କମଲନାଥଙ୍କ ୬ମନ୍ତ୍ରୀଙ୍କୁ ବହିଷ୍କାର କଲେ ରାଜ୍ୟପାଳ
ଭୋପାଳ,୧୩।୩: ମଧ୍ୟପ୍ରଦେଶରେ ପୁଣି ଥରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍ଜୀ ଟଣ୍ଡନ ଶୁକ୍ରବାର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସୁପାରିସରେ ମନ୍ତ୍ରିମଣ୍ଡଳର ୬ଜଣ ସଦସ୍ୟଙ୍କୁ ବହିଷ୍କୃତ କରିଛନ୍ତି। ସେମାନେ ସମସ୍ତେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ବୋଲି କୁହାଯାଉଛି। କଂଗ୍ରେସର ଇମାରତି…
କରୋନା ଭାଇରସ ଭୟ: ପିଏସ୍ଏଲରୁ ଓହରିଲେ ୯ ବିଦେଶୀ ଖେଳାଳି
କରାଚୀ,୧୩।୩(ପି.ଟି.)- ତିନି ଇଂଲଣ୍ଡ ଖେଳାଳି ଜାସନ ରୟ, ଆଲେକ୍ସ ହେଲ୍ସ ଓ ଜେମ୍ସ ଭିନ୍ସଙ୍କ ସମେତ ୯ ଜଣ ବିଦେଶୀ ଖେଳାଳି ଚଳିତ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ) ଛାଡ଼ି ଘରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଭାଇରସ ବ୍ୟାପୁ ଥିବାରୁ…
ଉନାଡ୍କଟଙ୍କ ଦମ୍ରେ ସୌରାଷ୍ଟ୍ର ଜିତିଲା ପ୍ରଥମ ରଣଜୀ ଟାଇଟଲ
ରାଜକୋଟ,୧୩।୩(ପି.ଟି.)- ଅଧିନାୟକ ଉନାଡ୍କଟଙ୍କ ଦମଦାର ସ୍ପେଲ ବଳରେ ସୌରାଷ୍ଟ୍ର ଦଳ ପ୍ରଥମ ଥର ପାଇଁ ରଣଜୀ ଟାଇଟଲ ହାସଲ କରିଛି। ଗତବର୍ଷ ରନର୍ସଅପ୍ରେ ସନ୍ତୁଷ୍ଟ ରହିଥିବା ସୌରାଷ୍ଟ୍ର ବେଙ୍ଗଲ ବିପକ୍ଷ ଫାଇନାଲ ମ୍ୟାଚ୍କୁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଜିତିନେଇଛି। ଶୁକ୍ରବାର…
ଷ୍ଟାଡିୟମରେ ଦର୍ଶକ ନ ଥିବାରୁ ହଇରାଣ ହେଲେ ଫିଲ୍ଡର
ସିଡ୍ନୀ,୧୩।୩- ସ୍ଥାନୀୟ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯାଇଛି। ସରକାରଙ୍କ ନିର୍ଦ୍ଦେଶ କ୍ରମେ କୌଣସି ପ୍ରଶଂସକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥିଲା। ମ୍ୟାଚ୍ ବେଳେ କୌଣସି ଷ୍ଟାଣ୍ଡରେ ଦର୍ଶକ…
କେନ୍ଦୁଝରରେ ବେକ, ହାତ କଟା ଅବସ୍ଥାରେ ଯୁବକ ଉଦ୍ଧାର
କେନ୍ଦୁଝର, ୧୩।୩ (ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ୪୯ତମ ଜାତୀୟ ରାଜପଥର ଧାଙ୍ଗରପଡ଼ା ନିକଟରୁ ଶୁକ୍ରବାର ରକ୍ତାକ୍ତ ଅବସ୍ଥାରେ ଜଣେ ଅଜଣା ଯୁବକଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ହାତ ଏବଂ ବେକ କଟା ଯାଇଥିବା ବେଳେ ସେ ରାସ୍ତାରେ ଦୌଡୁଥିବା…
ବିବାହ ଶୋଭାଯାତ୍ରା ଅନୁମତି ରଦ୍ଦ: ଦେହ ଖରାପ ହେଲେ ଛୁଟିରେ ଯିବେ ପୋଲିସ କର୍ମଚାରୀ
ଭୁବନେଶ୍ୱର, ୧୩।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ବିବାହ ଉତ୍ସବ, ଶୋଭାଯାତ୍ରାକୁ ରଦ୍ଦ କରାଯାଇଛି। ଯେଉଁମାନେ ଅନୁମତି ନେଇଥିଲେ ସେସବୁକୁ ମଧ୍ୟ ରଦ୍ଦ କରାଯାଇଥିବା ଜଣାପଡ଼ିଛି। ଲୋକମାନଙ୍କୁ କୌଣସି ସ୍ଥାନରେ ଏକାଠି ହେବାକୁ ମଧ୍ୟ ମନା କରାଯାଇଥିବା ଶୁକ୍ରବାର…
କରୋନା ଭୟ: ଏହି ଦେଶର ପ୍ରତ୍ୟେକ ସ୍ଥାନରେ ଲାଗିଛି ‘ଓ୍ବାଶ୍ ବେସିନ୍’
ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ଏବେ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିଚାଲିଛି। ବିଶ୍ୱର କେତେକ ଦେଶ ଏଥିରୁ ନିସ୍ତାର ପାଇବା ପାଇଁ ଉଚିତ ପଦକ୍ଷେପ ନେବା ସହ ସଚେତନ ମଧ୍ୟ ହେଉଛନ୍ତି। ତେବେ ଏଭଳି ଏକ…
କରୋନା ମୁକାବିଲା ପ୍ରସ୍ତୁତି: ଔଷଧ, ଷ୍ଟାଫ୍ ମାଗିଲା ଏସ୍ସିବି
କଟକ ଅଫିସ, ୧୩।୩: କରୋନା ମୁକାବିଲା ପାଇଁ କଟକ ଏସ୍ସିବି ମେଡିକାଲରେ ଏକ ସ୍ବତନ୍ତ୍ର ଓ୍ବାର୍ଡ ଗଠନ କରାଯାଇଛି। ଏହି ସ୍ବତନ୍ତ୍ର ଓ୍ବାର୍ଡ ପାଇଁ ଔଷଧ ଓ ଷ୍ଟାଫ୍ ଯୋଗାଇ ଦେବାକୁ ଏସ୍ସିବି ମେଡିକାଲ ଅଧିକ୍ଷକଙ୍କ ପକ୍ଷରୁ ଶୁକ୍ରବାର ଡିଏମ୍ଇଟିଙ୍କୁ ଏକ…
କରୋନା ଭାଇରସ: ହଜାର ହଜାର ମାଙ୍କଡ଼ଙ୍କ ମଧ୍ୟରେ ଏଠି ଲାଗୁଛି ଲଢେଇ
ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ପ୍ରାୟ ବିଶ୍ୱର ୧୧୭ ଦେଶକୁ ବ୍ୟାପିସାରିଛି। ଏହାର ପ୍ରକୋପକୁ ଦେଖି ବିଭିନ୍ନ ଦେଶରେ ଏକ ପ୍ରକାର ଅଚଳାବାସ୍ଥା ଦେଖାଦେଇଛି। ଅନେକ ସ୍ଥାନରେ ସ୍କୁଲ, କଲେଜ, ମଲ୍, ମନ୍ଦିର ଆଦିକୁ ବନ୍ଦ କରି ଦିଆଯାଇଛି।…
ଟିକ୍ଟକ୍ରେ ଭାଇରାଲ ହେଉଛି ବେବିଙ୍କ ଭିଡିଓ, ଲୋକେ କହୁଛନ୍ତି ‘ବିଦେଶିନୀ ଭାଉଜ’
ଚର୍ଚ୍ଚାରେ ଟିକ୍ଟକ୍ର ‘ବିଦେଶିନୀ ଭାଉଜ’। ବିଦେଶୀନୀ ସତ୍ତ୍ୱେ ପଞ୍ଜାବୀ ତଥା ହିନ୍ଦୀରେ କଥା କହି ସମସ୍ତଙ୍କ ମନ ଜିଣୁଛନ୍ତି ସେ। ତାଙ୍କର ପ୍ରକୃତ ନାମ ବେବି ସିଂ ବୋଲି କୁହାଯାଉଛି। @themodernsinghs ନାମରେ ଟିକ୍ଟକ୍ରେ ଏକ ପ୍ରୋଫାଇଲ ରହିଛି। ଯେଉଁଟି ବେବିଙ୍କର।…
ଫୋନ୍ରେ ଶୁଣିବାକୁ ମିଳୁଥିବା କରୋନା ଟୋନ୍ ସହ ଯୋଡା ଗଲାଣି ବଲିଉଡ୍ ଫିଲ୍ମର କିଛି ଦୃଶ୍ୟ
ମୁମ୍ବାଇ: ଏବେ ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ଖେଳାଇଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଏହାକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଏବେ କେତେକ ଟେଲିକମ କମ୍ପାନୀ ପକ୍ଷରୁ ଫୋନ୍ର ହ୍ୟାଲୋ ଟୋନ୍ରେ କରୋନା ଭାଇରସ…
ଆଇପିଏଲ-୧୩ ସ୍ଥଗିତ
ମୁମ୍ବାଇ,୧୩।୩- ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୩ତମ ସଂସ୍କରଣ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ନାହିଁ। ବିଶ୍ୱର ସବୁଠୁ ବିତ୍ତଶାଳୀ ଲିଗ୍ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ହୋଇଯାଇଛି। ବିସିସିଆଇ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି, ଜନସାଧାରଣ…
Archives


