୪୪ ମ୍ୟାଚ୍ ପରେ ଭାଙ୍ଗିଲା ଲିଭରପୁଲର ଅପରାଜେୟ ଧାରା
ଲଣ୍ଡନ,୦୧ା୩- ଚଳିତ ସିଜନରେ କ୍ରମାଗତ ପ୍ରିମିୟର ଲିଗ୍ରେ ୪୪ ମ୍ୟାଚ୍ ପରେ ଲିଭରପୁଲର ଅପରାଜେୟ ଧାରା ଭଙ୍ଗ ହୋଇଛି। ଶନିବାର ଅନୁଷ୍ଠିତ ମ୍ୟାଚ୍ରେ ଓ୍ବାଟଫର୍ଡ ୩-୦ ଗୋଲରେ ୟୁରୋପିଆନ ଚାମ୍ପିୟନ ଲିଭରପୁଲକୁ ହରାଇ ଦେଇଛି। ଇସମାଇଲ ସାର ବିଜୟୀ ଦଳ ପାଇଁ…
‘ସାମ୍ନା’ର ନୂଆ ସମ୍ପାଦିକା ହେଲେ ରଶ୍ମୀ
ମୁମ୍ବାଇ,୧।୩: ଶିବସେନାର ମୁଖପତ୍ର ‘ସାମ୍ନା’ର ନୂଆ ସମ୍ପାଦିକା ଭାବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଠାକରେଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବରୁ ଏହାର ସମ୍ପାଦକ ପଦରେ ନିଜେ ଉଦ୍ଧବ ଠାକରେ ଥିବା ବେଳେ ଏବେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପଦ…
ସୁଯୋଗ ହାତଛଡ଼ା କଲା ଭାରତ
ଖ୍ରୀଷ୍ଟଚର୍ଚ୍ଚ,୧ା୩- ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ଭାରତୀୟ ଦଳ ବଡ଼ ସୁଯୋଗ ହାତଛଡ଼ା କରିଛି। ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ମ୍ୟାଚ୍କୁ ଫେରିବାକୁ ସୁଯୋଗ ପାଇଥିଲା। କିନ୍ତୁ ଦ୍ୱିତୀୟ ଇନିଂସରେ…
୨.୪୦ ଲକ୍ଷ ପୁରୁଣା ଯନ୍ତ୍ରାଂଶରେ ତିଆରି ଭାସମାନ ଘର
କାନାଡାର ଭାନ୍କୋଭର ଦ୍ୱୀପରେ ଏକ ଭାସମାନ ଘର ତିଆରି ହୋଇଛି। ଯେଉଁଥିରେ କ୍ୟାଥରିନ କିଙ୍ଗ୍ ଏବଂ ତାଙ୍କ ସ୍ବାମୀ ୱେନ୍ ଆଡାମସ୍ ବାସ କରନ୍ତି। ୭୧ବର୍ଷୀୟ ଆଡାମସ୍ ୧୯୯୧ରେ ଏହି ଘର ନିର୍ମାଣ ଆରମ୍ଭ କରିଥିଲେ। ଉକ୍ତ ଘରଟି ସୌର ଶକ୍ତି…
ତିହିଡ଼ିରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଭଦ୍ରକ ଅଫିସ,୧।୩ : ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ଦୋଳସାହି ନୂଆ ଶାସନ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ଗଦାଧର ପାଣିଗ୍ରାହୀଙ୍କ ଘରେ ନିଆଁ ଲାଗି ଘର ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି…
ଇରାନରେ ଥିବା ଭାରତୀୟଙ୍କୁ ଏୟାରଲିପ୍ଟ କରିବାକୁ ଚାଲିଛି ପ୍ରସ୍ତୁତି !
ନୂଆଦିଲ୍ଲୀ,୧।୩: ଚାଇନା ଓ ଦକ୍ଷିଣ କୋରିଆ ପରେ ଏବେ ଇରାନରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏବେସୁଦ୍ଧା ଇରାନରେ କରୋନା ଭାଇରସରେ ସଂକ୍ରମିତ ହୋଇ ୪୦ ଜଣଙ୍କ ମୃତ୍ୟୁ ହେଲାଣି। ତେଣୁ…
ଚାଇନା ବାହାରେ ଚିହ୍ନଟ ହେଲେଣି ୬ହଜାର କରୋନା ଭାଇରସ ସଂକ୍ରମିତ
ଜେନେଭା,୧।୩: ଗତ ୨୪ ଘଣ୍ଟା ମଧ୍ୟରେ ଚାଇନା ବାହାରେ ପ୍ରାୟ ୧,୩୦୦ ନୂଆ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଏହି ସଂଖ୍ୟା ୬,୦୦୯ରେ ପହଞ୍ଚିଥିବା କହିଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ। ଫେବୃୟାରୀ ୨୯ ସକାଳ ୧୦ଟା ସୁଦ୍ଧା…
ଜାହାଜରୁ ଖସିପଡ଼ିଲେ ମହିଳା: ବଞ୍ଚାଇବା ପାଇଁ ୪୦ ଫୁଟରୁ ଡେଇଁଲେ କ୍ୟାପ୍ଟେନ
ମିଆଁମାର: ଡାଲା ପୋର୍ଟରେ ଜଣେ ମହିଳା ଜାହାଜରୁ ଖସି ୟଙ୍ଗୁନ ନଦୀରେ ପଡ଼ିଗଲେ। ତାଙ୍କୁ ବଞ୍ଚାଇବା ପାଇଁ ୬୦ ବର୍ଷୀୟ କ୍ୟାପ୍ଟେନ୍ ୪୦ ଫୁଟ ଉଚ୍ଚରୁ ଡେଇଁ ତାଙ୍କ ଜୀବନ ରକ୍ଷା କରିଲେ। କ୍ୟାପ୍ଟେନ୍ ୟୁ ମାଏଣ୍ଟ କୁହନ୍ତି, ଆମ ଜାହାଜ…
ଛେଣ୍ଡିପଦାରେ ସଶସ୍ତ୍ର ଡକାୟତି: ଆଜବେଷ୍ଟ ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କା, ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ
ଛେଣ୍ଡିପଦା,୧।୩(ଡି.ଏନ୍.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ୬ଜଣ ଦୁର୍ବୃତ୍ତ ଗ୍ରାମର ଶିବ ମନ୍ଦିର ସମ୍ମୁଖରେ ରହୁଥିବା ପ୍ରମୋଦ ମହାପାତ୍ରଙ୍କ ଘର ଆଜବେଷ୍ଟ ଭାଙ୍ଗି ଘରେ ପଶିଥିଲେ। ପରେ ସେମାନେ ଘରଲୋକଙ୍କୁ…
ଆମେରିକାରେ ପ୍ରଥମ କରୋନା ଭାଇରସ ସଂକ୍ରମିତଙ୍କ ମୃତ୍ୟୁ
ଓ୍ବାଶିଂଟନ,୧।୩: ଆମେରିକାରେ ଜଣେ ୫୦ ବର୍ଷିୟା ମହିଳାଙ୍କର କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଶନିବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ଏହାସହ ଆମେରିକାରେ ଆଉ ୨୨ ଜଣ କରୋନା ଭାଇରସରେ ସଂକ୍ରମିତ ଥିବା ସେ କହିଛନ୍ତି। କରୋନା ଭାଇରସର…
ମା’ ହେବାକୁ ଯାଉଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଗର୍ଲ ଫ୍ରେଣ୍ଡ
ଲଣ୍ଡନ,୧।୩: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପ୍ରେମିକା କୈରି ସାଇମଣ୍ଡସ୍ ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହି ଖବର ଜଣାପଡିବା ପରେ ପୂର୍ବରୁ ସେମାନେ ବିବାହ କରିଛନ୍ତି ବୋଲି ଶନିବାର କହିଛନ୍ତି। ତେବେ ଚଳିତବର୍ଷ ଗ୍ରୀଷ୍ମ ଆରମ୍ଭରେ ଏମାନେ ମାତାପିତା ହେବେ…
ଶହେ ବର୍ଷର ବୃଦ୍ଧା ପାଳିଲେ ୨୫ତମ ଜନ୍ମଦିନ
ଓ୍ବାଶିଂଟନ,୧।୩: ଆମେରିକାର ଜଣେ ବୃଦ୍ଧା ଡୋରିସ୍ କ୍ଲିଫ୍ ଶହେ ବର୍ଷ ବୟସରେ ୨୫ ତମ ଜନ୍ମଦିନ ପାଳନ କରିଛନ୍ତି। କଥାଟା ଅଡୁଆ ଲାଗୁଥିଲେ ବି ସତ। ଆମେରିକାର ପୋର୍ଟସ ମାଉଥ୍ରେ ଜନ୍ମ ନେଇଥିବା ଏହି ମହିଳାଙ୍କ ଜନ୍ମଦିନ ହେଉଛି ଫେବୃୟାରୀ ୨୯।…
Archives


