Home Left

ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ: ସଚିନ ବନାମ ଲାରା

ମୁମ୍ବାଇ, ୬।୩- ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ‘ରୋଡ୍‌ ସେଫ୍ଟି ଓ୍ବାଲର୍‌ଠ ସିରିଜ’ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଭାରତ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଣ୍ଡିଜର କିମ୍ବଦନ୍ତୀ କ୍ରିକେଟରମାନେ ଏହି ସିରିଜରେ ଖେଳିବେ।…

ମୋବାଇଲ ଟାଓ୍ବାର ବସାଇବା ନାଁରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଠକେଇ

ବାସୁଦେବପୁର,୬।୩(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ସମିଆ ଗ୍ରାମରେ ୩ଟି ମୋବାଇଲ ଟାୱାର ବସାଇବା ନାଁରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ସାମ୍ନାକୁ ଆସିଛି। ଟାୱାର ବସାଇବାକୁ ଟଙ୍କା ଦେଇ ଠକାମିର ଶିକାର ହୋଇଥିବା ଗ୍ରାମର ଲକ୍ଷ୍ମୀଧର ଘୋଷ ଓ…

ଅଙ୍କିତ ଶର୍ମା ହତ୍ୟା ମାମଲା: ୭ ଦିନ ପାଇଁ ପୋଲିସ ହାଜତକୁ ଗଲେ ତାହିର

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ଦଙ୍ଗା ବେଳେ ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରିବା ଅଭିଯୋଗରେ ଆମ ଆଦମୀ ପାର୍ଟି(ଏଏପି)ରୁ ନିଲମ୍ବିତ ହୋଇଥିବା କାଉନ୍‌ସିଲର ତାହିର ହୁସେନଙ୍କୁ ଶୁକ୍ରବାର ୭ ଦିନ ପାଇଁ ପୋଲିସ ହାଜତକୁ ପଠାଇ ଦିଆଯାଇଛି। ଗୁରୁବାର ସେ ଗିରଫ…

ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ହେବନାହିଁ ଫାଶୀ!

ନୂଆଦିଲ୍ଲୀ,୬।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଫାଶୀ ତାରିଖ ଯେତିକି ବିଳମ୍ବ ହେଉଛି ଏହାକୁ ନେଇ ସେତିକି ନୂଆ ଖବର ସାମ୍ନାକୁ ଆସୁଛି। ଏବେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଫାଶୀ ଦେବାକୁ…

ପରି ଚୌକ ମେଟ୍ରୋ ଷ୍ଟେଶନ ହେଲା ‘ପିଙ୍କ ଷ୍ଟେଶନ’: ମହିଳାଙ୍କୁ ମିଳିବ ସୁବିଧା

ନୂଆଦିଲ୍ଲୀ,୬।୩: ନଏଡା ସେକ୍ଟର ୭୬ ଓ ପରି ଚୌକ ମେଟ୍ରୋ ଷ୍ଟେଶନକୁ ‘ପିଙ୍କ ଷ୍ଟେଶନ’ ଭାବେ ନାମିତ କରାଯାଇଛି। ଶୁକ୍ରବାର ନଏଡା ମେଟ୍ରୋ ରେଲ କର୍ପୋରେଶନର ଏମ୍‌ଡି ରିତୁ ମାହେଶ୍ୱରୀ କହିଛନ୍ତି ଏହି ଦୁଇଟି ଷ୍ଟେଶନ ଓମେନ୍‌ ଫ୍ରେଣ୍ଡଲି। ଏଠି ମହିଳାମାନଙ୍କୁ…

ଉତ୍ତର ଖାତାରେ ନିଜ ସାଥିଙ୍କୁ ବୋନସ ନମ୍ବର ଦେବାକୁ ଗୁହାରି କଲେ ଛାତ୍ର

ଶୁଣିବାକୁ ମିଳେ ପରୀକ୍ଷାରେ ଅଧିକ ନମ୍ବର ଦେବା ପାଇଁ କେତେଜ ପିଲା ଉତ୍ତର ଖାତାରେ ଶିକ୍ଷକଙ୍କୁ ଅନୁରୋଧ କରିଥାଆନ୍ତି। ହେଲେ ଏବେ ଏମିତି ଏକ ଉତ୍ତର ଖାତା ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇ…

‘ବାଗି ୩’ ରିଲିଜ୍‌ ହେବା ପରେ ବୋହୂ ବେଶରେ ନଜର ଆସିଲେ ଅଙ୍କିତା

ମୁମ୍ବାଇ: ଟେଲିଭିଜନ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଙ୍କିତା ଲୋଖଣ୍ଡେ ଏବେ ବଲିଉଡ୍‌ ଦୁନିଆରେ ଦର୍ଶକଙ୍କ ଦୃଷ୍ଟ ଆକର୍ଷଣ କରିଛନ୍ତି। ‘ମଣିକର୍ନିକା’ରେ ଡେବ୍ୟୁ କରିଥିବା ଅଙ୍କିତାଙ୍କର ଦ୍ୱିତୀୟ ଫିଲ୍ମ ‘ବାଗି ୩’ ଏବେ ରିଲିଜ୍‌ ହୋଇଛି। ଏଥିରେ…

ଅଯୋଧ୍ୟା ଯିବେ ଉଦ୍ଧବ

ମୁମ୍ବାଇ,୬।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶନିବାର ଅଯୋଧ୍ୟା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ଖବରଦାତାଙ୍କୁ ଏହି ସୂଚନା ଦେଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ସେ କହିଛନ୍ତି ଶନିବାର ଉଦ୍ଧବ ଅଯୋଧ୍ୟା ଗସ୍ତ କରିବେ।…

ହନ୍ତୁକ ପଞ୍ଚାୟତ ଅଫିସରେ ଭିଜିଲାନ୍ସ ଚଢ଼ାଉ

ପୁରୀ ଅଫିସ, ୬।୩: ପୁରୀ ସଦର ବ୍ଲକ ହନ୍ତୁକ ପଞ୍ଜାୟତ ଅଫିସରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପୂର୍ବରୁ ବିଭିନ୍ନ ଯୋଜନାରେ ଆସିଥିବା ୧୩ ଲକ୍ଷ ୭୪ ହଜାର ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଏହି…

ସଂଘର୍ଷର ଦିନକୁ ମନେ ପକାଇଲେ ଜ୍ୟାକ୍‌ଲିନ୍‌: ଡେବ୍ୟୁ ପୂର୍ବରୁ ନାଁ ବଦଳାଇ ମୁସ୍କାନ’ରଖିବାକୁ କୁହାଯାଇଥିଲା

ବମ୍ବେ: ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସ୍‌ ଏବେ ବଲିଉଡ୍‌ର ଜଣେ ଆଗଧାଡ଼ିର ନାୟିକା। ଅନେକ ଉତ୍ଥାନ ପତନ ପରେ ହିନ୍ଦି ସିନେମା ଜଗତରେ ପ୍ରତିଷ୍ଠିତ ହୋଇପାରିଛନ୍ତି ସେ। ହେଲେ ପ୍ରଥମେ ଏହା ଏତେ ସହଜ ନ ଥିଲା। ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ…

ଲୋଇସିଂହାରେ ଘୂର୍ଣ୍ଣିଝଡ଼: ବାଉଁଶ ବୁଦା ଉପୁଡ଼ି ଜଣେ ମୃତ, ୩ ଗୁରୁତର

ଲୋଇସିଂହା,୬।୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଘୂର୍ଣ୍ଣିଝଡ଼ ସାଙ୍ଗକୁ ବର୍ଷା ହୋଇଛି। ତେବେ ବର୍ଷାରୁ ରକ୍ଷା ପାଇବା ଲାଗି କିଛି ଲୋକ ବାଉଁଶ ବୁଦାତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ଅତ୍ୟଧିକ ପବନରେ ବାଉଁଶ…

କମିଲା ବସ୍‌ ଭଡ଼ା: କିମି ପିଛା ୧ରୁ ୨ ପଇସା

ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟରେ ବସ୍‌ ଭଡ଼ା କମିଲା। କିଲୋମିଟର ପିଛା ୧ରୁ ୨ ପଇସା ହ୍ରାସ ପାଇଛି। ସାଧାରଣ ବସ୍‌ ଭଡ଼ା ୬୯ ପଇସା ଥିବା ବେଳେ ଏବେ ଏହା ହ୍ରାସ ପାଇ ୬୮ ପଇସା ହୋଇଛି। ସେହିଭଳି ଏକ୍ସପ୍ରେସ୍‌ ଭଡ଼ା ୭୨ରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri