Home Left

ଏଣିକି ଏନ୍‌ଡିଆର୍‌ଏଫ୍‌ରେ ନିୟୋଜିତ ହେବେ ମହିଳା ଯବାନ: ଡିଜି

ଭୁବନେଶ୍ୱର,୮ା୩(ବ୍ୟୁରୋ): ଏଣିକି ଏନ୍‌ଡିଆର୍‌ଏଫ୍‌ରେ ମହିଳା ଯବାନ ନିୟୋଜିତ ହେବେ। ବିଶ୍ୱ ମହିଳା ଦିବସ ଅବସରରେ ଏନ୍‌ଡିଆର୍‌ଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନ ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରତି ଏନ୍‌ଡିଆର୍‌ଏଫ୍‌ ବାଟାଲିୟନ୍‌ରେ ଗୋଟିଏ ଲେଖାଏଁ ମହିଳା ୟୁନିଟ୍‌ ରହିବ। ପ୍ରତି…

ନିରଞ୍ଜନଙ୍କ ପ୍ରଶ୍ନ: ଅଧିକ ସୁଧ ନା କମିଶନ ଆଶାରେ ୟେସ୍‌ ବ୍ୟାଙ୍କରେ ଟଙ୍କା ରଖିଥିଲେ

ଭୁବନେଶ୍ୱର,୮ା୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ଜମାଥିବା ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରବିବାର ଏ ସମ୍ପର୍କରେ ପଚରାଯିବାରୁ ନିରଞ୍ଜନ କହିଛନ୍ତି, ନିୟମ ଅନୁସାରେ ଏହା ଜାତୀୟକରଣ ବ୍ୟାଙ୍କରେ ରହିବା କଥା। ଘରୋଇ ବ୍ୟାଙ୍କରେ ରଖିବାକୁ…

୯ ଜିଲାକୁ ବର୍ଷା, ବଜ୍ରପାତ ଆଲର୍ଟ

ଭୁବନେଶ୍ୱର,୮ା୩(ବ୍ୟୁରୋ): ରବିବାର ୯ ଜିଲାରେ ଝଡ଼ ତୋଫାନ, ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନୟାଗଡ଼, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଗଜପତି, ରାୟଗଡ଼ା, ଭଦ୍ରକ, ଜଗତ୍‌ସିଂହପୁର ଓ…

ଇନ୍ଧନ ଭରା ଟ୍ରକ ସହ ୨ ଯାତ୍ରୀବାହୀ ବସ ଧକ୍କା: ୩୦ ମୃତ

ଦମିଶ୍କ,୮।୩: ସିରିଆରେ ଏକ ଇନ୍ଧନ ଭରା ଟ୍ରକ ସହିତ ୨ ଯାତ୍ରୀବାହୀ ବସ ଧକ୍କା ହୋଇଛି। ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ଦମିଶ୍କ-ହାମ୍ସ୍‌ ହାଇଓ୍ବେରେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିରେ ଆହତ ହୋଇଥିବା ଲୋକଙ୍କୁ…

ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଯିଏ ରଖିଥିବ ସେ ଦାୟୀ: ସଚିବ

ଭୁବନେଶ୍ୱର,୮ା୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଛି। ଏପରିିସ୍ଥଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୯୨ କୋଟି ଟଙ୍କାର ଭବିଷ୍ୟତ ଆଶଙ୍କାରେ ରହିଛି। ଏହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ରବିବାର ଜଗନ୍ନାଥଙ୍କ ଟଙ୍କା ସମ୍ପର୍କରେ ରାଜ୍ୟ ଅର୍ଥ…

ଭାଜପା କିମ୍ବା ବିଜେଡିକୁ ଭୋଟ ଦେବନି କଂଗ୍ରେସ: ନିରଞ୍ଜନ

ଭୁବନେଶ୍ୱର,୮ା୩(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ବିଧାୟକ ଭୋଟ ଦେବେ ନାହିଁ। ପ୍ରାର୍ଥୀ ନ ଥିବାରୁ ଭୋଟ କାହିଁକି ଦେବୁ ବୋଲି ରବିବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଭା ଲାଗି ବିଜେଡି…

ପୂର୍ବତନ ପିଡ଼ିପି ନେତା ଘୋଷଣା କଲେ ନୂଆ ରାଜନୈତିକ ଦଳ

ଶ୍ରୀନଗର,୮।୩: ଜମ୍ମୁ-କଶ୍ମୀରର ପୂର୍ବତନ ପିଡ଼ିପି ନେତା ତଥା ପୂର୍ବ ମନ୍ତ୍ରୀ ଅଲତାଫ୍‌ ବୁଖାରୀ ତାଙ୍କର ନୂଆ ରାଜନୈତିକ ଦଳ ସମ୍ପର୍କରେ ଘୋଷଣା କରିଛନ୍ତି। ସେ ତାଙ୍କ ଦଳର ନାମ ‘ଜମ୍ମୁ-କଶ୍ମୀର ଆପନି ପାର୍ଟି’(ଜେକେଏପି) ରଖିଛନ୍ତି। ଏହି ନୂଆ ରାଜନୈତିକ ଦଳରେ କଂଗ୍ରେସ,…

ଅନ୍ତର୍ଜାତୀୟ ମହିଳା ଦିବସରେ ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏମିତି କେତେଜଣ ମହିଳାଙ୍କୁ ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କରିଛନ୍ତି ଯେଉଁମାନେ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଭାରତୀୟ ବାୟୁସେନାର ପ୍ରଥମ ଫାଇଟର ଜେଟ୍‌ ପାଇଲଟ ମୋହନା…

ରାଜ୍ୟ ସଭା ନିର୍ବାଚନ: ୪ ଟିଏମ୍‌ସି ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ମମତା

କୋଲକାତା,୮।୩: ରାଜ୍ୟ ସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ତାଲିକାରେ ଅର୍ପିତା ଘୋଷ, ମୌସମ ନୁର୍‌, ଦିନେଶ ତ୍ରିବେଦୀ ଏବଂ ସୁବ୍ରତ ବକ୍ସିଙ୍କ ନାମ ରହିଛି। ଏନେଇ ମମତା…

ରାଜ୍ୟ ସଭା ପ୍ରାର୍ଥୀ ଭବାନୀପାଟଣାର ସୁଜିତ୍‌ କୁମାର: ଜିଲାରେ ଖୁସିର ଲହରି

ଭବାନୀପାଟଣା,୮।୩(ଡି.ଏନ୍‌.ଏ.): ରାଜ୍ୟ ବିଜେଡି ପକ୍ଷରୁ ଘୋଷିତ ପ୍ରାର୍ଥୀ ତାଲିକାରେ କଳାହାଣ୍ଡି ଜିଲାର ଭବାନୀପାଟଣା ନିବାସୀ ସୁଜିତ୍‌ କୁମାରଙ୍କ ନାମ ପ୍ରକାଶ ପାଇବା ପରେ ସହର ସମେତ ସମଗ୍ର ଜିଲାରେ ଖୁସିର ଲହରି ଖେଳିଖଯାଇଛି। ଏନେଇ ସୁଜିତ୍‌ କୁମାରଙ୍କୁ ଓ ତାଙ୍କ ପରିବାରଙ୍କ…

ଭୁଶୁଡିଲା କରୋନା ସନ୍ଦିଗ୍ଧ ରହୁଥିବା ୮୦ ବଖରା ବିଶିଷ୍ଟ ହୋଟେଲ

ବେଜିଂ,୮।୩: ଚାଇନାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଏବେବି ସେଠାରେ କେତେଜଣଙ୍କୁ କରୋନା ଭାଇରସ ଥିବା ସନ୍ଦେହ କରି ପୃଥକ ଭାବେ ରଖାଯାଇଛି। ଫୁଜିଆନ ଅଞ୍ଚଳରେ ୮୦ ବଖରା ବିଶିଷ୍ଟ ଏକ ହୋଟେଲରେ କେତେଜଣ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଲିଭିଗଲା ୩ ଜଣଙ୍କ ଜୀବନଦୀପ

ବାଲିଆପାଳ,୮।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଖାଳମୁହାଣି ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣଙ୍କ ଜୀବନଦୀପ ଲିଭିଯାଇଛି। ମୃତକମାନେ ହେଲେ ଜଳେଶ୍ୱର ଥାନା ଅନ୍ତର୍ଗତ ଶାଳୀକୋଠା ଗାଁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri