ଚା’ପତି ବଦଳରେ କୀଟନାଶକ: ଚା’ ପିଇ ୧୧ ଗୁରୁତର
ଭୋଗରାଇ,୧୧।୩(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ରଣସିଙ୍ଗପୁର ଗ୍ରାମର ଏକ ବିବାହ ଭୋଜିରେ ଚା’ ପିଇ ବୁଧବାର ୧୧ ଜଣ ଗୁରୁତର ହୋଇଛନ୍ତି l ସେମାନଙ୍କୁ ପ୍ରଥମେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ…
ଶିକାର ହେଲେ ବିରଳ ଧଳା ଜିରାଫ
ନାଇରୋବି,୧୧।୩: ସାଧାରଣ ଜିରାଫଙ୍କଠାରୁ ଅଲଗା ଥିବା ଧଳା ଜିରାଫ ଓ ତା’ର ଛୁଆ ପ୍ରଥମ କରି ୨୦୧୭ ମସିହାରେ ଦେଖାଯାଇଥିଲେ। କେନିଆ ବନ୍ୟଜନ୍ତୁ ଅଭୟାରଣ୍ୟରେ ଦେଖାଯାଇଥିବା ଏହି ଦୁର୍ଲଭ ଜିରାଫଙ୍କୁ ଶିକାରୀମାନେ ମାରି ଦେଇଥିବା ଜଣାପଡିଛି। ଉତ୍ତର ପୂର୍ବ କେନିଆର ଗରିସା…
ଇର୍ଫାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ହରାଇଲା ଇଣ୍ଡିଆ ଲିଜେଣ୍ଡ୍ସ
ମୁମ୍ବାଇ,୧୧।୩- ଇର୍ଫାନ ପଠାନଙ୍କ ଅପରାଜିତ ୫୭ ରନ୍ର ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଇଣ୍ଡିଆ ଲିଜେଣ୍ଡ୍ସ ୫ ଉଇକେଟରେ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ହରାଇ ଦେଇଛି। ଡିଓ୍ବାଇ ପାଟିଲ ସ୍ପୋଟର୍ସ ଷ୍ଟାଡିୟମରେ ଚାଲିଥିବା ରୋଡ ସେଫଟି ଓ୍ବାଲର୍ଡ ସିରିଜ୍ରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ୱାଧୀନ ଦଳ…
ଓଲଟିଲା ଛତିଶଗଡ଼ରୁ ଆସିଥିବା ତୀର୍ଥଯାତ୍ରୀ ବସ୍, ୩ ଗୁରୁତର
ନୂଆଗାଁ,୧୧।୩ (ଡି.ଏନ୍.ଏ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଡିମିରିଝରୀ ଗ୍ରାମ ନିକଟ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ତୀର୍ଥଯାତ୍ରୀ ବସ୍ ଓଲଟି ପଡ଼ିଛି। ଫଳରେ ବସ୍ରେ ଥିବା ୪୧ ଯାତ୍ରୀଙ୍କ ମଧ୍ୟରୁ ୧୯…
କରୋନା ଭାଇରସରେ ସଂକ୍ରମିତ ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ
ଲଣ୍ଡନ,୧୧।୩: ବ୍ରିଟେନର ସ୍ବାସ୍ଥ୍ୟମନ୍ତ୍ରୀ ନାଡିନେ ଡୋରିସ କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିଛି। ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ନିଜ ଘରେ ତାଙ୍କୁ ଆଇସୋଲେଶନରେ ରଖାଯାଇଥିବା ସୂଚନା ମିଳିଛି। କରୋନା ଭାଇରସକୁ ନେଇ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ…
ଅମରିନ୍ଦରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୧୧।୩: ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କ୍ୟାପଟେନ ଅମରିନ୍ଦର ସିଂଙ୍କ ୭୬ ତମ ଜନ୍ମଦିନ ଅବସରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ କରି ମୋଦି ଅମରିନ୍ଦରଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି।…
ଜ୍ୟୋତିରାଦିତ୍ୟଙ୍କ ଇସ୍ତଫା ପରେ ଟୁଇଟ୍ କଲେ ପୁଅ
ଭୋପାଳ,୧୧।୩: ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ରାଜନୀତି ହୋଇଛି ସରଗରମ। ଜ୍ୟୋତିରାଦିତ୍ୟଙ୍କ ଇସ୍ତଫା ପରେ ତାଙ୍କ ପୁଅ ମହାନଆର୍ଯ୍ୟମନ ଟୁଇଟ୍ କରି କହଛନ୍ତି ପିତାଙ୍କ ଏହି ନିଷ୍ପତ୍ତିକୁ ନେଇ ସେ ଗର୍ବ…
ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ: ନିଜ ନିଜ ବିଧାୟକଙ୍କୁ ଏକାଠି କରିବାରେ ଲାଗିଛନ୍ତି ଭାଜପା-କଂଗ୍ରେସ
ନୂଆଦିଲ୍ଲୀ,୧୧।୩: ହୋଲି ଉତ୍ସବ ଅବସରରେ ମଧ୍ୟପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଛି ଅନେକ ରଙ୍ଗ। କଂଗ୍ରେସ ଉପରେ ଅସନ୍ତୁଷ୍ଟ ହୋଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ଏହାପରେ ଆଉ ୧୯ ବିଧାୟକ ମଧ୍ୟ ଦଳରୁ ଇସ୍ତଫା ଦେଇଥିବା ଦେଖାଯାଇଥିଲା। ଫଳରେ…
ମଧ୍ୟପ୍ରଦେଶ ରାଜନୀତି ସଙ୍କଟ: ଛୁଟି କଟାଇବାକୁ ଦିଲ୍ଲୀରେ ଭାଜପା ବିଧାୟକ
ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶ ରାଜନୀତି ଏବେ ସରଗରମ। ମଙ୍ଗଳବାର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେବା ପରେ ସୋମବାର ବିଳମ୍ବିତ ରାତିରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ମଧ୍ୟପ୍ରଦେଶର କେତେଜଣ ଭାରତୀୟ ଜନତା ପାର୍ଟି(ଭାଜପା)…
ପଙ୍ଗପାଳ ହଟାଇବାକୁ ପାକିସ୍ତାନ ସମେତ ପ୍ରସ୍ତୁତ ହେଉଛନ୍ତି ୪ ଦେଶ
ଇସ୍ଲାମାବାଦ,୧୧।୩: ପାକିସ୍ତାନ, ଭାରତ, ଇରାନ ଓ ଆଫଗାନିସ୍ତାନ ଆଦି ଦେଶ ପଙ୍ଗପାଳ ଦଳଠାରୁ ମୁକ୍ତି ପାଇବାକୁ ଉପାୟ ଚିନ୍ତା କରୁଛନ୍ତି। ଏହାକୁ ନେଇ ଏହି ୪ ଦେଶ ବୁଧବାର ଏକ ଭିଡଓ କନଫରେନ୍ସ ଆୟୋଜନ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସବୁ…
ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପୋଷାକ ବି ସ୍ବାସ୍ଥ୍ୟପାଇଁ କ୍ଷତିକାରକ
ଓ୍ବାଶିଂଟନ,୧୧।୩: ଧୂମ୍ରପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ହେଲେ ଯେଉଁମାନେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ନିକଟରେ ଥାଆନ୍ତି ସେମାନଙ୍କ ପାଇଁ ବି ଏହା କ୍ଷତିକାରକ ହୋଇଥାଏ ବୋଲି କୁହାଯାଏ। ଏବେ ଆମେରିକାର ୟେଲେ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପୋଷାକ…
କରୋନା ଭାଇରସର ଔଷଧକୁ ନେଇ ଗବେଷଣା କରିବ ଏମ୍ସ!
ନୂଆଦିଲ୍ଲୀ,୧୧।୩: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ର ଡାକ୍ତରମାନେ ଅଗାମୀ ଦିନରେ କରୋନା ଭାଇରସର ଔଷଧ ଓ ଟିକାକୁ ନେଇ ଗବେଷଣା କରିବେ ବୋଲି ଜଣାପଡିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ) ଯେଉଁ ନିର୍ଦ୍ଦେଶ ଜାରି କରିଛି ସେହି ଅନୁଯାୟୀ ଏମ୍ସର…
Archives


