ଏନ୍ଆର୍ଆଇ-ବିଦେଶୀ ନାଗରିକଙ୍କ ପାଇଁ ତିରୁପତି ମନ୍ଦିରରେ ପ୍ରବେଶ କଟକଣା
ହାଇଦ୍ରାବାଦ୍,୧୧।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାର ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ତିରୁମଲା ତିରୁପତି ମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଏନ୍ଆର୍ଆଇ ଏବଂ ବିଦେଶୀ ନାଗରିକ ଭାରତରେ ପହଞ୍ଚିବାର ୨୮ ଦିନ ପର୍ଯ୍ୟନ୍ତ ମନ୍ଦିରକୁ ଆସି…
ବକ୍ସର ମନୀଷଙ୍କୁ ଅଲିମ୍ପିକ ଟିକେଟ୍
ଅମ୍ମନ (ଜୋର୍ଡାନ), ୧୧।୩ (ପି.ଟି.)- ବିଶ୍ୱ ବ୍ରୋଞ୍ଜ ପଦକ ବିଜେତା ମନୀଷ କୌଶିକ (୬୩ କିଗ୍ରା) ୯ମ ଭାରତୀୟ ବକ୍ସର ଭାବେ ଆଗାମୀ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ ଚାଲିଥିବା ଏସିଆନ୍ ଯୋଗ୍ୟତା ପର୍ଯ୍ୟାୟର ଏକ ରକ୍ତାତ ମୁକାବିଲାରେ…
ଅଲ୍ ଇଂଲଣ୍ଡ ଓପନ୍: ସିନ୍ଧୁଙ୍କ ବିଜୟ ଅଭିଯାନ
ବିର୍ମିଂହାମ, ୧୧।୩ (ପି.ଟି.)- ଅଲ୍ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଷ୍ଟାର୍ ଭାରତୀୟ ଖେଳାଳି ପି.ଭି. ସିନ୍ଧୁ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ବିଶ୍ୱ ମାନ୍ୟତାର ୬ଷ୍ଠ ସ୍ଥାନରେ ରହିଥିବା ସିନ୍ଧୁ ୨୧-୧୪,…
ଡେକାନ ୱାରିୟର୍ସ ଚାମ୍ପିୟନ, ସି ଟାଇଗର୍ସ ରନର୍ସଅପ୍: ବାଲେଶ୍ୱର ପ୍ରିମିୟର ଲିଗ୍ ୧୧ ଉଦ୍ଯାପିତ
ବାଲେଶ୍ୱର ଅଫିସ,୧୧।୩- ବାଲେଶ୍ୱର ପ୍ରିମିୟର ଲିଗ୍-୧୧ର ଫାଇନାଲ ମ୍ୟାଚ୍ ଡେକାନ ୱାରିୟର୍ସ ଓ ସି ଟାଇଗର୍ସ ମଧ୍ୟରେ ସ୍ଥାନୀୟ ପରମିିଟ୍ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଡେକାନ ୱାରିୟର୍ସ ବ୍ୟାଟିଂ କରି ୧୨୦ ରନ୍ ସଂଗ୍ରହ କରିଥିବାବେଳେ ସି…
ଆସାମ ଡିଟେନ୍ଶନ୍ ସେଣ୍ଟରରେ ୮୦୨ ଲୋକ: ସରକାର
ନୂଆଦିଲ୍ଲୀ,୧୧।୩: ଆସାମ ଡିଟେନ୍ଶନ୍ ସେଣ୍ଟରରେ ୮୦୨ ଲୋକଙ୍କୁ ବନ୍ଦ ରଖାଯାଇଛି। ଏନେଇ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ବୁଧବାର ଲୋକ ସଭାରେ ସୂଚନା ଦେଇଛନ୍ତି। ୨୦୨୦ ମାର୍ଚ୍ଚ ୬ ସୁଦ୍ଧା ଏଭଳି ସ୍ଥିତି ଥିତ୍ବା ସେ ଏକ ଲିଖିତ ପ୍ରଶ୍ନର…
ଅଟୋ-ବାଇକ୍ ମୁହାଁମୁହିଁ, ଯୁବକ ମୃତ
ଫିରିଙ୍ଗିଆ, ୧୧ା୩- ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଉରକିଆ ଛକ ନିକଟରେ ବୁଧବାର ବାଇକ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ଫିରିଙ୍ଗିଆ ଥାନା ଜଜେଶପଙ୍ଗା ଗ୍ରାମ ଓଡ଼ିଆ ସାହିର…
ଇଟାଭାଟି ସୁପରଭାଇଜରଙ୍କୁ ଗୁଳିମାଡ଼ ଘଟଣା: ଅଭିଯୁକ୍ତ ଗଲେ ଜେଲ, ୨ ସୁପାରି କିଲର ଫେରାର
ଦିଗପହଣ୍ଡି,୧୧ା୩(ଡି.ଏନ.ଏ.)-ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମ ଶ୍ମଶାନ ନିକଟ ଇଟାଭାଟିରେ କାମ କରୁଥିବା ସୁପରଭାଇଜର ସାଗର ପାତ୍ରଙ୍କୁ ଗୁଳି ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗରେ ପୋଲିସ ବୁଧବାର ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେ ହେଲେ ବ୍ରହ୍ମପୁର ଟାଉନ ଥାନା ବିଜିପୁର…
ସଙ୍କଟରେ ସଚିନଙ୍କ ରେକର୍ଡ
ଧର୍ମଶାଳା,୧୧।୩- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଆଉ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। କୋହଲି ଦିନିକିଆ ଫର୍ମାଟରେ ୧୨ ହଜାର ରନ୍ଠାରୁ ମାତ୍ର ୧୩୩ ରନ୍ ଦୂରରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୨୩୯…
ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବାକୁ ଆଉ ଏକ ଉପାୟ ଚିନ୍ତା କଲେ ଦୋଷୀ ପବନ
ନୂଆଦିଲ୍ଲୀ,୧୧।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ପବନ ଏବେ ଫାଶୀରୁ ବଞ୍ଚିବାକୁ ଆଉ ଏକ ଉପାୟ ଚିନ୍ତା କରିଛନ୍ତି। ସେ କହିଛନ୍ତି ମଣ୍ଡୋଲି ଜେଲରେ ଥିବା ବେଳେ ୨ପୋଲିସ ତାଙ୍କୁ ପିଟିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା।…
ଟ୍ରକ୍ -ବାଇକ ମୁହାଁମୁହିଁ ଧକ୍କା: ଜଳିଗଲା ଟ୍ରକ୍,ବାଇକ
ବୋରିଗୁମ୍ମା,୧୧।୩(ଡି.ଏନ୍.ଏ.): କୋରାପୁଟ ଜିଲା ବୋରିଗୁମ୍ମା- କୋଟପାଡ଼ ୬୩ ନଂ. ଜାତୀୟ ରାଜପଥ ଶଶାହାଣ୍ଡି ନିକଟରେ ସୋମବାର ବିଳମ୍ବିତ ରାତିରେ ଟ୍ରକ୍ -ବାଇକ ଧକ୍କା ହୋଇ ଟ୍ରକ୍,ବାଇକ ଜଳିଯାଇଛି। ଏଥିରେ ୨ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ହରି ପାଇକ,…
ବିଧାନସଭାରେ ଶୋକ
ଭୁବନେଶ୍ୱର, ୧୧।୩(ବ୍ୟୁରୋ): ବିଧାନସଭାରେ ପୂର୍ବତନ ସଦସ୍ୟଙ୍କ ବିୟୋଗରେ ଗୃହରେ ବୁଧବାର ଶୋକ କରାଯାଇଛି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହର ନେତା ତଥା ମୁଖ୍ୟମନ୍ତ୍ରୀଙ୍କୁ ଶୋକ ପ୍ରସ୍ତାବ ଆଗତ କରିବା ଲାଗି କହିଥିଲେ। ମୁଖ୍ୟମନ୍ତ୍ରୀ ପୂର୍ବତନ ସଦସ୍ୟା…
ନଳକୂପ ବ୍ୟବହାରକୁ ନେଇ ମହିଳାଙ୍କୁ ଅସଦାଚରଣ: ୨ ଭାଇ କୋର୍ଟଚାଲାଣ
ରାଇରଙ୍ଗପୁର,୧୧।୩(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୁରୁବାଦଡ଼ା ଗ୍ରାମରେ ନଳକୂପ ବ୍ୟବହାରକୁ ନେଇ ଜଣେ ମହିଳାଙ୍କ ପ୍ରତି ଅସଦାଚରଣ ହୋଇଥିବା ରବିବାର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ,ମହିଳାଙ୍କୁ ନଳକୂପ ବ୍ୟବହାର କରିବାକୁ ଉକ୍ତ ଗ୍ରାମର ୨ ଭାଇ…
Archives


