ନୀତୀଶଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ରବିବାର ଜନ୍ମଦିନ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟୁଇଟ୍ କରି ନୀତୀଶଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ରାଜନୀତିରେ ତାଙ୍କର ଅବଦାନ ଓ…
‘ଅଳଙ୍କାର’ ବସ୍ ଦୁର୍ଘଟଣାଗ୍ରସ୍ତ: ୨୫ ଯାତ୍ରୀ ଆହତ, ଭଦ୍ରକ ମେଡିକାଲରେ ଭର୍ତ୍ତି
ଭଦ୍ରକ ଅଫିସ,୧।୩: ଭଦ୍ରକ ଜିଲା ୧୬ନଂ ଜାତୀୟ ରାଜପଥ ସିମୁଳିଆ ଭଗିଆ ଛକଠାରେ ଶନିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ରାଇରଙ୍ଗପୁରରୁ ଭୁବନେଶ୍ୱରର ଯାଉଥିବା ‘ଅଳଙ୍କାର’ ନାମକ ଏକ ଘରୋଇ ବସ୍ ଦୁର୍ଘଟଣା ଘଟିବା ଯୋଗୁ ୨୫ଜଣ ଯାତ୍ରୀ ଆହତ…
ବିନା ଖାଦ୍ୟ, ଔଷଧରେ ୬ ଓଡ଼ିଆ ପରିବାର
ନୂଆଦିଲ୍ଲୀ,୧।୩: ଉତ୍ତରପୂର୍ବ ଦିଲ୍ଲୀରେ ଧୀରେ ଧୀରେ ସ୍ବାଭାବିକ ଅବସ୍ଥା ଫେରୁଛି। ଏହା ସତ୍ତ୍ୱେ ଖଜୁରି ଖାସ୍ ଅଞ୍ଚଳରେ ରହିଥିବା ୬ ଓଡ଼ିଆ ପରିବାର ଏବେ ବି ଦଙ୍ଗାଜନିତ ମାନସିକ ଆଘାତରୁ ମୁକୁଳିପାରି ନାହାନ୍ତି। ଦଙ୍ଗା ସମୟର କଥା ମନେପକାଇ ସେମାନେ କହିଛନ୍ତି, ସେମାନେ…
ମୁହ୍ବିଦ୍ଦିନ୍ ୟାସିନ ମାଲେସିଆ ପ୍ରଧାନମନ୍ତ୍ରୀ
କୁଆଲାଲୁମ୍ପୁର,୧।୩(ଏଏଫ୍ପି): ପୂର୍ବତନ ଗୃହମନ୍ତ୍ରୀ ମୁହ୍ବିଦ୍ଦିନ୍ ୟାସିନଙ୍କୁ ମାଲେସିଆର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶନିବାର ନିଯୁକ୍ତି ଦିଆଯାଇଛି। ଫଳରେ ମହାଥିର୍ ମହମ୍ମଦଙ୍କ ଶାସନର ଅନ୍ତ ହୋଇଛି। ମୁହ୍ବିଦ୍ଦିନ ରବିବାର ଶପଥ ଗ୍ରହଣ କରିବେ। କିଛି ଦିନର ଅଚଳାବସ୍ଥା ପରେ ମହାଥିର୍ ପ୍ରଧାନମନ୍ତ୍ରୀ ପଦରୁ…
ଏସ୍ସିବି ମେଡିକାଲରେ ବିରଳ ପ୍ଲାଷ୍ଟିକ ସର୍ଜରି:ଶିଶୁ ହାତରେ ଲାଗିଲା ଆଙ୍ଗୁଠି
କଟକ ଅଫିସ,୧।୩: ଏକ ବିରଳ ପ୍ଲାଷ୍ଟିକ ସର୍ଜରି କରି ଆଉ ଏକ ସଫଳତା ହାସଲ କରିଛି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସ୍ସିବି) ମେଡିକାଲ କଲେଜ ଓ ହସ୍ପିଟାଲ। ପ୍ଲାଷ୍ଟିକ ସର୍ଜରି ବିଭାଗରେ ଜଣେ ୧୫ ମାସ ବୟସର ଶିଶୁକନ୍ୟାଙ୍କ ହାତରେ ଡାକ୍ତରମାନେ ଆଙ୍ଗୁଠି…
ଆଫଗାନିସ୍ତାନ ଉପରେ ଭାରତର ନଜର
ନୂଆଦିଲ୍ଲୀ/ ଦୋହା, ୧।୩(ପି.ଟି.): ତାଲିବାନ୍ ସହ ଐତିହାସିକ ଶାନ୍ତିଚୁକ୍ତି ସ୍ବାକ୍ଷର ପରେ ଆଫଗାନିସ୍ତାନରୁ ବିଦେଶୀ ସେନା ପ୍ରତ୍ୟାହାର ହେବା ନିଶ୍ଚିତ ହୋଇଛି। ଦୀର୍ଘ ୧୮ ବର୍ଷର ଯୁଦ୍ଧାଭିଯାନ ଶେଷକରି ଆମେରିକା ୧୪ ମାସ ମଧ୍ୟରେ ସେନା ପ୍ରତ୍ୟାହାର କରିବ ବୋଲି ଜଣାପଡ଼ିଛି।…
ତାଲିବାନ ଦମନର ପୃଷ୍ଠଭୂମି
କାବୁଲ,୧।୩: ୨୦୦୧ ସେପ୍ଟେମ୍ବର ୧୧ରେ ନ୍ୟୁୟର୍କସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ବିମାନ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଓସାମା ବିନ୍ ଲାଡେନ୍ ନେତୃତ୍ୱରେ ଆଫଗାନିସ୍ତାନରେ ସକ୍ରିୟ ଥିବା ଅଲ୍କାଏଦା ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ, ଯେଉଁଥିରେ ୨୯୭୭ ଜଣଙ୍କ…
୧୮ ବର୍ଷ ପରେ ଫେରୁଛି ଆମେରିକା ସେନା
୨୦୦୧ରୁ ଆଫଗାନିସ୍ତାନରେ ଆମେରିକା ଓ ନାଟୋ ସେନା ଉପସ୍ଥିତ ରହିଛନ୍ତି। ଯୁଦ୍ଧରେ ୨୪୦୦ ଆମେରିକା ସୈନ୍ୟ ପ୍ରାଣ ହରାଇଥିବାବେଳେ ଆଫଗାନିସ୍ତାନର ୧୦ ହଜାରରୁ ଊର୍ଦ୍ଧ୍ୱ ଯବାନ ନିହତ ହୋଇଥିଲେ। ଦୀର୍ଘଦିନର ସଂଘର୍ଷ ମଧ୍ୟରେ ସେଠାରେ ୫୦ ହଜାରରୁ ଅଧିକ ଲୋକଙ୍କ ଜୀବନ…
ଶାହାଙ୍କ ଶ୍ରୀମନ୍ଦିର ଗସ୍ତବେଳେ ସୁରକ୍ଷା ଢିଲା: ବାଇଶି ପାହାଚରେ ଫଟୋ ଉଠାଇ ଧରାପଡ଼ିଲେ ଯୁବକ
ପୁରୀ ଅଫିସ, ୧।୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଜଣେ ଯୁବକ ବାଇଶି ପାହାଚରେ ଶାହାଙ୍କ ଫଟୋ ଉଠାଇ ଧରାପଡ଼ିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଶାହା…
ପୋଲିସର ବର୍ବରତା: ଆହତଙ୍କୁ ଜାତୀୟ ସଙ୍ଗୀତ ଗାଇବାକୁ ବାଧ୍ୟ କଲା
ନୂଆଦିଲ୍ଲୀ,୧।୩: ଦିଲ୍ଲୀ ଦଙ୍ଗାରେ ଆହତ ହୋଇ ରାସ୍ତାରେ ଛଟପଟ ହେଉଥିବା ଯୁବକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେବା ପରିବର୍ତ୍ତେ ତାଙ୍କୁ ଜାତୀୟ ସଙ୍ଗୀତ ଗାଇବା ପାଇଁ ବାଧ୍ୟ କରାଯାଇଥିଲା। ଏଭଳି ଏକ ଭିଡ଼ିଓ ସାମନାକୁ ଆସିଛି। ଉତ୍ତରପୂର୍ବ ଦିଲ୍ଲୀ ଅନ୍ତର୍ଗତ କର୍ଦମପୁରୀ…
ଆଉ ମାସେ ବଢ଼ିବ ସର୍ବକ୍ଷମା ଯୋଜନା: କଟକ-ଭୁବନେଶ୍ୱରରେ ସର୍ବାଧିକ ଆବେଦନ
ଭୁବନେଶ୍ୱର,୧।୩(ବ୍ୟୁରୋ): ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନ କିମ୍ବା ଅନୁମୋଦନ ନେଇ ନିୟମ ଉଲ୍ଲଂଘନ କରି ଗଢିଉଠିଥିବା ବେଆଇନ ଆବାସିକ କୋଠାଘର, ବ୍ୟବସାୟିକ ଗୃହ ଏବଂ ଅଟ୍ଟାଳିକାଗୁଡିକୁ ଜରିମାନା ଦେଇ ନିୟମିତ (ରେଗୁଲାର) କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ…
ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସ ସେବା ବନ୍ଦ: ରୋଗୀ ହନ୍ତସନ୍ତ
ବଣାଇ, ୧।୩(ସ୍ବ.ପ୍ର)- ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଗତ କିଛିଦିନ ହେବ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯାଇଛି। ଏଥିଯୋଗୁ ରୋଗୀ ହନ୍ତସନ୍ତ ହେଉଥିବା ଜଣାପଡିଛି। ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏଠାକୁ ଅଧିକ ଗାଡ଼ି…
Archives


