରତ ବିପକ୍ଷ ପ୍ରଥମ ଟେଷ୍ଟ: ମ୍ୟାଟ୍ ହେନ୍ରୀଙ୍କୁ ଡକରା
ଓ୍ବେଲିଂଟନ,୧୯।୨- ଆସନ୍ତା ୨୧ ତାରିଖରେ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ଲାଗି ନ୍ୟୁଜିଲାଣ୍ଡ ଦଳ ପେସର ମ୍ୟାଟ ହେନ୍ରୀଙ୍କୁ ଡକରା ଦେଇଛି। ତାଙ୍କୁ ନିଲ ଓ୍ବାଗନରଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ କରାଯିବ। ଓ୍ବାଗନର ପ୍ରଥମ…
ଟଏଲେଟ୍ ଭିତରେ ବସି ଗୀତ ଶୁଣୁଛନ୍ତି ଧୋନୀ, ଭିଡିଓ ଭାଇରାଲ୍
ଭାରତକୁ ୨ଟି ବିଶ୍ୱକପ ବିଜୟୀ କରାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। କ୍ରିକେଟ ଖେଳୁ ନ ଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ପ୍ରତିଦିନ ସୋସିଆଲ ମିଡିଆରେ ତାଙ୍କ ଫଟୋ ହେଉ…
ଓଜନ କମାଇବାକୁ ଚାହୁଁଥିଲେ…
ଲଣ୍ଡନ: ବ୍ରିଟେନ୍ର ବ୍ରିଘମ୍ ୟଙ୍ଗ୍ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ଗବେଷଣା କରି କହିଛନ୍ତି, ଓଜନ କମାଇବା ପାଇଁ ବ୍ୟାୟାମ ଜରୁରୀ। ତେଣୁ ବିଶେଷଜ୍ଞମାନେ ୧୨୦ ଛାତ୍ରୀଛାତ୍ରଙ୍କୁ ନେଇ ଏକ ଅଧ୍ୟୟନ କରିଥିଲେ। ଏଥିରୁ ଜଣାପଡ଼ିଥିଲା ପ୍ରତିଦିନ ୧୦ ହଜାରରୁ ଅଧିକ ପାଦ…
ଫିଲ୍ମ ‘୮୩’ରେ ଦୀପିକାଙ୍କ ପ୍ରଥମ ଫଟୋ ଜାରି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ୧୯୮୩ ମସିହା ବିଶ୍ୱକପ ବିଜେତା କପିଲ ଦେବଙ୍କ ଉପରେ ନିର୍ମାଣ ହୋଇଛି ଫିଲ୍ମ ‘୮୩’। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ରଣବୀର ସିଂହ। ଏହି ଫିଲ୍ମର ଗୋଟିଏ ପରେ ଗୋଟିଏ କଳାକାରଙ୍କୁ…
Archives


