Home Left

ଶାହାଙ୍କ ସହ ସାକ୍ଷାତକାର ପରେ ଟୁଇଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୨: ତୃତୀୟଥର ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ବୁଧବାର ଅପରାହ୍ନରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତକାର କରିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଶାହା ଓ କେଜରିଓ୍ବାଲଙ୍କ…

ରଶ୍ମୀ-ଉମରଙ୍କ ଯୋଡ଼ି, ଟୁଇଟରରେ ଟ୍ରେଣ୍ଡ କରୁଛି #umRash

ବମ୍ବେ: ସରିଛି ‘ବିଗ୍‌ବସ୍‌’। ହେଲେ ପ୍ରଶଂସକଙ୍କ ମନରୁ ପ୍ରତିଯୋଗୀମାନଙ୍କ ପାଇଁ ଥିବା ଭଲପାଇବା ପୂର୍ବଭଳି ରହିଛି। ଶୋ’ ଶେଷ ହେବା ପରେ ପ୍ରତିଯୋଗୀମାନେ ମଧ୍ୟ ମସ୍ତି ମୁଡ୍‌ରେ ନଜର ଆସୁଛନ୍ତି। ନିକଟରେ ଆସିମ୍‌ ରିଆଜ, ହିମାଂଶୀ ଖୁରାନ୍ନା ଏବଂ ରଶ୍ମୀ ଦେଶାଇଙ୍କ…

ରିଲିଜ ହେବ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’- ‘ଭୂତ’: ବକ୍ସ ଅଫିସରେ ଆୟୁଷ୍ମାନ-ବିକ୍କିଙ୍କ ମଧ୍ୟରେ ଟକ୍କର

ବମ୍ବେ: ଆସନ୍ତା ସପ୍ତାହରେ ରିଲିଜ ହେବ ଦୁଇଟି ବହୁ ପ୍ରତୀକ୍ଷିତ ଫିଲ୍ମ। ଗୋଟିଏ ପଟେ ଆୟୁଷ୍ମାନ ଖୁରାନ୍ନାଙ୍କ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’କୁ ଅନ୍ୟପକ୍ଷେ ବିକ୍କି କୌଶଲଙ୍କ ‘ଭୂତ’ର ବଡ଼ପରଦାରେ ହେବ ଟକ୍କର। ଦର୍ଶକଙ୍କୁ ସର୍ବଦା ଭରପୂର ମନୋରଞ୍ଜନର ଗ୍ୟାରେଣ୍ଟି ଦେଇଆସୁଥିବା…

ଭାରତରେ ହେବ ୨୦୨୨ ଏଏଫ୍‌ସି ମହିଳା ଏସିଆନ୍‌ କପ

କୁଆଲାଲମ୍ପୁର,୧୯।୨(ପି.ଟି.)- ଭାରତରେ ୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଦେଶରେ ମହିଳା ଫୁଟବଲର ପ୍ରସାର କରିବା ପାଇଁ ଏହି ଇଭେଣ୍ଟର ଆୟୋଜନ ଅଧିକାର ବୁଧବାର ଭାରତକୁ ଦିଆଯାଇଛି। ଏସିଆନ ଫୁଟବଲ କନଫେଡେରେଶନର ମହିଳା କମିଟି ଏହି…

କାଉଣ୍ଟି କ୍ରିକେଟ ଖେଳିବେ ପୂଜାରା

ଲଣ୍ଡନ,୧୯।୨- ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ବୁଧବାର ଗ୍ଲୁଷ୍ଟରଶାୟର ସହ ଚୁକ୍ତି କରିଛନ୍ତି। ସେ ଦଳ ପାଇଁ ଏପ୍ରିଲ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଇଲିଂଶ କାଉଣ୍ଟି ଚାମ୍ପିୟନଶିପର ପ୍ରଥମ ୬ ମ୍ୟାଚ୍‌ ଖେଳିବେ। ପୂଜାରା ଭାରତୀୟ ଟେଷ୍ଟ…

ପାକିସ୍ତାନରେ ଆରମ୍ଭ ହେବ ପିଏସ୍‌ଏଲ-୫

କରାଚୀ,୧୯।୨(ଏଏଫ୍‌ପି)- ଦେଶର କ୍ରିକେଟ ପ୍ରେମୀମାନେ ପ୍ରଥମ ଥର ପାଇଁ ପାକିସ୍ତାନରେ ପିଏସ୍‌ଏଲ (ପାକିସ୍ତାନ ସୁପର ଲିଗ୍‌) ଉପଭୋଗ କରିବାକୁ ଯାଉଛନ୍ତି। ଦୀର୍ଘ ଏକ ମାସ ଧରି ଚାଲିବାକୁ ଥିବା ଟି୨୦ ଇଭେଣ୍ଟର ୫ମ ସଂସ୍କରଣରେ ଡେଲ ଷ୍ଟେଇନ(ଦକ୍ଷିଣ ଆଫ୍ରିକା), ଶେନ ଓ୍ବାଟସନ,…

ଉତ୍ତର କୋରିଆର ଅଭିଶପ୍ତ ହୋଟେଲ: ୧୯୮୭ରୁ ଆଜିଯାଏ ଶେଷ ହୋଇପାରୁନି ନିର୍ମାଣ କାମ

ଉତ୍ତର କୋରିଆ ଭିନ୍ନ ଆଇନ କାନୁନ ଏବଂ ମିସାଇଲ ପରୀକ୍ଷଣ ପାଇଁ ବିଶ୍ୱରେ ପରିଚିତ। ଏହା ବ୍ୟତିତ ସେଠାରେ ଏମିତି ଅନେକ କିଛି ରହିଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ରାଜଧାନୀ ପାୟୋଙ୍ଗୟାଙ୍ଗରେ ଥିବା ପିରାମିଡ ଆକାରର…

ଶେହନାଜଙ୍କ ସ୍ବୟଂମ୍ବର ଦେଖି ରାକ୍ଷୀଙ୍କ ପ୍ରତିକ୍ରିୟା

ମୁମ୍ବାଇ: ବିଗ୍‌ ବସ ୧୩ ପରେ ଶେହନାଜ ଗିଲ୍‌ଙ୍କ ସ୍ବୟଂମ୍ବର ‘ମୁଝ୍‌ସେ ଶାଦୀ କରୋଗୀ’ ଆରମ୍ଭ ହୋଇଯାଇଛି। ଯେଉଁଥିରେ ପାରସ୍‌ ଛାବ୍‌ଡ଼ା ଏବଂ ଶେହନାଜଙ୍କୁ ବରକନ୍ୟା ଭାବରେ ଦେଖିବାକୁ ମିଳିଛି। ଏପରି ସ୍ବୟଂମ୍ବର ନୂଆ କଥା ନୁହେଁ, କାରଣ ଏହା ପୂର୍ବରୁ…

ପ୍ରତି ଜିଲାରେ ଖୋଲିବ ମଡେଲ ଧାନମଣ୍ଡି

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟର ପ୍ରତ୍ୟେକ ଜିଲାରେ ମଡେଲ ଧାନମଣ୍ଡି ନିର୍ମାଣ ହେବ। ଏ ନେଇ ପ୍ରତ୍ୟେକ ଜିଲାର ବିଧାୟକଙ୍କଠାରୁ ମତାମତ ନିଆଯିବ। ମଡେଲ ମଣ୍ଡିର ରୂପରେଖ କିଭଳି ହେବ ସେ ନେଇ ବିଭାଗ ପକ୍ଷରୁ ଏକ ବୈଷୟିକ ଟିମ୍‌ ଅନ୍ୟ ରାଜ୍ୟକୁ ଗସ୍ତ…

ରାଜ୍ୟରେ ଉତ୍ପାଦନ ହେଉଛି ୨୦ହଜାର ମେଟ୍ରିକ୍‌ ଟନ୍‌ ଲିଚୁ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ଲିଚୁ ଚାଷ ପାଇଁ ଆର୍ଦ୍ର ଉପକ୍ରାନ୍ତୀୟ ଜଳବାୟୁ ଅତ୍ୟନ୍ତ ଉତ୍କୃଷ୍ଟ। ଓଡ଼ିଶାରେ ପ୍ରାୟ ୪,୪୭୭ ହେକ୍ଟର ଜମିରେ ଲିଚୁ ଚାଷ କରାଯାଇ ୨୦,୪୩୧ ମେଟ୍ରିକ୍‌ ଟନ୍‌ ଉତ୍ପାଦିତ ହେଉଛି। ଓଡ଼ିଶାରେ ସମ୍ବଲପୁର ଜିଲାର କୁଚିଣ୍ଡା, ସୁନ୍ଦରଗଡ଼ ଜିଲାର ପାନପୋଷ, ବଣାଇଁ,…

ବାଲେଶ୍ୱରରେ ଧରାପଡ଼ିଲେ ନକଲି ପରୀକ୍ଷାର୍ଥୀ

ବାଲେଶ୍ୱର ଅଫିସ, ୧୯।୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ପାଉଁଶକୁଲି ଗ୍ରାମର ରାଧାନାଥ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ବୁଧବାର ମାଟ୍ରିକ ପରୀକ୍ଷା ଚାଲୁଥିବା ବେଳେ ଜଣେ ନକଲି ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ସେ ହେଲେ ହିମାଂଶୁ ବେହେରା। ତାଙ୍କୁ ସିଂଲା ଥାନା ପୋଲିସ…

ଜାପାନରେ ବ୍ରହ୍ମପୁର ଯୁବ ଇଞ୍ଜିନିୟର ଫସିବା ଘଟଣା: ପୁଅକୁ ଫେରାଇ ଆଣିବା ଲାଗି ସରକାରଙ୍କୁ ନିବେଦନ କଲେ ପରିବାରବର୍ଗ

ବ୍ରହ୍ମପୁର ଅଫିସ,୧୯।୨: ସାରା ବିଶ୍ୱବାସୀଙ୍କୁ ଏବେ କରୋନା ଭୟ ଘାରିଛି। ଏପରି ସ୍ଥିତିରେ ଜାପାନର ୟୋକୋହମା ଜଳ ସୀମା ଜାହାଜରେ ଗଞ୍ଜାମ ଜିଲାର ବ୍ରହ୍ମପୁର ପନ୍ଦରା ସାହିର ଜଣେ ଯୁବ ଇଞ୍ଜିନିୟର ଫସି ରହିଛନ୍ତି । ସେ ହେଉଛନ୍ତି ଲିଙ୍ଗରାଜ ନାୟକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri