ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ଜମ୍ମୁର ୫ ଜିଲାରେ ବନ୍ଦ ହେଲା ସିନେମା ହଲ୍
ଜମ୍ମୁ,୧୧।୩: କରୋନା ଭାଇରସ ଭାରତରେ ତା’ର ସ୍ଥିତି ଜାହିର କରିଥିବା ବେଳେ ଏବେ ଏହା ବଢିବାରେ ଲାଗିଛି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୬୦ ଛୁଇଁଥିବା ବେଳେ ଏହାକୁ ନେଇ ସମସ୍ତେ ଭୟଭୀତ ହୋଇପଡିଛନ୍ତି। ଇତି ମଧ୍ୟରେ ଇଟାଲିରୁ ଏୟାର ଇଣ୍ଡିଆର…
ଢାବାରେ ଚଢ଼ାଉ: ୯୬ ଲିଟର ବିଦେଶୀ ମଦ ଜବତ, ମାଲିକ କୋର୍ଟଚାଲାଣ
ରାଇରଙ୍ଗପୁର,୧୧।୩(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସର୍କଲ ପୋଲିସ ସୋମବାର ରାତିରେ ବାଶିଙ୍ଗ ଗ୍ରାମ ନିକଟ ୨୨୦ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଢାବା ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ବେଆଇନ ଭାବେ ଗଚ୍ଛିତ ଥିବା ବିଭିନ୍ନ ବ୍ରାଣ୍ଡର…
ଗଞ୍ଜାମର ନୂଆ ଏଡିଏମ୍ ଭାବେ ଦାୟିତ୍ୱ ଗ୍ରହଣ କଲେ ଅମିୟ କୁମାର ସାହୁ
ଛତ୍ରପୁର,୧୧।୩(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଅତିରିକ୍ତ ଜିଲାପାଳ (ରାଜସ୍ବ) ଭାବେ ଅମିୟ କୁମାର ସାହୁ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ କଟକ ଜିଲା ଆଠଗଡ଼ ଉପଜିଲାପାଳ ଥିଲେ। ପଦୋନ୍ନତି ହେବା ପରେ ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳ…
ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ଘଟଣା: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ଏମ୍ପି
ଭୁବନେଶ୍ୱର, ୧୧।୩(ବ୍ୟୁରୋ): ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଫସି ରହିଛି। ଏହି ଟଙ୍କାକୁ ମୁକାଳିବା ପାଇଁ ବିଜେଡି ଏମ୍ପିମାନେ କେନ୍ଦ୍ର ଅଥର୍ର୍ମନ୍ତ୍ରୀ ନିର୍ମଳ ସୀତାରମନଙ୍କୁ ବୁଧବାର ସାକ୍ଷାତ କରିଛନ୍ତି। ରାଜ୍ୟସଭା ଏମ୍ପି ପ୍ରଶନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ଟିମ୍ ସୀତାରମଣଙ୍କୁ…
ଦର୍ଶକଙ୍କ ବିନା ଖେଳାଯିବ ଇଣ୍ଡିଆ ଓପନ
ନୂଆଦିଲ୍ଲୀ,୧୧।୩- ଇଣ୍ଡିଆ ଓପନ ସୁପର ୫୦୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ଟୋକିଓ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଏହି ଇଭେଣ୍ଟ ବିନା ଦର୍ଶକରେ ଖେଳାଯିବ ବୋଲି ବ୍ୟାଡ୍ମିଣ୍ଟନ ଆସୋସିଏଶନ ଅଫ୍ ଇଣ୍ଡିଆ (ବାଇ)…
୭୦ ନିୟୁତ ବର୍ଷ ତଳେ ଦିନ ଥିଲା ୨୪ ଘଣ୍ଟାରୁ କମ: ନିକଟରେ ଥିଲା ଚନ୍ଦ୍ର
ଓ୍ବାଶିଂଟନ: ପୃଥିବୀ ନିଜ ଅକ୍ଷ ଚାରିପଟେ ଘୁରିବା ଲାଗି ୨୪ ଘଣ୍ଟା ଅର୍ଥାତ୍ ଗୋଟିଏ ଦିନ ସମୟ ନେଉଛି। ଫଳରେ ଗୋଟିଏ ବର୍ଷରେ ପୃଥିବୀ ନିଜ ଅକ୍ଷ ଚାରିପଟେ ୩୬୫ ଥର ଘୁରୁଛି। ତେବେ ୭୦ ନିୟୁତ ବର୍ଷ ତଳେ ଡାଇନୋସରସ୍ମାନେ…
ଏସିଆନ କ୍ୱାଲିଫାୟର୍ସ ଫାଇନାଲରୁ ଓହରିଲେ ବିକାଶ
ଅମାନ,୧୧।୩(ପି.ଟି.)- ଅଲିମ୍ପିକ୍ ଯୋଗ୍ୟତା ହାସଲକାରୀ ବକ୍ସର ବିକାଶ କ୍ରିଷ୍ଣନ (୬୯ କେଜି)ଙ୍କୁ ଏସିଆ/ଓସେନିଆ କ୍ୱାଲିଫାୟର୍ସରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଆଖିଜନିତ ଆହତ ସମସ୍ୟା ଯୋଗୁ ସେ ୬୯ କେଜି ଓଜନ ବର୍ଗର ଫାଇନାଲରୁ ଓହରି ଯାଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା…
ପ୍ରବାଳ ପ୍ରାଚୀର ନିକଟରେ ବାସ କରୁଥିବା ମାଛ କରନ୍ତି ଲିଙ୍ଗ ପରିବର୍ତ୍ତନ
କାଲିଫର୍ନିଆ: ପ୍ରବାଳ ପ୍ରାଚୀର ନିକଟରେ ବାସ କରୁଥିବା କେତେକ ମାଛ ପ୍ରଜାତି ନିଜ ଜୀବନକାଳ ମଧ୍ୟରେ ଲିଙ୍ଗ ପରିବର୍ତ୍ତନ କରିଥାନ୍ତି। ଏନେଇ ଆମେରିକା କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଡେଭିସ୍ କଲେଜରେ ଗବେଷକମାନଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଇଭୋଲ୍ୟୁଶନ…
ହିରୋସୀମାର ରହସ୍ୟମୟ ଛାଇ
ଟୋକିଓ : ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସୀମାରେ ୧୯୪୫ ଅଗଷ୍ଟ ୬ରେ ପରମାଣୁ ବୋମା ବିସ୍ଫୋରଣ ହୋଇଥିଲା। ନିମିଷକ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ଯୋଗୁ ସୃଷ୍ଟି ହୋଇଥିବା ବିକିରଣର ପ୍ରଚଣ୍ଡ ଉତ୍ତାପ ସହରକୁ ଜଳାଇ…
ରାଗିଲେ କରିନା!
ମୁମ୍ବାଇ: ନିକଟରେ ବଲିଉଡ୍ ବେବୋ କରିନା କପୁର ଖାଁ ହୋଲି ଖେଳି ଫେରୁଥିବା ସମୟରେ ତାଙ୍କୁ ସ୍ପଟ କରାଯାଇଥିଲା। ଆଉ ଏତିକିବେଳେ ତାଙ୍କ ପ୍ରଶଂସକମାନେ କରିନାଙ୍କ ସହ ଏକ ସେଲ୍ଫି ନେବାକୁ ଚେଷ୍ଟା କରିଥିଲେ। କେହି କେହି ଏଥିରେ ସଫଳ ନ…
କରୋନା ଭାଇରସ: ବଦଳିପାରେ ସୂର୍ଯ୍ୟବଂଶୀ ଓ ୮୩ର ରିଲିଜ୍ ଡେଟ୍
ମୁମ୍ବାଇ: କରୋନା ଭାଇରସ ଏବେ ଦେଶର ବିଭିନ୍ନ ସ୍ଥାନରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି। ଏମିତିକି କାହା ସହିତ ହାତ ନ ମିଳାଇବା, କାହାକୁ ଆଲିଙ୍ଗନ…
ମୋ ଜୀବନରେ ଘଟିଛି ୨ଟି ଗୁରୁତ୍ୱପୂର୍ଣ୍ଣ ଘଟଣା: ଜ୍ୟୋତିରାଦିତ୍ୟ
ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେବା ପରେ ବୁଧବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଏହାକୁ ନେଇ ସେ କହିଛନ୍ତି ତାଙ୍କ ଜୀବନରେ ଏପର୍ଯ୍ୟନ୍ତ ୨ଟି ଲାଇଫ୍ ଚେଞ୍ଚିଙ୍ଗ ଇଭେଣ୍ଟ ହୋଇଛି। ଗୋଟିଏ…
Archives


