Home Left

୪ ବର୍ଷରେ ୮୫ ପଣକିଆ କଣ୍ଠସ୍ଥ

ଦୁର୍ଗ,୭।୩: ବୟସ ମାତ୍ର ୪ ବର୍ଷ ୩ ମାସ। ତେବେ ତାଙ୍କର ପ୍ରତିଭା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ଛତିଶଗଡ଼ର ଦୁର୍ଗ ଅଞ୍ଚଳର ସିଦ୍ଧାନ୍ତ ଭୁତଡ଼ା। ସେ ସ୍ଥାନୀୟ ଗଞ୍ଜପାରା ଅଞ୍ଚଳର ଶକ୍ତି ଛକରେ ବାସ…

ହଲିଉଡ୍‌ କଳାକାରଙ୍କ ସହ ଜନ୍ମଦିନ ପାଳିଲେ ଅନୁପମ

ନ୍ୟୁୟର୍କ: ବଲିଉଡ୍‌ର ବରିଷ୍ଠ କଳାକାର ଅନୁପମ ଖେର ଶନିବାର ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ନ୍ୟୁୟର୍କରେ ହଲିଉଡ୍‌ର ଭେଟେରାନ ଆକ୍ଟର ରୋବର୍ଟ ଡି ନିରୋଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି। ଏହି ଦୁଇ କଳାକାର ୨୦୧୨ରେ ‘ସିଲଭର…

୨୩ ବର୍ଷ ପରେ ପେଶାଓ୍ବର ମସଜିଦ୍‌ରେ ଇଦ୍‌ ନମାଜ ପଢ଼ିବେ ମହିଳା

ଇସଲାମାବାଦ୍‌,୭।୩: ପାକିସ୍ତାନର ପେଶାଓ୍ବରଠାରେ ଥିବା ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ନେଇ ଜାରି ହୋଇଥିବା କଟକଣା ହଟାଇ ନିଆଯାଇଛି। ଏହାଦ୍ୱାରା ୨୩ ବର୍ଷ ପରେ ମହିଳାମାନେ ଏଠାରେ ଇଦ ନମାଜ ପଢ଼ିବାର ସୁଯୋଗ ପାଇପାରିବେ। ପୂର୍ବରୁ ଏଠାରେ ମହିଳାମାନେ ନମାଜ ପାଠକରୁଥିଲେ। ଆତଙ୍କବାଦୀ…

ବିହାରରେ ପୋଷ୍ଟର ଓ୍ବାର

ପାଟନା,୭।୩: ବିହାର ବିଧାନସଭା ନିର୍ବାଚନ ପାଇଁ ସମୟ ବାକିଥିବା ବେଳେ ଏବେଠାରୁ ରାଜନୀତି ହେଲାଣି ସରଗରମ। ବିଭିନ୍ନ ରାଜନୈତିକ ଦଳ ପରସ୍ପର ମଧ୍ୟରେ କଥା କଟାକଟି ଆରମ୍ଭ କରି ଦେଇଥିବା ବେଳେ ଏବେ ଏଠି ପୋଷ୍ଟର ଓ୍ବାର ମଧ୍ୟ ଆରମ୍ଭ ହୋଇଗଲାଣି।…

୧୦୦ ଦିନରେ ଉଦ୍ଧବଙ୍କ ଶାସନ

ମୁମ୍ବାଇ,୭।୩: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶାସନକୁ ୧୦୦ ଦିନ ପୂରିଛି। ଏହି ଅବସରରେ ଉଦ୍ଧବ ଅଯୋଧ୍ୟା ଯାତ୍ରା କରି ସପରିବାର ଲାମଲଲା ଏବଂ ହନୁମାନଗଡ଼ି ଦର୍ଶନ କରିବେ। ଏହାକୁ ମିଶାଇ ତୃତୀୟ ଥର ପାଇଁ ଉଦ୍ଧବ ଅଯୋଧ୍ୟା ଯାତ୍ରା କରୁଛନ୍ତି।…

ବହୁ ମେଶିନ ଅଚଳ: ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ

କଟକ ଅଫିସ,୭ା୩: ଏସ୍‌ସିବି ମେଡିକାଲରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଥିବା ଅନେକ ମେଶିନ ଅଚଳ ହୋଇପଡ଼ିଛି। ଦିନବେଳା ପରୀକ୍ଷାଗାରଗୁଡିକରେ ତାଲା ପଡିରହୁଛି। କିଛି ପରୀକ୍ଷାଗାର ଖୋଲାଥିଲେ ସୁଦ୍ଧା ଘଣ୍ଟାଘଣ୍ଟା ଧରି ଏଠାରେ କୌଣସି କର୍ମଚାରୀ ରହୁନାହାନ୍ତି। ଫଳରେ ରୋଗୀମାନେ ଅସୁବିଧାର…

ସାଢ଼େ ଗୋଟାଏ ଯାଏ ବଜ୍ରପାତ, ବର୍ଷା: ୫ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୭।୩(ବ୍ୟୁରୋ): ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ୫ ଜିଲାରେ ଝଡତୋଫାନ, ବର୍ଷା ସହ ବଜ୍ରପାତ ହେବ। ଜିଲାଗୁଡିକ ହେଲା ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ମାଲକାନାଗିରି ଏବଂ ବାଲେଶ୍ୱର। ଦିନ ସାଢ଼େ ୧ଟା ପର୍ଯ୍ୟନ୍ତ ଉକ୍ତ ଜିଲାଗୁଡିକୁ…

ନେଟ୍ସରେ ଲଗାତର ୫ ଛକା ମାରିଲେ ଧୋନୀ

ଚେନ୍ନାଇ,୭ା୩- ଦୀର୍ଘ ଦିନ ହେଲେ କ୍ରିକେଟରୁ ଦୂରେଇ ରହିବା ସତ୍ତ୍ୱେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଫର୍ମ ପ୍ରଭାବିତ ହୋଇନାହିଁ। ସ୍ଥାନୀୟ ଚେପକ ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଦଳର ଅଭ୍ୟାସବେଳେ ଧୋନୀ ନେଟ୍ସରେ ଲଗାତର ୫ ଛକା…

ଦନ୍ତା ହାତୀ ଦେଖି ଲୋକେ ଭୟଭୀତ

ବାଙ୍କୀ,୭ା୩(ସ୍ବ.ପ୍ର.): କଟକ ଜିଲା ଡମପଡ଼ା ବ୍ଲକ ଅନ୍ତର୍ଗତ ଚକୁଳେଶ୍ୱର କାଉଚି ଆଶ୍ରମ ନିକଟ ମହାନଦୀ ପଠାରେ ଶୁକ୍ରବାର ଏକ ଜଙ୍ଗଲି ହାତୀ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। ରାସ୍ତାରେ ଶହଶହ ଲୋକ ଉପସ୍ଥିତ ରହି ହାତୀର ଗତିବିଧିକୁ ଲକ୍ଷ୍ୟ…

ଫିଟ୍‌ନେସ୍‌ ପାଇଁ ଏବେ ପୋଲ୍‌ ଡ୍ୟାନ୍ସ ଶିଖୁଛନ୍ତି ଅକ୍ଷୟ

ଖୀଲାଡି କିଙ୍ଗ୍‌ ଅକ୍ଷୟ କୁମାର ନିଜ ଫିଟ୍‌ନେସ୍‌କୁ ନେଇ ସବୁବେଳେ ସଚେତନ। ସୁସ୍ଥ ରହିବା ପାଇଁ ସର୍ବଦା ସେ ନୂଆ ନୂଆ ଶୈଳୀ ଆପଣାଇ ଥାନ୍ତି। କେତେବେଳେ କିକ୍‌, ବକ୍ସିଂ, ମାର୍ସଲ ଆର୍ଟସ୍‌ ଶିଖନ୍ତି ତ ଆଉ କେତେବେଳେ ସେ ଭଲିବଲ୍‌,…

ବାପାଙ୍କୁ ନୂଆ ଜୀବନ ଦେଲା ପୁଅ

ଭୁବନେଶ୍ୱର, ୭ା୩ (ବ୍ୟୁରୋ): ସମ୍‌ ହସ୍ପିଟାଲରେ ରାଜ୍ୟର ପ୍ରଥମ ଲିଭର ପ୍ରତିରୋପଣ ହୋଇଛି। ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ୫୫ବର୍ଷ ବୟସ୍କ ଜୟନ୍ତ ବିଶ୍ୱାଳଙ୍କ ଶରୀରରେ ତାଙ୍କ ପୁଅ ସୌମ୍ୟ ରଞ୍ଜନ ଦାନ କରିଥିବା ଲିଭରର କିଛି ଅଂଶକୁ ଡାକ୍ତରମାନେ ସଫଳତାର…

ବୁଲେଟ୍‌ ଚଢ଼ି ବିବାହମଣ୍ଡପରେ ପହଞ୍ଚିଲେ କନ୍ୟା

ପାଟନା,୭।୩: ସବାରି କିମ୍ବା ଚାରି ଚକିଆ ଯାନରେ କନ୍ୟା ବିବାହମଣ୍ଡପକୁ ଆସିବା କଥା ସମସ୍ତେ ଶୁଣିଥିବେ। ହେଲେ ବିହାରର ଗୟାରେ ଜଣେ କନ୍ୟା ୧୬ ଶୃଙ୍ଗାର ପରେ ବିବାହ ପୋଷାକରେ ସଜେଇ ହୋଇ ଚଷମା ଲଗାଇ ବୁଲେଟ୍‌ ଚଢ଼ି ମଣ୍ଡପରେ ପହଞ୍ଚିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri